ଇସ୍ରାଏଲ, ଲେବାନନ ଓ ଗାଜା ମଧ୍ୟରେ ଚାଲିଥିବା ବିବାଦ ଭିତରେ ପୁଣି ରକେଟ ମାଡ଼। ଗତ ଦୁଇ ମାସ ଭିତରେ ପ୍ରଥମ ଥର ପାଇଁ ଦୁଇଟି ରକେଟ ଗାଜାରୁ ଇସ୍ରାଏଲ ଭିତରକୁ ହମଲା ହୋଇଛି।
ଧଳା ଭୂମୀରୁ ସବୁଜ ପାଲଟୁଛି ଆଣ୍ଟାର୍କଟିକା । ଏଭଳି ହେବା ପଛରେ ବିଶ୍ୱ ତାପମାନ ବୃଦ୍ଧି ସହ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରାଯାଇଛି ।
୨୦୧୫ରେ ପଡ଼ୋଶୀ ଦେଶ ମାଲିରୁ ଉଭୟଙ୍କ ମଧ୍ୟରେ ଏହି ତିକ୍ତତା ବ୍ୟାପିଥିଲା । ଯାହାର ପରିଣାମ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ।
ଇସ୍ରାଇଲ ଓ ଇରାନ ଭୟଙ୍କର ଯୁଦ୍ଧରେ ଗୋଟିଏ ନାଁ ସାମ୍ନାକୁ ଆସୁଛି। ଯାହା ସମ୍ପର୍କରେ ଜାଣିବାକୁ ସମସ୍ତଙ୍କ ମନରେ ଉତ୍ସୁକତା ଭରି ରହିଛି। ଏହାର ନାଁ ଆଇରନ୍ ଡୋମ୍। ତେବେ ଏହାର କାର୍ଯ୍ୟ କ’ଣ ?
ଯୁଦ୍ଧ ସ୍ଥିତିରେ ଥରହର ବିଶ୍ବ। ଇସ୍ରାଏଲ-ଇରାନ ଯୁଦ୍ଧ ଭିତରେ ତ୍ରସ୍ତ ହେଲାଣି ପ୍ରକୃତି। ଆଉ ଏତିକି ବେଳେ ଚର୍ଚ୍ଚାକୁ ଆସିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ଟୁଇଟ୍। ଏହି ଯୁଦ୍ଧରେ ଭାରତ ହେବ କି ସଙ୍କଟ ମୋଚକ ?
ହମାସ ଚିଫ୍ ୟାହୟା ସିନୱାରର ପ୍ରମୁଖ ସହଯୋଗୀ, ସଂଗଠନର ସବୁଠୁ ବରିଷ୍ଠ ପରିଚାଳକ, ଡିସିସନ୍ ମେକର ।
ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଟଳିଲା ହମାସ ଟପ୍ ଲିଡର । ହମାସ ଚିଫ୍ ଇସମାଇଲ୍ ହାନିୟେ ପରେ ରାବି ମୁସ୍ତାହା ନିପାତ ।
ଇସ୍ରାଏଲ ଆକ୍ରମଣରେ ହମାସ ମୁଖ୍ୟ ନିପାତ । ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସ ସରକାରର ମୁଖ୍ୟ ରାହି ମୁସ୍ତାହାଙ୍କ ମୃତ୍ୟୁ ହୋଇଥିବା IDF ସ୍ପଷ୍ଟ କରିଛି ।
ଦ୍ୱିତୀୟ ବିଶ୍ୱ ଯୁଦ୍ଧର ୭୯ ବର୍ଷ ପରେ ଜାପାନରେ ଫୁଟିଲା ବୋମା। ଗତକାଲି ଦକ୍ଷିଣ-ପଶ୍ଚିମ ଜାପାନର ଏକ ବିମାନ ବନ୍ଦରରେ ଭୟଙ୍କର ବିସ୍ଫୋରଣ ଘଟିଛି।
ମଧ୍ୟପ୍ରାଚ୍ୟ ଉପରେ ସାରା ବିଶ୍ୱର ନଜର ରହିଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ଲାଗି ରହିଛି। ସେପ୍ଟେମ୍ବର ୨୭ରେ ଇସ୍ରାଏଲର ଆକ୍ରମଣରେ ହିଜବୁଲ ନେତା ହାସନ ନସରାଲ୍ଲାଙ୍କୁ ହତ୍ୟା କରାଯିବା ପରେ ଏହି ବିବାଦ ଆହୁରି ତୀବ୍ର ରୂପ ନେଇଛି। ନସରାଲ୍ଲାଙ୍କ ମୃତ୍ୟୁ ପରେ ଇରାକ ସମେତ ଅନେକ ଦେଶର ପିତାମାତା ସେମାନଙ୍କର ନବଜାତ ଶିଶୁର ନାମ 'ନସରାଲ୍ଲା' ରଖିଛନ୍ତି।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଆମେରିକା ଇସ୍ରାଏଲକୁ ସମର୍ଥନ କରୁଛି, କିନ୍ତୁ ଯଦି ଇସ୍ରାଏଲ ଇରାନର ଆଣବିକ ଘାଟି ଉପରେ ଆକ୍ରମଣ କରେ ତେବେ ଆମେରିକା ଏହାକୁ ସମର୍ଥନ କରିବ ନାହିଁ।
ୟୁଏନ୍ ମୁଖ୍ୟ ସଚିବଙ୍କୁ ଇସ୍ରାଏଲ କଲା ବ୍ୟାନ୍ । ଇରାନରେ ଥିବା ଭାରତୀୟଙ୍କ ପାଇଁ ଜାରି ହେଲା ଆଡଭାଇଜରି ।
ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା ଲାଗିରହିଛି। ଏହାର ପ୍ରଭାବ ସିଧାସଳଖ ଅଶୋଧିତ ତୈଳ ମୂଲ୍ୟ ଉପରେ ପଡିଛି। ଯାହ ଫଳରେ ତେଲ ବଜାରରେ ନିଆଁ ଲାଗିଛି।
ଜଳ ପ୍ରଳୟ ନେଲାଣି ୧୧୨ ଜୀବନ... ଏବେ ବି ୬୪ଜଣଙ୍କ ପତ୍ତା ମିଳୁନି । ପ୍ରକୃତିର ତାଣ୍ଡବ ଯେମିତି ଏଠି ସବୁକିଛି ଛାରଖାର କରିଦେଇଛି । ଆଉ ଜୀବନ ଜିଇବା ପାଇଁ ରାହା ଖୋଜୁଛନ୍ତି ଏମାନେ ।
ମିଡିଲ୍ ଇଷ୍ଟରେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ ଉପରେ ଇରାନ କରିଛି ମିଶାଇଲ୍ ହମଲା। ଏକାଥରେ ୧୮୦ରୁ ଅଧିକ ମିଶାଇଲ୍ ମାଡ଼।
୪୪ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ହୁଏତ କେବଳ ତରୁଣୀଙ୍କୁ ମିସ୍ ୟୁନିଭର୍ସ ଭାବରେ ଦେଖିଥିବେ। କିନ୍ତୁ ଦକ୍ଷିଣ କୋରିଆର ଜଣେ ବୃଦ୍ଧା ମିସ୍ ୟୁନିଭର୍ସ କୋରିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଇତିହାସ ସୃଷ୍ଟି କରିଛନ୍ତି ।
ମାଡି ଆସୁଛି ମହାବାତ୍ୟା ! ଘଣ୍ଟାପ୍ରତି ବହିପାରେ ୨୧୫ କି.ମି ବେଗରେ ପବନ ।
ସ୍ପେସ ଷ୍ଟେସନରେ ପହଞ୍ଚି ସାରିଛି ‘କ୍ରିଉ-୯’। ଯାହାର ଭିଡିଓ ସେୟାର କରିଛି NASA। ତେବେ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ରୁ କ୍ୟାପସୁଲ ISSରେ ସଫଳତାର ସହ ପହଞ୍ଚି ସାରିଥିଲେ ସୁଦ୍ଧା ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ତୁରନ୍ତ ପୃଥିବୀ ପୃଷ୍ଠକୁ ଫେରିବେ ନାହିଁ।
ନିଷ୍ଠୁର ଲୋକ ଏମାନେ... ସମାଜିକ ଲୋକଠୁ ପୂରା ଭିନ୍ନ । ଦୁନିଆଠୁ ସମ୍ପୂର୍ଣ୍ଣ ଅଲଗା... ନା କୋମଳ ହୃଦୟ ଅଛି... ନା ଏମାନେ କାହା କଷ୍ଟକୁ ବୁଝିପାରନ୍ତି । କେବଳ ନିଜ ଦୁନିଆରେ ନିଜେ ବାଦ୍ଶାହା ଏହି ସଂପ୍ରଦାୟର ଲୋକେ । ଏହି ଜନଜାତିକୁ କୋରୋବାଇ ବୋଲି କୁହାଯାଏ ।
ଲେବାନନରେ ହିଜବୁଲ୍ଲା ଉପରେ ଘନଘନ ହମଲା ଭିତରେ ୟେମେନରେ ହୁତି ବିଦ୍ରୋହୀଙ୍କ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍।
ଲେବାନନରେ ହିଜବୁଲ୍ଲା ସହ ସଂଘର୍ଷ ଭିତରେ ଗାଜାରେ ବି ହମାସ ବିରୋଧରେ ଅପରେସନ ଜାରି ରଖିଛି ଇସ୍ରାଏଲ୍ ।
ନିଷ୍ଠୁର ଲୋକ ଏମାନେ... ସମାଜିକ ଲୋକଠୁ ପୂରା ଭିନ୍ନ । ଦୁନିଆଠୁ ସମ୍ପୂର୍ଣ୍ଣ ଅଲଗା... ନା କୋମଳ ହୃଦୟ ଅଛି... ନା ଏମାନେ କାହା କଷ୍ଟକୁ ବୁଝିପାରନ୍ତି ।
'ପରର ମନ୍ଦ ପାଞ୍ଚୁଥିବା ପାକିସ୍ତାନ ଏବେ ନିଜର କର୍ମଫଳ ଭୋଗୁଛି' । ପାକିସ୍ତାନର ଜିଡିପିକୁ କଟ୍ଟରବାଦ ଓ ଆତଙ୍କବାଦ ରପ୍ତାନୀରେ ମପାଯାଇପାରିବ ।
କେବଳ ହିଜବୁଲ୍ଲାର ଶୀର୍ଷ ନେତା ହସନ ନୁହଁନ୍ତି, ଇସ୍ରାଇଲେ କ୍ଷେପଣାସ୍ତ୍ର ଆକ୍ରମଣରେ ହେଜବୁଲ୍ଲାରେ ଆହୁରି ଅନେକ ଆତଙ୍କୀଙ୍କ ମୃତ୍ୟୁ ହୋଇଛି ।