Advertisment

Today Panchang 21st December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ। ଇଂରାଜୀରେ  ତାରିଖ ୨୧ ରବିବାର। ଚନ୍ଦ୍ର- ଧନୁ ଅହୋରାତ୍ର। ତିଥି – ପ୍ରତିପଦ ଦିବା ୦୯.୧୧ ଗତେ ୨ୟା। ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଅହୋରାତ୍ର।

author-image
Deepak Acharya
Panchang Today 28th August 2024

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ। ଇଂରାଜୀରେ  ତାରିଖ ୨୧ ରବିବାର। ଚନ୍ଦ୍ର- ଧନୁ ଅହୋରାତ୍ର। ତିଥି – ପ୍ରତିପଦ ଦିବା ୦୯.୧୧ ଗତେ ୨ୟା। ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୯.୧୧ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୩.୩୫ ଗତେ ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ।
ଶୁଭ ସମୟ-
ପ୍ରାତଃ – ୦୭.୦୩ ରୁ ୦୯.୧୩
ଦିବା – ୦୧.୦୫ ରୁ ୦୨.୫୯
ଦିବା – ୦୩.୪୨ ରୁ ୦୩.୪୭
ରାତ୍ରି – ୦୭.୪୭ ରୁ ୦୯.୩୨
ରାତ୍ରି – ୧୨.୧୧ ରୁ ୦୧.୨୩
ରାତ୍ରି – ୦୩.୦୩ ରୁ ୦୬.୨୧
ଅଶୁଭ ସମୟ-
ରାହୁକାଳ- ଦିବା ୦୩.୪୭ ରୁ ୦୫.୦୮
କାଳବେଳା - ଦିବା ୧୧.୪୪ ରୁ ୦୧.୦୫
ବାରବେଳା- ଦିବା ୧୦.୨୩ ରୁ ୧୧.୪୪
କାଳରାତ୍ରି – ରାତ୍ରି ୦୧.୨୩ ରୁ ୦୩.୦୩

Advertisment
Panchang
Advertisment
Related Articles
Advertisment