/odishatv-khabar/media/media_files/2025/11/09/wheat-2025-11-09-13-05-06.jpg)
Wheat Photograph: (OTV)
ପାକିସ୍ତାନରେ ମିଳୁନି ଅଟା। ଆତଙ୍କବାଦୀଙ୍କ ସ୍ବର୍ଗ ପାକିସ୍ତାନର ପୁଣି ବିକଳ ସ୍ଥିତି ବିଶ୍ବ ସାମ୍ନାକୁ ଆସିଛି। ଅଚାନକ୍ ପାକିସ୍ତାନରେ ବଢ଼ିଯାଇଛି ଅଟା ରେଟ୍। ୬୦ରୁ ୧୨୦ ଟଙ୍କା ପାର କରିଛି କିଲେ ଅଟା। ପାକ୍ ର ଦୁଇଟି ସହରରେ ଥିବା ସବୁଠୁ ବଡ଼ ସରକାରୀ ଗୋଦାମ ଇସଲାମାବାଦ୍ ଓ ରାୱଲପିଣ୍ଡି ଏବେ ଖାଲି ହୋଇ ଯାଇଛି। ଖାଲି ଏତିକି ନୁହେଁ ଏପ୍ରିଲ ମାସରୁ ମହଙ୍ଗା ହେଲାଣି ପାକିସ୍ତାନରେ ଅଟା ସମେତ ଅନ୍ୟ ଖାଦ୍ୟ ସାମଗ୍ରୀ।
ତେଣୁ ବିକଳ ହୋଇ ଏବେ ଅନ୍ୟ ଦେଶକୁ ଭିକ ମାଗିବା ପରିସ୍ଥିତି ପାକିସ୍ତାନର ଉପୁଜିଛି। ଭାରୀ ନିକଟତର ବନ୍ଧୁ ଆମେରିକାକୁ ସହାୟତା ମାଗିଛି। ଗଲା ଦୁଇ ବର୍ଷ ଧରି ପାକିସ୍ତାନରେ ବିଗିଡ଼ିଛି ଚାଷ, ଏହା ପରେ ଏଭଳି ସ୍ଥିତି ଉପୁଜିଛି।
• ପାକିସ୍ତାନରେ ମିଳୁନି ଅଟା
• ପାକିସ୍ତାନର ବିକଳ ସ୍ଥିତି
• ଅଚାନକ୍ ବଢ଼ିଗଲା ଅଟା ରେଟ୍
• ୬୦ରୁ ୧୨୦ ଟଙ୍କା ପାର କଲା ଅଟା କିଲୋ
• ଇସଲମାବାଦ୍ ଓ ରାୱଲପିଣ୍ଡି ଗୋଦାମ ଖାଲି
• ଏପ୍ରିଲ ମାସରୁ ମହଙ୍ଗା ହେଲାଣି ପାକିସ୍ତାନରେ ଖାଦ୍ୟ ସାମଗ୍ରୀ
• ଖାଇବାକୁ ପୁଣି ଅନ୍ୟ ଦେଶକୁ ଭିକ ମାଗିବ ପାକିସ୍ତାନ
• ଆମେରିକାକୁ ସହାୟତା ମାଗିଲାଣି
• ଗଲା ଦୁଇ ବର୍ଷ ଧରି ପାକିସ୍ତାନରେ ବିଗିଡ଼ିଛି ଚାଷ
VIP Vibes Repeat In Jail: ଜେଲରେ ଅପରାଧୀଙ୍କୁ VIP ଚର୍ଚ୍ଚା: ଫୋନ ଓ ଟିଭି ବ୍ୟବହାର କରୁଛନ୍ତି ଆତଙ୍କୀ ଓ ସିରିଏଲ କିଲର୍

The Country That Is Living In 2017: ଏହି ଦେଶରେ ଚାଲିଛି ଏବେ ୨୦୧୭ ମସିହା... କ୍ୟାଲେଣ୍ଡରରେ ବର୍ଷକ ୧୩ ମାସ

IT Raid: ବିଜେଡି ନେତାଙ୍କ ଘରେ IT ରେଡ୍.. ଆୟକର ବିଭାଗର ବଡ ଚଢାଉ

Building Collapsed: କୋଠା ଭୁଶୁଡ଼ିବା ପାଇଁ ଦାୟୀ କିଏ? ଘର ମାଲିକ ନା ପ୍ରଶାସନ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)