Advertisment

Union Budget 2022-23 Live Updates

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ 2022 ଉପସ୍ଥାପନ

ଅଦ୍ୟତନ ହୋଇଛି
Union Budget 2022-23 Live Updates

Union Budget 2022-23 Live Updates

Advertisment

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ 2022 ଉପସ୍ଥାପନ କରୁଛନ୍ତି । ଏଥିରେ ରହିଛି ଗୋଟିଏ ବର୍ଷ ପାଇଁ ହିସାବ ନିକାସ । ଟଙ୍କା ଆସିବ କେଉଁଠୁ ଓ କେଉଁ କ୍ଷେତ୍ରରେ କେତେ ଖର୍ଚ୍ଚ ହେବ । ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ପେପରଲେସ ବଜେଟ ଉପସ୍ଥାପିତ ହୋଇଛି । ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି । ସ୍କୁଲ ପିଲାଙ୍କ ପାଇଁ ପିଏମ - ଇ - ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ହେବ । ପିଲାମାନେ ଟିଭି ଜରିଆରେ ପାଠ ପଢିପାରିବେ । ଆଞ୍ଚଳିକ ଭାଷାରେ ପାଠପଢା ପାଇଁ ଦୁଇ ଶହ ଚ୍ୟାନେଲ୍ ହେବ । ଗମନାଗମନର ସୁବିଧା ପାଇଁ ପିଏମ୍ ଗତିଶକ୍ତି ଆରମ୍ଭ ହେବ ବୋଲି ମଧ୍ୟ ଘୋଷଣା କରାଯାଇଛି ।

Advertisment
  • Mar 17, 2022 12:19 IST

    ଅପରିବର୍ତ୍ତିତ ରହିଲା ଆୟକର ସ୍ଲାବ୍

  • Feb 01, 2022 22:41 IST

    ବଜେଟକୁ ନେଇ ଖୁସି ନାଖୁସ୍ ନବୀନ

    କେନ୍ଦ୍ର ବଜେଟକୁ ନେଇ ନାଖୁସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୃଷି, କୃଷକ କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମୀଣ ବିକାଶ ଏବଂ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ବ୍ୟୟବରାଦ କମିଥିବାରୁ ଏହା ସାମଗ୍ରିକ ଅଭିବୃଦ୍ଧିକୁ ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ମଧ୍ୟମ ଓ ଗରିବ ବର୍ଗର ଲୋକେ ଦରବୃଦ୍ଧି ଓ ମୁଦ୍ରାସ୍ପୀତିକୁ ନେଇ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ବଜେଟରେ ଏ ଦିଗକୁ ଅଣଦେଖା କରାଯାଇଛି । 

    କେନ୍ଦ୍ର ବଜେଟକୁ ନେଇ ନାଖୁସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • Feb 01, 2022 15:02 IST

    ଜାଣନ୍ତୁ, ବଜେଟ୍‌ରେ କ’ଣ ସବୁ ନୂଆ ଘୋଷଣା ହୋଇଛି...

    ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କିଛି ଜିନିଷ ମହଙ୍ଗା ହୋଇଛି। ଏହାସହ ବଜେଟ୍‌ରେ କିଛି ନୂଆ ମଧ୍ୟ ଘୋଷଣା ହୋଇଛି। ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର:‘ବଜେଟ୍‌ରେ କ’ଣ ସବୁ ନୂଆ ଘୋଷଣା ହୋଇଛି’

  • Feb 01, 2022 15:02 IST

    ନିବେଶକଙ୍କ ପାଇଁ ଆଲର୍ଟ ! କ୍ରିପ୍ଟୋ ଉପରେ ଲାଗିବ ଟ୍ୟାକ୍ସ

    ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍‌ ଉପସ୍ଥାପନ ବେଳେ କ୍ରିପ୍ଟୋ କରେନ୍ସି(Cryptocurrency)କୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି। ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର: ‘ନିବେଶକଙ୍କ ପାଇଁ ଆଲର୍ଟ ! କ୍ରିପ୍ଟୋ ଉପରେ ଲାଗିବ ଟ୍ୟାକ୍ସ’

  • Feb 01, 2022 15:02 IST

    ଆୟକର ସ୍ଲାବ୍ ଅପରିବର୍ତ୍ତିତ, IT ରିଟର୍ଣ୍ଣ ସୁଧାରିବାକୁ ୨ ବର୍ଷ ମହଲତ

    ଅପରିବର୍ତ୍ତିତ ରହିଲା ଆୟକର(Income Tax) ସ୍ଲାବ୍। ଚଳିତ ବର୍ଷ ବି କେନ୍ଦ୍ରୀୟ ବଜେଟ୍‌ରେ ଆୟକର ସୀମାରେ କୌଣସି ପରିବର୍ତ୍ତନ ହୋଇନି। ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର:‘ଆୟକର ସ୍ଲାବ୍ ଅପରିବର୍ତ୍ତିତ, IT ରିଟର୍ଣ୍ଣ ସୁଧାରିବାକୁ ୨ ବର୍ଷ ମହଲତ’

  • Feb 01, 2022 14:57 IST

    ଆନିମେଶନ ସେକ୍ଟରରେ ବଡ଼ ନିଯୁକ୍ତି ସୁଯୋଗ

  • Feb 01, 2022 14:57 IST

    ୮୦ ଲକ୍ଷଙ୍କୁ PMAY ଘର

  • Feb 01, 2022 14:57 IST

    ଖୁବ ଶୀଘ୍ର ଆସିବ ୫ଜି ସେବା

  • Feb 01, 2022 14:57 IST

    ରାଜ୍ୟମାନଙ୍କୁ ବିନା ସୁଧରେ ୧ ଲକ୍ଷ କୋଟିର ଋଣ ଯୋଗାଇ ଦିଆଦିବ

  • Feb 01, 2022 14:57 IST

    ଭାରତରେ ଅଧିକ ଉତ୍ପାଦନ ହେବ ସାମରିକ ଅସ୍ତ୍ରଶସ୍ତ୍ର

  • Feb 01, 2022 14:09 IST

    ୨୦୨୨-୨୩ରେ 5G ସେବା ପାଇଁ ସ୍ପେକ୍ଟ୍ରମ ନିଲାମ ଆହ୍ୱାନ ହେବ

  • Feb 01, 2022 14:09 IST

    ଅଙ୍ଗନବାଡ଼ିରେ ଚାଲିବ ଭିଡିଓ

  • Feb 01, 2022 14:09 IST

    ଆବାସ ଯୋଜନାରେ ତିଆରି ହେବ ୮ ଲକ୍ଷ ଘର

  • Feb 01, 2022 14:09 IST

    ଜାଣନ୍ତୁ ଏଥର ବଜେଟରେ କଣ ଶସ୍ତା, କଣ ମହଙ୍ଗା?

  • Feb 01, 2022 14:09 IST

    ଦେଶରେ ଖୋଲିବ ୭୫ ଡିଜିଟାଲ୍ ବ୍ୟାଙ୍କ

  • Feb 01, 2022 13:27 IST

    Budget 2022: ଜାଣନ୍ତୁ କ’ଣ ହେଲା ଶସ୍ତା ଓ କ’ଣ ମହଙ୍ଗା...

    ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ହୀରା ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୫%କୁ ହ୍ରାସ ନେଇ ଘୋଷଣା କରିଛନ୍ତି। ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର : ‘ଜାଣନ୍ତୁ କ’ଣ ହେଲା ଶସ୍ତା ଓ କ’ଣ ମହଙ୍ଗା’

  • Feb 01, 2022 13:25 IST

    ୫ଟି ନୂଆ ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ବ୍ୟବସ୍ଥା

  • Feb 01, 2022 13:25 IST

    ଟିକସଦାତା ଆୟ ଦର୍ଶାଇବାରେ ତ୍ରୁଟି କରିଥିଲେ, ସୁଧାରି ପାରିବେ

  • Feb 01, 2022 13:25 IST

    ଆୟକର ଦାଖଲରେ ଦିବ୍ୟାଙ୍ଗଙ୍କୁ ମିଳିବ ରିହାତି

  • Feb 01, 2022 13:25 IST

    କର୍ପୋରେଟ୍ ସରଚାର୍ଜ ୧୨% ରୁ ୭ ପ୍ରତିଶତକୁ ଖସିଲା

  • Feb 01, 2022 13:25 IST

    ଅଦାଲତି ଝାମେଲାରୁ ବର୍ତ୍ତିବା ପାଇଁ ପୁଣି ଥରେ ଘୋ।ଣ କରିପାରିବେ

  • Feb 01, 2022 13:25 IST

    ଆରମ୍ଭ ହେବ ଡିଜିଟାଲ୍ ୟୁନିଭର୍ସିଟି

  • Feb 01, 2022 13:25 IST

    ଏମଏସଏମଇକୁ ମିଳିବ ଅତିରିକ୍ତ ଋଣ

  • Feb 01, 2022 13:25 IST

    ଟ୍ୟାକ୍ସ ସୁଧାର ପାଇଁ ନୂଆ ବ୍ୟବସ୍ଥା

  • Feb 01, 2022 13:25 IST

    କ୍ୟାପିଟାଲ୍ ଏକ୍ସପେଣ୍ଡିଚର୍ ୩୫.୪ % ବୃଦ୍ଧି

  • Feb 01, 2022 13:25 IST

    ସ୍ପେଶାଲ୍ ଇକୋନୋମିକ୍ ଜୋନରେ ପରିବର୍ତ୍ତନ କରାଯିବ

  • Feb 01, 2022 13:25 IST

    ୨୦୨୨-୨ରେ 5G ସେବା ପାଇଁ ସ୍ପେକ୍ଟ୍ରମ ନିଲାମୀ ଆହ୍ୱାନ ହେବ

  • Feb 01, 2022 13:25 IST

    ପାହାଡ଼ିଆ ଅଞ୍ଚଳରେ ଆରମ୍ଭ ହେବ ରୋପ ୱେ ବ୍ୟବସ୍ଥା

  • Feb 01, 2022 13:25 IST

    ନର୍ଥଇଷ୍ଟ ପାଇଁ ପିଏମ୍ ଡେଭଲପମେଣ୍ଟ ସ୍କିମ୍ ଆରମ୍ଭ ହେବ

  • Feb 01, 2022 13:25 IST

    ସବୁ ରାଜ୍ୟର ITIରେ ଦକ୍ଷତା ବିକାଶ ପାଠ୍ୟକ୍ରମ ରହିବ

  • Feb 01, 2022 13:25 IST

    ୨୫ ହଜାର କିଲୋମିଟର ବଢ଼ିବ ଜାତୀୟ ରାଜପଥ

  • Feb 01, 2022 13:02 IST

    #ହୀରା_ଗହଣା_ଉପରେ_କଷ୍ଟମ୍ସ_ଡ୍ୟୁଟି_୫_ପ୍ରତିଶତକୁ_ହ୍ରାସ_ନେଇ_ଘୋଷଣା

  • Feb 01, 2022 13:00 IST

    #ଆୟକର_ସୀମା_ଅପରିବର୍ତ୍ତିତ_ରଖିଲେ_କେନ୍ଦ୍ର_ସରକାର

  • Feb 01, 2022 12:57 IST

    Budget 2022: ୩ ବର୍ଷରେ କାର୍ଯ୍ୟକ୍ଷମ ହେବ ୪୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌

    ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ପିଏମ୍ ଗତିଶକ୍ତି ଆରମ୍ଭ ହେବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ୪୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ୩ ବର୍ଷରେ କାର୍ଯ୍ୟକ୍ଷମ ହେବା ନେଇ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର : ‘୩ ବର୍ଷରେ କାର୍ଯ୍ୟକ୍ଷମ ହେବ ୪୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌’

  • Feb 01, 2022 12:57 IST

    ଟିକସଦାତାଙ୍କ ପାଇଁ ବଡ଼ ଖବର, ମିଳିବ ୨ ବର୍ଷ ମହଲତ

    ବଜେଟ୍‌ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟିକସ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରିଛନ୍ତି। କୌଣସି ଟିକସଦାତା ଆୟ ଘୋଷଣାରେ ତ୍ରୁଟି କରିଥିଲେ ସୁଧାରି ପାରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ପଢ଼ନ୍ତୁ ସମୂର୍ଣ୍ଣ ଖବର: ‘ଟିକସଦାତାଙ୍କ ପାଇଁ ବଡ଼ ଖବର, ମିଳିବ ୨ ବର୍ଷ ମହଲତ’

  • Feb 01, 2022 12:55 IST

    ବଜେଟ୍‌ ମୁଖ୍ୟାଂଶ: ରିଟର୍ଣ୍ଣ ଦାଖଲ ପରେ ମଧ୍ୟ ତ୍ରୁଟି ସୁଧାରି ହେବ

  • Feb 01, 2022 12:55 IST

    ବଜେଟ୍‌ ମୁଖ୍ୟାଂଶ: ଆରମ୍ଭ ହେବ ଡିଜିଟାଲ କରେନ୍‌ସି

  • Feb 01, 2022 12:53 IST

    ଡିଜିଟାଲ କରେନ୍ସି ଆରମ୍ଭ କରିବ ଆରବିଆଇ

    ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ । ଡିଜିଟାଲ କରେନ୍ସି ବ୍ୟବସ୍ଥା ଆରମ୍ଭ କରିବ ଆରବିଆଇ ।

    ପଢ଼ନ୍ତୁ : ଡିଜିଟାଲ କରେନ୍ସି ଆରମ୍ଭ କରିବ ଆରବିଆଇ

  • Feb 01, 2022 12:53 IST

    PM Awas Yojanaରେ ତିଆରି ହେବ ୮୦ ଲକ୍ଷ ଘର

     ମହାମାରୀର ତୃତୀୟ ଲହରୀ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କର ଚତୁର୍ଥ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରୁ ଶିଳ୍ପ ଏବଂ ଅନ୍ୟାନ୍ୟ କ୍ଷେତ୍ର ସମେତ ସାଧାରଣ ଲୋକଙ୍କ ବହୁତ ଆଶା ରହିଛି । ସାଧାରଣ ଲୋକଙ୍କ ପାଇଁ ସରକାର ବଜେଟରେ କିଛି ବଡ ଘୋଷଣା କରିଛନ୍ତି ।

    ପଖନ୍ତୁ : PM Awas Yojanaରେ ତିଆରି ହେବ ୮୦ ଲକ୍ଷ ଘର

  • Feb 01, 2022 12:53 IST

    ୨୦୨୨-୨୩ରେ 5G ସ୍ପେକ୍ଟ୍ରମ ନିଲାମ ପାଇଁ ଆହ୍ୱାନ୍‌

    ଭାରତ ନେଟ୍ ପ୍ରୋଜେକ୍ଟ ଜରିଆରେ ୨୦୨୫ ସୁଦ୍ଧା ସବୁ ଗାଁକୁ ଅପ୍ଟିକାଲ ଫାଇବର ବିଛାଯିବ। ୨୦୨୨-୨୩ରେ 5G ସ୍ପେକ୍ଟ୍ରମ ନିଲାମ ପାଇଁ ଆହ୍ୱାନ୍‌ କରାଯିବ।

    ପଢ଼ନ୍ତୁ :  ୨୦୨୨-୨୩ରେ 5G ସ୍ପେକ୍ଟ୍ରମ ନିଲାମ ପାଇଁ ଆହ୍ୱାନ୍‌

  • Feb 01, 2022 12:48 IST

    #କ୍ରିପୋ_କରେନ୍ସିକୁ_ଟିକସଭୁକ୍ତ_କରାଯିବା_ନେଇ_ଘୋଷଣା

  • Feb 01, 2022 12:41 IST

    #ଦେଶ_ଅର୍ଥନୀତିକୁ_ଟାଣିବ_୭ଟି_ଇଞ୍ଜିନ୍

  • Feb 01, 2022 12:37 IST

    #ବଜେଟରେ_ଟିକସ_ବ୍ୟବସ୍ଥା_ଘୋଷଣା_କଲେ_ଅର୍ଥମନ୍ତ୍ରୀ

  • Feb 01, 2022 12:34 IST

    କ୍ୟାପିଟାଲ ଏକ୍ସପେଣ୍ଡିଚର ୫.୫୪ ଲକ୍ଷ କୋଟିରୁ ୭.୫ ଲକ୍ଷ କୋଟିକୁ ବୃଦ୍ଧି

  • Feb 01, 2022 12:30 IST

    #୬୮%_ପ୍ରତିରକ୍ଷା_ସାମଗ୍ରୀ_ଲୋକାଲ_ମାର୍କେଟରୁ_କିଣାଯିବାକୁ_ନିଷ୍ପତ୍ତି

  • Feb 01, 2022 12:30 IST

    ବଜେଟ୍‌ ମୁଖ୍ୟାଂଶ: ୨୦୨୫ ସୁଦ୍ଧା ସବୁ ଗାଁକୁ ଅପ୍‌ଟିକାଲ ଫାଇବର

  • Feb 01, 2022 12:24 IST

    ବଜେଟ୍‌ ମୁଖ୍ୟାଂଶ: ନୀଳାଚଳ ଇସ୍ପାତ ନିଗମ ଲିଃ ବିନିବେଶ ଚୂଡ଼ାନ୍ତ

  • Feb 01, 2022 12:24 IST

    ବଜେଟ୍‌ ମୁଖ୍ୟାଂଶ: ପିଲାଙ୍କ ପାଠପଢ଼ା ପାଇଁ ହେବ ୨ ଶହ ଚ୍ୟାନେଲ୍‌

  • Feb 01, 2022 12:24 IST

    ବଜେଟ୍‌ ମୁଖ୍ୟାଂଶ: ପିଲାଙ୍କ ପାଇଁ ପିଏମ-ଇ-ବିଦ୍ୟା କାର୍ଯ୍ୟକ୍ରମ

  • Feb 01, 2022 12:10 IST

    ଚଳିତ ବର୍ଷ ଦେଶର ଅଭିବୃଦ୍ଧି ହାର ୯.୨%

Union Budget 2022-23
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ