• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Adhiraj Panigrahi
କଂଗ୍ରେସ ବିଧାୟକଙ୍କ ପାଇଁ ବିଜେଡିରେ ବିବାଦ

ନିର୍ବାଚନକୁ ହାତ ଗଣତି ଆଉ କିଛି ଦିନ । ଖୁବ ଶୀଘ୍ର ଲାଗିପାରେ ନିର୍ବାଚନ ଆଚରଣ ବିଧି । ତା ପୂର୍ବରୁ ବଦଳୁଛି ନେତାଙ୍କ ଆଚରଣ ଓ ଉଚ୍ଚାରଣ । ଆରମ୍ଭ ହେଲାଣି ଦଳ ଡିଆଁ ପର୍ବ । ସୁବିଧା ସୁଯୋଗ ଦେଖି, ଦଳ ଡେଉଁଛନ୍ତି ନେତା ।...

crowd
ହରିହାଟ ମେଳାରେ କିଣାକିଣି ପାଇଁ ପ୍ରବଳ ଭିଡ଼

ଯାଜପୁର କୋରେଇ ବ୍ଲକ କରଦା ପଞ୍ଚାୟତରେ କାହିଁ କେଉଁ ଆବାହମାନ କାଳରୁ ଚାଲିଆସୁଛି ହରିହାଟ ମେଳା l ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଘ ସପ୍ତମୀରୁ ଆରମ୍ଭ ହୋଇଛି ମେଳା ଓ ମହୋତ୍ସବ।

Bargarh
ଝିଅ ହେଲା ବୋଲି ପରିବାର ପର କଲା ବାପା

ଆଶ୍ଚର୍ଯ୍ୟ ଲାଗେ ଆଜି ବି ସମାଜରେ ଏମିତି ଅନେକ ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନଙ୍କ ପାଇଁ ସମାଜ କଳଙ୍କ ମୁଣ୍ଡାଏ । ବରଗଡ଼ ଗୋପାଳରପୁର ଗାଁରୁ ଏମିତି ଏକ ଖବର ଆସିଛି ଯାହା ଆପଣଙ୍କୁ ଚକିତ କରିବ । ଜଣେ ବାପା ଝିଅ ହେଲା ବୋଲି ପରିବାରକୁ ପର...

Unique City
ଏମିତି ସ୍ଥାନ; ଯେଉଁଠି ବଡ଼ ବଡ଼ ବିଲ୍ଡିଂ ଭିତରେ ଚାଲେ ଟ୍ରେନ୍‌, ଦେଖନ୍ତୁ ସୁନ୍ଦର ଭିଡିଓ

ଏଠାର ଲୋକ ଏହି ରେଳ ସେବାକୁ ସବୁଠାରୁ ଅଲଗା ବୋଲି କୁହନ୍ତି । ଚାଇନାର ଏହା ହେଉଛି ରେଳ ଟ୍ରାଞ୍ଜିଟ୍ ପବ୍ଲିକ୍ ମେଟ୍ରୋ ସିଷ୍ଟମ୍ । ଯାହାକୁ ଚୋଙ୍ଗକିଙ୍ଗ୍ ରେଳ ଟ୍ରାଞ୍ଜିଟ୍ ଲିମିଟେଡ୍ କର୍ପୋରେସନ୍ ଦ୍ୱାରା ପରିଚାଚନା କରାଯାଏ ।

Yojana Nare Hariloot
୧୨ କିଲୋମିଟର ରାସ୍ତା ଏବେ ମରଣଯନ୍ତା

୧୨ କିଲୋମିଟର ରାସ୍ତା ଏବେ ମରଣଯନ୍ତା । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ମଝିରୁ ଦୁଇ ଫାଳ । ୩ କୋଟିରୁ ଅଧିକ ଟଙ୍କ ଖର୍ଚ୍ଚ ହୋଇ ରାସ୍ତା ନିର୍ମାଣ ହୋଇଛି । ମାତ୍ର ୬ ମାସ ନଯାଉଣୁ ଫାଟି ଆଁ ।

Food poisoning
ଚଟପଟି ଖାଇ ଅଧା ଗାଁ ଅସୁସ୍ଥ, ପରୀକ୍ଷା ଦେଇପାରିଲେନି ଦଶମ ଛାତ୍ରୀ

ମହଙ୍ଗା ପଡ଼ିଲା ଚଟପଟି ଖାଇବା । କାହାକୁ ଜ୍ୱର ତ କିଏ ଡାଇରିଆରେ ଆକ୍ରାନ୍ତ । ଚଟପଟି ଖାଦ୍ୟ ଖାଇ ଗୋଟିଏ ଗାଁର ୪୦ରୁ ଉର୍ଦ୍ଧ୍ୱ ଲୋକେ ଅସୁସ୍ଥ । କାମ କରୁନି ମେଡିସିନ୍, ସ୍ଥାନୀୟ ମେଡିକାଲକୁ ଚାଲି ଚାଲି ନୟାନ୍ତ ହେଲେଣି ଲୋକେ ।

Know why children frequently visit near Darakote police station in Ganjam
ସଞ୍ଜ ବୁଡ଼ିଲେ ଥାନାମୁହାଁ ଲୋକେ

ସଞ୍ଜ ନଇଁଲେ ଥାନା ପରିସରରେ ରୁଣ୍ଡ ହେଉଛନ୍ତି ପିଲାଏ । କିଏ ଦୋଳି ଖେଳୁଛି ଆଉ କିଏ ସେଲ୍ଫି ନେଉଛି, ଆଉ କିଏ କେତେକ ଖସଡ଼ା, ଚକ୍ର ଘୁରିବାରେ ବ୍ୟସ୍ତ l

Farmers
ମହିଳା ଚାଷୀଙ୍କ ଚମତ୍କାର, ବିନା ସରକାରୀ ସହାୟତାରେ କ୍ଷେତରେ ଫଳାଇଲେ ସୁନାର ଫସଲ

କ୍ଷେତରେ ହସୁଛି ସୂର୍ଯ୍ୟମୁଖୀ । ବସନ୍ତ ବାଆରେ ଯେମିତି ଦୋଳି ଖେଳୁଛି ସୁନେଲି ସୂର୍ଯ୍ୟମୁଖୀ । ଆଉ ଏହି ସୂର୍ଯ୍ୟମୁଖୀ ଚାଷ କରି ଚାଷୀ ବି ହସୁଛି । ହଳଦୀ ଗୁରୁଗୁରୁ ଛନଛନିଆ ଗଛକୁ ଦେଖିଲେ ଯାହାର ବି ମନ ଲାଖିଯିବ ।

Magha Mela
ସନ୍ଥଙ୍କ ସାଧନାର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଖଲିଆପାଲି ପୀଠହିଁ ସନ୍ଥ ବୀମ ଭୋଇଙ୍କ ସିଦ୍ଧି ଓ ସାଧନାର ପୀଠ । ଯେଉଁଠି ମାଘ ଚତୁର୍ଦ୍ଦଶୀଠାରୁ ଆରମ୍ଭକରି ପାଂଚଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ ବିରାଟ ମାଘମେଳା ।

Odia entrepreneurs
ରାଜ୍ୟରେ ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା; ଉଦବେଗ୍ ପ୍ରକାଶ କଲା ଶିଳ୍ପସଂଘ

କେବଳ ଓଡ଼ିଆ ଉଦ୍ୟୋଗୀଙ୍କ ପ୍ରତି ରାଜ୍ୟ ସରକାର କରୁଥିବା ଅନ୍ୟାୟ ଓ ଅଣଦେଖାକୁ ଲୋକଲୋଚନକୁ ଆଣୁଛନ୍ତି । ରାଜ୍ୟ ସରକାର ବିଦେଶୀ ପୁଞ୍ଜିପତିଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦେଇ ରାଜ୍ୟକୁ ଆଣୁଛନ୍ତି ।

BJD Politics
BJDକୁ ବିଦ୍ରୋହୀ ଅଡୁଆ; ପାର୍ଟି ପାଇଁ ସଙ୍ଗୀନ ରାଜଧାନୀ ସ୍ଥିତି, ଘାରିଛି ଦଳ ଡିଆଁ ଡର

ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଆଜି ପୋଖରୀପୁଟରେ ବିଶାଳ ମହିଳା ସମାବେଶ କରିଛନ୍ତି । ଯେଉଁଥିରେ ଭୁବନେଶ୍ୱର ମେୟର ଓ ମଧ୍ୟ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ ।

Cancer
କ୍ୟାନ୍‌ସରକୁ କେମିତି ଦେବେ ମାତ୍‌ ? ବିଶେଷଜ୍ଞମାନେ ରଖିଲେ ମତ

ବୈଜ୍ଞାନମାନେ କର୍କଟ ରୋଗକୁ ନେଇ ଆହୁରି ତଥ୍ୟ ପ୍ରଦାନ କରିଛନ୍ତି । ନୂତନ ରିସର୍ଚ୍ଚରେ ଏହି ଟିମ୍ ଶରୀରର ଅନ୍ୟ ଅଂଶରେ ଥିବା ସାଧାରଣ ନିଉଟ୍ରୋଫିଲରୁ ଟ୍ୟୁମର-ପ୍ରୋତ୍ସାହନକାରୀ ନିଉଟ୍ରୋଫିଲକୁ ସଠିକ୍ ଭାବରେ ପୃଥକ କରିବାର ଉପାୟ ଆବିଷ୍କାର କରିଛନ୍ତି ।

Debasish Nayak
ଯାଜପୁରରେ ବଢ଼ିଲା BJP ବଳ; ପଦ୍ମ ଧରିଲେ ଦେବାଶିଷ ନାୟକ

ନିର୍ବାଚନ ଯେତେ ପାଖଉଛି ଶଙ୍ଖ ଛାଡ଼ୁଛନ୍ତି ଅସନ୍ତୋଷ ନେତା । ଦେବାଶିଷ ଦଳ ବିରୋଧରେ ସେପରି କିଛି ଆପତ୍ତି ଜନକ ମନ୍ତବ୍ୟ ନଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫା BJD ଉପରେ ଭାରି ପଡ଼ିବ ବୋଲି କୁହାଯାଉଛି ।

Dharmendra Pradhan
ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ସମ୍ବଲପୁରରୁ ହେବେ କି ସାଂସଦ ପ୍ରାର୍ଥୀ ?

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଖଣ୍ଡୋକଟାଠାରେ ଆୟୋଜିତ ୩୧ ତମ ବିରାଟ ଧନୁଯାତ୍ରାର ଉଦଯାପନୀ ଦିବସରେ ଏଭଳି କହିଛନ୍ତି ରବି ନାରାୟଣ ନାୟକ ।

General election 2024
ଦୁର୍ବଳ ହେବ କି BJD ? ଦଳ ଛାଡ଼ିଲେ ଦେବାଶିଷ ନାୟକ

ଦେବାଶିଷ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଇସ୍ତଫା ପତ୍ରରେ ସୁପ୍ରିମୋଙ୍କୁ ଦେବାଶିଷ ଧନ୍ୟବାଦ ଦେବା ସହ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି ।

Hair care
କମ୍‌ ବୟସରେ କାହିଁକି ଧଳା ହୋଇଯାଏ କେଶ; ଜାଣିନିଅନ୍ତୁ ଏହି ୪ ପ୍ରମୁଖ କାରଣ

କୁହାଯାଏ ଯେତେବେଳେ ହେୟାର ଫୋଲିକଲ୍ସ ପିଗମେଣ୍ଟ କୋଷ ମାଧ୍ୟମରେ ଆବଶ୍ୟକୀୟ ପରିମାଣର ମେଲାନିନ ଉତ୍ପାଦନ କରେ ନାହିଁ, ସେତେବେଳେ କେଶର ରଙ୍ଗ ଧଳା ହୋଇଥାଏ ।

PM Modi Prays at Krishna’s Dwarka
ଦ୍ୱାରକାରେ ପ୍ରଧାନମନ୍ତ୍ରୀ; ସମୁଦ୍ର ଭିତରକୁ ଯାଇ ଶ୍ରୀକୃଷ୍ଣଙ୍କୁ କଲେ ପ୍ରାର୍ଥନା

ଆଜି ଦ୍ୱାରକା ଯାଇ ସମୁଦ୍ର ଭିତରେ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଥିଲେ ପ୍ରଧାନମନ୍ତ୍ରୀ । ପରେ ନିଜର ଅନୁଭୂତିକୁ ସୋସିଆଲ ମିଡିଆ ‘X’ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି ।

General Election
କେବେ ହେବ ସାଧାରଣ ନିର୍ବାଚନ ପାଇଁ ମତଦାନ ?

ଭୋଟ୍ ତାରିଖ କେବେ ଘୋଷଣା କରିବେ ନିର୍ବାଚନ କମିଶନ ? ଜୋର ଧରିଲାଣି ଚର୍ଚ୍ଚା, ଭାଇରାଲ୍ ହେଲାଣି ଫେକ୍ ସ୍କେଡ୍ୟୁଲ୍ ।

English question paper leaked
ଲାଗିଛି ସିସିଟିଭି, ଜଗିଛି AI...ତଥାପି ଇଂରାଜୀ ପ୍ରଶ୍ନପତ୍ର ଲିକ୍ !

କଡ଼ା ସୁରକ୍ଷା ବନ୍ଦୋବସ୍ତ, ପ୍ରଥମଥର ପାଇଁ AI ସର୍ଭେଲାନ୍ସ ବ୍ୟବସ୍ଥା ସତ୍ତ୍ବେ, ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ୍ ଅଭିଯୋଗକୁ ନେଇ ହଇଚଇ। ଘଟଣାକୁ ନେଇ ଅଭିଭାବକ ଉଦବେଗ ପ୍ରକାଶ କରିଥିଲା ବେଳେ ବିରୋଧୀ ଏନେଇ ସରକାରଙ୍କୁ ଘେରିବା ସହ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

ଅଠରନଳା ଐତିହ୍ୟ ସେତୁରେ ‘ଫାଟ’
ପୁରୀ ଅଠର ନଳାରେ ଫାଟ ଜଳଜଳ; ରିଟେନିଂ ୱାଲ ବି ଦୁର୍ବଳ

ବିପଦରେ ଶ୍ରୀଜଗନ୍ନାଥ ଧାମର ପ୍ରବେଶ ପଥ- ଅଠରନଳା। ଏହି ଐତିହ୍ୟ ସେତୁର ଖମ୍ବ ଫାଟି ଆଁ କଲାଣି, ଭାସ୍କର୍ଯ୍ୟ ଭୁଷୁଡ଼ି ଗଲାଣି। ଏମିତିକି ଆବର୍ଜନା ପାଣି ପଶି ଗନ୍ଧରେ ଫାଟୁଛି ଅଠରନଳା ପରିବେଶ। ଏହାକୁ ନେଇ ବୁଦ୍ଧିଜୀବୀ ଓ ଗବେଷକ ଅସନ୍ତୋଷ ଝାଡ଼ିଥିବା ବେଳେ ASI କହିଛି, ସୃଷ୍ଟି...

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।