/odishatv-khabar/media/media_files/2026/02/12/loot-2026-02-12-12-38-41.jpg)
LOOT Photograph: (OTV)
ରାତି ଅଧରେ ଘରେ କଳାକନା ବୁଲାଇଲେ ସଶସ୍ତ୍ର ଡକାୟତି ଗ୍ୟାଙ୍ଗ୍ । ବୌଦ୍ଧ ଥାନା ଚମ୍ପାପୁର ଗାଁ ସୀତାରାମ ମେହେରଙ୍କ ଘରେ ପଶି ସବୁ ଲୁଟି ନେଇଛନ୍ତି ଚୋର।
Advertisment
ପରିବାର ଲୋକେ ପ୍ରତିବାଦ କରିବାରୁ ତାଙ୍କୁ ନିସ୍ତୁକ ମାରିଥିବା ଅଭିଯୋଗ ହୋଇଛି। ଏବଂ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଚୋର। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସୀତାରାମ।
Advertisment



Related Articles
Encounter: କିନ୍ନର ହତ୍ୟାକାରୀକୁ ଏନକାଉଣ୍ଟର, ଅଭ୍ୟାସଗତ ଅପରାଧି ଥିଲା ଅଭିଯୁକ୍ତ
POSTED

Protesters Storm Mall During Bharat Bandh: ବନ୍ଦ...ବିକ୍ଷୋଭ...ଧାରଣା; ଜନଜୀବନ ପ୍ରଭାବିତ, ମଲ୍ ଖାଲି କଲେ ବିକ୍ଷୋଭକାରୀ
POSTED

Groom Stopped by Protesters During Bandh: ବନ୍ଦ ବେଳେ ଫସିଲେ ‘ବର’, ବରଯାତ୍ରୀ ଗାଡ଼ିକୁ ଅଟକାଇଲେ ବିକ୍ଷୋଭକାରୀ
POSTED

Police Bus Brake Failure During Bandh: ଆନ୍ଦୋଳନ ବେଳେ ବଡ଼ ଅଘଟଣ; ପୋଲିସ୍ ଗାଡ଼ିର ବ୍ରେକ୍ ଫେଲ୍
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)