• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Protest
Congres and BJD Protest: କଂଗ୍ରେସ ପାଇଁ କାନ୍ଦୁଛି ବିଜେଡି; ରଣକ୍ଷେତ୍ର ପାଲଟିଲା ବିଧାନସଭା ସମ୍ମୁଖ

ଆଜି ଗୃହରେ ପ୍ରଶ୍ନକାଳ ଚ।ଲିଥିବା ବେଳେ ବାଚସ୍ପତିଙ୍କ ବିବୃତ୍ତି ଦାବି କରିଥିଲା ବିଜେଡି । ଗତକାଲିର ଘଟଣାକୁ ନେଇ ବିବୃତି ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିବୃତି ଦାବି କରି କକ୍ଷତ୍ୟାଗ କରିଥିଲେ ବିଜେଡି ବିଧାୟକ। ପରେ ବିଧାନସଭା ବାହାରକୁ ଯାଇ କଂଗ୍ରେସର ସାଥ ଦେଇଥିଲା ବିଜେଡି।

chief-justice
Chief Justice Harish Tandon : ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ

ଜଷ୍ଟିସ ଟଣ୍ଡନ ପୂର୍ବରୁ କଲିକତା ହାଇକୋର୍ଟର ବିଚାରପତି ଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ଟଣ୍ଡନଙ୍କ ନିଯୁକ୍ତି ନେଇ ସୁପାରିସ୍ କରିଥିଲେ। ୨୦୧୦ ଏପ୍ରିଲ ୧୩ରେ ତାଙ୍କୁ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।

Highcourt
Highcourt: ବୋହୂ ନେଇଗଲା ପୋଷାକୁକୁର; ଶାଶୁ ଗଲେ ହାଇକୋର୍ଟ

୨୦୨୩ ମସିହାରେ କଟକ ମହିଳା ଥାନାରେ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଥିଲା। ଏତଲା ଆଧାରରେ ପୋଲିସ ଯୌତୁକ ସାମଗ୍ରୀ ଜବତ କରିଥିଲା। ବୋହୂ ଜଣଙ୍କ ଯିବା ସମୟରେ ସାଙ୍ଗରେ ଘରର ପୋଷା କୁକୁର ନେଇଯାଇଥିଲେ।

How to keep your house cool in summer
Tips and Tricks: ଗରମ ଦିନରେ ବିନା ACରେ ବି ଘର ରହିବ ଥଣ୍ଡା; ଏହି ଛୋଟ ଛୋଟ ଉପାୟ ମାନନ୍ତୁ

ଯଦି ଘରେ ଅତ୍ୟଧିକ ଗରମ ହୁଏ ତେବେ ଏସି, ଫ୍ୟାନ୍ ଏବଂ କୁଲର୍ ମଧ୍ୟ କାମ କରେ ନାହିଁ। ଏଭଳି ପରିସ୍ଥିତିରେ ଘର ଭିତରର କିଛି ପରିବର୍ତ୍ତନ ହିଁ ଗରମରୁ ମୁକ୍ତ କରିବ।

Age limit
Age Limit: ଖୁସି ଖବର, ସିପାହୀ ଓ  କନଷ୍ଟେବଲ୍ ଚାକିରି ପାଇଁ କୋହଳ ହେଲା ବୟସ ସୀମା

ଗତକାଲି ମାମଲାର ଶୁଣାଣି ଡିଭିଜନ ବେଞ୍ଚରେ କରାଯାଇଥିଲା। ବର୍ତ୍ତମାନ ରାଜ୍ୟ ସରକାର ୩ ବର୍ଷ ବୟସ ସୀମା କୋହଳ କରିବା ପାଇଁ ନିଷ୍ପତ୍ତି ନେବା ପରେ କୋର୍ଟ ଏହି ମାମଲାର ଅନ୍ତ ଘଟାଇଛନ୍ତି।

brushing teeth at night is essential for your heart
Health Tips: ଯଦି ଆପଣ ଦାନ୍ତ ସଫା କରୁନାହାଁନ୍ତି ତେବେ ନିଜ ହୃଦୟ ପାଇଁ ବିପଦ ସୃଷ୍ଟି କରୁଛନ୍ତି

ରାତିରେ ଶୋଇବା ପୂର୍ବରୁ ବ୍ରଶ୍‌ କରିବା କେବଳ ଦାନ୍ତ ସଫା କରିବା ପାଇଁ ନୁହେଁ ବରଂ ଆମ ହୃଦୟକୁ ସୁସ୍ଥ ରଖିବା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହାର ଅର୍ଥ, ଯଦି ଆପଣ ଦାନ୍ତ ସଫା କରୁନାହାଁନ୍ତି ତେବେ ଆପଣ ନିଜ ହୃଦୟ ପାଇଁ ବିପଦ ସୃଷ୍ଟି କରୁଛନ୍ତି।

swetapatra
Sweta Patra: ଗୃହ ବିଭାଗର ଶ୍ୱେତପତ୍ର; ଜାଣନ୍ତୁ ରାଜ୍ୟରେ କେତେ ହୋଇଛି ଅପରାଧ

୨୦୨୪ରେ ଅର୍ଥନୈତିକ ଅପରାଧ ଶାଖା ମୋଟ୍ ୧୩ଟି ମାମଲା ରୁଜୁ ହୋଇଛି। ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ବିଭିନ୍ନ କମ୍ପାନୀର ସଂପତ୍ତି ବ୍ୟାଜାପ୍ତି। ‘ରାଜ୍ୟରେ ଉଲ୍ଲେଖନୀୟ ଭାବେ ମାଓ ହିଂସା ହ୍ରାସ ପାଇଛି। ୨୦୨୪ରେ ମାଓବାଦୀଙ୍କ ଦ୍ୱାରା କେବଳ ୪ଟି ଘଟଣା ଘଟିଛି। ୬, ୩୦୭ଟି ପ୍ରତାରଣା ମାମଲା ରୁଜୁ ହୋଇଛି।

Tara Prasad Bahinipati
Tara Prasad Bahinipati: ଅସୁସ୍ଥ ହୋଇପଡ଼ିଲେ ତାରା; ପହଞ୍ଚିଲେ ଡାକ୍ତର

ଗତକାଲି ୧୨ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିବା ପରେ ଜୋରଦାର ପ୍ରତିବାଦ କରିଛି କଂଗ୍ରେସ। ବାଚସ୍ପତିଙ୍କ ଆକ୍ସନ ପରେ ରିଆକ୍ସନ ଦେଖାଇଛନ୍ତି କଂଗ୍ରେସ ବିଧାୟକ। ଗତକାଲି ବିଧାନସଭା ଭିତରେ ଓ ବାହାରେ ତମ୍ବିତଫାନ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ବିଧାୟକ।

Panchang
Panchang Today 26th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର । ଚନ୍ଦ୍ର- ମକର ଦିବା ୦୩.୧୩ ଗତେ କୁମ୍ଭ । ତିଥି- ୧୨ଶୀ ରାତ୍ରି ୦୧.୪୩ ଗତେ ୧୩ଶୀ । ଘାତଚନ୍ଦ୍ର- ସିଂହ ରାଶିର, ଦିବା ୦୩.୧୩ ଗତେ ମିଥୁନ ଓ ମୀନ ରାଶିର । ଘାତବାର- କର୍କଟ ରାଶିର ।

congress
Congress Workers Protest: କଂଗ୍ରେସର ହାଇଡ୍ରାମା; ରାଜରାସ୍ତାରେ ରାତି କାଟିଲେ

୧୨ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିବା ପରେ ଜୋରଦାର ପ୍ରତିବାଦ କରିଛି କଂଗ୍ରେସ। ଗତକାଲି ବିଧାନସଭା ଭିତରେ ଓ ବାହାରେ ତମ୍ବିତଫାନ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ବିଧାୟକ। ମାଷ୍ଟରକ୍ୟାଣ୍ଟିନ ଛକରେ ରାତିସାରା ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ। ସେମାନଙ୍କ ସହ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି।

ବିଧାନସଭା ଆଗରେ ହାଇଡ୍ରାମା
Odisha Assembly: ବିଧାନସଭା ଆଗରେ କଂଗ୍ରେସର ହାଇଡ୍ରାମା, ବରିଷ୍ଠ କଂଗ୍ରେସ ନେତା ଓ ପୋଲିସ ମଧ୍ୟରେ ଯୁକ୍ତିତର୍କ

କଂଗ୍ରେସର ଏହି ୫ ବରିଷ୍ଠ ନେତା ବିଧାନସଭା ଭିତରକୁ ଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସ୍‌ ସେମାନଙ୍କୁ ଅଟକାଇଥିଲେ। ବିଧାନସଭାକୁ ପ୍ରବେଶ ଉଦ୍ୟମ ବେଳେ କଂଗ୍ରେସ ନେତା ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା ।

ଧୋଇଯାଉଛି ବିଧାନସଭା
Assembly Washed Out: ଧୋଇ ଯାଉଛି କାର୍ଯ୍ୟ ଦିବସ, ବିରୋଧୀଙ୍କ ହଙ୍ଗାମା ଯୋଗୁଁ ୧୧ ଦିନ ହେଲା ଅଚଳ ବିଧାନସଭା

ବିଧାନସଭାରେ ବିରୋଧୀଙ୍କ ରୀତିମତ ହଙ୍ଗାମା । କଂଗ୍ରେସ ସଦସ୍ୟଙ୍କ ଲଗାତର ବିଶୃଙ୍ଖଳିତ ଆଚରଣ । ଗୃହ ଭିତରେ ହାତାହାତି ପରିସ୍ଥିତି ଭିତରେ । ବିଧାନସଭାକୁ ଚଳାଇ ନଦେବାର ଯୋଜନାବଦ୍ଧ ଉଦ୍ୟମ !

ଦୁର୍ନୀତିଖୋରଙ୍କୁ ସାବାଡ୍‌ ନାଲିଆଖି
Corrupt Officials: ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ମୋହନ ସରକାରଙ୍କ ପୁଣି ନାଲି ଆଖି, ଅବସର ଆଗରୁ ଚାକିରିରୁ ବିଦା ପାଇଁ ଚେତାବନୀ

ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସରକାରଙ୍କ ନାଲି ଆଖି । ସଚ୍ଚୋଟ ପଣିଆର ଅଭାବ ପରିଲକ୍ଷିତ ହେଲା ମାତ୍ରେ ବାଜିବ ଆକ୍ସନ ଛାଟ । ଅପାରଗତା ଦେଖିବା ମାତ୍ରେ ଅବସର ଆଗରୁ ହୋଇଯିବେ ବିଦା ।

sonu
Sonu Nigam Concert: କନସର୍ଟ ମଝିରେ ଟେକା ଫୋପାଡିଲେ ଦର୍ଶକ

ସୋନୁ ନିଗମ୍ ଦିଲ୍ଲୀ ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟି (DTU)ରେ ଆୟୋଜିତ ଏଞ୍ଜିଫେଷ୍ଟ ୨୦୨୫ ସମୟରେ ଏକ କନସର୍ଟ ମଝିରେ ରୋକିଥିଲେ। କିଛି ଦର୍ଶକ ତାଙ୍କ ଉପରକୁ ଟେକା ପଥର ଏବଂ ବୋତଲ ଫିଙ୍ଗିଥିଲେ। ଏହି ଘଟଣା ରବିବାର ଦିନ ଘଟିଥିଲା। ଟେକା ଓ ବୋତଲ ମାଡ ସତ୍ତ୍ବେ ସୋନୁ ଶାନ୍ତ ରହିଥିଲେ। ଏପରିକି ଦର୍ଶକଙ୍କୁ ଅନୁରୋଧ କରି କହିଥିଲେ, "ମୁଁ ଆପଣମାନଙ୍କ ପାଇଁ ଗୀତ ଗାଇବାକୁ ଏଠାକୁ ଆସିଛି। ଦୟାକରି ଏପରି କରନ୍ତୁ ନାହିଁ।"

dsp
Fake Police: କମିଶନରେଟ୍ ପୋଲିସର ନିଦ ହଜାଇଛି ନକଲି ଡିଏସପିର ନକଲ ଫଣ୍ଡା

ଅସଲିଙ୍କ ହୋସ୍ ଉଡ଼ାଉଛି ନକଲି ପୋଲିସ। ତା’ର ନକଲ ଫଣ୍ଡା ଆଛା ଆଛା ଖାକି ବାବୁଙ୍କୁ ଏବେ ଚିନ୍ତାରେ ପକାଇ ଦେଇଛି। ଜାଲ୍ କାଗଜପତ୍ର ଜରିଆରେ ଏବଂ ବେଶଭୂଷା ବଦଳାଇ ନକଲି ଡିଏସପି ସାଜିଥିବା ମାନସ ରଞ୍ଜନ ସେନାପତିର ଏହି ଚିତ୍ରକୁ ନେଇ କମିଶନରେଟ୍ ପୋଲିସରେ ଏବେ କମ୍ପନ।

pandian
Mines Scam: ଏକ୍ ଆଦମି ସବକୋ ଉଲ୍ଲୁ ବନା ଦିୟା: ଖଣିମନ୍ତ୍ରୀ

ବିଧାନସଭାରେ ଖଣି ମନ୍ତ୍ରୀଙ୍କ ସାୟରୀ। ଆଉ ସେହି ସାୟରୀ ଆଳରେ ପୂର୍ବ ବିଜେଡି ସରକାରକୁ ନିଶାନା। ନାଁ ନନେଇ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ଏବଂ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ମନ୍ତ୍ରୀ। କେମିତି ଖଣି ଲୁଟ କରି ଓଡ଼ିଶାର ସଂପତ୍ତିର ହରିଲୁଟି ହୋଇଛି ଏବଂ ଜଣେ ଲୋକ କିଭଳି ବିଜେଡିର ସର୍ବେସର୍ବା ବନିଯାଇଥିଲା ତାର ଗୁମର ଖୋଲିଛନ୍ତି ବିଭୂତି।

sygerian
sygerian delivery: ରାଜ୍ୟରେ ବୃଦ୍ଧି ପାଉଛି ସିଜରିଆନ ପ୍ରସବ

ବର୍ତ୍ତମାନ ପ୍ରସବ କହିଲେ ଯେମିତି ସିଜରିଆନ୍। ସଂଖ୍ୟା ଏତେ ଯେ, ପଛରେ ପଡିଲାଣି ନର୍ମାଲ ଡେଲିଭରି। ରାଜ୍ୟରେ ସରକାରୀ ହସପିଟାଲ୍ ତୁଳନାରେ ଘରୋଇ ହସ୍ପିଟାଲ୍ ଗୁଡ଼ିକରେ ହେଉଛି ଅଧିକ ଅସ୍ତ୍ରୋପଚାର ଡେଲିଭରି। ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ଘରୋଇ ହସପିଟାଲରେ ୮୧ ପ୍ରତିଶତରୁ ଅଧିକ ଡେଲିଭରି ଅସ୍ତ୍ରୋପଚାରଜନିତ।

୧୨ କଂଗ୍ରେସ MLA ସସ୍‌ପେଣ୍ଡ
Congress MLAs Suspended: ବାଚସ୍ପତିଙ୍କ ବଡ଼ ଆକ୍ସନ, କଂଗ୍ରେସର ୧୨ ବିଧାୟକ ବିଧାନସଭାରୁ ୭ ଦିନ ପାଇଁ ସସପେଣ୍ଡ୍

ବିଧାନସଭାରେ ରୀତିମତ ବିଶୃଙ୍ଖଳା ପାଇଁ ୧୨ କଂଗ୍ରେସ ବିଧାୟକ ନିଲମ୍ବିତ । ୭ଟି କାର୍ଯ୍ୟ ଦିବସ ଯାଏଁ ଗୃହକୁ ଆସିବା ଉପରେ ବାଚସ୍ପତିଙ୍କ କଟକଣା ।

robin
Indigenous Player in IPL: ଆଇପିଏଲର ଏକମାତ୍ର ଆଦିବାସୀ ଖେଳାଳି, ଜାଣନ୍ତୁ କିଏ

ଝାଡଖଣ୍ଡରୁ ଆସୁଥିବା ଏହି ୱିକେଟ କିପର ବ୍ୟାଟର ଜଣଙ୍କ ମହେନ୍ଦ୍ର ସିଂ ଧୋନୀଙ୍କୁ ନିଜର ଆଦର୍ଶ ବୋଲି ମାନିଥାନ୍ତି। ଝାଡଖଣ୍ଡର ୩ ଜଣ ୱିକେଟ କିପର ଆଇପିଏଲ ଅକ୍ସନରେ ବିକ୍ରି ହୋଇଛନ୍ତି। ଇଶାନ କିଶନ, କୁମାର କୁଶାଗ୍ର ଓ ରବିନ ମିଞ୍ଜ ବିକ୍ରି ହୋଇଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କୁ ରିଟେନ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। ତେବେ ଏହା ସହିତ ଆଇପିଏଲ ଇତିହାସର ପ୍ରଥମ ଆଦିବାସୀ ଖେଳାଳି ହେବାର ରେକର୍ଡ କରିବାକୁ ଯାଉଛନ୍ତି ରବିନ ମିଞ୍ଜ।

Woman fell from roof while dancing when saree stuck
Viral Video: ଟିଣ ଛାତ ଉପରେ ନାଚୁଥିଲେ ମହିଳା, ଲାଗିଗଲା ଶାଢି… ଯାହା ହେଲା ହସି ହସି ଗଡ଼ିବେ

ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ନିଜ ଘରର ଛାତ ଉପରେ ନାଚୁଛନ୍ତି। କିନ୍ତୁ ଏହା ପରେ ତାଙ୍କ ସହିତ ଯାହା ହେଲା ଲୋକେ ଦେଖି ଖରାପ ଅନୁଭବ କରୁଛନ୍ତି ଏବଂ ଏହା ଦେଖିବା ପରେ ସେମାନଙ୍କ ହସକୁ ରୋକିପାରୁ ନାହାନ୍ତି।

Unique Yellow Watermelons
Unique Yellow Watermelons: ସରକାର ଦେଉଛନ୍ତି ପ୍ରୋତ୍ସାହନ, ହଳଦିଆ ତରଭୁଜ ଚାଷକରି ଲକ୍ଷପତି ଚାଷୀ

ଚାଷ ପାଇଁ ଖର୍ଚ୍ଚ କମ, କିନ୍ତୁ ଲାଭ ମିଳୁଛି ଅଧିକା । ପୂର୍ବରୁ ଆପଣ ଲାଲ୍ ଟହଟହ ତରଭୁଜ ଦେଖିଥିବେ, ହେଲେ ଇଏ ପୂରା ଗାଢ଼ ହଳଦିଆ ତରଭୁଜ । କଥାଟା ଟିକେ ଅଡ଼ୁଆ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ସତ ।

RRB ALP Notification 2025
RRB ALP Notification 2025: ଭାରତୀୟ ରେଳବାଇରେ ପୂରଣ ହେବ ୯,୯୦୦ରୁ ଅଧିକ ପଦବୀ

ଭାରତୀୟ ରେଳବାଇରେ ଚାକିରି ସୁଯୋଗ। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ବାଇକ୍ ଆମ୍ବୁଲାନ୍ସ
Bike Ambulance: ଅସହାୟ ରୋଗୀଙ୍କ ସାହାରା ପାଲଟିଛି ନଗେନ୍ଦ୍ରଙ୍କ ବାଇକ ଆମ୍ବୁଲାନ୍ସ

ଏହି ବାଇକ ଆମ୍ବୁଲାନ୍ସରେ ଅକ୍ସିଜେନ ସୁବିଧା ମଧ୍ୟ ରହିଛି। ରୋଗୀ ଆରାମରେ ଶୋଇରହି ଡାକ୍ତରଖାନା ଯାଇପାରିବ । ସେହିପରି ସମସ୍ତଙ୍କ ଅବଗତି ଓ ସୁବିଧା ପାଇଁ ୨୪ ଘଣ୍ଟା ଟୋଲ ଫ୍ରି ମୋବାଇଲ ନଂ ରହିଛି। ନିଜେ ନଗେନ୍ଦ୍ର ନାଥ ଏକାଧିକ ଥର ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ମଧ୍ୟ ହୋଇଛନ୍ତି । ଏଥିସହ ସେ ନିଜର ସମସ୍ତ ଅଙ୍ଗବାନ ପାଇଁ ସ୍ୱୀକୃତିପତ୍ର ପ୍ରଦାନ କରିବା ସହ ଗ୍ରାମାଞ୍ଚଳରେ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

assembly
12 Congress Legislator suspended: କଂଗ୍ରେସର ୧୨ ବିଧାୟକ ନିଲମ୍ବିତ

ବିଧାନସଭା ଅଧିବେଶନ ଜାରି ରହିଥିବା ବେଳେ ମଙ୍ଗଳବାର କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ଗୃହ ମଧ୍ୟରେ ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ସମସ୍ତଙ୍କୁ ନିଲମ୍ବିତ କରିଛନ୍ତି। ଚଳିତ ବିଧାନସଭାରେ କଂଗ୍ରେସର ସମୁଦାୟ ୧୪ ଜଣ ବିଧାୟକ ରହିଛନ୍ତି। ଏହା ମଧ୍ୟରୁ ୧୨ ଜଣଙ୍କୁ ୭ କାର୍ଯ୍ୟ ଦିବସ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ।

Odisha Assembly
Odisha Assembly: ବିଧାନସଭାରେ ଗୋଟିଏ ଦିନର ଖର୍ଚ୍ଚ ୭୦ ଲକ୍ଷ; ନିଜ ସ୍ବାର୍ଥକୁ ନେଇ ଗୃହକୁ ବନ୍ଦ କରିବା କେତେ ଠିକ୍‌ ? 

ଲୋକଙ୍କ ସମସ୍ୟା ଆଲୋଚନା କରିବା ନା ହାତରେ ଘଣ୍ଟି ଧରି ବାଡେଇବା ? ବିନା ଇସ୍ୟୁକୁ ଇସ୍ୟୁ କରି ଫାଟକ ବାହାରେ ଆନ୍ଦୋଳନ କରିବା କେତେ ଠିକ୍‌ ?