Advertisment

Today Panchang 15th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୧୫ ଶନିବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି - ୧୧ଶୀ ରାତ୍ରି ୦୨.୩୭ ଗତେ ୧୨ଶୀ। ଘାତଚନ୍ଦ୍ର - ବୃଷ ରାଶିର ଅହୋରାତ୍ର। ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର।

author-image
Deepak Acharya
Panchang

Panchang Photograph: (OTV)

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୧୫ ଶନିବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି - ୧୧ଶୀ ରାତ୍ରି ୦୨.୩୭ ଗତେ ୧୨ଶୀ। ଘାତଚନ୍ଦ୍ର - ବୃଷ ରାଶିର ଅହୋରାତ୍ର। ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୧.୩୫ ଗତେ ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୨.୩୭ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ।
ଶୁଭ ସମୟ-
ପ୍ରାତଃ – ୦୭.୨୭ ରୁ ୦୮.୪୫
ଦିବା – ୧୧.୫୩ ରୁ ୧୨.୫୪
ଦିବା – ୦୨.୧୭ ରୁ ୦୨.୫୦
ଦିବା – ୦୩.୩୪ ରୁ ୦୩.୪୦
ରାତ୍ରି – ୦୨.୩୨ ରୁ ୦୩.୨୪
ଅଶୁଭ ସମୟ-
ରାହୁକାଳ- ଦିବା ୦୮.୪୫ ରୁ ୧୦.୦୮
କାଳବେଳା- ପ୍ରାତଃ ୦୫.୫୮ ରୁ ୦୭.୨୧ ଓ ଦିବା ୦୩.୪୦ ରୁ ୦୫.୦୩
ବାରବେଳା- ଦିବା ୧୨.୫୪ ରୁ ୦୨.୧୭
କାଳରାତ୍ରି – ସନ୍ଧ୍ୟା ୦୫.୦୩ ରୁ ୦୬.୪୦ ଓ ରାତ୍ରି ୦୪.୨୨ ରୁ ୦୫.୫୯

Advertisment
Panchang
Advertisment