Advertisment

Human Skeleton Found: ଚନ୍ଦକାରେ ଚାଞ୍ଚଲ୍ୟ , ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ

ଭୁବନେଶ୍ବର ଚନ୍ଦକାରେ ଚାଞ୍ଚଲ୍ୟ । ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ । ଅଧା ଦେହ ମାଟିରେ ପୋତା ଯାଇଛି । କଙ୍କାଳ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ I ମୁଣ୍ଡ, ଖପୁରି, ମାଢି, ଜଙ୍ଘହାଡ଼ ଆଦି ଏଣେ ତେଣେ  ଛିଟକି ପଡ଼ିଥିବା ଦେଖିବାକୁ ମିଳିଛି I

author-image
Manas Ranjan Mohanty
skeleton

skeleton Photograph: (OTV)

ଭୁବନେଶ୍ବର ଚନ୍ଦକାରେ ଚାଞ୍ଚଲ୍ୟ । ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ । ଅଧା ଦେହ ମାଟିରେ ପୋତା ଯାଇଛି । କଙ୍କାଳ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ I ମୁଣ୍ଡ, ଖପୁରି, ମାଢି, ଜଙ୍ଘହାଡ଼ ଆଦି ଏଣେ ତେଣେ  ଛିଟକି ପଡ଼ିଥିବା ଦେଖିବାକୁ ମିଳିଛି I ଖବର ପାଇଁ ପୋଲିସ ଓ ଫରେଷ୍ଟ ଡିପାର୍ଟମେଣ୍ଟ ପହଞ୍ଚି ତଦନ୍ତ ଚଳାଇଛନ୍ତି I ଅଧାଦେହ ମାଟି ତଳେ ପୋତା ଯାଇଥିବା ବେଳେ, ଅଧା ମାଟି ଉପରେ ରହିଛି I କୁହାଯାଉଛି ସେ ଅଞ୍ଚଳରୁ ମାସେ ତଳୁ ଜଣେ ବ୍ୟକ୍ତି  ନିଖୋଜ ଥିଲେ I କିନ୍ତୁ ପ୍ରଶ୍ନ ଉଠୁଛି, ସେ ବ୍ୟକ୍ତିଙ୍କୁ କିଏ ଓ କାହିଁକି ମାଟିରେ ପୋତିଲା ? ହତ୍ୟାକାଣ୍ଡ ସନ୍ଦେହ କରିବା ସହ ସାଇଣ୍ଟିଫିକ ଟିମକୁ ଅପେକ୍ଷା କରି ତଦନ୍ତ ଚଳାଇଛି ପୋଲିସ... 

Advertisment

ଚନ୍ଦକାରେ ଚାଞ୍ଚଲ୍ୟ 
ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ 
ଅଧା ଦେହ ମାଟିରେ ପୋତା ଯାଇଛି 
କଙ୍କାଳ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ 
ମୁଣ୍ଡ, ଖପୁରି, ମାଢି, ଜଙ୍ଘହାଡ଼ ପଡିଛି 
ତଦନ୍ତ ଚଳାଇଛନ୍ତି ପୋଲିସ ଓ ଜଙ୍ଗଲ ବିଭାଗ 
ଅଧାଦେହ ମାଟି ତଳେ ପୋତା ଯାଇଥିବା ବେଳେ, ଅଧା ମାଟି ଉପରେ 

Advertisment