• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Shah Rukh Khan reacts after Rana Daggubati touches his feet
Viral Video: ଶାହରୁଖଙ୍କ ପାଦ ଛୁଇଁଲେ ରାଣା ଦଗୁବାତୀ; କିଙ୍ଗ୍ ଖାନ ଯାହା କହିଲେ ହସି ହସି ଗଡ଼ିବେ

ଏକ କ୍ଲିପ୍‌ରେ ଶାହରୁଖ ମଜ୍ଜା କରି କହିଛନ୍ତି ଯେ ଆଜିକାଲିର ନୂଆ ପିଢିମାନେ କିପରି ଜଣେ ବରିଷ୍ଠଙ୍କ ପାଦ ଛୁଇଁ ସମ୍ମାନ ଦିଅନ୍ତି। ଏହା ପରେ ଯେତେବେଳେ ରାଣା ଦଗୁବାତୀ ମଞ୍ଚକୁ ଆସନ୍ତି ଶାହରୁଖଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଛନ୍ତି।

Rekha had no problem with having physical relations before marriage
କୌଣସି ମହିଳା ଶାରିରୀକ ସମ୍ପର୍କ ବିନା ପୁରୁଷର ନିକଟତର ହୋଇପାରିବେ ନାହିଁ: ରେଖା

ଅଭିନେତ୍ରୀ ରେଖା ତାଙ୍କ ଖୁଲମଖୁଲା ମତ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ଆଜିକାଲି ଅଭିନେତ୍ରୀମାନେ ନିଜ ବ୍ୟକ୍ତିଗତ ଜୀବନ ସହ ଜଡିତ ଯେଉଁ କଥାକୁ କହିବାକୁ ପଛଘୁଞ୍ଚା ଦିଅନ୍ତି ରେଖା କିନ୍ତୁ ଏହାକୁ ଖୋଲାଖୋଲି କହିବାରେ ସଙ୍କୋଚ କରନ୍ତି ନାହିଁ।

Janhvi kapoor shared latest look in pink saree
ଶାଢିରେ ଜାହ୍ନଭୀ ଦେଲେ ମନଲୋଭା ପୋଜ୍, ଲୋକେ କହିଲେ ‘ଠୁ ମଚ୍‌ ହଟ୍’

ବଲିଉଡ୍‌ ଅଭିନେତ୍ରୀ ଜାହ୍ନଭୀ କପୁର ପ୍ରତିଦିନ ନିଜର ବୋଲ୍ଡ ଏବଂ ଗ୍ଲାମରସ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଥାନ୍ତି। ଯେତେବେଳେ ସେ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ପୋଷ୍ଟ କରନ୍ତି, ପ୍ରଶଂସକମାନେ ତାଙ୍କ ଫଟୋ ଦେଖି ଦିବାନା ହୁଅନ୍ତି।

Ranbir kapoor will play lord rama and parashurama in ramayana
‘ରାମାୟଣ’ରେ ଡବଲ ଭୂମିକାରେ ନଜର ଆସିବେ ରଣବୀର କପୁର; ଅମିତାଭଙ୍କ ହେଲା ଏଣ୍ଟ୍ରୀ

ଫିଲ୍ମ ‘ରାମାୟଣ’କୁ ନେଇ ଏକ ନୂତନ ଅପ୍‌ଡେଟ୍ ସାମ୍ନାକୁ ଆସିଛି। ଖବର ଅଛି ଯେ ରଣବୀର କପୁର ‘ରାମାୟଣ’ରେ କେବଳ ରାମ ଭୂମିକାରେ ଅଭିନୟ କରିବେ ନାହିଁ ବରଂ ଅନ୍ୟ ଏକ ଭୂମିକାରେ ମଧ୍ୟ ଅଭିନୟ କରିବେ। ଏହା ବ୍ୟତୀତ ଅମିତାଭ ବଚ୍ଚନ ମଧ୍ୟ ଫିଲ୍ମରେ ଏଣ୍ଟ୍ରୀ କରିଛନ୍ତି।

Arindam Sil
ସୁଟିଂ ସେଟ୍‌ରେ ମାନିଲେନି ନିର୍ଦ୍ଦେଶକ, ଅଭିନେତ୍ରୀଙ୍କୁ କୋଳରେ ବସାଇ କଲେ ଏମିତି...

ନିକଟରେ ଜଣେ ଅଭିନେତ୍ରୀ ନିର୍ଦ୍ଦେଶକ ଅରିନ୍ଦମ ସିଲଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଅଭିନେତ୍ରୀ ଅଭିଯୋଗ କରିଛନ୍ତି ଯେ ଏକ ଫିଲ୍ମର ସୁଟିଂ ସମୟରେ ନିର୍ଦ୍ଦେଶକ ତାଙ୍କୁ ବିନା ଅନୁମତିରେ ସର୍ବସାଧାରଣରେ କିସ୍‌ କରିଥିଲେ ।

actress anushka shared photos in bodycon dress see her stunning looks
ଭାଇରାଲ୍ ହେଉଛି ଅନୁଷ୍କା ସେନ୍ ଦମଦାର ଲୁକ୍; ରୂପର ଦିବାନା ବନିଗଲେଣି ପ୍ରଶଂସକ

ଟିଭି କଳାକାର ଅନୁଷ୍କା ସେନ୍ ସର୍ବଦା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ଅପ୍‌ଡେଟ୍ ଫଟୋସୁଟର ଫଟୋ ଶେୟାର୍ କରନ୍ତି। ଇଣ୍ଟର୍‌ନେଟ୍‌ରେ ଆସୁ ଆସୁ ତାଙ୍କର ବୋଲ୍ଡ ଲୁକ୍ ଭାଇରାଲ୍ ହେବାରେ ଲାଗେ। ବର୍ତ୍ତମାନ ଅଭିନେତ୍ରୀ ଅନୁଷ୍କା ସେନ୍ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଏମିତି କିଛି ବୋଲ୍ଡ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କର ଷ୍ଟାଇଲ୍ ଦେଖି ପ୍ରଶଂସକମାନେ ପାଗଳ ହେବାରେ ଲାଗିଛନ୍ତି।

Malayalam actor vinayakan arrested misbehaving with passengers at Hyderabad airport
ଫିଲ୍ମର ଭିଲେନ୍ ସାଜିଲେ ବାସ୍ତବ ଭିଲେନ୍; ବିମାନବନ୍ଦରରେ ହଙ୍ଗାମା କରି ଗିରଫ ହେଲେ

ରିଲ୍‌ ଲାଇଫ୍‌ର ଖଳନାୟକ ସାଜିଲେ ରିଏଲ୍ ଲାଇଫ୍‌ ଖଳନାୟକ। ହାଇଦ୍ରାବାଦର ଶମଶାବାଦ୍ ବିମାନବନ୍ଦରରେ ମାଲାୟାଲମ୍ ଅଭିନେତା ବିନାୟକନଙ୍କୁ ଗିରଫ କରାଯାଇଛି। ରଜନୀକାନ୍ତଙ୍କ ଫିଲ୍ମ 'ଜେଲର'ରେ ଭୟଙ୍କର ଭିଲେନ୍‌ ଭୂମିକାରେ ଅଭିନୟ କରି ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବିନାୟକନ।

Allu arjun wife sneha reddy shares lovely photos worshiping lord ganesh
ଗଣେଶଙ୍କୁ ସ୍ୱାଗତ କଲେ ଅଲୁ ଅର୍ଜୁନଙ୍କ ପରିବାର; ପତ୍ନୀ ସ୍ନେହା ରେଡ୍ଡୀ ପୋଷ୍ଟ୍ କଲେ ଫଟୋ

ଅଲୁ ଅର୍ଜୁନ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ 'ପୁଷ୍ପା ୨: ଦି ରୁଲ୍' ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ଅଲୁଙ୍କ ପ୍ରଶଂସକମାନେ ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏବେ ଅଲୁ ଏବଂ ତାଙ୍କ ପତ୍ନୀ ସ୍ନେହା ରେଡ୍ଡୀ ଗଣେଶ ଚତୁର୍ଥୀକୁ ଖୁବ ଉତ୍ସାହର ସହିତ ପାଳିଛନ୍ତୁ। ବର୍ତ୍ତମାନ ଏହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି।

Sara ali khan shared stunning photos on instagram
ହାଲୁକା ବାଦାମୀ ରଙ୍ଗର ଟ୍ୟୁବ୍ ପୋଷାକରେ ସାରା ଅଲି ଖାନଙ୍କ ଝଲକ; ଲାଗିଲେ ବାର୍ବୀ ଡଲ୍

ଯେତେବେଳେ ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ ସମୟ ପାଆନ୍ତି, ସେ ସୋସିଆଲ ମିଡିଆରେ ବିତାଇବାକୁ ପସନ୍ଦ କରନ୍ତି। ସାରା ଅଲି ପ୍ରାୟତଃ ତାଙ୍କ ସୁନ୍ଦର ଏବଂ ଗ୍ଲାମରସ୍‌ ଫଟୋ ଏବଂ ଭିଡିଓଗୁଡ଼ିକୁ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ତାଙ୍କ ଷ୍ଟାଇଲ୍ ଏବଂ ଫଟୋ-ଭିଡିଓ ମଧ୍ୟ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ନିକଟରେ ସାରା ନିଜ ଇନଷ୍ଟାଗ୍ରାମରେ ଏପରି କିଛି ଚମତ୍କାର ଫଟୋ ଶେୟାର କରିଛନ୍ତି, ଯାହାକୁ ପ୍ରଶଂସକମାନେ ଖୁବ ପସନ୍ଦ କରୁଛନ୍ତି।

Thalapathy vijays goat on first day with 73 crore worldwide opening
ହଙ୍ଗାମା କଲା ବିଜୟଙ୍କ GOAT; ପ୍ରଥମ ଦିନର ରୋଜଗାର ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବିଜୟଙ୍କ ଫିଲ୍ମ GOAT ବିଶ୍ୱବ୍ୟାପୀ ମୁକ୍ତିଲାଭ ପରେ ଚର୍ଚ୍ଚା ଜୋର୍ ଧରିଛି। ପ୍ରଥମ ଦିନରେ ଫିଲ୍ମଟି କେତେ କୋଟି ଟଙ୍କାରେ ଖାତା ଖୋଲିଛି ତାହାର ସୂଚନା ମଧ୍ୟ ପ୍ରକାଶ ପାଇଛି, ଯାହା ପ୍ରଶଂସକଙ୍କ ପାଇଁ କୌଣସି ଏକ ଖୁସି ଖବରଠାରୁ ବି କମ୍ ନୁହେଁ।

Salman khan keep smiling as he interacts with village old women
Viral Video: ଗାଉଁଲି ବୃଦ୍ଧ ମହିଳାଙ୍କ ସହ ମିଶି ହସି ହସି କଥା ହେଲେ ଭାଇଜାନ୍; ଲୋକେ କହିଲେ ସେ ଜଣେ ଦୟାଳୁ ସୁପରଷ୍ଟାର

ବର୍ତ୍ତମାନ ସୁପର୍‌ଷ୍ଟାର୍‌ଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଜଣେ ବୃଦ୍ଧ ମହିଳାଙ୍କ ସହ ମଜ୍ଜା କରୁଥିବା ଓ ହସି ହସି କଥା ହେଉଥିବା ଦେଖିବାକୁ ମିଳେ। ଲୋକେ କହୁଛନ୍ତି ସେ ଜଣେ ସାଧାରଣ ତାରକା ନୁହଁନ୍ତି, ସେ ହେଉଛନ୍ତି ସବୁଠାରୁ ନମ୍ର ଏବଂ ଦୟାଳୁ ସୁପରଷ୍ଟାର।

Netizens guessing deepika padukone ranveer singh receive twins
ଦୀପିକା ପାଦୁକୋନ ବେବୀ ବମ୍ପ୍ ଦେଖେଇଲେ; ଟ୍ରୋଲର୍‌ମାନଙ୍କୁ ଉଚିତ ଜବାବ ଦେଲେ

ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ସେମାନଙ୍କ ମ୍ୟାଟର୍‌ନିଟୀ ଶୁଟ୍‌ର ସର୍ବୋତ୍ତମ ଫଟୋ ଶେୟାର କରି ନକଲି ନକଲି ବେବୀ ବମ୍ପ୍ ଅଭିଯୋଗ କରୁଥିବା ଟ୍ରୋଲର୍‌ମାନଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ଅଭିନେତ୍ରୀ ପୂର୍ବରୁ ମଧ୍ୟ ଅନେକ ଥର ବେବୀ ବମ୍ପ ସହିତ ନଜର ଆସିଛନ୍ତି।

Neha sargam Bengali look won fans heart photos went viral
ମନମୋହୁଛି ନେହାଙ୍କ ଫଟୋ; ଲୋକେ କହିଲେ ରସଗୋଲା ବି ଫିକା ପଡିଯିବ

ଆକ୍ସନ୍ କ୍ରାଇମ୍ ଥ୍ରୀଲର ୱେବ୍ ସିରିଜ୍ ମିର୍ଜାପୁରରୁ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ନେହା ସରଗମ୍ ଇନ୍‌ଷ୍ଟାଗ୍ରାମରେ ନିଜର ଆକର୍ଷଣୀୟ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଜଣେ ବଙ୍ଗୀୟ ମହିଳାଙ୍କ ପରି ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ଅଭିନେତ୍ରୀଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। 'ମିର୍ଜାପୁର'ରେ ସେ ସଲୋନୀ ତ୍ୟାଗୀ ଭୂମିକାରେ ଅଭିନୟ କରୁଥିଲେ।

kareena kapoor suspense murder thriller film the Buckingham murders trailer out
Trailer Out: କରୀନା କପୁରଙ୍କ ମର୍ଡର ମିଷ୍ଟ୍ରୀ ଫିଲ୍ମର ଟ୍ରେଲର୍ ରିଲିଜ୍; ଫିଲ୍ମଟି ସସ୍‌ପେନ୍ସ ଏବଂ ରୋମାଞ୍ଚରେ ପରିପୂର୍ଣ୍ଣ

କରୀନା କପୁରଙ୍କୁ 'ଦ ବକିଙ୍ଗ୍‌ହମ୍ ମର୍ଡର୍ସ'ରେ ଏକ ଦମଦାର୍ ଭୂମିକାରେ ଦେଖିବାକୁ ମିଳିବ। ହଂସଲ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କରୀନା କପୁର ଜଣେ ଗୁପ୍ତଚର ଭୂମିକାରେ ନଜର ଆସିବେ। ଆଜି ଏହାର ଟ୍ରେଲର୍‌ ରିଲିଜ ହେବା ପରେ ପ୍ରଶଂସକଙ୍କ ଉତ୍ସାହ ବଢିଯାଇଛି।

Suhana khan share photos in glamourous saree
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲେ ସୁହାନା ଖାନ; ଫଟୋ ଦେଖି ଲୋକେ କହୁଛନ୍ତି ହାର୍ଟବିଟ୍ ବଢିଯାଉଛି

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲେ ସୁହାନା ଖାନ; ଫଟୋ ଦେଖି ଲୋକେ କହୁଛନ୍ତି ହାର୍ଟବିଟ୍ ବଢିଯାଉଛି ବଲିଉଡ୍‌ ବାଦଶାହ ଶାହରୁଖ୍ ଖାନଙ୍କ ରାଜକୁମାରୀ ସୁହାନା ଖାନ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ଇନ୍‌ଷ୍ଟାରେ ତାଙ୍କର ନୂଆ ଫଟୋ ଶେୟାର କରିଛନ୍ତି। ତାଙ୍କ ଏହି ପଟୋଗୁଡିକ ଭାଇରାଲ୍ ହେଉଛି। ସୁହାନାଙ୍କୁ ପ୍ରଶଂସକମାନେ ଏସବୁକୁ ଖୁବ୍ ପସନ୍ଦ କରୁଛନ୍ତି।

Aamir khan video calls vinesh phogat after paris Olympics disappointment
Viral: ଭିନେଶ ଫୋଗଟ୍‌ଙ୍କୁ ଭିଡିଓ କଲ୍ କଲେ ଆମୀର ଖାନ; ଫୋଗଟଙ୍କ ସହ କରିବେ କି 'ଦଙ୍ଗଲ ୨'

'ଦଙ୍ଗଲ' ଅଭିନେତା ଭିନେଶ ଫୋଗଟ୍‌ଙ୍କୁ ଏକ ଭିଡିଓ କଲ୍‌ କରି ତାଙ୍କୁ ଉତ୍ସାହିତ କରିଛନ୍ତି ଆମୀର ଖାଁ । ଆମୀର ଖାନ ଏବଂ ଭିନେଶ ଫୋଗଟଙ୍କ ଭିଡିଓ କଲର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମନଦୀପ ପୁନିଆ ଏହାର ଫଟୋ ଶେୟାର କରିଛନ୍ତି, ଏହା ପରେ ଫିଲ୍ମ 'ଦଙ୍ଗଲ ୨' କୁ ନେଇ ଆଲୋଚନା ତୀବ୍ର ହୋଇଛି।

NETFLIX
NETFLIX ପାଇଁ ବଢ଼ିଲା ଅଡ଼ୁଆ; ନୋଟିସ୍ କଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ...

ଭାରତରେ ନେଟଫ୍ଲିକ୍ସ ମୁଖ୍ୟ ମୋନିକା ସେରଗିଲ୍‌ଙ୍କୁ ନୋଟିସ୍ କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ନେଟଫ୍ଲିକସର ନୂଆ ୱେବ୍ ସିରିଜ୍ ‘IC 814-କାନ୍ଦାହାର ହାଇଜାକ୍’ ରେ ଆତଙ୍କବାଦୀଙ୍କ ନାଁ ଭୋଲା ଓ ଶଙ୍କର ରହିଛି।

ସଲମାନ ଖାନଙ୍କ ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା; ୩୩ ହଜାର ଫୁଟ ଉପରେ ଦେବେ ଆକ୍ସନ
ସଲମାନ ଖାନଙ୍କ ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା; ୩୩ ହଜାର ଫୁଟ ଉପରେ ଦେବେ ଆକ୍ସନ

ସଲମାନ ଖାନଙ୍କ ଫିଲ୍ମ 'ସିକନ୍ଦର'କୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି। ବେଳେବେଳେ ଫିଲ୍ମକୁ ନେଇ କୁହାଯାଉଛି ଯେ ଏହା ବନ୍ଦ ହୋଇଯାଇଛି। ତେବେ ବର୍ତ୍ତମାନ ସଲମାନ ଖାନଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯାହା 'ସିକନ୍ଦର'ରୁ ଆସିଥିବା ଜଣାଯାଇଛି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଫିଲ୍ମ ନିର୍ମାଣ କରାଯାଉଛି।

Indian girl tara dhillon married to 55 years old Pakistani rich businessman
Viral Video: ପାକିସ୍ତାନୀ ଦରବୁଢାଙ୍କୁ ବାହାହେଲେ ଭାରତୀୟ ତରୁଣୀ; ଭାଇରାଲ୍ ହେଲା ହନିମୁନ୍ ଭିଡିଓ

ଭାରତ ଏବଂ ପାକିସ୍ତାନର ଲୋକଙ୍କ ମଧ୍ୟରେ ବିବାହ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହେ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଯୋଡିଙ୍କ ବିବାହ ଏବଂ ହନିମୁନ୍‌ ଚର୍ଚ୍ଚାରେ ରହିଛି। ଭିଡିଓ ଖୁବ ଭାଇରାଲ୍ ହେଉଛି।

Mr india director boney kapoor says I can still do it again
'ମିଷ୍ଟର୍ ଇଣ୍ଡିଆ ୨' ଆସିବା ନେଇ ସୂଚନା; ଜାହ୍ନବୀ ନେବେ କି ଶ୍ରୀଦେବୀଙ୍କ ସ୍ଥାନ…

ବୋନି କପୁର ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମରେ 'ମିଷ୍ଟର୍ ଇଣ୍ଡିଆ'ର ଏକ ପୁରୁଣା ପୋଷ୍ଟର ରିଲିଜ୍‌ କରିଛନ୍ତି, କିନ୍ତୁ ଏହାର କ୍ୟାପ୍‌ସନ୍‌ ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି କରିଛି।

Kangana ranaut reaction on viral photo with chirag paswan
ଚିରାଗ ପାସ୍‌ୱାନ୍‌ଙ୍କ ସହ ଫଟୋ ଭାଇରାଲ ପରେ କଙ୍ଗନା କହିଲେ “ଦୟାକରି ଆମକୁ ସଂସଦରେ ଏକୁଟିଆ ଛାଡିଦିଅନ୍ତୁ”

ଅଭିନେତା ଚିରାଗ ପାସ୍‌ୱାନଙ୍କ ସହ କଙ୍ଗନାଙ୍କ ଫଟୋ ଭାଇରାଲ ହେବା ପରେ ଅଭିନେତ୍ରୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାକୁ ନେଇ ସେ କ’ଣ କହିଛନ୍ତି ଜାଣନ୍ତୁ।

Parineeti chopra had fun with husband raghav chadha in england
Viral Video: ଭାଇରାଲ୍ ହେଉଛି ଭିଡିଓ; ଦେଖନ୍ତୁ କେମିତି ରାଘବଙ୍କ ସହ ମସ୍ତି କରୁଛନ୍ତି ପରିଣୀତି ଚୋପ୍ରା

ଆପ୍ ନେତା ରାଘବ ଚଢାଙ୍କ ସହ ଇଂଲଣ୍ଡରେ ମସ୍ତି କରୁଛନ୍ତି ପରିଣୀତି ଚୋପ୍ରା। ପରିଣୀତି ଇନ୍‌ଷ୍ଟାଗ୍ରାମ୍‌ରେ ଏହା ଏକ ରିଲ୍ ଶେୟାର କରିଛନ୍ତି। ଏହି ରିଲ୍‌ରେ ପ୍ରଶଂସକମାନେ ତାଙ୍କର କିଛି ଅଣଦେଖା ଫଟୋ ଏବଂ କ୍ଲିପଗୁଡିକର ସଂଗ୍ରହ ଦେଖିପାରିବେ।

Kapil Sharma
ଦିନେ ଟେଲିଫୋନ ବୁଥରେ କାମ କରୁଥିଲେ, ଆଜି ପ୍ରାଇଭେଟ୍ ଜେଟ୍‌ର ମାଲିକ

ଆଜି ଆମେ ଏପରି ଏକ ତାରକାଙ୍କ କଥା କହିବୁ, ଯିଏ ଗୋଟେ ସମୟରେ ଟେଲିଫୋନ୍ ବୁଥରେ କାମ କରୁଥିଲେ । ନିଜ ଭାଗ୍ୟ ଓ ଅଧ୍ୟବସାୟ ବଳରେ ସେ ବର୍ତ୍ତମାନ ଏକ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି ।

  • Friday, 30 August 2024
sonam kapoor shared beautiful pictures wearing brown saree with backless blouse
କ୍ରପିଂ ବ୍ଲାଉକ୍, ଷ୍ଟାଇଲିସ୍ ଲୁକ୍; ସୋନମଙ୍କୁ ଏମିତି ଦେଖି ଦିବାନା ହେଲେ ପ୍ରଶଂସକ

ସୋନମ କପୁର ଦୀର୍ଘ ଦିନ ଧରି ସିନେମାଠାରୁ ଦୂରେଇ ରହିଛନ୍ତି। ଆଜିକାଲି ଅଭିନେତ୍ରୀ ତାଙ୍କ ଗୁଣାତ୍ମକ ସମୟ ପୁଅ ଏବଂ ପରିବାର ସହିତ ବିତାଉଛନ୍ତି। ଏହି ସମୟରେ, ଅଭିନେତ୍ରୀ ତାଙ୍କର ସର୍ବଶେଷ ଫଟୋସୁଟ୍‌ରୁ କିଛି ଫଟୋ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ତାଙ୍କର ଏହିସବୁ ଫଟୋ ଇଣ୍ଟରନେଟ୍‌ର ତାପମାତ୍ରାକୁ ବଢାଇଦେଇଛି।

Javed akhtar reflects on mere pass ma hai dialogue
ଆଜିକାଲି ଲୋକମାନେ ମାଆଙ୍କୁ ଷ୍ଟେରିଓଟା‍ଇପ୍ କରିଦେଇଛନ୍ତି; ଜାଭେଦ୍ ଅଖତର୍

‘ମେରେ ପାସ୍ ମାଆ ହେ’ ସହିତ ସଂଳାପ ତାରକା ଲେଖକ ଜାଭେଦ୍ ଅଖତର କହିଛନ୍ତି ଯେ ମାଆର ଭାବମୂର୍ତ୍ତି ଏପର୍ଯ୍ୟନ୍ତ ପ୍ରାସଙ୍ଗିକ, କିନ୍ତୁ ଏହାର ନାଟକୀୟ ବ୍ୟବହାରକୁ ହତ୍ୟା କରାଯାଇଛି। ଏହିପରି ଚରିତ୍ରଗୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ସମସାମୟିକ ପ୍ରତିନିଧିତ୍ୱ ଆବଶ୍ୟକ ବୋଲି ସେ କହିଛନ୍ତି।