/odishatv-khabar/media/media_files/2026/02/12/gold-2026-02-12-13-36-03.jpg)
Gold Photograph: (OTV)
ପୁଣି ଖସିଲା ସୁନା ଦର। ୨୪ କ୍ୟାରେଟ୍ ସୁନା ଦର ୧୨୦୦ ଟଙ୍କା କମିଛି। ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ଏବେ ୧ ଲକ୍ଷ ୫୮ ହଜାର ୪୦୦ ଟଙ୍କାକୁ ହ୍ରାସ ପାଇଛି। ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୧୧୦୦ ଟଙ୍କା କମିଛି। ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ଦର ୧ ଲକ୍ଷ ୪୫ ହଜାର ୨୦୦ ଟଙ୍କାକୁ ଖସିଛି।
Advertisment
ଗତକାଲି ଉଭୟ ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୫୯ ହଜାର ୬୦୦ ଟଙ୍କା ଥିବା ବେଳେ ଓ ୨୨ କ୍ୟାରେଟ ସୁନା ଦର ୧ ଲକ୍ଷ ୪୬ ହଜାର ୩୦୦ ଟଙ୍କା ଥିଲା।ସେହିପରି ଗତ କାଲି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୧ ଲକ୍ଷ ୧୯ ହଜାର ୭୦୦ ଟଙ୍କା ଥିବା ବେଳେ ଆଜି ୯୦୦ ଟଙ୍କା କମି ୧ ଲକ୍ଷ ୧୮ ହଜାର ୮୦୦ ଟଙ୍କା ହୋଇଛି।
ତେବେ ଗତ ତିନି ଧରି ରୁପା ଦର ଅପରିବର୍ତ୍ତିତ ରହିଛି। ଫେବୃଆରୀ ୯ରେ ଶେଷ ଥର ପାଇଁ ରୁପା କେଜି ପିଛା ୧୫ ହଜାର ଟଙ୍କା ବଢିଥିଲା। ବର୍ତ୍ତମାନ ରୁପା କେଜି ପିଛା ୩ ଲକ୍ଷ ଟଙ୍କା ରହିଛି।
Advertisment
Advertisment



Related Articles
QR Code on Land Patta: ଆଉ ପ୍ଲଟ କିଣାବିକାରେ ହୋଇପାରିବନି ଠକେଇ, ଆସିବ ନୂଆ ଜମି ପଟ୍ଟା
POSTED

Interfaith Love Story: ପ୍ରେମ ପାଇଁ ଧର୍ମ ଛାଡ଼ିଲେ, ‘ଫରିନ୍’ରୁ ପାଲଟିଲେ ‘ପ୍ରିୟାଂଶୀ’
POSTED

Loot at Midnight: ଘରେ କଳାକନା ବୁଲାଇଲେ, ପରିବାର ଲୋକଙ୍କୁ ନିର୍ଧୁମ ପିଟିଲେ
POSTED

Bangladesh Election: ବାଂଲାଦେଶରେ ଚାଲିଛି ଭୋଟିଂ, ରେଜଲ୍ଟ ଉପରେ ବିଶ୍ବର ନଜର୍
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)