Advertisment

QR Code on Land Patta: ଆଉ ପ୍ଲଟ କିଣାବିକାରେ ହୋଇପାରିବନି ଠକେଇ, ଆସିବ ନୂଆ ଜମି ପଟ୍ଟା

ପଟ୍ଟାରେ ଲାଗିବ QR କୋଡ୍। ପ୍ଲଟ୍ ବିକ୍ରିରେ ହେଇପାରିବନି ଠକେଇ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଆଉ ଜମି କିଣାବିକାରେ ହୋଇପାରିବନି ଠକେଇ।

author-image
Madhupriya Mistry
QR Patta

QR Patta Photograph: (OTV)

ପଟ୍ଟାରେ ଲାଗିବ QR କୋଡ୍। ପ୍ଲଟ୍ ବିକ୍ରିରେ ହେଇପାରିବନି ଠକେଇ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଆଉ ଜମି କିଣାବିକାରେ ହୋଇପାରିବନି ଠକେଇ। 

Advertisment

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତରେ ଆସିବ ନୂଆ ଜମି ପଟ୍ଟା। ଆଉ ସେଥିରେ ରହିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ QR କୋର୍ଡ ଥାଇ ପଟ୍ଟା। ଏହି QR କୋର୍ଡରେ ସ୍କାନ କଲେ ମିଳିବ ପୁରା ତଥ୍ୟ। ଫଳରେ କେହି ଫେକ୍ କିମ୍ବା ମିଛ ତଥ୍ୟ ଦେଇପାରିବେନି।

ଯଦି, ଠକାମୀର ଚେଷ୍ଟା କଲେ ତାହେଲେ ସିଧା ତହସିଲଦାର ଓ RIଙ୍କ ପାଖକୁ ଖବର ଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ ଭାବେ ଦୋହରାଇଛନ୍ତି।.

Advertisment
QR Patta Odisha Govt QR Code on Land Patta MP Suresh Pujari
Advertisment
Related Articles
Advertisment