• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Ayodhya Ram Mandir Updates

Why all ram devotee say ram ram two times
Ayodhya Ram Mandir: ସମସ୍ତଙ୍କ ମୁହଁରେ ‘ରାମ ରାମ’; କାହିଁକି ଦୁଇ ଥର କୁହାଯାଏ ରାମ ନାମ

ଏବେ ସାରା ଭାରତ ରାମମୟ। ସମସ୍ତଙ୍କ ମୁହଁରେ ‘ରାମ ରାମ’। ଯେଉଁଠି ଦେଖ ସେଠି ରାମଙ୍କୁ ନେଇ ଉତ୍ସାହ ଆଉ ଉତ୍ସବ। କେଉଁଠି ଭଜନ ସମାରୋହ ତ ଆଉ କେଉଁଠି ହୋମ ଯଜ୍ଞ। ଆଜି ଯିଏ ଯାହାକୁ ଯେଉଁଠି ଦେଖୁଛି କହୁଛି ‘ରାମ-ରାମ’। କାହିଁ ରାମ-ରାମ ଦୁଇ ଥର କୁହାଯାଏ ଆସନ୍ତୁ ଜାଣିବା।

Ram Mandir
ଦେଶ ବିଦେଶରୁ ଆସିବେ ୭୦୦୦ ଅତିଥି..ଜାଣନ୍ତୁ କିଏ...

ଆଜି ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠାର ମହା ଉତ୍ସବ । ଏନେଇ ଗାଁରୁ ସହର .. ସବୁ ପ୍ରସ୍ତୁତ । ବିଶ୍ୱବାସୀ ଅପେକ୍ଷା କରି ରହିଛନ୍ତି ରାମଙ୍କ ଆଗମନକୁ । ଆଜି ପୁରା ହେବ ରାମଭକ୍ତଙ୍କ ତପସ୍ୟା । ଜୟ ଶ୍ରୀରାମ ନାରାରେ କମ୍ପୁଛି ଗଗନ ପବନ ।

Ram lalla
ଭକ୍ତ ବିଭୋର, ଭଗବାନ ଆତୁର..ଭକ୍ତିରେ ତଲ୍ଲୀନ ପୁରା ଭାରତ

ଯିଏ ମଧ୍ୟ ରାମନାମ ଜପ କରେ, ସେ ରାମଙ୍କ ଆତ୍ମା ମଧ୍ୟରେ ରୁହେ । ହଜାର ନାମ ସହ ସମାନ ଏହି ରାମନାମ .. ମର୍ଯ୍ୟାଦାପୁରୁଷୋତ୍ତମଙ୍କ ସ୍ୱାଗତ ପାଇଁ ଯେତେ ସବୁ ପ୍ରସ୍ତୁତି । ନବବଧୂ ଭଳି ସଜେଇ ହୋଇଛି ଭବ୍ୟ ରାମମନ୍ଦିର ।

Ayodhya Ram Mandir
ବିରାଜିବେ ରାମଲାଲା... ଖୁସିରେ ଝୁମୁଛନ୍ତି ଭକ୍ତ

ଆଉ କେଇଘଣ୍ଟା ପରେ ସାକାର ହେବ ଅଯୋଧ୍ୟା ରାମମନ୍ଦିର ସ୍ୱପ୍ନ । ଆସିବ ସେଇ ଶୁଭ ମୁହୂର୍ତ୍ତ... ବିରାଜିବେ ରାମଲାଲା...

Ayodhya Ram Mandir
ଅଯୋଧ୍ୟାର ରାମମନ୍ଦିରରେ ବିରାଜିବେ ଭଗବାନ ରାମଲାଲା

ସରିବ କାଳ କାଳର ପ୍ରତୀକ୍ଷା... ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପଡ଼ିବ ପୂର୍ଣ୍ଣାହୂତି । ଆଉ କିଛି ଘଣ୍ଟା ପରେ ଉପନୀତ ହେବ ଶତାବ୍ଦୀ ଶତାବ୍ଦୀର ସେଇ ବହୁ ଆକାଂକ୍ଷିତ ତିଥି... ଐତିହାସିକ ମୁହୂର୍ତ୍ତ ।

Ayodhya Ram Mandir
ରାମ ରଙ୍ଗରେ ରଙ୍ଗାୟିତ ରାମଭକ୍ତ, ରାମମୟ ପୁରା ଦେଶ...

ସବୁ ପ୍ରତିକ୍ଷାର ଘଟିବ ଅନ୍ତ, ସବୁ ସ୍ୱପ୍ନ ହେବ ସାକାର , ଯାହାକୁ ଦେଖିବ ଏହି ନେତ୍ର, ଯାହା ଚାହୁଁଥିଲା ଏହି ମନ ତାହା ପୂରଣ ହେବ । ଆଉ ଅପେକ୍ଷା ମାତ୍ର କିଛି ଘଣ୍ଟାର ଅପେକ୍ଷା, ରାମଲାଲା ନିଜ ଜନ୍ମସ୍ଥାନକୁ ଫେରିବେ ।

Ayodhya Ram Mandir
Ayodhya Ram Mandir Pran Pratishtha Live Update: ରାମଲାଲାଙ୍କୁ କରିବା ଦର୍ଶନ, ହାତଠାରି ଡାକୁଛି ଅଯୋଧ୍ୟା...

ବ୍ୟର୍ଥ ଯାଇନି ହଜାର ହଜାର କରସେବକଙ୍କ ବଳିଦାନ । ୫ଶହ ବର୍ଷର ପ୍ରତୀକ୍ଷା,

Ayodhya Ram Temple
Ayodhya Ram Mandir: ଆଉ ମାତ୍ର ରାତିକ ଅପେକ୍ଷା; ଅନ୍ତ ହେବ ୫ଶହ ବର୍ଷ ପ୍ରତୀକ୍ଷା, ଅଯୋଧ୍ୟାକୁ ଫେରିବେ ରାମଲାଲା

ସରିବ କାଳ କାଳର ପ୍ରତୀକ୍ଷା... ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପଡ଼ିବ ପୂର୍ଣ୍ଣାହୂତି । ରାତି ପାହିଲେ ଉପନୀତ ହେବ ଶତାବ୍ଦୀ ଶତାବ୍ଦୀର ସେଇ ବହୁ ଆକାଂକ୍ଷିତ ତିଥି... ଐତିହାସିକ ଦିବସ ।

Ayodhya Ram Mandir
Ayodhya Ram Mandir: ରାମନାମରେ କମ୍ପୁଛି ଗାଁଠୁ ସହର; ରାଉରକେଲା ଓ ବାସୁଦେବପୁରରେ ଜଳିବ ବିଶାଳ ଦୀପ

ଓଡ଼ିଶାରେ ପ୍ରାଣ । ହେଲେ ଅଯୋଧ୍ୟାରେ ମନ । କାଲି ରାମଲଲାଙ୍କ ଭବ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବକୁ ରାମଜନ୍ମଭୂମୀକୁ ଯାଇପାରୁନଥିଲେ ବି ଏଇଠୁ ଥାଇ ରାମ ଭକ୍ତିରେ ଡୁବିଲେଣି ବ୍ରହ୍ମପୁରବାସୀ ।

Ayodhya Ram Mandir
ଭାବରେ ଉଛୁଳୁଛି, ଭବ୍ୟତାରେ ଝଲସୁଛି ରାମ ଜନ୍ମଭୂମି; ମୋଦିଙ୍କ ସହ ଭାବ ବିନିମୟ ପାଇଁ ଉତ୍କଣ୍ଠାରେ ଓଡ଼ିଆ ଶ୍ରମିକ

ଉଛୁଳୁଛି ଅଯୋଧା, ପୁରି ଉଠୁଛି ରାମନଗରୀ । ତା’ଉପରେ ଘୁରି ବୁଲୁଛି ପୋଲିସର ଛଞ୍ଚାଣ ଆଖି । ଦିନ ହୋ ୟା ରାତ୍, ୧୧୨ ହେ ଆପକେ ସାଥ୍। ଅର୍ଥାତ କୌଣସି ଅଘଟଣ ହେଲେ ୧୧୨କୁ ଡାଏଲ୍ କରିବାକୁ କହିଛି ୟୁପି ପୋଲିସ ।

Ayodhya Ram Mandir
Ayodhya Ram Mandir: ରାମଲାଲାଙ୍କ ପାଇଁ ଝଲସୁଛି ମୁକେଶ ଅମ୍ବାନୀଙ୍କ ଘର; ସୁବାସିତ ଫୁଲ ସହ ମନମୋହୁଛି ସୁନ୍ଦର ଆଲୋକ

ଘରକୁ ଫୁଲ ଏବଂ ରଙ୍ଗୀନ ଆଲୋକରେ ସଜାଯାଇଛି । ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରିବା ପାଇଁ ଆଣ୍ଟିଲିଆର ସମସ୍ତ ସ୍ଥାନକୁ ମଧ୍ୟ ସୁସଜ୍ଜିତ କରାଯାଇଛି ।

Ayodhya Ram Mandir
Ayodhya Ram Mandir; ତାମିଲନାଡୁରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ସିଧାପ୍ରସାରଣ ଉପରେ ରୋକ !

ଏନେଇ ନିର୍ମଳା ସୀତାରମଣ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି, ‘ତାମିଲନାଡୁ ସରକାର ୨୨ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହର ସିଧାପ୍ରସାରଣ ଦେଖିବା ନେଇ ପ୍ରତିବନ୍ଧକ ଲଗାଇଛନ୍ତି।

Kangana Ranaut arrives in Ayodhya, offers prayers at Hanumangarhi
Ayodhya Ram Mandir; ବଢୁଛି ଉତ୍କଣ୍ଠା, ଅଯୋଧ୍ୟାରେ ବଢିଲାଣି ସେଲିବ୍ରିଟିଙ୍କ ଭିଡ଼

ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ହନୁମାନ ଗଡିରେ ପହଞ୍ଚି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । କଙ୍ଗନା କହିଛନ୍ତି, ଅଯୋଧ୍ୟା ସଜାଇ ହୋଇଛି ପୁରା ନବବଧୂ ପରି ।

Nepali women abusing lord ram as their son in law
Viral Video: ଭଗବାନ ରାମଙ୍କୁ ଗାଳି ଶୁଣେଇଲେ ନେପାଳି ମହିଳା, ଖୁସିରେ ନାଚିଲେ

ସାରାଦେଶ ଏବେ ପ୍ରଭୁ ରାମଙ୍କୁ ଆରାଧନା କରିବାରେ ବ୍ୟସ୍ତ। ଏହାକୁ ନେଇ ଅନେକ ଭିଡିଓ ଭାଇରାଲ୍ ହେଉଛି। ଏହିପରି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ପ୍ରଭୁ ରାମଙ୍କୁ ଗାଳି କରୁଛନ୍ତି ଏବଂ ଖୁସିରେ ନାଚୁଛନ୍ତି।

Ayodhya Ram Mandir
Ayodhya Ram Mandir: ଅଯୋଧ୍ୟାରେ ସବୁ ହୋଟେଲ୍‌ ବୁକ୍‌; ନିମନ୍ତ୍ରଣ ପରେ ବି ଅଭିନେତା ସୁନୀଲ ଲହରୀଙ୍କୁ ମିଳୁନି ଘର

ଅରୁଣ ଗୋବିଲ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ମାତା ସୀତାଙ୍କ ଭୂମିକାରେ ଦୀପିକା ଚିଖାଲିଆ ଓ ଲକ୍ଷ୍ମଣ ଭୂମିକାରେ ସୁନୀଲ ଲହରୀଙ୍କ ଜୀବନ୍ତ ଅଭିନୟ ସମସ୍ତ ଦର୍ଶକଙ୍କ ହୃଦୟକୁ ଜିତିପାରିଥିଲା ।

security tight for ayodhya
ଅଯୋଧ୍ୟାରେ ପୋଲିସ୍‌ ଛାଉଣୀ, ସୁରକ୍ଷା ଦାୟିତ୍ୱରେ ରହିବେ ୧୭ ଆଇପିଏସ୍‌ ଓ ATS କମାଣ୍ଡୋ

ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୂରା ସହର ସୁରକ୍ଷାକର୍ମୀରେ ଛାଉଣୀ ହୋଇଛନ୍ତି । ପୂରା ସହର ସିସିଟିଭି ନଜରରେ ରହିଛି ।

gurmeet choudhary feels it was destiny he got to play ram in ramayan
Ayodhya Ram Mandir: ଗୁରମିତଙ୍କ ଜୀବନ ସହିତ ରାମଙ୍କର ଏକ ବିଶେଷ ସମ୍ପର୍କ ରହିଛି; ଅଭିନେତା କାହିଁକି କହିଲେ ଏମିତି

ଗୁରମିତ ଚୌଧୁରୀ ଅନୁଭବ କରିଛନ୍ତି ଯେ ଏହାର ତାଙ୍କର ଭାଗ୍ୟ ଥିଲା ଯେ ‘ରାମାୟଣ’ରେ ସେ ରାମଙ୍କ ଚରିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏହାକୁ ନେଇ ସେ ଆଉ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

Washington DC
ବିଦେଶରେ ରାମଧୁନ..କାର ସଜାଇ ଲେଖିଲେ ରାମ

ପାଖେଇ ଆସିଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିବ୍ୟ ମୁହୂର୍ତ୍ତ । ଆସନ୍ତାକାଲି ୫ଶହ ବର୍ଷ ଅପେକ୍ଷାର ହେବ ଅନ୍ତ ।

Mangal Dhawani
ଆସନ୍ତାକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ମଙ୍ଗଳଧ୍ୱନୀରେ ପ୍ରକମ୍ପିତ ହେବ ଅଯୋଧ୍ୟା ନଗରୀ

ମଙ୍ଗଳ ଧ୍ୱନୀ ପାଇଁ ବିଭିନ୍ନ ରାଜ୍ୟରୁ ସ୍ୱତନ୍ତ୍ର ବାଦ୍ୟ ଯନ୍ତ୍ରର ଆୟୋଜନ କରାଯାଇଛି ।

Ayodhya
ଓଡ଼ିଶାରେ ଅଛି ଗୋଟିଏ ଗାଁ..ପ୍ରଭୁ ଆସିଥିବାରୁ ନାଁ ଅଯୋଧ୍ୟା

ଆସନ୍ତାକାଲି ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା । ରାମମୟ ହେଲାଣି ଅଯୋଧ୍ୟା । ଶ୍ରଦ୍ଧାଳୁ, ସନ୍ୟାସୀ ସମସ୍ତଙ୍କ ସୁଅ ଛୁଟିଛି ଅଯୋଧ୍ୟାକୁ । ଏପଟେ ଓଡ଼ିଶାର ଅଯୋଧ୍ୟାରେ ବି ଉତ୍ସାହ କିଛି କମ ନୁହେଁ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରେ ରହିଛି ଏହି ଅଯୋଧ୍ୟା ଗାଁ ।

Ram Mandir
ଆସିଲେଣି ଅତିଥି..ସଜେଇ ହେଲାଣି ଅଯୋଧ୍ୟା..ହେବ ପାଞ୍ଚଶହ ବର୍ଷ ଅପେକ୍ଷାର ଅନ୍ତ

ପାଖେଇ ଆସିଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିବ୍ୟ ମୁହୂର୍ତ୍ତ । ଆସନ୍ତାକାଲି ୫ଶହ ବର୍ଷ ଅପେକ୍ଷାର ହେବ ଅନ୍ତ । ଅଯୋଧ୍ୟା ଶ୍ରୀରାମ ମନ୍ଦିର ପରିସରରେ ହଜାରେ ଆଠ ଯଜ୍ଞ କୁଣ୍ଡରେ ଚାଲିଛି ବେଦ ଓ ପାରାୟଣ ପାଠ ।

Ram is not just a word; It is a mantra, it is a pranayama
Ayodhya Ram Mandir: ରାମ ନାମ ଜପ କଲେ ମଣିଷ ହୋଇଯାଏ ଶକ୍ତିଶାଳୀ; କ’ଣ ରହିଛି ବୈଜ୍ଞାନିକ କାରଣ

ରାମ କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ଏକ ତତ୍ତ୍ୱ। ପ୍ରାଣ ସହିତ ଜଡିତ ଶବ୍ଦର ଅନ୍ୟନାମ ହେଉଛି ରାମ। ଯେଉଁଠି ରାମ ଅଛି ସେଠି ଜୀବନ ଅଛି। ରାମ ବିନା ଜୀବନ ଶୂନ୍ୟ। ଯଦି ‘ରାମ’ ଶବ୍ଦକୁ ନେ‍ଇ ଯୋଗଶାସ୍ତ୍ର ଅନୁସାରେ ବିଚାର କରାଯାଏ ତେବେ ଏହା ‘‍ଇଡା’ ଓ ‘ପିଙ୍ଗଳା’ ନାଡି ସହିତ ସଂଯୁକ୍ତ। ଏହା ମାନବକୁ କରିଦିଏ ମହାମାନବ।

Pran Pratistha Utsav
ପ୍ରାଣପ୍ରତିଷ୍ଠା ପୂର୍ବରୁ ଦିବ୍ୟରୂପରେ ଭବ୍ୟ ଶ୍ରୀରାମ ମନ୍ଦିର

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭବ୍ୟ ଶ୍ରୀରାମ ମନ୍ଦିରର ଦିବ୍ୟ ରୂପ। ସୁଗନ୍ଧ ପୁଷ୍ପରେ ପ୍ରସ୍ଫୁଟିତ ନବନିର୍ମିତ ମନ୍ଦିର।ଆକର୍ଷଣୀୟ, ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ। ଯେମିତି ସ୍ୱର୍ଗପୁରୀ ପାଲଟିଛି ଶ୍ରୀରାମ ଜନ୍ମଭୂମି।

Ram Naam in Odisha
କାହା ଲେଖନୀରେ ରାମ ନାମ ତ କାହା ହାତରେ ପ୍ରତିକୃତି

ଓଡ଼ିଶା ଭୂଇଁରେ ରାମ କାହାଣୀ। ଆଜିର କାହାଣୀରେ କିମ୍ବଦନ୍ତୀ ନାହିଁ କି ପୌରାଣିକ କଥାବସ୍ତୁ ନାହିଁ। ଆଜି ଭେଟିବା ଏମିତି କିଛି ଓଡ଼ିଆଙ୍କୁ, ଯାହାଙ୍କ ସୃଜନଶୀଳତାରେ ଭରି ରହିଛି କେବଳ ରାମ ମନସ୍କ ଭାବନା, ଆବେଗ ଆଉ ଉତ୍କଣ୍ଠା।

Ram Naam in Odisha
କାହା ଲେଖନୀରେ ରାମ ନାମ ତ କାହା ହାତରେ ପ୍ରତିକୃତି, ଅଯୋଧ୍ୟା ପଠାଇବାକୁ ଭିନ୍ନ ଢଙ୍ଗରେ ରାମ ନାମ ଲେଖା

ନିଜର ଯାଦୁଗରୀ ସ୍ପର୍ଶରେ କିଏ ପ୍ରଭୁ ଶ୍ରୀରାମଙ୍କ କ୍ଷୁଦ୍ର ମୂର୍ତ୍ତିଟିଏ କରି ଚର୍ଚ୍ଚାକୁ ଆସିଛନ୍ତି ତ ଆଉ କିଏ ୨୫ ଲକ୍ଷ ରାମନାମ ଲେଖି ନିଜକୁ ଉତ୍ସର୍ଗ କରିଦେଇଛନ୍ତି ମର୍ଯ୍ୟାଦାପୁରୁଷଙ୍କ ଉଦ୍ଦେଶ୍ୟରେ।