ବ୍ୟର୍ଥ ଯାଇନି ହଜାର ହଜାର କରସେବକଙ୍କ ବଳିଦାନ । ୫ଶହ ବର୍ଷର ପ୍ରତୀକ୍ଷା, ୫ଶହ ବର୍ଷର ସ୍ୱପ୍ନ ଆଜି ସାକାର ହୋଇଛି । ସାରା ଅଯୋଧ୍ୟା ଏବେ ରାମମୟ । ପ୍ରଭୁ ଶ୍ରୀରାମଙ୍କ ଜୟ ଜୟକାରରେ କମ୍ପି ଉଠୁଛି ଅଯୋଧ୍ୟା । ଆସ୍ଥାନରେ ଏବେ ଉପବେଶନ କଲେ ରାମଲାଲା । ତେବେ ଏ ରାମମୟ ଦୁନିଆର ପ୍ରତିଟି ମୁହୂର୍ତ୍ତକୁ ସ୍ମରଣୀୟ କରିବାକୁ ଆମର ସ୍ୱତନ୍ତ୍ର ପ୍ରତିବେଦନ.. ରାମଲାଲାଙ୍କ ଘରବାହୁଡ଼ା । ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ିହୋଇ ରୁହନ୍ତୁ ଆଉ ଲଗ୍ଇନ୍ କରନ୍ତୁ otvkhabar.in
12:39 PM
ଅଯୋଧ୍ୟାକୁ ଏବେ ଛୁଟୁଛି ଭକ୍ତଙ୍କ ସୁଅ। ସବୁରି ମୁହଁରେ ଜୟ ଶ୍ରୀରାମ। ପ୍ରଭୁଙ୍କ ଟିକିଏ ସାନ୍ନିଧ୍ୟ ପାଇବାକୁ ବ୍ୟାକୁଳ ଭକ୍ତ। ତେବେ ମନ୍ଦିରରେ ପୂଜା ପାଉଥିବା ଠାକୁରଙ୍କ ନାଁ ରହିବ ‘ବାଲକ୍ ରାମ’..ଅଧିକ ପଢ଼ନ୍ତୁ...
12:39 PM
ଆଜି ସକାଳେ ଅଯୋଧ୍ୟାକୁ ହନୁମାନ ଆସିଥିଲେ । ଏପରି ଘଟଣା ଘଟିଛି ଯାହା ବିଶ୍ୱାସକୁ ବଢ଼ାଇ ଦେଇଛି । ଅଯୋଧ୍ୟା ରାମ ମନ୍ଦିରକୁ ସକାଳୁ ସକାଳୁ ହନୁମାନ ଆସିଥିବାର ଚର୍ଚ୍ଚା ଚାଲିଛି..ଅଧିକ ପଢ଼ନ୍ତୁ...
12:38 PM
ସିନ୍ଦୁରା ଫାଟିନଥିଲା.. ହାଡ଼ଥରା ଶୀତକୁ ବି ଖାତିର ନଥିଲା । ରାମଲାଲାଙ୍କୁ ଆଖି ପୂରେଇ ଟିକେ ଦେଖିବାକୁ ରାତିଅଧରୁ ରାମ ଦୁଆର ପାଲଟିଥିଲା ଭକ୍ତସମୁଦ୍ର..ଅଧିକ ପଢ଼ନ୍ତୁ...
12:37 PM
ପ୍ରାଣ ପ୍ରତିଷ୍ଠା ପରେ ସାଧାରଣ ଦର୍ଶନର ଆଜି ପ୍ରଥମ ଦିନରେ ପ୍ରାୟ ୩ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ସାନ୍ନିଧ୍ୟ ଲାଭ କରିଛନ୍ତି। ଦର୍ଶନ ଅପେକ୍ଷାରେ ଆହୁରି ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷାରତ..ଅଧିକ ପଢ଼ନ୍ତୁ...
12:36 PM
ବର୍ତ୍ତମାନ ପୂଜା ପାଉଥିବା ରାମ ଲାଲାଙ୍କ ମୂର୍ତ୍ତି କର୍ଣ୍ଣାଟକର ଶିଳ୍ପୀ ଅରୁଣ ଯୋଗୀରାଜ ନିର୍ମାଣ କରିଥିବାବେଳେ, ଆଉ ଏକ ମୂର୍ତ୍ତି ସତ୍ୟନାରାୟଣ ପାଣ୍ଡେ ନିର୍ମାଣ କରିଥିଲେ..ଅଧିକ ପଢ଼ନ୍ତୁ...
12:35 PM
ମଙ୍ଗଳବାର ସୋସିଆଲ ମିଡିଆରେ ଭବ୍ୟ ରାମ ମନ୍ଦିର ଓ ରାମଲାଲାଙ୍କ ସହ ନିଜ ଫଟୋ ସେୟାର କରିଛନ୍ତି ବଲିଉଡ୍ର ଭେଟରାନ୍ ଅଭିନେତା ଅମିତାଭ ବଚ୍ଚନ..ଅଧିକ ପଢ଼ନ୍ତୁ...
12:34 PM
ରାମଲାଲାଙ୍କୁ ୧୧ କୋଟିର ହୀରା ମୁକୁଟ ଦାନ କରିଛନ୍ତି ଜଣେ ରାମଭକ୍ତ। ସୁରତର ବ୍ୟବସାୟୀ ତଥା ଗ୍ରୀନ୍ ଲ୍ୟାବ ଡାଇମଣ୍ଡ କମ୍ପାନୀ ମାଲିକ ମୁକେଶ ପଟେଲ ଏହି ମୁକୁଟ ଦାନ କରିଛନ୍ତି..ଅଧିକ ପଢ଼ନ୍ତୁ...
12:34 PM
ଛତିଶଗଡ଼ ରାୟପୁରରେ ଭକ୍ତିର ସହ ଶ୍ରଦ୍ଧାଳୁ ଜଳାଇଥିଲେ ୧୧ ଲକ୍ଷ ୧୧ ହଜାର ଦୀପ । ସେହିପରି ବାରାଣସୀ ଦଶାଶ୍ୱମେଧ ଘାଟରେ ଆଳତୀ କରିବା ସହ ୧୧ ହଜାର ଦୀପ ପ୍ରଜ୍ୱଳନ କରାଯାଇଥିଲା..ଅଧିକ ପଢ଼ନ୍ତୁ...
12:32 PM
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି..ଅଧିକ ପଢ଼ନ୍ତୁ...
10:56 AM
ଆଧ୍ୟାତ୍ମ ରାମାୟଣ, ବାଲ୍ମିକୀ ରାମାୟଣ, ରାମଚରିତ ମାନସ ଓ ଆଲବନ୍ଦାର ସ୍ତୋତ୍ର ଆଦିରେ ବର୍ଣ୍ଣନା ଆଧାରରେ ଏବଂ ଗଭୀର ଗବେଷଣା କରି ରାମଲାଲାଙ୍କ ପାଇଁ ଏହି ଅଳଙ୍କାର ଆଦି ତିଆରି କରାଯାଇଛି..ଅଧିକ ପଢ଼ନ୍ତୁ...
22:55 PM
22:53 PM
22:53 PM
22:52 PM
22:52 PM
22:51 PM
22:49 PM
22:48 PM
22:39 PM
22:38 PM
20:32 PM
20:31 PM
20:27 PM
20:26 PM
20:25 PM
20:24 PM
20:24 PM
20:23 PM
20:22 PM
20:21 PM
20:20 PM
20:19 PM
20:17 PM
20:17 PM
20:16 PM
20:15 PM
20:13 PM
20:12 PM
20:11 PM
17:34 PM
ଅଯୋଧ୍ୟାକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ଉପହାରର ସୁଅ । କିଏ ପ୍ରଭୁ ରାମଙ୍କ ପାଇଁ କୋଟି କୋଟି ଟଙ୍କାର ସୁନା ତ ଆଉ କିଏ ପ୍ରଭୁଙ୍କ ସାଜସଜ୍ଜା ପଠାଇଛନ୍ତି ତ ଆଉ କେହି କେହି ଛପନ ଭୋଗ ପ୍ରସ୍ତୁତ କରିଛନ୍ତି। ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ମଧ୍ୟରେ ରାମ ମନ୍ଦିର ପାଇଁ ଦିଆଯାଇଥିବା ଦାନ ବିଷୟରେ ଜାଣିବା ପାଇଁ ଉତ୍କଣ୍ଠା ଦେଖାଦେଇଛି। ଅଧିକ ପଢ଼ନ୍ତୁ..
17:32 PM
17:30 PM
17:29 PM
17:24 PM
17:22 PM
17:05 PM
16:41 PM
‘ମୁଁଏବେ ବି ସ୍ୱପ୍ନର ଦୁନିଆରେ ଅଛି । ମୋତେ ଲାଗୁଛି ମୁଁ ଏବେ ବି ସ୍ୱପ୍ନ ଦେଖୁଛି । ମୁଁ ଏ ଦୁନିଆର ସବୁଠାରୁ ଭଗ୍ୟବାନ ବ୍ୟକ୍ତି ।’ ଅତ୍ୟନ୍ତ ଭାବ ବିହ୍ୱଳ ହୋଇ ଏଭଳି କହିଛନ୍ତି କର୍ଣ୍ଣାଟକର ମୂର୍ତ୍ତୀ କାରିଗର ଅରୁଣ ଯୋଗୀରାଜ । ସେ ନିର୍ମାଣ କରିଥିବା ରାମଲାଲାଙ୍କ ମୂର୍ତ୍ତୀ ଆଜି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ପୂଜା ପାଉଛି । ସେଥିପାଇଁ ସେ ନିଜକୁ ସବୁଠାରୁ ଭାଗ୍ୟବାନ ବୋଲି କହିଛନ୍ତି..ଅଧିକ ପଢ଼ନ୍ତୁ..
16:11 PM
15:30 PM
15:21 PM
15:18 PM
15:09 PM
15:06 PM
14:57 PM
14:56 PM
14:55 PM
14:54 PM
-ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ
-ସକ୍ଷମ ଭାରତ ଉଦୟର ସାକ୍ଷୀ ବନିବ ରାମ ମନ୍ଦିର
-ଆସିବାକୁ ଥିବା ସମୟ ସିଦ୍ଧିର, ଏ ସମୟ ଭାରତର
-ଭାରତ ଏବେ ଆଗକୁ ଆଗକୁ ବଢ଼ି ଚାଲିବ
-ଆମେ ଆଉ ଅଟକିବୁନି, ବିକାଶର ଆଗକୁ ଆଗକୁ ମାଡ଼ି ଚାଲିବୁ
14:48 PM
14:48 PM
14:47 PM
14:46 PM
14:45 PM
-ରାମ ବର୍ତ୍ତମାନ ନୁହେଁ, ରାମ ଅନନ୍ତକାଳ- ମୋଦି
-ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ
-ଆଜିର ଏ କ୍ଷଣ କହୁଛି ଆମ ଭବିଷ୍ୟତ, ଇତିହାସଠାରୁ ଅଧିକ ଉଜ୍ଜ୍ବଳ
-ରାମ ବର୍ତ୍ତମାନ ନୁହେଁ, ରାମ ଅନନ୍ତକାଳ- ମୋଦି
-ରାମଙ୍କ ପ୍ରତିଷ୍ଠା, ବସୁଧୈବ କୁଟୁମ୍ବକମର ନିଦର୍ଶନ
-ଏହା ମାନବୀୟ ମୂଲ୍ୟବୋଧ, ସର୍ବୋଚ୍ଚ ଆଦର୍ଶର ପ୍ରାଣ ପ୍ରତିଷ୍ଠା
-ଏ ପ୍ରାଣ ପ୍ରତିଷ୍ଠା ସାରା ବିଶ୍ବକୁ ସର୍ବେ ଭବନ୍ତୁ ସୁଖିନଃର ବାର୍ତ୍ତା ଦେଉଛି
-ଏହା କେବଳ ଦେବ ମନ୍ଦିର ନୁହେଁ, ଏହା ଭାରତୀୟ ଦିବ୍ୟ ଦର୍ଶନର ମନ୍ଦିର
-ରାମ ଭାରତର ଆସ୍ଥା, ଭାରତର ବିଚାର, ଭାରତର ଚେତନା
-ରାମ ପ୍ରବାହ, ରାମ ପ୍ରଭାବ, ରାମ ନିରନ୍ତର, ରାମ ନିତ୍ୟ, ରାମ ବ୍ୟାପକ
-ରାମଙ୍କ ପ୍ରତିଷ୍ଠାର ପ୍ରଭାବ ହଜାର ବର୍ଷ ପାଇଁ ରହିବ- ମୋଦି
-ପବିତ୍ର ମୁହୂର୍ତ୍ତରେ ବିଶ୍ବାସ କରୁଛି, କାଳଚକ୍ର ବଦଳୁଛି- ମୋଦି
-ରାମଙ୍କ ବିଚାର ମାନସରେ ନୁହେଁ, ଜନମାନସରେ ରହିବ
-ଆମ ଚେତନା, ଅନ୍ତକରଣକୁ ବିସ୍ତାର କରିବାକୁ ହେବ
-ପ୍ରାଣ ପ୍ରତିଷ୍ଠା ସମର୍ଥ, ସକ୍ଷମ, ଭବ୍ୟ, ଦିବ୍ୟ ଭାରତର ଆଧାର ବନିବ
-ଆଜି ଦେଶରେ ନିରାଶା ପାଇଁ ସାମାନ୍ୟ ଜାଗା ନାହିଁ
14:33 PM
-ପ୍ରାଣ ପ୍ରତିଷ୍ଠା ପରେ ଏବେବି ମୋର ହୃଦୟ ସ୍ପନ୍ଦିତ ହେଉଛି
-ଏପରି ଏକ ଶୁଭ ସମୟକୁ ଦେଶବାସୀ ପ୍ରତୀକ୍ଷା କରିଥିଲେ
-ସମୟର କାଳଚକ୍ରରେ ଆଜିର ଦିନ ସାକ୍ଷୀ ହୋଇରହିବ
-ଆମେ ଅତ୍ୟନ୍ତ ଭାଗ୍ୟବାନ, ଏହି ମୁହୂର୍ତ୍ତକୁ ଦେଖୁଛୁ
-ପ୍ରଭୁ ରାମ ଭାରତବାସୀଙ୍କ ଅନ୍ତରମନରେ ଅଛନ୍ତି
-ଭାରତର କୋଣ କୋଣରେ ରହିଛନ୍ତି ପ୍ରଭୁ ଶ୍ରୀରାମ
-ପ୍ରତି ଭାରତୀୟଙ୍କ ହୃଦୟ ସ୍ପନ୍ଦନରେ ଅଛନ୍ତି ଶ୍ରୀରାମ
-ଯାହାଙ୍କ କାର୍ଯ୍ୟ ଏବଂ ସମର୍ପଣ ପାଇଁ ଆମେ ଏ ଦିନ ଦେଖିଲୁ, ସେମାନେ ମନେରହିବେ
-ଏ କ୍ଷଣ ଉତ୍ସବ ସହ ଭାରତୀୟ ସମାଜର ପରିପକ୍ବତା ବୋଧର ସମୟ
-ଏହି କ୍ଷଣ ବିଜୟ ସହ ବିନୟର କ୍ଷଣ କହିଲେ ପ୍ରଧାନମନ୍ତ୍ରୀ
14:27 PM
14:22 PM
ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ। ଦୀର୍ଘ ଦଶନ୍ଧିର ପ୍ରତୀକ୍ଷା ପରେ ପ୍ରଭୁ ରାମ ଆସିଗଲେ। ଆମ ରାମଲାଲା ଆଉ ଟେଣ୍ଟରେ ରହିବେ ନାହିଁ। ରାମଲାଲା ଏଣିକି ଦିବ୍ୟ ମନ୍ଦିରରେ ରହିବେ। ଏହି ମୁହୂର୍ତ୍ତ ଅତ୍ୟନ୍ତ ଅଲୌକିକ ଓ ପବିତ୍ର। ହଜାର ବର୍ଷ ପରେ ବି ଲୋକେ ଆଜିର ତାରିଖକୁ ଚର୍ଚ୍ଚା କରିବେ।
14:10 PM
14:07 PM
14:05 PM
13:57 PM
13:54 PM
13:48 PM
13:47 PM
13:45 PM
13:44 PM
13:41 PM
13:35 PM
13:34 PM
13:34 PM
13:25 PM
13:18 PM
13:10 PM
13:09 PM
13:08 PM
13:07 PM
12:58 PM
12:46 PM
-ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ
-ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କଲେ ପ୍ରଧାନମନ୍ତ୍ରୀ
12:46 PM
ଆଜିଠାରୁ ଆରମ୍ଭ ହେବ ରାମରାଜ୍ୟ । ରାମଲାଲାଙ୍କ ଆସିବା ଫଳରେ ଆଜି ଦେଶରେ ରାମରାଜ୍ୟ ଆରମ୍ଭ ହୋଇଛି । ଏପରି କହିଛନ୍ତି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ । ଆଜି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହି ଅବସରରେ ଏପରି ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟ ପୁରୋହିତ । ଏହି ପ୍ରାଣ ପ୍ରତିଷ୍ଠା ସମାରୋହ ସହ ରାମରାଜ୍ୟ ଆରମ୍ଭ ହେବ ଏବଂ ସମସ୍ତ ପ୍ରକାର ଅସମାନତା ସମାପ୍ତ ହେବ । ଅଧିକ ପଢ଼ନ୍ତୁ
12:45 PM
12:44 PM
12:35 PM
୫୦୦ ବର୍ଷର ସ୍ୱପ୍ନ ସାକାର ହୋଇଛି । ରାମ ଭକ୍ତଙ୍କ ଆଖିରେ ଆଜି ଖୁସିର ଲୁହ ରହିଛି । ସବୁ ପ୍ରତିକ୍ଷାର ଅନ୍ତ ଘଟିଛି, ସବୁ ସ୍ୱପ୍ନ ସାକାର ହୋଇଛି । ଯାହା ଚାହୁଁଥିଲା ଏହି ମନ ତାହା ପୂରଣ ହୋଇଛି । ରାମଲାଲା ନିଜ ଜନ୍ମସ୍ଥାନକୁ ଫେରିଛନ୍ତି । ଆଉ ତାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି । ଶେଷ ହୋଇଛି କାଳ କାଳର ପ୍ରତୀକ୍ଷା । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପୂର୍ଣ୍ଣାହୂତି । ଅଧିକ ପଢ଼ନ୍ତୁ
12:30 PM
12:26 PM
12:23 PM
12:22 PM
12:11 PM
12:06 PM
12:05 PM
-ଭଜନ ପରିବେଷଣ କଲେ ବିଶିଷ୍ଟ କଣ୍ଠଶିଳ୍ପୀ ଅନୁରାଧା ପୋଡ଼ୱାଲ
-ଶଙ୍କର ମହାଦେବନ, ସୋନୁ ନିଗମ ମଧ୍ୟ ଭଜନ ପରିବେଷଣ କଲେ
11:45 AM
11:43 AM
11:40 AM
11:34 AM
11:32 AM
11:27 AM
11:12 AM
11:03 AM
11:00 AM
10:44 AM
ଆଜି ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠାର ମହା ଉତ୍ସବ । ଏନେଇ ଗାଁରୁ ସହର .. ସବୁ ପ୍ରସ୍ତୁତ । ବିଶ୍ୱବାସୀ ଅପେକ୍ଷା କରି ରହିଛନ୍ତି ରାମଙ୍କ ଆଗମନକୁ । ଆଜି ପୁରା ହେବ ରାମଭକ୍ତଙ୍କ ତପସ୍ୟା । ଜୟ ଶ୍ରୀରାମ ନାରାରେ କମ୍ପୁଛି ଗଗନ ପବନ । ମନ୍ଦିର ପାଇଁ କେତେ ସଂଘର୍ଷ, କେତେ ରକ୍ତପାତ । ଅଧିକ ପଢ଼ନ୍ତୁ
10:37 AM
10:27 AM
10:26 AM
10:22 AM
10:21 AM
10:12 AM
10:10 AM
10:07 AM
10:06 AM
10:03 AM
10:02 AM
09:59 AM
09:58 AM
09:53 AM
09:48 AM
09:47 AM
09:46 AM
09:37 AM
09:16 AM
ଯିଏ ମଧ୍ୟ ରାମନାମ ଜପ କରେ, ସେ ରାମଙ୍କ ଆତ୍ମା ମଧ୍ୟରେ ରୁହେ। ହଜାର ନାମ ସହ ସମାନ ଏହି ରାମନାମ.. ମର୍ଯ୍ୟାଦାପୁରୁଷୋତ୍ତମଙ୍କ ସ୍ୱାଗତ ପାଇଁ ଯେତେ ସବୁ ପ୍ରସ୍ତୁତି। ନବବଧୂ ଭଳି ସଜେଇ ହୋଇଛି ଭବ୍ୟ ରାମମନ୍ଦିର..ଅଧିକ ପଢ଼ନ୍ତୁ...
09:00 AM
09:00 AM
08:59 AM
08:49 AM
08:40 AM
08:34 AM
08:33 AM
08:29 AM
08:14 AM
08:12 AM
08:11 AM
08:06 AM
08:03 AM
08:02 AM
08:01 AM
ସବୁ ପ୍ରତିକ୍ଷାର ଘଟିବ ଅନ୍ତ, ସବୁ ସ୍ୱପ୍ନ ହେବ ସାକାର , ଯାହାକୁ ଦେଖିବ ଏହି ନେତ୍ର, ଯାହା ଚାହୁଁଥିଲା ଏହି ମନ ତାହା ପୂରଣ ହେବ । ଆଉ ଅପେକ୍ଷା ମାତ୍ର କିଛି ଘଣ୍ଟାର ଅପେକ୍ଷା, ରାମଲାଲା ନିଜ ଜନ୍ମସ୍ଥାନକୁ ଫେରିବେ । ଅଯୋଧ୍ୟାରେ ସାକାର ହେବାକୁ ଯାଉଛି ରାମଭକ୍ତଙ୍କ ସ୍ୱପ୍ନ । ସେମାନଙ୍କର ଅତି ପ୍ରିୟ ରାମଲାଲା ଆସୁଛନ୍ତି । ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ ଆଜିର ସୂର୍ଯ୍ୟୋଦୟ । ଅଧିକ ପଢ଼ନ୍ତୁ...
07:56 AM
07:45 AM
07:44 AM
07:26 AM
07:19 AM
07:15 AM
ସରିବ କାଳ କାଳର ପ୍ରତୀକ୍ଷା... ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପଡ଼ିବ ପୂର୍ଣ୍ଣାହୂତି । ଅଯୋଧ୍ୟାରେ ଆଜି ବିରାଜିବେ ପ୍ରଭୁ ଶ୍ରୀରାମ ।