/odishatv-khabar/media/media_files/2025/11/15/pm-narendra-modi-2025-11-15-08-51-44.jpg)
PM Narendra Modi Photograph: (OTV)
ମୋଦିଙ୍କ ଭିନ୍ନ ଅନ୍ଦାଜ, ଗାମୁଛା ବୁଲାଇଲେ, ସେଲିବ୍ରେଟ୍ କଲେ। ବିହାରରେ ବିଜେପିର ବିଶାଳ ବିଜୟ ପରେ ଆଜି ଦିଲ୍ଲୀ ବିଜେପି ପାର୍ଟି ଅଫିସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ମୋଦିଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିହାରର ପାରମ୍ପରିକ ଗାମୁଛା ଦେଇ ସ୍ବାଗତ କରିଥିଲେ।
ହେଲେ ଏଇ ସମୟରେ ମୋଦି ଏହି ଗାମୁଛାକୁ ହାତରେ ବୁଲାଇଥିଲେ। ବିଜୟର ଉଲ୍ଲାସକୁ ସାରା ଦେଶକୁ ଜଣାଇବା ସହ ବିହାରର ନିଆରା ଷ୍ଟାଇଲ୍ କୁ ଦର୍ଶାଇଥିଲେ। ସେଠି ଉପସ୍ଥିତ ଥିବା ବାକି କର୍ମୀ ବି ସେମିତି କରିଥିଲେ। ନିର୍ବାଚନ ପ୍ରଚାର ବେଳେ ବି ମୋଦି ଏମିତି ଗାମୁଛା ବୁଲାଇ କ୍ୟାମ୍ପେନିଂ କରିଥିବା ଦେଖିବାକୁ ମିଳିଥିଲା। ଲୋକେ ବି ମୋଦିଙ୍କ ଏହି ଅନ୍ଦାଜକୁ ବେଶ୍ ପସନ୍ଦ କରିଛନ୍ତି।
Advertisment
Advertisment



Related Articles
Modi Signals Future Plans: ବିହାର ପରେ ମୋଦିଙ୍କ ନିଶାନାରେ ପଶ୍ଚିମବଙ୍ଗ.. କହିଦେଲେ ବଡ କଥା
POSTED

Odia singer Humane Sagar: ଓଲିଉଡର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର ଅସୁସ୍ଥ... ICUରେ ଚିକିତ୍ସିତ
POSTED

Daily Horoscope 15th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

Today Panchang 15th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)