Advertisment

Fake Ama Bus Advertisement: ‘ବସ୍ ଡିପୋରେ କିପରି ଲାଗିଲା ବିଜ୍ଞାପନ ବ୍ୟାନର?’

କ୍ରୁଟ୍ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଆମ ବସ୍ ପାଇଁ ଏଭଳି ବିଜ୍ଞାପନ ପୋଷ୍ଟର ଲଗାଯାଇଥିବା କ୍ରୁଟ ପକ୍ଷରୁ କୁହାଯାଇଛି। ଏହା ଏକ ମିଥ୍ୟା ବିଜ୍ଞାପନ ବୋଲି କହିବା ସହ ଏଥିରେ ମୋବାଇଲ ନମ୍ବର ଦିଯାଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୁଢ କାର୍ଯ୍ୟାନୁଷ୍ଠାନ କରାଯ୍ଇବ ବୋଲି କୁହଯାଇଛି।

author-image
Madhupriya Mistry
DRIVER POSTER

DRIVER POSTER Photograph: (OTV)

ଆମ ବସ୍ ଡ୍ରାଇଭର ରେଫରାଲ ପ୍ରୋଗ୍ରାମ ବିଜ୍ଞାପନକୁ ନେଇ CRUT ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। କ୍ରୁଟ୍ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଆମ ବସ୍ ପାଇଁ ଏଭଳି ବିଜ୍ଞାପନ ପୋଷ୍ଟର ଲଗାଯାଇଥିବା କ୍ରୁଟ ପକ୍ଷରୁ କୁହାଯାଇଛି।

Advertisment

ଏହା ଏକ ମିଥ୍ୟା ବିଜ୍ଞାପନ ବୋଲି କହିବା ସହ ଏଥିରେ ମୋବାଇଲ ନମ୍ବର ଦିଯାଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୁଢ କାର୍ଯ୍ୟାନୁଷ୍ଠାନ କରାଯ୍ଇବ ବୋଲି କୁହଯାଇଛି। ତେବେ ବସ୍ ଡିପୋରେ କିପରି ଲାଗିଲା ବିଜ୍ଞାପନ ବ୍ୟାନର, ଚନ୍ଦ୍ରଶେଖରପୁର ଥାନା ପୋଲିସ ଏନେଇ ତଦନ୍ତ କରିବ।

ଇଭି ଷ୍ଟେସନ୍ କର୍ମଚାରୀଙ୍କୁ ପଚରାଉଚରା କରାଯିବା ସହ ଡିପୋ ଭିତର ଏବଂ ବାହାର ସିସିଟିଭି ହେବ ଯାଞ୍ଚ୍। ଗତକାଲି ଡ୍ରାଇଭର ରେଫରାଲ ପ୍ରୋଗ୍ରାମ ନାମକ ଏକ ବିଜ୍ଞାପନ ବ୍ୟାନର ଇଭି ଷ୍ଟେସନ୍ ଭିତର କାନ୍ଥରେ ଲଗା ଯାଇଥିଲା।

Advertisment
CRUT Odisha Transport Dept Capital Region Urban Transport Ama Bus
Advertisment
Related Articles
Advertisment