/odishatv-khabar/media/media_files/2025/12/02/imran-khan-2025-12-02-22-06-22.jpg)
IMRAN KHAN Photograph: (OTV)
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି। ତାଙ୍କୁ ନେଇ ଲାଗି ରହିଥିବା ସସପେନ୍ସ ଉପରେ ଯବନିକା ଟାଣିଛନ୍ତି ଭଉଣୀ ଉଜମା ଖାନ୍। ରାୱଲପିଣ୍ଡିର ଆଦିଆଲା ଜେଲରେ ସେ ଇମ୍ରାନଙ୍କୁ ଭେଟିଥିଲେ। ଏହାପରେ ଇମ୍ରାନ ସମ୍ପୂର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଥିବା କହିଥିଲେ ବି ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ବି କରିଛନ୍ତି ଉଭଣୀ ଉଜମା। ଗତ କିଛି ଦିନ ହେଲା ଇମ୍ରାନଙ୍କୁ ଜେଲ ଭିତରେ ହତ୍ୟା କରାଯାଇଥିବା ନେଇ ଖବର ଆସିଥିଲା। ଏହା ପରେ ସେ ଜୀବିତ ନା ମୃତ, ସେନେଇ ଲାଗି ରହିଥିଲା ସସପେନ୍ସ। ଇମ୍ରାନଙ୍କୁ ଭେଟିବା ପାଇଁ ଆଦିଆଲା ଜେଲ ବାହାରେ ତାଙ୍କ ସମର୍ଥକ ଆନ୍ଦୋଳନ ଜାରି ରଖିଥିଲେ। ଏହାକୁ ଦୃଷ୍ଟିରେ ରଖି ରାଓଲପିଣ୍ଡିର ଆଦିଆଲା ଜେଲ ବାହାରେ ଓ ପୁରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ...
'ଇମ୍ରାନ୍ ସୁସ୍ଥ ଓ ସୁରକ୍ଷିତ'
ଇମ୍ରାନ୍ ଖାନଙ୍କୁ ଜେଲ୍ ରେ ଭେଟିଲେ ଭଉଣୀ ଉଜମା
ରାୱଲପିଣ୍ଡିର ଆଦିଆଲା ଜେଲ୍ ରେ ଭେଟିଲେ ଉଜମା
ଜେଲରେ ଭେଟିବା ପରେ ଇମ୍ରାନ୍ ସୁସ୍ଥ ଥିବା ସୂଚନା ଦେଲେ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସୁସ୍ଥ ଥିବା କହିଲେ
ଇମ୍ରାନ୍ ସଂପୂର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଥିବା କହିଲେ ଉଜମା
ଇମ୍ରାନଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଭଉଣୀଙ୍କ ଅଭିଯୋଗ
ଜେଲ ବାହାରେ ଇମ୍ରାନ ସମର୍ଥକଙ୍କ ଆନ୍ଦୋଳନ
India Defeats Pakistan: ପାକିସ୍ତାନୀ ଖେଳାଳିଙ୍କ କମେଣ୍ଟର ଜବାବ ମୈଦାନରେ ଦେଲେ

Chennai Metro Passengers: ଟନେଲ୍ ଭିତରେ ଫସେଇ ଦେଲା ମେଟ୍ରୋ ରେଳ , ଶୁଭିଲା ଏମିତି କୋଳାହଳ...ଭିଡିଓ ଭାଇରାଲ

SOP & Guidelines: ଦଶମ, ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର , ଆସିଲା ପ୍ରାକ୍ଟିକାଲ ପରୀକ୍ଷା ଗାଇଡଲାଇନ....

Sinful Love Story: ସ୍ୱାମୀକୁ ମାଟିରେ ପୋତିଦେଲା ସ୍ତ୍ରୀ, ପ୍ରେମିକ ସହ କଲା ଏମିତି ଖେଳ; ଲୋକେ କହିଲେ ଛି ଛି ଛି...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)