/odishatv-khabar/media/media_files/2025/11/07/digital-arrest-2025-11-07-12-25-46.jpg)
DIGITAL ARREST Photograph: (OTV)
ରାଜଧାନୀରେ ଡିଜିଟାଲ ଆରେଷ୍ଟ। ଡିଜିଟାଲ ଆରେଷ୍ଟ କରି ଦେଢ଼ କୋଟି ଲୁଟିନେଲେ ସାଇବର ଲୁଟେରା । ସାଇବର ଠକଙ୍କ ଜାଲରେ ପଡିଛନ୍ତି ଜଣେ ବରିଷ୍ଠ ନାଗରିକ। ସାଇବର ଠକ ବରିଷ୍ଠ ନାଗରିକଙ୍କୁ କଷ୍ଟମ ବିଭାଗ ଅଧିକାରୀ ପରିଚୟ ଦେଇ ମନି ଲଣ୍ଡ୍ରିଂ ହୋଇଥିବା କହିଥିଲେ। ଫଳରେ ଭୟଭୀତ ହୋଇଯାଇଥିଲେ ବରିଷ୍ଠ ନାଗରିଗ ଜଣଙ୍କ।
୧୦ ଦିନ ଧରି ସାଇବର ଠକ ଜଣଙ୍କ ବରିଷ୍ଠ ନାଗରିକଙ୍କୁ ଗୃହ ବନ୍ଦୀ କରି ରଖିଥିଲା। ଦୁଇଟି ପର୍ଯ୍ୟାୟରେ ଦେଢ କୋଟି ଟଙ୍କା ଲୁଟି ନେଇଛନ୍ତି ଅଦୃଶ୍ୟ ଲୁଟେରା । ତେବେ ଅଭିଯୋଗ ପରେ ୧୨ ଲକ୍ଷ ଟଙ୍କା ଫ୍ରିଜ୍ କରିଛି ସାଇବର ଥାନା ପୋଲିସ । ଏନେଇ ତଦନ୍ତ ଜାରି ରଖିଛି ସାଇବର ଥାନା ପୋଲିସ।
ଦେଢ଼ କୋଟି ଲୁଟିଲେ ସାଇବର ଲୁଟେରା
ଡିଜିଟାଲ ଆରେଷ୍ଟ କରି ଦେଢ଼ କୋଟି ଲୁଟିଲେ ସାଇବର ଲୁଟେରା
ସାଇବର ଠକଙ୍କ ଜାଲରେ ପଡିଲେ ଜଣେ ବରିଷ୍ଠ ନାଗରିକ
କଷ୍ଟମ ବିଭାଗ ଅଧିକାରୀ ପରିଚୟ ଦେଇ ଠକିନେଲେ ଅଦୃଶ୍ୟ ଲୁଟେରା
ମନି ଲଣ୍ଡ୍ରିଂ ହୋଇଥିବା ଧମକାଇ ନେଇଗଲେ ଦେଢ କୋଟି ଟଙ୍କା
୧୦ ଦିନ ଧରି ଗୃହ ବନ୍ଦୀ କରି ରଖିଥିଲା ସାଇବର ଠକ
୧୨ ଲକ୍ଷ ଟଙ୍କା ଫ୍ରିଜ୍ କରିଛି ସାଇବର ଥାନା ପୋଲିସ
Chadakhai Special: ଶୁକ୍ରବାର ରାନ୍ଧଣାରେ ଘରେ ବନାନ୍ତୁ ‘କଞ୍ଚା ଇଲିସି ମାଛ ବେସର’

Crab Masala: ଯଦି ଆପଣଙ୍କୁ କଙ୍କଡା ତରକାରୀ ପସନ୍ଦ ତେବେ ଏହି ଷ୍ଟାଇଲରେ ବନାନ୍ତୁ

Chadkhai Special Recipe: ଛାଡ଼ଖାଇକୁ କରନ୍ତୁ ସ୍ପେଶାଲ, ବନାନ୍ତୁ ‘ଚିଙ୍ଗୁଡ଼ି ମଲାଇ’

Brazilian Hairdressers Photo: ରାହୁଲଙ୍କ ପାଇଁ ଟ୍ରେଣ୍ଡରେ ବିଦେଶିନୀ , ଜାଣନ୍ତୁ କିଏ ଏହି ମହିଳା ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)