/odishatv-khabar/media/media_files/2025/11/13/aso-exam-2025-11-13-10-48-20.jpg)
ASO-EXAM Photograph: (OTV)
ଡିସେମ୍ବର 7ରେ ଆଉ ଥରେ ହେବ ASO ପରୀକ୍ଷା। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିସେମ୍ବର 7ରେ ଆଉଥରେ ହେବ ASO ମେନ୍ ପରୀକ୍ଷା । ପୂର୍ବରୁ ଜୁଲାଇ ୧୩ରେ ହୋଇଥିଲା ମୁଖ୍ୟ ଲିଖିତ ପରୀକ୍ଷା। ପରୀକ୍ଷା ପ୍ରକ୍ରିୟା ନେଇ ସନ୍ଦେହ ପରେ ସ୍ଥଗିତ କରାଯାଇଥିଲା ଏକଜାମ୍। ୭ ହଜାର ୧୧୩ ପରୀକ୍ଷାର୍ଥୀ ପ୍ରିଲିମରେ କୃତକାର୍ଯ୍ୟ ହୋଇଥିଲେ। ଏ ମାସ ୧୭ରୁ ଡିସେମ୍ବର ୫ ଯାଏଁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।
Advertisment
ଆଉ ଥରେ ASO ପରୀକ୍ଷା
ଡିସେମ୍ବର ୭ରେ ଆଉ ଥରେ ହେବ ASO ମେନ୍ ପରୀକ୍ଷା
ପୂର୍ବରୁ ଜୁଲାଇ ୧୩ରେ ହୋଇଥିଲା ମୁଖ୍ୟ ଲିଖିତ ପରୀକ୍ଷା
୭ ହଜାର ୧୧୩ ପରୀକ୍ଷାର୍ଥୀ ପ୍ରିଲିମରେ କୃତକାର୍ଯ୍ୟ ହୋଇଥିଲେ
ପରୀକ୍ଷା ପ୍ରକ୍ରିୟା ନେଇ ସନ୍ଦେହ ପରେ ସ୍ଥଗିତ ହୋଇଥିଲା
ଏ ମାସ ୧୭ରୁ ଡିସେମ୍ବର ୫ ଯାଏଁ ଆଡମିଟ୍ କାର୍ଡ ଡାଉନଲୋଡ୍
Advertisment



Related Articles
Shehbaz Sharif Accuses: ଭୟରେ ବିଳିବିଳୋଉଛି ପାକିସ୍ତାନ , ଭାରତ କହିଲା ପାକିସ୍ତାନର ମୁଣ୍ଡ ଖରାପ ହୋଇଯାଇଛି
POSTED

India-Pakistan: ଭାରତର ନୂଆ ଗେମ୍ , ଶତ୍ରୁ ଅଞ୍ଚଳରେ ପଶି ମାରିବେ...ମୈଦାନକୁ ଓହ୍ଲାଇଲା ଦୁଇ ବାଟାଲିଅନ
POSTED

Like and Comment Button: ଫେସ୍ବୁକରୁ ହଟିବ 'Like' ବଟନ୍ , ବନ୍ଦ ହେବ ‘Comment’ ବଟନ୍...ଧୀରେ ଧୀରେ ଇତିହାସ ହେବ ଏହି ଟୁଲ୍ସ
POSTED

Today Panchang 13th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)