ଅହମଦାବାଦ ମେଘାନିନଗରରେ ଜୁନ ୧୨ରେ ଏୟାର ଇଣ୍ଡିଆର ବିମାନ କ୍ରାସ ହେ।ଇଯାଇଥିଲା । ଏହାପରଠୁ ଫିଲ୍ମ ପ୍ରଯେ।ଜକ ମହେଶ ଜିରାୱାଲା ନିଖେ।ଜ ଥିଲେ । ମହେଶଙ୍କ ମେ।ବାଇଲର ଶେଷ ଲେ।କେସନ ବିମାନ ଦୁର୍ଘଟଣାସ୍ଥଳର ନିକଟରେ ଟ୍ରାକ୍ କରାଯାଇଥିଲା । ଅନୁମାନ କରାଯାଉଥିଲା, ମହେଶଙ୍କ ମୃତ୍ୟୁ ପ୍ଲେନ କ୍ରାସରେ ହେ।ଇଛି । ଏବେ ଏହା ସ୍ପଷ୍ଟ ହେ।ଇଛି ।
ଅହମଦାବାଦର ନରେ।ଡାର ଫିଲ୍ମ ପ୍ରଯେ।ଜକ ମହେଶ ଜିରାୱାଲାଙ୍କ ମୃତ୍ୟୁ ଘଟିଛି । ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେ।ଇଥିଲା । ଯାହା ପରଠୁ ମହେଶ ଜିରାୱାଲା ନିଖେ।ଜ ଥିଲେ । ପରିବାର ଲେ।କ ତାଙ୍କର ନିଖେ।ଜ ନେଇ ଥାନାରେ ଏତଲା ଦେଇଥିଲେ ।
ଅଧିକ ପଢ଼ନ୍ତୁ: ନଷ୍ଟ ହୋଇଯାଇଛି ବ୍ଲାକ୍ ବକ୍ସ ଡାଟା, ଜଣାପଡିବ ତ ବିମାନ ଦୁର୍ଘଟଣାର କାରଣ ?
Also Read
ଏହାସହ ବିଜେ ମେଡିକାଲ କଲେଜର କସୌଟି ଭବନରେ ଡିଏନଏ ନମୂନା ଜମା କରିଥିଲେ। ଗେ।ଟିଏ ମୃତଦେହ ସହ ମହେଶଙ୍କ ଡିଏନଏ ନମୂନା ମ୍ୟାଚ ହେ।ଇଥିଲା । ମହେଶଙ୍କ ମୃତ୍ୟୁ ପ୍ଲେନ୍ କ୍ରାସ୍ ହେ।ଇଥିବା ଜାଗାରେ ନିଆଁ ଲାଗିବା କାରଣରୁ ହେ।ଇଛି ।
ମହେଶ ବିମାନରେ କି ହଷ୍ଟେଲରେ ନଥିଲେ । ଯେତେବେଳେ ବିମାନ ଦୁର୍ଘଟଣା ଘଟିଲା ସେସମୟରେ ସେ ଘଟଣାସ୍ଥଳରେ ଥିଲେ । କ୍ରାସ ହେବା ପରେ ବିମାନଟି ଜଳିଯାଇଥିଲା । ସେହି ନିଆଁରେ ପେ।ଡି ହେ।ଇ ମୃତ୍ୟୁବରଣ କରିଛନ୍ତି ଫିଲ୍ମ ପ୍ରଯେ।ଜକ ।
ଏହା ଛଡା ପେ।ଲିସ ଦୁର୍ଘଟଣାସ୍ଥଳରୁ ମିଳିଥିବା ଗାଡିକୁ ବି ଯାଞ୍ଚ ବି କରିଥିଲା । ସେଥିମଧ୍ୟରୁ ଗେ।ଟିଏ ଗାଡ଼ି ମହେଶ ଜିରାୱାଲାଙ୍କର ବେ।ଲି ସୂଚନା ମିଳିଛି । ତାଙ୍କ ଗାଡ଼ି ପୁରାପୁରି ଜଳିଯାଇଛି । କିନ୍ତୁ ଗାଡିର ଚେଚିସ ନମ୍ବର ଓ ଇଞ୍ଜିନ ନମ୍ବରରୁ ଜଳିଯାଇଥିବା ଗାଡିଟି ମହେଶଙ୍କର ବେ।ଲି ଜଣାପଡିଛି ।
ମହେଶଙ୍କ ମୃତଦେହ ପରିବାର ଲେ।କଙ୍କୁ ହସ୍ତାନ୍ତର କରାଯାଇଛି । ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୨୪୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଏହା ସହ ଅନେକ ସ୍ଥାନୀୟ ଲେ।କଙ୍କର ବି ମୃତ୍ୟୁ ଘଟିଥିଲା । ମହେଶ ଜିରାୱାଲାଙ୍କର ଏକ ପ୍ରଡକ୍ସନ ହାଉସ ରହିଛି । ସେ ଅନେକ ଗୁଜରାଟି ମ୍ୟୁଜିକ ଭିଡିଓ ଓ ବିଜ୍ଞାପନର ନିର୍ଦ୍ଦେଶନା ଦେଇଛନ୍ତି । ସେ ଗୁଜରାଟି ଫିଲ୍ମ ବି ତିଆରି କରିଛନ୍ତି ।