Advertisment

IIC Suspended: ଚାକିରିରୁ ନିଲମ୍ବିତ ହେଲେ ଥାନାଧିକାରୀ, ଲାଞ୍ଚ ନେଇ ଧରାପଡିଥିଲେ

ଲାଞ୍ଚ ନେଇ ଗିରଫ ହୋଇଥିବା କୋରାପୁଟ ଦଶମନ୍ତପୁର ଥାନାଧିକାରୀ ସୁକମା ହାଁସଦା ଚାକିରିରୁ ନିଲମ୍ବିତ। ଥାନାଧିକାରୀ ସୁକମାଙ୍କୁ ଏକ ଲାଞ୍ଚ ମାମଲାରେ ଗିରଫ କରାଯାଇଛି ।

author-image
Chinmayee Sahoo
IIC Suspended

IIC Suspended Photograph: (OTV)

ଲାଞ୍ଚ ନେଇ ଗିରଫ ହୋଇଥିବା କୋରାପୁଟ ଦଶମନ୍ତପୁର ଥାନାଧିକାରୀ ସୁକମା ହାଁସଦା ଚାକିରିରୁ ନିଲମ୍ବିତ। ଥାନାଧିକାରୀ ସୁକମାଙ୍କୁ ଏକ ଲାଞ୍ଚ ମାମଲାରେ ଗିରଫ କରାଯାଇଛି । 

ଅଭିଯୋଗ ଅନୁସାରେ, ଏକ ମାମଲାରେ ରଫାଦଫା କରିବାକୁ ଥାନାଧିକାରୀ ସୁକମା ମାଗିଥିଲେ ୨୦ ହଜାର। ଡିଲ୍ ମୁତାବକ ୨୦ ହଜାର ଲାଞ୍ଚ ନେବା ବେଳେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଗତ ୧୮ ତାରିଖରେ ଧରିଥିଲା।

Advertisment

•    ଚାକିରିରୁ ନିଲମ୍ବିତ ଦଶମନ୍ତପୁର ଥାନାଧିକାରୀ
•    ଲାଞ୍ଚ ନେଇ ଧରାପଡ଼ିଥିଲେ ଥାନାଧିକାରୀ ସୁକମା ହାଁସଦା
•    ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ ଦଶମନ୍ତପୁର ଥାନାଧିକାରୀ
•    ଏକ ମାମଲାରେ ରଫାଦଫା କରିବାକୁ ମାଗିଥିଲେ ୨୦ ହଜାର 
•    ୨୦ ହଜାର ଲାଞ୍ଚ ନେବା ବେଳେ ଜୟପୁର ଭିଜିଲାନ୍ସ ଧରିଲା 

Bribe Case Lady IIC Suspended
Advertisment
Related Articles
Advertisment