• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Ruben Banerjee's Book
Ruben Banerjee's Book: ରୁବେନ୍ ବାନାର୍ଜୀଙ୍କ ପୁସ୍ତକକୁ ନେଇ ହଲଚଲ୍, ଖୋଲିଦେଲେ ପାଣ୍ଡିଆନ୍‌ଙ୍କ ଗୁମର

ରୁବେନ୍ ବାନାର୍ଜୀଙ୍କ 'ନବୀନ ପଟ୍ଟନାୟକ' ପୁସ୍ତକକୁ ନେଇ ସବୁଠି ହଲ୍‌ଚଲ୍ । କିପରି ପାଣ୍ଡିଆନ୍ ନବୀନଙ୍କୁ କବଜା କରି ରଖିଥିଲେ ଓ ବିଜେଡିରେ କେତେ ଶକ୍ତିଶାଳୀ ଥିଲେ ତାହା ବହିରେ ଉଲ୍ଲେଖ ଅଛି ।

Rain Expected Again in Odisha
Rain Expected Again in Odisha: ପୁଣି କାଚିବ ବର୍ଷା ! ୨୪ ରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା

ପାଣିପାଗ ବିଭାଗ କହିଛି, ପୂର୍ବରୁ ଦକ୍ଷିଣ, ପଶ୍ଚିମରୁ ଆଭ୍ୟନ୍ତରୀଣ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତର ପ୍ରଭାବରେ ଆସନ୍ତାକାଲି ଯାଏଁ ବର୍ଷା ହେବ । ଏହା କ୍ରମେ ଦୁର୍ବଳ ହେବା ପରେ ବଦଳିବ ପାଣିପାଗର ମିଜାଜ ।

Puri Srimandir
Puri Srimandir: ନୂଆବର୍ଷରୁ ଦିଅଁ ଦର୍ଶନ ପାଇଁ ନୂଆ ପ୍ରଣାଳୀ, ସେବାୟତ ଉଠାଇଲେ ଆପତ୍ତି

ଡିସେମ୍ବର ୩୦-୩୧ ଦୁଇଦିନ ପରୀକ୍ଷାମୂଳକ ଭାବେ ଦର୍ଶନ ଚାଲିବ । ତେଣେ ପରିଚାଳନା କମିଟିରେ ବିନା ବିଚାରବିମର୍ଶ ଓ ଛତିଶା ନିଯୋଗର ମତାମତ ନିଆ ନଯାଇ ନୂଆ ବ୍ୟବସ୍ଥା ଲାଗୁ କରାଯାଉଥିବାରୁ ଆପତ୍ତି ଉଠାଇଛନ୍ତି ସେବାୟତ ।

Indian Space Station
Indian Space Station: ଆଉ ଏକ କୀର୍ତ୍ତିମାନ ରଚିବ ଭାରତ, ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନ ପାଇଁ ପ୍ରଥମ ପଦକ୍ଷେପ

ମହାକାଶରେ ଆଉ ଏକ କୀର୍ତ୍ତିମାନ ରଚିବାକୁ ପ୍ରସ୍ତୁତ ହେଉଛି ଭାରତ । ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନ ପାଇଁ ପ୍ରଥମ ପଦକ୍ଷେପ ।

PM Modi
PM Modi Kuwait Visit: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁଏତର ସର୍ବଶ୍ରେଷ୍ଠ ପୁରସ୍କାର

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା କୁଏତ୍‌ର ସର୍ବଶ୍ରେଷ୍ଠ ପୁରସ୍କାର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୁଏତର ସର୍ବୋଚ୍ଚ ନାଗରିକ ସମ୍ମାନ, ସମ୍ମାନଜନକ 'ଅର୍ଡର ଅଫ୍ ମୁବାରକ ଅଲ-କବୀର' ପ୍ରଦାନ କରାଯାଇଛି ।

Prasanna Acharya
Pandian Responsible for BJD’s Debacle: ବିଜେଡି ପରାଜୟ ପଛରେ ପାଣ୍ଡିଆନ କାରଣ! ରୁବେନଙ୍କ ବହି, ମତ ରଖିଲେ ପ୍ରସନ୍ନ

ଓଡ଼ିଶାରେ ଦୀର୍ଘ ଦିନ ଧରି ସାମ୍ବାଦିକତା କରିଛନ୍ତି । ବିଜେଡି ଆରମ୍ଭରୁ ଦଳକୁ ଏବଂ ସଂଗଠନକୁ ଅତି ପାଖରୁ ସେ ନିରୀକ୍ଷଣ କରିଛନ୍ତି ।

Tigress Zeenat
Tigress Zeenat: ପଶ୍ଚିମବଙ୍ଗରୁ ଫେରିବ ବାଘୁଣୀ ଜିନ୍ନତ, ଟ୍ରାଙ୍କୁଲାଇଜ୍ କରି ଫେରାଇବାକୁ ଯୋଜନା

ବାଘୁଣୀକୁ ଫେରାଇ ଆଣିବା ଲାଗି ଟ୍ରାଙ୍କୁଲାଇଜ୍ କରିବାକୁ ଯୋଜନା ଚାଲିଥିବା ଆରସିସିଏଫ କହିଛନ୍ତି । ଶିମିଳିପାଳରୁ ଜିନ୍ନତ ଯିବାର ଦଶ ଦିନ ହେବାକୁ ବସିଲାଣି ହେଲେ ଜିନ୍ନତ ଶିମିଳିପାଳ ଫେରିବାର ନାଁ ଧରୁନାହିଁ ।

Former BJD MLA Bijay Mohanty
Former BJD MLA Bijay Mohanty: ଆଉ ନାହାନ୍ତି ପୂର୍ବତନ ବିଧାୟକ ବିଜୟ ମହାନ୍ତି, ୬୦ ବର୍ଷ ବୟସରେ ପରଲୋକ

ବିଜେଡିର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ । ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ବିଜୟ ମହାନ୍ତି ଆଉ ନାହାନ୍ତି ।

Job Scam In Cuttack
Job Scam In Cuttack: ଠକେଇ ଗ୍ୟାଙ୍ଗରେ ପୂରା ପରିବାର, ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ମାରିନେଲେ

ଠକେଇ ରାକେଟରେ ମାଆ ମାଷ୍ଟର ମାଇଣ୍ଡ । ପୂରା ପରିବାରକୁ କରିଥିଲା ସାମିଲ୍ । ନିଜକୁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ପରିଚୟ ଦେଇ ଠକେଇ କରୁଥିଲା । ଏହି ରାକେଟରେ ନିଜ ପୁଅ ଓ ଝିଅଙ୍କୁ ବି ସାମିଲ୍ କରିଥିବାର ପୋଲିସ୍ କହିଛି ।...

Odisha Man Flees Without Paying Bill
Odisha Man Defraud Taj Ganges Hotel: ହୋଟେଲ୍‌ରେ ଖାଇଲେ-ପିଇଲେ, ଅୟସ କଲେ; ଟଙ୍କା ନଦେଇ ଛୁ' ମାରିଲେ

ଅଭିଯୋଗ ଅନୁସାରେ ସାର୍ଥକ ସଞ୍ଜୟ ନାମକ ଓଡ଼ିଶାର ଜଣେ ବ୍ୟକ୍ତି ତାଙ୍କ ହୋଟେଲରେ ଅକ୍ଟୋବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ରହିଥିଲେ । ୪ ଦିନ ପାଇଁ ରୁମ୍ ବାବଦକୁ ଲକ୍ଷେ ୭୦ ହଜାର ଟଙ୍କା ହୋଇଥିବା ବେଳେ ଖାଇବା ବାବଦ ଅର୍ଥ ୩୬ ହଜାର ଟଙ୍କା ।...

Sunita Williams Return Delayed
Sunita Williams Return Delayed: ବଢୁଛି ସଂକଟ, ଫେବୃଆରୀରେ ଫେରିବେନି ସୁନୀତା ଓ୍ୱିଲିୟମ୍ସ-ବୁଚ୍

ବଢୁଛି ସୁନୀତା ଓ୍ୱିଲିୟମ୍ସ ଓ ବୁଚ୍ ଓ୍ୱିଲମୋରଙ୍କ ସଂକଟ । ଉଭୟ ଆସନ୍ତା ଫେବୃଆରୀରେ ପୃଥିବୀକୁ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି ।

UK murder convict transferred to Surat
UK murder convict transferred to Surat: ବ୍ରିଟେନରେ ପ୍ରେମିକାକୁ ମାରିଲା, ଭାରତରେ ଭୋଗିବ ସଜା

ବ୍ରିଟେନରେ ପ୍ରେମିକାକୁ ହତ୍ୟା କଲା, ଏବେ ଭାରତରେ ଭୋଗିବ ସଜା ।

Frustrated Lover
Frustrated Lover Torches Girlfriend: ନିଆଁଲଗା ପ୍ରେମିକ, ଜାଳିଦେଲା ପ୍ରେମିକାର ଘର

ମତେ ବାହାହୋ, ନହେଲେ ମୁଁ ମରିଯିବି । ମୋ ଛାତିରେ ନିଆଁ ଲଗାନା, ନହେଲେ ସବୁ ଜାଳିଦେବି ।

BJD Leaders Meet Party Supremo
BJD Leaders Meet Party Supremo: ଗଞ୍ଜାମରେ ଘନଉଛି କି ବିଜେଡି କଳି ? ନବୀନ ନିବାସ ଦ୍ୱାରସ୍ଥ ହେଲେ ନେତା

ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବସିଥିଲା ବୈଠକ । ତଥାପି ବିବାଦ ନତୁଟିବାରୁ ନବୀନ ନିବାସରେ ପହଞ୍ଚିଲେ ଉଭୟ ପକ୍ଷ । ସେଠାରେ ଗଂଜାମର ସମସ୍ତ ନେତାଙ୍କୁ ଭେଟି ଆଲୋଚନା କରିଥିଲେ ବିଜେଡି ସୁପ୍ରିମୋ ।

One Nation, One Poll
JPC on ‘One Nation, One Poll’ announced: ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ବିଲ୍; ଯୁଗ୍ମ ସଂସଦୀୟ କମିଟି ଗଠିତ

ୱାନ୍ ନେସନ୍, ୱାନ୍ ଇଲେକସନ୍ ବିଲ୍ ପାଇଁ ଯୁଗ୍ମ ସଂସଦୀୟ କମିଟି, JPC ଗଠିତ । ୩୧ ଜଣିଆ କମିଟିରେ ଲୋକସଭାରୁ ୨୧ ଜଣ ସାଂସଦ ଓ ରାଜ୍ୟସଭାରୁ ଅଛନ୍ତି ୧୦ ସଦସ୍ୟ ।

India-China Border Talks
India-China Border Talks: ସୀମା ପ୍ରସଙ୍ଗରେ ଭାରତ-ଚୀନ୍ ଆଲୋଚନା, ଶାନ୍ତି ଓ ସ୍ଥିରତା ବଜାୟ ଲକ୍ଷ୍ୟ

ସୀମା ପ୍ରସଙ୍ଗରେ ଭାରତ-ଚୀନ୍ ଆଲୋଚନା । ବେଜିଂରେ ଦୁଇ ଦେଶର ୨୩ତମ ସ୍ୱତନ୍ତ୍ର ପ୍ରତିନିଧିଙ୍କ ବୈଠକ ଅନୁଷ୍ଠିତ ହୋଇଛି ।

Tragedy Off Mumbai Coast
Tragedy Off Mumbai Coast: ମୁମ୍ବାଇ ବୋଟ୍ ବୁଡ଼ି ଘଟଣା, ଉଦ୍ଧାର ହେଲେଣି ୧୧୫; ୧୩ ମୃତ

ମୁମ୍ବାଇ ଉପକୂଳରେ ବଡ଼ ଧରଣର ଟ୍ରାଜେଡି । ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଡଙ୍ଗାକୁ ପିଟିଲା ନୌସେନାର ସ୍ପିଡ୍ ବୋଟ୍ ।

Coastal Security
Coastal Security: ଗାଁରେ ଛନକା, ଉପକୂଳରେ ଭୟ ବଢ଼ାଉଛି VHF; ଏସପି କହିଲେ ତଦନ୍ତ ପରେ ଆକ୍ସନ୍

ଓଡ଼ିଶା ଉପକୂଳରେ ଭୟ ବଢ଼ାଉଛି ଭିଏଚ୍ଏଫ୍ । ବ୍ୟକ୍ତିଗତ ଭାବେ ଘରେ ଘରେ ଲଗାଯାଇଥିବା ଭିଏଚଏଫ୍‌କୁ ନେଇ ବଢ଼ିଛି ଶଙ୍କା ।

Kashmir's Chenab Bridge
Kashmir's Chenab Bridge: ବିଶ୍ୱର ସବୁଠୁ ଉଚ୍ଚ ରେଲୱେ ବ୍ରିଜରେ ଓଟିଭି, ବ୍ରିଜର ନିର୍ମାଣ ବିସ୍ମୟ କ୍ୟାମେରାରେ କଏଦ୍

ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ । ଅଦ୍ଭୁତ...ଅକଳ୍ପନୀୟ...ଅବିଶ୍ୱସନୀୟ । ଆଖି ପାଉନି । ନଦେଖିଲେ ବିଶ୍ୱାସ ହେବନି ।

PM Awas Yojana
PM Awas Yojana: ୨ ମାସରେ ସରିବ ଆବାସ ସର୍ଭେ, ବାଦ୍ ପଡ଼ିବେନି ଯୋଗ୍ୟ ହିତାଧିକାରୀ

ଦୁଇ ମାସରେ ସରିବ ଆବାସ ସର୍ଭେ । ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।