/odishatv-khabar/media/media_files/2025/11/15/odia-singer-humane-sagar-2025-11-15-08-27-03.jpg)
Odia singer Humane Sagar Photograph: (OTV)
ଭୁବନେଶ୍ବର ଏମ୍ସ ର ICUରେ ଭର୍ତ୍ତି ହେଲେ ଓଲିଉଡ୍ ର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର। ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କୁ ଏମ୍ସର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଲିଭର୍ ସମସ୍ୟା ସହ ଶରୀରର ଏକାଧିକ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ତାଙ୍କୁ ଦିଲ୍ଲୀକୁ ଏୟାରଲିଫ୍ଟ କରାଯାଇପାରେ। ଗଲା କିଛି ଦିନ ଧରି ଲିଭର୍ ସମସ୍ୟାରେ ସେ ପୀଡ଼ିତ ଥିଲେ। ତଥାପି କିଛି ଷ୍ଟେଜ୍ ଶୋ’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଓଡ଼ିଆ ସିନେମା, ଆଲବମ୍ ଜଗତର ଜଣେ ଜଣାଶୁଣା ଚେହେରା ହେଉଛନ୍ତି ହ୍ୟୁମାନ। ବିଶେଷ ଭାବେ ଯୁବ ପିଢ଼ିଙ୍କ ବେଶ୍ ପସନ୍ଦ।
• ଏମ୍ସ ICUରେ ହ୍ୟୁମାନ ସାଗର
• ଓଲିଉଡର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର ଅସୁସ୍ଥ
• ଅଚଳ ହେଇପଡ଼ିଛି ଏକାଧିକ ଅଙ୍ଗ
• ଲିଭରରେ ସମସ୍ୟା, ବିଗୁଡ଼ୁଛି ସ୍ବାସ୍ଥ୍ୟବସ୍ଥା
• ଦିଲ୍ଲୀ ଏୟାରଲିଫ୍ଟ କରିବାକୁ ଯୋଜନା
• ଗଲା କିଛି ଦିନ ଧରି ଲିଭର୍ ସମସ୍ୟାରେ ପୀଡ଼ିତ
• ଓଡ଼ିଆ ସିନେମା, ଆଲବମ୍ ଜଗତର ଜଣାଶୁଣା ଚେହେରା
Daily Horoscope 15th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 15th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Modi Factor Dominates Bihar: ମୋଦିଙ୍କୁ ଭରସା କଲେ ବିହାର ଭୋଟର: ଖାଲି ହୋଇଗଲା ଆରଜେଡି, କଂଗ୍ରେସ ପୂରା ସଫା

Congress Collapse in Nuapada: ନୂଆପଡ଼ାରେ ଘାସିରାମଙ୍କ ଶୋଚନୀୟ ପରାଜୟ, ‘କଂଗ୍ରେସର ପରାଜୟ ପଛର ବଡ଼ କାରଣ ଟଙ୍କା’

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)