/odishatv-khabar/media/media_files/2026/01/12/gold-silver-rate-2026-01-12-14-13-38.jpg)
Gold Silver Rate Photograph: (OTV)
ଗ୍ରାହକଙ୍କ ମଧ୍ୟରେ ସୁନା କିଣିବା ପାଇଁ ସବୁବେଳେ ଆଗ୍ରହ ଥାଏ। କିନ୍ତୁ ସୁନା ଓ ରୁପା ଦର ସବୁବେଳେ ପରିବର୍ତ୍ତନଶୀଳ। ଲଗାତାର କିଛି ମାସ ଧରି ସୁନା ଦର ବୃଦ୍ଧି ହେଉଥିବା କାରଣରୁ ଚିନ୍ତାରେ ଗ୍ରାହକ। ଆଜି ମଧ୍ୟ ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇଛି। କିଣିବା ପୂର୍ବରୁ ପ୍ରଥମେ ଏହି ମୂଲ୍ୟବାନ ଧାତୁର ଦର ଜାଣି ନିଅନ୍ତୁ।
ଜାଣନ୍ତୁ କେତେ ରହିଛି ସୁନା ଦର:-
ଗତ କାଲି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୪୦,୪୬୦ ଟଙ୍କା ଥିବା ବେଳେ ଆଜି ୧୬୯୦ ଟଙ୍କା ବଢି ୧,୪୨,୧୫୦ ଟଙ୍କା ହୋଇଛି। ସେହିପରି ଗତ କାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୨୮,୭୫୦ ଟଙ୍କା ଥିବା ବେଳେ ଆଜି ୧୫୫୦ ଟଙ୍କା ବୃଦ୍ଧି ଘଟି ୧,୩୦,୩୦୦ ଟଙ୍କା ହୋଇଛି। ଗତ କାଲି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୦୫,୩୪୦ ଟଙ୍କା ଥିବା ବେଳେ ଆଜି ୧୨୭୦ ଟଙ୍କା ବଢି ୧,୦୬,୬୧୦ ଟଙ୍କା ହୋଇଛି।
ଅନ୍ୟପଟେ ରୂପା ଦର ମଧ୍ୟ ଅହେତୁକ ବୃଦ୍ଧି ପାଇଛି। ସୁନା ସହ ତାଳ ଦେଇ ରୁପା ବଢିବାରେ ଲାଗିଛି। ଗତ କାଲି ଭୁବନେଶ୍ବରରେ ୧ କିଲୋଗ୍ରାମ୍ ପିଛା ୨,୭୫,୦୦୦ ଟଙ୍କା ଥିବା ବେଳେ ଆଜି ଏକା ଥରକେ ୧୨,୦୦୦ ଟଙ୍କା ବଢି ଯାଇଛି। ଯାହା ଫଳରେ ରୁପା ଦର ୨,୮୭,୦୦୦ ଟଙ୍କାରେ ପହଞ୍ଚିଛି।
ଦେଶର ପ୍ରମୁଖ ସହରରେ ସୁନା ଦର କେତେ ରହିଛି ଜାଣନ୍ତୁ (୧ ଗ୍ରାମ୍ ପିଛା):
• ଚେନ୍ନାଇ: ୨୪ କ୍ୟାରେଟ- ୧୪,୩୧୩ ଟଙ୍କା, ୨୨ କ୍ୟାରେଟ୍- ୧୩,୧୨୦ ଟଙ୍କା, ୧୮ କ୍ୟାରେଟ୍- ୧୦,୯୪୫ ଟଙ୍କା
• ଦିଲ୍ଲୀ: ୨୪ କ୍ୟାରେଟ- ୧୪,୨୩୦ ଟଙ୍କା, ୨୨ କ୍ୟାରେଟ୍- ୧୩,୦୪୫ ଟଙ୍କା , ୧୮ କ୍ୟାରେଟ୍- ୧୦,୬୭୬ ଟଙ୍କା
• ମୁମ୍ବାଇ: ୨୪ କ୍ୟାରେଟ- ୧୪,୨୧୫ ଟଙ୍କା, ୨୨ କ୍ୟାରେଟ୍- ୧୩,୦୩୦ ଟଙ୍କା, ୧୮ କ୍ୟାରେଟ୍- ୧୦,୬୬୧ ଟଙ୍କା
• କୋଲକାତା: ୨୪ କ୍ୟାରେଟ- ୧୪,୨୧୫ ଟଙ୍କା, ୨୨ କ୍ୟାରେଟ୍- ୧୩,୦୩୦ ଟଙ୍କା, ୧୮ କ୍ୟାରେଟ୍- ୧୦,୬୬୧ ଟଙ୍କା
• ବାଙ୍ଗାଲୋର: ୨୪ କ୍ୟାରେଟ- ୧୪,୨୧୫ ଟଙ୍କା, ୨୨ କ୍ୟାରେଟ୍- ୧୩,୦୩୦ ଟଙ୍କା, ୧୮ କ୍ୟାରେଟ୍- ୧୦,୬୬୧ ଟଙ୍କା
• ହାଇଦ୍ରାବାଦ: ୨୪ କ୍ୟାରେଟ- ୧୪,୨୧୫ ଟଙ୍କା , ୨୨ କ୍ୟାରେଟ୍- ୧୩,୦୩୦ ଟଙ୍କା, ୧୮ କ୍ୟାରେଟ୍- ୧୦,୬୬୧ ଟଙ୍କା
Karur Stampede Case: କରୁର ଦଳାଚକଟା, ସିବିଆଇ କାର୍ଯ୍ୟାଳୟରେ ଥଲାପତି

New Party Formation Equation: ନୂଆଦଳ ଗଠନ ସମୀକରଣ: କାହାର ହେବ ଲାଭ, କିଏ ସହିବ କ୍ଷତି ?

Fake Ama Bus Advertisement: ‘ବସ୍ ଡିପୋରେ କିପରି ଲାଗିଲା ବିଜ୍ଞାପନ ବ୍ୟାନର?’

‘Jai Shri Ram’ Chants in Pakistan: ପାକ୍ ସ୍କୁଲରେ ଜୟ ଶ୍ରୀରାମ ନାରା, ଭିଡିଓ ଭାଇରାଲ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)