• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Cyclone Dana Emergency Helpline Numbers

ଜରୁରୀକାଳିନ ହେଲ୍ପ ଲାଇନ୍ ନମ୍ବରCYCLONE DANA

Live Updates : From The News Room

ଆଜି ଆଡ଼ପ ମଣ୍ଡପ ବିଜେ

Odisha

ଦୁଲୁକୁଛି ବଡ଼ଦାଣ୍ଡ...ଲାଗିଛି ଭକ୍ତଙ୍କ ଗହଳିଚହଳି। ସମସ୍ତଙ୍କ ଅପେକ୍ଷା...ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ କେତେବେଳେ ଶ୍ରୀମନ୍ଦିରରୁ ବାହାରିବେ କାଳିଆ ସାଆନ୍ତ ଆଉ ରଥ ଉପରେ ବିଜେ କରିବେ। ଭକ୍ତ ମନ ବ୍ୟାକୁଳ...ରଥ ଉପରେ କାଳିଆ ସାଆନ୍ତଙ୍କୁ ଦର୍ଶନ କରି ଚର୍ମଚକ୍ଷୁ ପବିତ୍ର କରିବେ। ଘର ଘର ନାଦ କରି ଗଡ଼ିବ ନନ୍ଦିଘୋଷ ଆଉ ସେଇ ନାଦରେ ନିନାଦିତ ହେବେ ଭକ୍ତ ଆଉ ଲଭିବେ କୋଟିଜନ୍ମର ପୂଣ୍ୟ । ପ୍ରତିବର୍ଷ ଯେବେ ଆଷାଢ ଦ୍ୱିତୀୟା ତିଥି ଶୁକ୍ଳପକ୍ଷ  ପଡ଼େ ସେହିଦିନ ଶ୍ରୀଜୀଉଙ୍କ ହୋଇଥାଏ ଏହି ପତିତପାବନ ଲୀଳା...ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। କାଳିଆର ଏହି ଅପୂର୍ବ ଯାତ୍ରାକୁ ନେଇ ରହିଛି ଅନେକ କଥା...ଅନେକ କାହାଣୀ। ଏସବୁର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ିହୋଇ ରୁହନ୍ତୁ ଆଉ ଲଗ୍‌ଇନ୍ କରନ୍ତୁ otvkhabar.in

Ratha Jatra

14:28 PM(1 year ago )

ଏ କି ସଙ୍କେତ ? ପହଣ୍ଡି ବେଳେ ଢଳିପଡ଼ିଲେ ଜଗନ୍ନାଥ

Posted by: Sonali Kabi

ଚାରମାଳ ଉପରେ ମହାପ୍ରଭୁ ଅତ୍ୟଧିକ ଢଳିପଡିଥିବା ଦେଖିବାକୁ ମିଳିଥିଲା । ସେବାୟତମାନେ ପହଣ୍ଡିରେ ନେବାବେଳେ ହଠାତ୍ ଢଳି ପଡିଥିଲେ ଶ୍ରୀଜଗନ୍ନାଥ, ଅଧିକ ପଢ଼ନ୍ତୁ... 

20:41 PM(1 year ago )

ଆଜି ଆଡପ ମଣ୍ଡପ ବିଜେ ପରେ ପରେ ମହାପ୍ରଭୁଙ୍କ ଅନ୍ୟ ନୀତିକାନ୍ତି ସମ୍ପନ୍ନ ହେବ ।

Posted by: Prangyan Parimita

20:40 PM(1 year ago )

କାଲିଠୁ ଜନ୍ମବେଦୀରେ ଦର୍ଶନ, ମହମହ ବାସିବ ଆଡ଼ପ ଅବଢ଼ା

Posted by: Prangyan Parimita

19:24 PM(1 year ago )

ଶ୍ରୀଜିଉଙ୍କର ଆଜି ଚାଲିଛି ଆଡ଼ପ ବିଜେ। ରତ୍ନବେଦୀରୁ ବାହାରିଥିଲେ ଧାଡ଼ି ପହଣ୍ଡିରେ, ଜନ୍ମବେଦୀକୁ ବିଜେ କରୁଛନ୍ତି ଗୋଟି ପହଣ୍ଡିରେ

Posted by: Satyendu Shekher Mishra

19:12 PM(1 year ago )

ବଡଠାକୁର ବଳଭଦ୍ରଙ୍କ ଆଡପ ବିଜେ ପହଣ୍ଡି ନୀତି

Posted by: Satyendu Shekher Mishra

Image

19:06 PM(1 year ago )

ଦେଖନ୍ତୁ ଶ୍ରୀ ସୁଦର୍ଶନ, ଶ୍ରୀ ମଦନମୋହନ ଏବଂ ଶ୍ରୀରାମକୃଷ୍ଣଙ୍କ ପହଣ୍ଡି ବେଳର ଦୃଶ୍ୟ

Posted by: Satyendu Shekher Mishra

19:03 PM(1 year ago )

କି ଶୋଭା.. ବାଜି ଉଠିଲା ବିଜେ କାହାଳୀ

Posted by: Prangyan Parimita

18:51 PM(1 year ago )

ନାଇଜେରିଆରେ ଗଡ଼ିଲା ରଥ.... ଜୟ ଜୟ ଜଗନ୍ନାଥ ଧ୍ୱନୀରେ କମ୍ପିଲା ଗଗନ ପବନ.. ଭାବବିହ୍ୱଳ ଭକ୍ତ

Posted by: Satyendu Shekher Mishra

18:50 PM(1 year ago )

କାଳିଆ ପ୍ରେମରେ କଲମ୍ୱିଆର ଭକ୍ତ

Posted by: Satyendu Shekher Mishra

18:39 PM(1 year ago )

ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ

Posted by: Prangyan Parimita

11:19 AM(1 year ago )

କାଲିଠୁ ଶ୍ରଦ୍ଧାଳୁଙ୍କ ପାଇଁ ବାହାରିବ ଆଡ଼ପ ଅବଢ଼ା

Posted by: Rajalaxmi Sahoo

11:18 AM(1 year ago )

ମାଉସୀ ମାଆ ମନ୍ଦିରରେ ବ୍ରହ୍ମ ତାଳଧ୍ୱଜ ରଥ

Posted by: Rajalaxmi Sahoo

11:18 AM(1 year ago )

ଗୁଣ୍ଡିଚା ମନ୍ଦିରକୁ ନିଆଗଲା ରତ୍ନ ପଲଙ୍କ

Posted by: Rajalaxmi Sahoo

11:17 AM(1 year ago )

ଆଜି ଆଡ଼ପ ମଣ୍ଡପ ବିଜେ: ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

Posted by: Rajalaxmi Sahoo

ଆଜି ଆଡ଼ପ ମଣ୍ଡପ ବିଜେ କରିବେ ତିନି ଠାକୁର। ମହାପ୍ରଭୁ ଆଜି ସନ୍ଧ୍ୟା ଯାଏ ରଥ ଉପରେ ଭକ୍ତଙ୍କ ଦର୍ଶନ ଦେବେ। ଏହାପରେ ଆଡ଼ପ ମଣ୍ଡପ ବିଜେ ଆରମ୍ଭ ହେବ। ଆହୁରି ପଢ଼ନ୍ତୁ...

23:12 PM(1 year ago )

ଗଞ୍ଜାମ ଧରାକୋଟ, ଯାଜପୁର ଗଡ଼ ମଧୁପୁରରେ ରାଣୀଙ୍କ ରଥଯାତ୍ରା

Posted by: Chandan Shishu

ରଥଯାତ୍ରାରେ ଛେରା ପହଁରା କରିଥାନ୍ତି ରାଜାା ଶ୍ରୀକ୍ଷେତ୍ରଠୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜଗନ୍ନାଥ ସଂସ୍କୃତିରେ ଛେରା ପହଁରା ରାଜା କରିବା ପରମ୍ପରା ରହିଛି। କିନ୍ତୁ ଏମିତି କିଛି ଅଞ୍ଚଳ ରହିଛି ଯେଉଁଠି ମହାରାଣୀ, ରାଜଜେମାମାନେ ଛେରାପହଁରା କରନ୍ତି। ଗଞ୍ଜାମ ଧରାକୋଟ ରଥଯାତ୍ରାରେ ଛେରା ପହଁରା ସହ ଯାତ୍ରାର ସମ୍ପାଦନା କରିଛନ୍ତି ରାଜା ସାହେବ ଅର୍ଥାତ ରାଜଜେମା ସୁଲକ୍ଷଣା ଗୀତାଞ୍ଜଳି ଦେବୀ। ଆହୁରି ପଢନ୍ତୁ...

22:43 PM(1 year ago )

ଘୋଷଯାତ୍ରାର ଦ୍ୱିତୀୟ ଦିନରେ ବି କମ୍ପିଲା ବଡ଼ଦାଣ୍ଡ

Posted by: Chandan Shishu

ଭକ୍ତର ମନୋବାଞ୍ଛା ହେଉ କି ଭଗବାନଙ୍କ ଲୀଳା। ରଥଯାତ୍ରା ଦିନ ଶରଧାବାଲିକୁ ବିଜେ ନକରିଅଧା ବାଟରେ ଅଟକି ରହିଥିଲେ ଲୀଳାମୟ ଜଗନ୍ନାଥ। ତେବେ ଆଜି ପୁଣି ହଜାର ହଜାର ଭକ୍ତଙ୍କ ଭକ୍ତିମୟ ଉପସ୍ଥିତିରେ ସରିଛି ରଥଟଣା। ଶରଧାବାଲିରେ ଲାଗିଛି ଦର୍ପଦଳନ ଓ ନନ୍ଦିଘୋଷ। ଆହୁରି ପଢନ୍ତୁ...

17:37 PM(1 year ago )

ଲୋକ କହୁଥାନ୍ତି ରଥ ରହିଗଲା ବହୁତ ଭଲ ହେଲା । ଲକ୍ଷାଧିକ ଲୋକ ବହୁ ସୁନ୍ଦର ଭାବେ ଦର୍ଶନ କରିଛନ୍ତି । ଲୋକେ କାଲିଠୁ ଆଜି ବହୁତ ଉତ୍ସାହିତ । ଏଇଟା ପ୍ରଭୁଙ୍କର ଇଚ୍ଛା ।

Posted by: Satyendu Shekher Mishra

17:36 PM(1 year ago )

କେନ୍ଦ୍ରାପଡ଼ାରେ ବଳଦେବଜୀଉଙ୍କ ରଥ ଟାଣିଲେ ବିଜେପି ରାଷ୍ଟ୍ର୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

Posted by: Satyendu Shekher Mishra

17:36 PM(1 year ago )

ରଥ ଉପରେ ନୀତି ବିଳମ୍ବ ଯୋଗୁଁ ଏବେ ହୋଇପାରିନି ଶ୍ରୀଜିଉଙ୍କ ଗୋପାଳବଲ୍ଲଭ ନୀତି । ସକାଳେ କେବଳ ଅବକାଶ ନୀତି ସରିଥିଲେ ବି ହୋଇପାରିନି ଗୋପାଳବଲ୍ଲଭ ।

Posted by: Satyendu Shekher Mishra

17:35 PM(1 year ago )

ଇଏ ସରକାରୀ ଥିଓରୀ, କାହିଁକି ଅଟକିଲା ରଥ ?

Posted by: Satyendu Shekher Mishra

17:35 PM(1 year ago )

ସାଲବେଗ, ବନ୍ଧୁ ମହାନ୍ତିଙ୍କୁ ମହାପ୍ରଭୁଙ୍କ ଅପେକ୍ଷା !

Posted by: Chandan Shishu

ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସାଲବେଗ, ବନ୍ଧୁ ମହାନ୍ତି ଥିଓରି। ପୁରୀ ରଥଯାତ୍ରାରେ ଗତକାଲି ତିନି ଦିଅଁଙ୍କ ରଥ ଶରଧାବାଲିରେ ପହଞ୍ଚି ନ ପାରିବା ପ୍ରସଙ୍ଗରେ ରଂଜନ ଦାଶ ଏହି ଥିଓରିର ଅବତାରଣା କରିଛନ୍ତି। ଗତକାଲି ନିର୍ଦ୍ଧାରିତ ସମୟ ଆଗରୁ ତିନି ଦିଅଁ ରଥାରୁଢ଼ ହୋଇଥିଲେ, ରଥ ଟଣା ମଧ୍ୟ ନିର୍ଦ୍ଧାରିତ ସମୟ ଆଗରୁ ଆରମ୍ଭ ହୋଇଥିଲା। ତଥାପି କେବଳ ବଳଭଦ୍ରଙ୍କ ରଥ ଶରଧାବାଲିରେ ପହଞ୍ଚି ପାରିଥିଲା । ବାଟରେ ଅଟକି ରହିଥିଲା ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ । ଆହୁରି ପଢନ୍ତୁ...

17:35 PM(1 year ago )

ରଥ ଗଡିବା ପରେ ବଡଦାଣ୍ଡ ସଫାକଲେ ସ୍ୱେଚ୍ଛାସେବୀ

Posted by: Satyendu Shekher Mishra

17:34 PM(1 year ago )

ରଥରେ ବିନା ପାସଧାରୀ ଲୋକ ବହୁତ ଥିଲେ, କହିଲେ ବରିଷ୍ଠ ସେବାୟତ

Posted by: Satyendu Shekher Mishra

17:34 PM(1 year ago )

ଭକ୍ତମାନଙ୍କ ପାଇଁ ପୁଣି ଆଉ ଗୋଟିଏ ଦିନର ସୁଯୋଗ । କାଲି କରିବେ ଆଡପ ବିଜେ । ରଥରେ ରହିବେ ଚତୁର୍ଦ୍ଧା ମୂର୍ତ୍ତି ।

Posted by: Satyendu Shekher Mishra

17:34 PM(1 year ago )

ଡାହୁକ ବୋଲିରେ ଗଡେ ରଥ । ବୋଲି ସାଙ୍ଗକୁ ବେତ ହଲେଇଦେଲେ ଆଗକୁ ମାଡିମାଡି ଚାଲେ ରଥ । ଅନୁଭୂତି କହିଲେ ଡାହୁକ ।

Posted by: Satyendu Shekher Mishra

16:40 PM(1 year ago )

ରଥଯାତ୍ରା: ନୀତିରେ ବିଳମ୍ବ ଯୋଗୁଁ ଭୋକରେ ମହାପ୍ରଭୁ

Posted by: Satyendu Shekher Mishra

ଭୋକରେ ମହାପ୍ରଭୁ । ରଥ ଉପରେ ନୀତି ବିଳମ୍ବ ଯୋଗୁଁ ଏବେ ହୋଇପାରିନି ଶ୍ରୀଜିଉଙ୍କ ଗୋପାଳବଲ୍ଲଭ ନୀତି । ଆଜି ସକାଳେ ପୁଣି ଥରେ ରଥ ଟଣା ଯାଏ ଗୁଣ୍ଡିଚା ମନ୍ଦିର ସମ୍ମୁଖକୁ ଅଣାଯାଇଥିଲା । ତେବେ ସକାଳେ କେବଳ ଅବକାଶ ନୀତି ସରିଥିଲେ ବି ହୋଇପାରିନି ଗୋପାଳବଲ୍ଲଭ । ଅଧିକ ପଢ଼ନ୍ତୁ

16:32 PM(1 year ago )

ଇଏ ସରକାରୀ ଥିଓରୀ, କାହିଁକି ଅଟକିଲା ରଥ ?

Posted by: Manoranjan Behera

16:32 PM(1 year ago )

ଭକ୍ତଙ୍କ ପାଇଁ ଅପୂର୍ବ ସୁଯୋଗ, ଭକ୍ତିର ପରିବେଶ

Posted by: Manoranjan Behera

16:31 PM(1 year ago )

ଭୋକରେ ରହିଛନ୍ତି ମହାପ୍ରଭୁ

Posted by: Manoranjan Behera

16:30 PM(1 year ago )

ଏମିତି ଡାକନ୍ତି ଡାହୁକ, ଜୋରରେ ଗଡେ ରଥ

Posted by: Manoranjan Behera

16:29 PM(1 year ago )

କେତେ ପୁଣ୍ୟ କରିଥିଲି..ଆଜି ମହାପ୍ରଭୁଙ୍କ ଦର୍ଶନ କଲି

Posted by: Manoranjan Behera

14:38 PM(1 year ago )

ଗୀତରେ ଗୀତରେ ଜଗନ୍ନାଥ

Posted by: Manoranjan Behera

14:36 PM(1 year ago )

ନୀତି ନିର୍ଘଣ୍ଟ ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା

Posted by: Manoranjan Behera

14:35 PM(1 year ago )

ନୀତିରେ ବିଳମ୍ବ ଯୋଗୁଁ ଭୋକରେ ମହାପ୍ରଭୁ

Posted by: Manoranjan Behera

13:13 PM(1 year ago )

କିଏ ଡାକିଥିଲା ଚନ୍ଦନପୁରରେ ମହାପ୍ରଭୁ ଅଟକିଥିଲେ

Posted by: Manoranjan Behera

13:12 PM(1 year ago )

ଆଖିରୁ ବାହାରି ଯାଉଛି ଆନନ୍ଦାଶ୍ରୁ

Posted by: Manoranjan Behera

12:50 PM(1 year ago )

ପୋଲିସ୍ କର୍ଡନରେ ମହାପ୍ରଭୁଙ୍କ ରଥ

Posted by: Manoranjan Behera

12:36 PM(1 year ago )

ମହାପ୍ରଭୁଙ୍କ ରଥ ଟାଣିବାକୁ ବିଦେଶରୁ ଛୁଟି ଆସିଛନ୍ତି ଭକ୍ତ

Posted by: Manoranjan Behera

11:29 AM(1 year ago )

ତିନି ରଥରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି

Posted by: Manoranjan Behera

11:27 AM(1 year ago )

ସକାଳୁ ସକାଳୁ ଭକ୍ତ ଟାଣିଲେ ରଥ

Posted by: Manoranjan Behera

11:14 AM(1 year ago )

ଭାବରେ ଗଦଗଦ ହୋଇ କାନ୍ଦି ପକାଇଲେ ଭକ୍ତ

Posted by: Manoranjan Behera

11:13 AM(1 year ago )

ଭକ୍ତଙ୍କ ମନ ବୁଝନ୍ତି ଜଗନ୍ନାଥ, ଏମିତି ଦିଅନ୍ତି ଦର୍ଶନ

Posted by: Manoranjan Behera

11:09 AM(1 year ago )

ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ

Posted by: Manoranjan Behera

11:05 AM(1 year ago )

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

Posted by: Prangyan Parimita

ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ । ଭାଉ ଭଉଣୀଙ୍କୁ ଧରି ମାଉସୀ ମା’ ଘରେ ପହଞ୍ଚିଲେ କାଳିଆ ଠାକୁର । ଶରଧାବାଲିରେ ଲାଗିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ । ଅଧିକ ପଢ଼ନ୍ତୁ

10:52 AM(1 year ago )

ଭକତ ଭାବରେ ବନ୍ଧା ଜଗନ୍ନାଥ, ବହୁତ ବଢିଆ ଦର୍ଶନ ହେଲା

Posted by: Manoranjan Behera

10:51 AM(1 year ago )

'ଜୟ ଜଗନ୍ନାଥ' ଧ୍ୱନୀରେ କଂପୁଛି ଶ୍ରୀକ୍ଷେତ୍ର

Posted by: Manoranjan Behera

10:28 AM(1 year ago )

ପୁଣି ଭକ୍ତଙ୍କୁ ମିଳିଲା ସୌଭାଗ୍ୟ

Posted by: Manoranjan Behera

10:20 AM(1 year ago )

ଜଗନ୍ନାଥ ନ ଚାହିଁଥିଲେ ଆମେ ଆସି ପାରିନଥାନ୍ତୁ

Posted by: Manoranjan Behera

10:20 AM(1 year ago )

ମହାପ୍ରଭୁଙ୍କୁ ଦେଖି ଭାବବିହ୍ୱଳ ଭକ୍ତ

Posted by: Manoranjan Behera

10:19 AM(1 year ago )

ବଡ଼ଦାଣ୍ତରେ ନାଚୁଛନ୍ତି ବିଦେଶୀ ଭକ୍ତ

Posted by: Manoranjan Behera

10:05 AM(1 year ago )

ପୁରୀରେ ପୁଣି ଆରମ୍ଭ ହେଲା ରଥଟଣା

Posted by: Manoranjan Behera

09:44 AM(1 year ago )

ରଥାରୁଢ଼ ଠାକୁରଙ୍କ ନିକଟରେ ନୀତିକାନ୍ତି ସମ୍ପନ୍ନ ପରେ ପୁଣିଥରେ ଆରମ୍ଭ ହୋଇଥିଲା ରଥଟଣା...

Posted by: Prangyan Parimita

09:38 AM(1 year ago )

ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ପୁରୀରେ ପୁଣି ଆରମ୍ଭ ହେଲା ରଥଟଣା

Posted by: Prangyan Parimita

ଶ୍ରୀକ୍ଷେତ୍ରରେ ଆଜି ପୁଣି ଆରମ୍ଭ ହୋଇଛି ରଥଟଣା । ଅଧା ବାଟରେ ଅଟକି ରହିଥିବା କାଳିଆର ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥଟଣା ହେଉଛି । ଅଧିକ ପଢ଼ନ୍ତୁ

09:15 AM(1 year ago )

ପୁଣି ଆରମ୍ଭ ହେଲା ରଥଟଣା

Posted by: Prangyan Parimita

09:13 AM(1 year ago )

ରଥ ଉପରେ ଭକ୍ତ ଦେଖିଲେ ଦାରୁଦିଅଁଙ୍କ ଦିବ୍ୟ ଆଳତି...

Posted by: Prangyan Parimita

23:27 PM(1 year ago )

ଅଟକିଲେ ଦେବଦଳନ ଓ ନନ୍ଦିଘୋଷ, କାଲି ପୁଣି ଟଣାହେବ ରଥ

Posted by: Chandan Shishu

ଶରଧାବାଲିରେ ଲାଗିଲା ତାଳଧ୍ୱଜ। ବାଟରେ ଅଟକି ରହିଲେ ଦେବଦଳନ ଓ ନନ୍ଦିଘୋଷ। ଜନ୍ମବେଦୀ ଅଭିମୁଖେ ନବ ଦିନାତ୍ମକ ଘୋଷଯାତ୍ରାରେ ବାହାରି ଥିବା ଶ୍ରୀଜିଉଙ୍କ ୩ଟି ଯାକ ରଥ। ଆଜି ସଂଧ୍ୟା ସୁଦ୍ଧା ଶରଧାବାଲିରେ ଲାଗି ପାରିନି। କେବଳ ବଳଭଦ୍ରଙ୍କ ତାଳଧ୍ୱଜ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ପାରିଛି। ଆହୁରି ପଢନ୍ତୁ...

21:37 PM(1 year ago )

ବଡଦାଣ୍ଡରେ ଘନ ଅନ୍ଧକାର ସତ୍ତ୍ୱେ ଭକ୍ତଙ୍କ ପ୍ରବଳ ଭିଡ, ଗଡୁଛି ତିନି ରଥ

Posted by: Chandan Shishu

19:29 PM(1 year ago )

ଭକ୍ତଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଅଭିମୁଖେ ଶ୍ରୀଜୀଉ

Posted by: Chandan Shishu

ରତ୍ନବେଦୀରୁ ଜନ୍ମବେଦୀ। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି ମହାପ୍ରଭୁ ଜଗନ୍ନାଥ। ସଅଳ ପହଣ୍ଡି ଓ ରଥ ଟଣା ସତ୍ତ୍ବେ ଏପର୍ଯ୍ୟନ୍ତ ଶରଧାବାଲିରେ ରଥ ପହଞ୍ଚିପାରିନି। ଏବେ ବି ଜାରି ରହିଛି ରଥଟଣା। ଶେଷ ଖବର ସୁଦ୍ଧା ସୁଭଦ୍ରା ଓ ବଳଭଦ୍ରଙ୍କ ରଥ ମେଡିକାଲ ଛକରେ ପହଞ୍ଚିଥିଲା ବେଳେ, ଜଗନ୍ନାଥଙ୍କ ରଥ ମାର୍କେଟ୍ ଛକ ପାଖରେ ପହଞ୍ଚିଛି। ଆହୁରି ପଢନ୍ତୁ...

18:42 PM(1 year ago )

'ଦଧିବାମନ ଜିଉଙ୍କ ଆଶୀର୍ବାଦରୁ ସ୍ୱପ୍ନ ସତ ହେଲା'

Posted by: Chandan Shishu

18:26 PM(1 year ago )

ଠେଲପେଲାର ଶିକାର ଅଣଓଡିଆ ଭକ୍ତ କହିଲେ କେମିତି ଘଟିଲା ଅଘଟଣ

Posted by: Chandan Shishu

18:13 PM(1 year ago )

'ଡାହୁକର ଡାକରେ ଉନ୍ମାଦ ଭକ୍ତ । ହେ ଭକତେ ରଥ ଗଡ଼ିବ କି ନାହିଁ '

Posted by: Chandan Shishu

17:55 PM(1 year ago )

ତିନି ରଥର ଚକ ସଂଖ୍ୟା କାହାର ପ୍ରତୀକ, ଜାଣନ୍ତୁ

Posted by: Chandan Shishu

17:50 PM(1 year ago )

ପୁରୀ ଯାଇ ନପାରି ଭୁବନେଶ୍ୱର ଇସ୍କନରେ ତିନି ରଥ ଦେଖିଲେ ଭକ୍ତ

Posted by: Chandan Shishu

17:49 PM(1 year ago )

ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳାରେ ତିନି ଠାକୁର

Posted by: Chandan Shishu

17:29 PM(1 year ago )

ରଥାଋଢ଼ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

Posted by: Chandan Shishu
ରଥାରୁଢ଼ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

17:20 PM(1 year ago )

କଣ ସୂଚାଏ ଦେବୀ ସୁଭଦ୍ରାଙ୍କ ରଥର ରଙ୍ଗ ?

Posted by: Chandan Shishu

17:17 PM(1 year ago )

କ'ଣ ପାଇଁ ଜନ୍ମବେଦୀକୁ ଯାତ୍ରା କରନ୍ତି ମହାପ୍ରଭୁ?

Posted by: Chandan Shishu

17:13 PM(1 year ago )

ରଥ ଟାଣିଲେ ମମତା ବାନାର୍ଜୀ

Posted by: Chandan Shishu

17:12 PM(1 year ago )

'ନନ୍ଦିଘୋଷ ରଥର ଚକ ଷୋହଳ କଳାର ପ୍ରତୀକ'

Posted by: Chandan Shishu

17:10 PM(1 year ago )

ଗଡ଼ିଲା ନନ୍ଦିଘୋଷ ରଥ

Posted by: Chandan Shishu
ନନ୍ଦିଘୋଷ ରଥନନ୍ଦିଘୋଷ ରଥ

16:53 PM(1 year ago )

ବଡଦାଣ୍ଡରେ ଗଡିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ

Posted by: Chandan Shishu

16:53 PM(1 year ago )

ଗଡିଲା ବଡଠାକୁରଙ୍କ ତାଳଧ୍ୱଜ ରଥ

Posted by: Chandan Shishu

16:41 PM(1 year ago )

ଭାବବିହ୍ୱଳ ହୋଇ ଇଂରାଜୀରେ ଜଗନ୍ନାଥ ଶବ୍ଦର ବ୍ୟାଖ୍ୟା କଲେ ମହାପ୍ରଭୁଙ୍କ ବିଦେଶୀ ଭକ୍ତ

Posted by: Chandan Shishu

16:33 PM(1 year ago )

ରଥଟଣା ବେଳେ ଠେଲାପେଲା...ଏକାଧିକ ଆହତ, ପୁରୀ ମେଡିକାଲ୍‌ରେ ଭର୍ତ୍ତି

Posted by: Chandan Shishu

ରଥଟଣା ସମୟରେ ଘଟିଛି ଅଘଟଣ। ରଥଟଣା ବେଳେ ମରିଚିକୋଟ ଛକରେ ଠେଲାପେଲା ହୋଇଛି । ଅଧିକ ଭିଡ଼ ଯୋଗୁଁ ଏପରି ସ୍ଥିତି ଉପୁଜିଛି । ଆହୁରି ପଢନ୍ତୁ...

16:24 PM(1 year ago )

ପୁରୀରେ ତାଳଧ୍ୱଜ ରଥ ଟଣା ବେଳେ ଠେଲାପେଲା

Posted by: Chandan Shishu

16:20 PM(1 year ago )

ରଥଯାତ୍ରା ଅବସରରେ ପରିବେଶ ସୁରକ୍ଷା ନେଇ ସଚେତନତା

Posted by: Chandan Shishu

16:13 PM(1 year ago )

ଭାବର ଦଉଡି ଟାଣିବାକୁ ବଡଦାଣ୍ଡରେ ଲାଗିଛି ଲମ୍ବା ଧାଡି

Posted by: Chandan Shishu

16:09 PM(1 year ago )

ଗଡ଼ିଲା ରଥ, ଲକ୍ଷାଧିକ ଭକ୍ତଙ୍କ ଗହଣରେ ରଥଟଣା ଆରମ୍ଭ

Posted by: Chandan Shishu

ଆରମ୍ଭ ହେଲା ରଥଟଣା, ବଡ଼ଦାଣ୍ଡରେ ଗଡ଼ିଲା ରଥ । ଲକ୍ଷାଧିକ ଭକ୍ତଙ୍କ ଗହଣରେ ରଥଟଣା ଆରମ୍ଭ ହୋଇଛି । ଆଜି ୩ଟା ୪ ମିନିଟରେ ହୁଳହୁଳି, ହରିବୋଲ ଓ ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ବଡ଼ଦାଣ୍ଡରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଛି । ଆହୁରି ପଢନ୍ତୁ...

16:08 PM(1 year ago )

ପୁରୀରେ ରଥ ଟଣା ବେଳେ ଠେଲାପେଲା

Posted by: Chandan Shishu

16:07 PM(1 year ago )

ତାଳଧ୍ୱଜ ପରେ ଗଡ଼ିଲା ଦର୍ପଦଳନ ରଥ

Posted by: Chandan Shishu

16:00 PM(1 year ago )

ଦିଲ୍ଲୀ ହଜ୍‌ ଖସ୍‌ ସ୍ଥିତ ଜଗନ୍ନାଥ ମନ୍ଦିରରେ ଟଣା ହେଲା ରଥ

Posted by: Chandan Shishu

15:58 PM(1 year ago )

ନିଆରା ଢଙ୍ଗରେ ରଥଯାତ୍ରା

Posted by: Chandan Shishu

15:49 PM(1 year ago )

ରଥ ଉପରେ ଭାଇ ଉଭଣୀ

Posted by: Chandan Shishu
ରଥ ଉପରେ ଭାଇ ଉଭଣୀ

15:47 PM(1 year ago )

ରାଇରଙ୍ଗପୁରରେ ରଥଯାତ୍ରା, ରାଷ୍ଟ୍ରପତିଙ୍କୁ ମନେପକାଇଲେ ମୁଖ୍ୟପୂଜକ

Posted by: Chandan Shishu

15:34 PM(1 year ago )

କହୁଥିଲେ ସରିବନି ଶ୍ରୀଜଗନ୍ନାଥ କଥାମୃତ

Posted by: Chandan Shishu

15:29 PM(1 year ago )

ଅଥଳ ପାଣିରେ, ଡଙ୍ଗା ଉପରେ ରଥଯାତ୍ରା

Posted by: Chandan Shishu

15:24 PM(1 year ago )

ରାଜକୋଟରେ ଏମିତି ପାଳିତ ହେଲା ରଥଯାତ୍ରା, ରଥ ଟାଣିଲେ ଶ୍ରଦ୍ଧାଳୁ

Posted by: Chandan Shishu

15:20 PM(1 year ago )

ଭକ୍ତଙ୍କ ମୁହଁ ଓଦା ରୁମାଲରେ ପୋଛି ଦେଉଛନ୍ତି ସ୍ୱେଚ୍ଛାସେବୀ

Posted by: Chandan Shishu

15:12 PM(1 year ago )

ରଥ ଟଣା ଆରମ୍ଭ: ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ୱଜ

Posted by: Chandan Shishu

14:38 PM(1 year ago )

ମାତ୍ର ୭ ମିଲିମିଟର ଉଚ୍ଚତା ବିଶିଷ୍ଟ ଚତୁର୍ଦ୍ଧା ମୂର୍ତ୍ତି

Posted by: Rajalaxmi Sahoo

14:26 PM(1 year ago )

ଧନ, ଜନ, ଜାତି, ସୁଖ, ବିଳାସ ସବୁ ତ୍ୟାଗ କରି ଭକ୍ତଙ୍କ ସାଙ୍ଗରେ ମିଶିଯାଇଛନ୍ତି ମହାପ୍ରଭୁ..

Posted by: Rajalaxmi Sahoo

14:25 PM(1 year ago )

ଜଗନ୍ନାଥ ସଂସ୍କୃତି ସହ ଶଙ୍କରାଚାର୍ଯ୍ୟଙ୍କ କଣ ରହିଛି ଭୂମିକା ?

Posted by: Rajalaxmi Sahoo

14:15 PM(1 year ago )

#ଛେରା_ପହଁରା_ନୀତି_ଆରମ୍ଭ

Posted by: Rajalaxmi Sahoo

14:06 PM(1 year ago )

ପହଣ୍ଡି ବିଜେ ପରେ ଆରମ୍ଭ ହୋଇଛି ‘ଛେରା ପହଁରା’ ନୀତି

Posted by: Rajalaxmi Sahoo

14:01 PM(1 year ago )

#ରଥରେ_କାଳିଆ_ହେଉଛି_ସଜ

Posted by: Rajalaxmi Sahoo

14:00 PM(1 year ago )

ବଡ଼ଦାଣ୍ଡରେ ପ୍ରବଳ ଗହଳି

Posted by: Rajalaxmi Sahoo

14:00 PM(1 year ago )

#ଶଙ୍କରାଚାର୍ଯ୍ୟଙ୍କ_ଆଗମନ

Posted by: Rajalaxmi Sahoo

13:51 PM(1 year ago )

#ରଥରେ_ଶ୍ରୀଜିଉ

Posted by: Rajalaxmi Sahoo

13:41 PM(1 year ago )

#ରଥ_ଉପରେ_ଚାଲିଛି_ନୀତିକାନ୍ତି

Posted by: Rajalaxmi Sahoo

13:40 PM(1 year ago )

#ଶ୍ରୀଜିଉଙ୍କୁ_ଦର୍ଶନ_କରୁଛନ୍ତି_ଭକ୍ତ

Posted by: Rajalaxmi Sahoo

13:26 PM(1 year ago )

#ବଡ଼ଦାଣ୍ଡରେ_ଜନସମୁଦ୍ର

Posted by: Rajalaxmi Sahoo

13:25 PM(1 year ago )

#ସୁରକ୍ଷା_ଦେଉଛନ୍ତି_ସ୍ୱେଚ୍ଛାସେବୀ_ସଙ୍ଗଠନ

Posted by: Rajalaxmi Sahoo

13:22 PM(1 year ago )

#ଭଗବାନଙ୍କୁ_ପାଇ_ଭକ୍ତ_ଆଖି_ଛଳଛଳ

Posted by: Rajalaxmi Sahoo

13:22 PM(1 year ago )

ବଡ଼ଦାଣ୍ଡରେ ପାରମ୍ପରିକ ବନାଟି ବୁଲାଉଛନ୍ତି କଳାକାର

Posted by: Rajalaxmi Sahoo

13:19 PM(1 year ago )

ନାଚୁଛନ୍ତି ଭକ୍ତ... ଭକ୍ତିରେ ଭିଜୁଛନ୍ତି ଭଗବାନ

Posted by: Rajalaxmi Sahoo

13:16 PM(1 year ago )

#ରଥରେ_ମାଅ_ସୁଭଦ୍ରା

Posted by: Rajalaxmi Sahoo

13:15 PM(1 year ago )

କଡ଼ା ସୁରକ୍ଷା ବଳୟରେ ପୁରୀ ବଡ଼ଦାଣ୍ଡ

Posted by: Rajalaxmi Sahoo

13:15 PM(1 year ago )

#ମହାପ୍ରଭୁଙ୍କୁ_ଦର୍ଶନ_କଲେ_କେନ୍ଦ୍ରମନ୍ତ୍ରୀ

Posted by: Rajalaxmi Sahoo

13:10 PM(1 year ago )

#ରଥରେ_ମାଅ_ସୁଭଦ୍ରା

Posted by: Rajalaxmi Sahoo

12:51 PM(1 year ago )

#କାଳିଆ_ଜିଣୁଛି_ଭକ୍ତଙ୍କ_ମନ

Posted by: Rajalaxmi Sahoo

12:39 PM(1 year ago )

ଭିଜି ଯାଉଛି ଆଖି, ବଡ଼ଦାଣ୍ଡରେ ନାଚି ଯାଉଛି ପାଦ

Posted by: Rajalaxmi Sahoo

12:38 PM(1 year ago )

#ମହୋଦଧୀରେ_ଭକ୍ତ

Posted by: Rajalaxmi Sahoo

12:26 PM(1 year ago )

#ନନ୍ଦିଘୋଷରେ_ଶ୍ରୀଜଗନ୍ନାଥ

Posted by: Rajalaxmi Sahoo

12:26 PM(1 year ago )

#ରଥାରୁଢ଼_ହେଲେ_ମହାପ୍ରଭୁ

Posted by: Rajalaxmi Sahoo

12:25 PM(1 year ago )

#ବଡ଼ଦାଣ୍ଡରେ_ଗଡ଼ିବ_ରଥ

Posted by: Rajalaxmi Sahoo

12:18 PM(1 year ago )

ଭକ୍ତଙ୍କୁ କଣେଇ କଣେଇ ଚାହୁଁଛି, ରଥରେ ଝୁଲି ଝୁଲି ଚଢ଼ୁଛି...

Posted by: Rajalaxmi Sahoo

12:18 PM(1 year ago )

ଭକ୍ତଙ୍କୁ କଣେଇ କଣେଇ ଚାହୁଁଛି, ରଥରେ ଝୁଲି ଝୁଲି ଚଢ଼ୁଛି...

Posted by: Rajalaxmi Sahoo

12:17 PM(1 year ago )

ଭକ୍ତଙ୍କ ହାତରେ କୁନି ଜଗନ୍ନାଥ

Posted by: Rajalaxmi Sahoo

12:16 PM(1 year ago )

ତିନି ରଥରେ ବିରାଜମାନ ହେଲେ ତିନିଠାକୁର

Posted by: Rajalaxmi Sahoo

12:04 PM(1 year ago )

#ବଡ଼ଦାଣ୍ଡରେ_ଶିବ_ତାଣ୍ଡବ

Posted by: Rajalaxmi Sahoo

12:03 PM(1 year ago )

#ବଡ଼ଠାକୁରଙ୍କ_ମଥାରେ_ଲାଗିଛି_ଦୁବ

Posted by: Rajalaxmi Sahoo

12:03 PM(1 year ago )

କାଳିଆର ଦର୍ଶନ ପାଇ ଭକ୍ତ ବିଭୋର

Posted by: Rajalaxmi Sahoo

12:02 PM(1 year ago )

#ବଡ଼ଦାଣ୍ଡରେ_କାଳିଆ_ସୁନା

Posted by: Rajalaxmi Sahoo

12:01 PM(1 year ago )

#ଚାହିଁ_ରହିଛି_ନନ୍ଦିଘୋଷ

Posted by: Rajalaxmi Sahoo

12:01 PM(1 year ago )

ଓଟିଭି କେୟାର୍ସ ପକ୍ଷରୁ ରଥଯାତ୍ରା ଅବସରରେ ପୁରୀରେ ଫାଷ୍ଟ ଏଡ୍‌ ସେବା

Posted by: Rajalaxmi Sahoo

11:46 AM(1 year ago )

ସାରା ବିଶ୍ୱ ଦେଖୁଛି ଆମ କାଳିଆ ସାଆନ୍ତଙ୍କୁ...

Posted by: Rajalaxmi Sahoo

11:46 AM(1 year ago )

ଥରେ ଏପଟକୁ ଥରେ ସେପଟକୁ ଚାହିଁ, ହଲି ଦୋହଲି ଘରୁ ବାହାରୁଛନ୍ତି ବଡ଼ ଠାକୁର ବଳଭଦ୍ର

Posted by: Rajalaxmi Sahoo

11:45 AM(1 year ago )

ଶୂନ୍ୟ ପହଣ୍ଡିରେ ଦେବୀ ସୁଭଦ୍ରା

Posted by: Rajalaxmi Sahoo

11:42 AM(1 year ago )

#କାଳିଆ_ଆସୁଛି_ଭକତ_ପାଖକୁ

Posted by: Rajalaxmi Sahoo

11:42 AM(1 year ago )

#ଶ୍ରଦ୍ଧାଳୁଙ୍କ_ପାଇଁ_ସ୍ୱତନ୍ତ୍ର_ବ୍ୟବସ୍ଥା

Posted by: Rajalaxmi Sahoo

11:28 AM(1 year ago )

#ବଡ଼ଠାକୁରଙ୍କ_ପହଣ୍ଡି_ବିଜେ

Posted by: Rajalaxmi Sahoo

11:27 AM(1 year ago )

#ବଡ଼_ଠାକୁରଙ୍କ_ପହଣ୍ଡି_ବିଜେ

Posted by: Rajalaxmi Sahoo

11:26 AM(1 year ago )

#ବଡ଼ଦାଣ୍ଡରେ_ବଡ଼_ଠାକୁର

Posted by: Rajalaxmi Sahoo

11:26 AM(1 year ago )

#ରଥାରୁଢ଼_ହେଲେ_ବଡ଼ଠାକୁର

Posted by: Rajalaxmi Sahoo

11:25 AM(1 year ago )

#ସିଂହଦ୍ୱାରରେ_କାଳିଆସୁନା

Posted by: Rajalaxmi Sahoo

11:25 AM(1 year ago )

ଝୁଲୁଛି ଟାହିଆ... ଭିଜୁଛି ଭକ୍ତଙ୍କ ମନ...

Posted by: Rajalaxmi Sahoo

11:09 AM(1 year ago )

ପୁରୁଷୋତ୍ତମ କ୍ଷେତ୍ର ମହାପ୍ରଭୁଙ୍କ ନିଜ ଘର...

Posted by: Rajalaxmi Sahoo

11:09 AM(1 year ago )

ବଡ଼ ଦାଣ୍ଡକୁ ଆସିଲାଣି କାଳିଆ, ଭକ୍ତଙ୍କୁ ଦେବ ଦର୍ଶନ

Posted by: Rajalaxmi Sahoo

ତୁମକୁ ଏ ଉନ୍ମୁକ୍ତ ବଡ଼ଦାଣ୍ଡରେ ଥରେ ଦେଖି, ତୁମର ସେ ବାହୁ ଯୁଗଳରେ ନିଜକୁ ହଜାଇ ଏ ପାପରୁ କ୍ଷଣିଏ ମୁକ୍ତି ଚାହୁଁ ପ୍ରଭୁ । ଆଉ ଅପେକ୍ଷା କରାଅନି ଆମକୁ  । ଶୀଘ୍ର ଚାଲିଆସ। ଆଉ ଅଝଟ ହୁଅନି ବୋଲି କୁହୁଛି ଭକ୍ତ । ଆହୁରି ପଢ଼ନ୍ତୁ...

11:08 AM(1 year ago )

ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହେଲେ ସୁଦର୍ଶନଙ୍କ ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା

Posted by: Rajalaxmi Sahoo

ସୁଦର୍ଶନଙ୍କ ପରେ ବଡ଼ ଭାଇ ବଳଭଦ୍ର ବି ରଥରେ ବିଜେ କରିଛନ୍ତି । ତାଙ୍କ ପରେ ପରେ ଧାଡ଼ି ପହଣ୍ଡିରେ ଆସି ଦେବୀ ଭଭଦ୍ରା ବି ରଥରେ ବିରାଜମାନ ହୋଇଛନ୍ତି। ଆହୁରି ପଢ଼ନ୍ତୁ...

10:57 AM(1 year ago )

#ଚାଲିଛି_ପହଣ୍ଡି_ନାଚୁଛନ୍ତି_ଭକ୍ତ

Posted by: Rajalaxmi Sahoo

10:45 AM(1 year ago )

#ଟାହିଆ_ହଲାଇ_ଆସୁଛି_କାଳିଆ

Posted by: Rajalaxmi Sahoo

10:43 AM(1 year ago )

ରଥାଭିମୁଖେ ବିଜେ କରୁଛନ୍ତି ମାଆ ସୁଭଦ୍ରା..

Posted by: Rajalaxmi Sahoo

10:41 AM(1 year ago )

#ଆସୁଛନ୍ତି_ମହାପ୍ରଭୁ

Posted by: Rajalaxmi Sahoo

10:41 AM(1 year ago )

#କାଳିଆ_ପ୍ରେମରେ_ବିଦେଶୀ_ଭକ୍ତ

Posted by: Rajalaxmi Sahoo

10:40 AM(1 year ago )

#ଅପେକ୍ଷାରେ_୩ରଥ

Posted by: Rajalaxmi Sahoo

10:40 AM(1 year ago )

#ସୁରତରେ_ରଥଯାତ୍ରା

Posted by: Rajalaxmi Sahoo

10:39 AM(1 year ago )

#ପହଣ୍ଡିରେ_ଆସୁଛନ୍ତି_ବଡ଼_ଠାକୁର

Posted by: Rajalaxmi Sahoo

10:39 AM(1 year ago )

‘#ଓଡ଼ିଆ_ମାଟି_ପବିତ୍ର_ହୋଇଛି’

Posted by: Rajalaxmi Sahoo

10:39 AM(1 year ago )

#ଚାଲିଛି_ଶ୍ରୀଜିଉଙ୍କ_ପହଣ୍ଡି

Posted by: Rajalaxmi Sahoo

10:38 AM(1 year ago )

#ଚାଲିଛି_ପହଣ୍ଡି_ବିଜେ

Posted by: Rajalaxmi Sahoo
Load more...