• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍� ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Food Blogger Sonali
Food Blogger Sonali: ଆମ ଝିଅ ନିଜେ ମରିନି, ତାକୁ କିଏ ମାରି ଦେଇଛି...

କିଏ ମାରିଛି କି ଫୁଡ ବ୍ଲଗର ସୋନାଲିଙ୍କୁ .. ଆପ୍ଲିକେସନ ବଢ଼ାଇଲା ସନ୍ଦେହ । ଫୁଡ ବ୍ଲଗର ସୋନାଲିଙ୍କ ଶେଷ ଭିଡ଼ିଓ ।

Chotu Baba
Maha Kumbh Mela: ଦିନେ ନୁହେଁ, କି ମାସେ ନୁହେଁ, ୩୨ ବର୍ଷ ଧରି ଗାଧୋଇ ନାହାନ୍ତି ସାଧୁ

ଦିନ ନୁହେଁ, କି ମାସେ ନୁହେଁ, ଦୀର୍ଘ ୩୨ ବର୍ଷ ଧରି ଗାଧୋଇ ନାହାନ୍ତି ଜଣେ ସାଧୁ । କଥାଟା କାନକୁ ଅସ୍ୱାଭାବିକ ଲାଗୁଥିବା ବି ନିହାତି ସତ ।

Minors to Use Social Media
Minors to Use Social Media: ୧୮ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ କଟକଣା, ଦରକାର ଅଭିଭାବକଙ୍କ ଅନୁମତି

୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବା କ୍ଷେତ୍ରରେ ଆବଶ୍ୟକ ପଡ଼ିପାରେ ପିତାମାତା ବା ଅଭିଭାବକଙ୍କ ଅନୁମତି ।

Subhadra Yojana Registrations
Subhadra Yojana Registrations: 'ସୁଭଦ୍ରା': କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି, ୩୧ ସୁଦ୍ଧା ଆବେଦନ କଲେ ମିଳିବ ୨ କିସ୍ତି

ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା 'ସୁଭଦ୍ରା' ଆବେଦନ କଲେ ବି ୨୦୨୪ରେ ବାକିଥିବା ୨ଟି କିସ୍ତି ମିଳିବ ଆବେଦନକାରୀ ମହିଳାଙ୍କୁ ।

Firecracker Explosion
Massive Firecracker Explosion: ବାଣ ନେଲା ଜୀବନ ! ପ୍ରଚଣ୍ଡ ବିସ୍ଫୋରଣରେ ଉଡ଼ିଲା ଛାତ

ପୁଣି କାଳ ହେଲା ବାଣ ବିସ୍ଫୋରଣ । ଉଡିଗଲା ଘରର ଛାତ ।

Tigress Zeenat
Tigress Zeenat: ଶିମିଳିପାଳରେ ଜିନ୍ନତ୍... କେତେବେଳେ ବୁଲୁଛି, କେତେବେଳେ ପାଣିରେ ପଶୁଛି

ପଶ୍ଚିମବଙ୍ଗରୁ ଓଡ଼ିଶା ଫେରିବା ପରେ, ସାମ୍ନାକୁ ଆସିଲା ଜିନ୍ନତ୍‌ର ଗୋଟିଏ ପରେ ଗୋଟିଏ ଭିଡିଓ ।

Darshan of Lord Jagannath
Darshan of Lord Jagannath: ମହାପ୍ରଭୁଙ୍କ ଝଲକ ଟିକେ ପାଇବାକୁ ବ୍ୟଗ୍ରତା, ଶ୍ରୀଜିଉଙ୍କ ଦର୍ଶନ ଲାଗି ଅସମ୍ଭାଳ ଭିଡ଼

ମହାପ୍ରଭୁଙ୍କ ଝଲକ ଟିକେ ପାଇବାକୁ ବ୍ୟଗ୍ରତା, ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଲାଇନ୍ । ନୂଆବର୍ଷରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ପୁରୀରେ ଅସମ୍ଭାଳ ଭିଡ଼ ।

Cold Wave
Cold Wave Returns: ୧୦ ଡିଗ୍ରୀ ତଳେ ୮ ସହର, ରାଉରକେଲା ପାଲଟିଲା ସବୁଠୁ ଥଣ୍ଡା ସହର

ନୂଆବର୍ଷରେ କମବ୍ୟାକ୍ କଲା ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହେଉଛି ପ୍ରବଳ ଶୀତ ।

Chartered Accountant's Struggles
Chartered Accountant's Struggle: ଗରିବ ପୁଅ ଯେବେ ନାଁ କରେ ... ସବୁଠି ଶୁଭେ ବାଃ ବାଃ

ପୁଅ ଯେତେବେଳେ ନାଁ କରେ, ଦୁନିଆରେ ଯଦି ସବୁଠୁ ବେଶି କିଏ ଖୁସି ହୁଏ ତାହାଲେ ସିଏ ବୋଧେ ମା ଆଉ ଭଉଣୀ । ଯେଉଁମାନଙ୍କ କଷ୍ଟ ଆଜି ସବୁ ଆଖିର ଲୁହ ହୋଇ ଝରି ଯାଉଛି ।

Hari Babu Kambhampati
Hari Babu Kambhampati: ଓଡ଼ିଶା ଆସୁଛନ୍ତି ନୂଆ ରାଜ୍ୟପାଳ, ଶ୍ରୀଜିଉଙ୍କୁ ଦର୍ଶନ କାର୍ଯ୍ୟକ୍ରମ

ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମ୍ ପତି । ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ।

Four Eclipses Expected This Year
Four Eclipses Expected This Year: ଚଳିତବର୍ଷ ମୋଟ୍ ୪ଟି ପରାଗ-ଗ୍ରହଣ, ଭାରତରୁ କେବଳ ଗୋଟିଏ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ

ଚଳିତବର୍ଷ ହେବ ମୋଟ୍ ୪ଟି ପରାଗ ଓ ଗ୍ରହଣ । ଏଥିମଧ୍ୟରୁ ଦୁଇଟି ଆଂଶିକ ସୂର୍ଯ୍ୟପରାଗ ଏବଂ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ।

Online Fraud
Online Fraud: ସାଇବର ଅପରାଧୀଙ୍କ ପ୍ରିୟ ଡିଜିଟାଲ ପ୍ଲାଟଫର୍ମ ହ୍ୱାଟସଆପ୍, ପଛକୁ ରହିଛି ଟେଲିଗ୍ରାମ-ଇନଷ୍ଟାଗ୍ରାମ

ଅନଲାଇନ ଠକେଇ ପାଇଁ ସାଇବର ଅପରାଧୀଙ୍କ ପ୍ରିୟ ପ୍ଲାଟଫର୍ମ ହ୍ୱାଟସଆପ୍ ସୋସିଆଲ ମିଡିଆ । ହ୍ୱାଟସଆପ୍‌ ପଛକୁ ରହିଛି ଟେଲିଗ୍ରାମ ଏବଂ ପରେ ଇନଷ୍ଟାଗ୍ରାମ ।

Puri Srimandir
Puri Srimandir: କାମ ଦେଲାନି ବ୍ୟବସ୍ଥା, ବ୍ୟାରିକେଡ୍ ଭାଙ୍ଗିଲା; ପହିଲି ଦିନରେ ଜଗା ଦର୍ଶନ ପାଇଁ ଭକ୍ତ ସମୁଦ୍ର

ନୂଆବର୍ଷରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ପୁରୀରେ ଅସମ୍ଭାଳ ଭିଡ଼ । ଟ୍ରେନ୍ ଡବା ଭଳି ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଲାଇନ୍ ।

Tathagata Satpathy
Tathagata Satpathy: ନବୀନଙ୍କୁ ତଥାଗତଙ୍କ ତୀର, ମୋହନଙ୍କୁ ଫୁଲ; ଓଟିଭିକୁ EXCLUSIVE ପ୍ରତିକ୍ରିୟା

ଯଦି ବିଜେଡି କେବଳ ନବୀନଙ୍କ ନାଁରେ ୫ ଥର ଜିତିଥିଲା, ତେବେ ଷଷ୍ଠ ଥରରେ ପରାଜୟ ପାଇଁ ସେହି ନେତା ହିଁ ସଂପୂର୍ଣ୍ଣ ଦାୟୀ ।

Commissionerate Police
Commissionerate Police: ଅପରାଧରେ ନମ୍ବର୍ ୱାନ୍ ୨୦୨୪, ଗତ ବର୍ଷ ଟ୍ୱିନ୍ ସିଟିରେ ୬୬ ଟି ହତ୍ୟା

କମ୍ୟୁନିଟି ପୋଲିସିଂକୁ ଗୁରୁତ୍ୱ ଦେବ କମିଶନରେଟ ପୋଲିସ । ସାଧାରଣ ଲୋକଙ୍କ ସହଭାଗିତାରେ ହେବ ଅପରାଧ ନିୟନ୍ତ୍ରଣ ।

Tathagata Satpathy
Tathagata Satpathy: ନବୀନ ପଟ୍ଟନାୟକଙ୍କୁ ତଥାଗତଙ୍କ ତେରେଚ୍ଛା ବାଣ ! କହିଲେ ...

ନୂଆବର୍ଷରେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କଲେ ତଥାଗତ ସତପଥୀ । କ’ଣ ପାଇଁ ବିଜେଡି ହାରିଲା ସମ୍ପାଦକୀୟରେ ରଖିଲେ ମତ । ପରାଜୟ ପାଇଁ ପାଣ୍ଡିଆନ କି ଭାଜପା ନୁହେଁ, ନବୀନ ହିଁ ଦାୟୀ ବୋଲି ସେ କହିଛନ୍ତି ।

ମହିଳାଙ୍କୁ ମିଳିବ ୧୦ ଲକ୍ଷର ବୀମା
Ayushman Bharat: ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘୋଷଣା...ମହିଳାଙ୍କୁ ମିଳିବ ୧୦ ଲକ୍ଷର ବୀମା

ଆୟୁଷ୍ମାନ ଭାରତରେ ମହିଳାଙ୍କୁ ୧୦ ଲକ୍ଷର ବୀମା ସୁବିଧା ମିଳିବ । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Mercury Drops
Mercury Drops: ନୂଆବର୍ଷରୁ ଶୀତର କମବ୍ୟାକ୍, କମିବ ରାତି ତାପମାତ୍ରା

ନୂଆବର୍ଷରେ କମବ୍ୟାକ୍ କଲା ଶୀତ । ଆଜିଠୁ କମିବ ରାତି ତାପମାତ୍ରା । ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ହ୍ରାସ ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Farmer Tension
Farmer Tension: କେମିତି ଚାଷୀ କରିବେ ପଞ୍ଜିକରଣ? କାଲି ରାତି ୧୨ ଡେଡଲାଇନ୍

ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟର ଟେନସନ୍, ଏଣେ କ୍ଷତିପୂରଣ ପାଇବାକୁ ରେଜିଷ୍ଟ୍ରେସନର ଚିନ୍ତା । ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କ୍ଷୟକ୍ଷତି ବାବଦ ସୂଚନା ଦେବାର ଅବଧିକୁ ଆଉ ୭୨ ଘଣ୍ଟା ବଢ଼ାଇଛନ୍ତି ସରକାର ।

Baba Balia
Men's Commission Necessary: ବାବା ବଳିଆ ରଖିଲେ ପ୍ରସ୍ତାବ, ‘ମହିଳା କମିଶନ ଭଳି ପୁରୁଷ କମିଶନ ବି ଜରୁରୀ’

ନିର୍ଯାତିତ ପୁରୁଷଙ୍କୁ ନ୍ୟାୟ ସପକ୍ଷରେ ପଦ୍ମଶ୍ରୀ ବାବା ବଳିଆ । ମହିଳା କମିଶନ୍‌ର ନାଲି ଆଖି ଦେଖାଇ ପୁରୁଷଙ୍କ ପ୍ରତି ବଢୁଥିବା ନିର୍ଯାତନା ମାମଲାରେ ବ୍ରେକ୍ ଦେବାକୁ ହେଲେ ପୁରୁଷ କମିଶନ ଗଠନ ନିହାତି ଦରକାର ବୋଲି କହିଛନ୍ତି ବାବା ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।