• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Bishnupada Sethi
CBI Report Triggers Government Action: ୩ ଦିନ ଧରି ଦିଲ୍ଲୀର ଏକ ତାରକା ହୋଟେଲରେ ଥିଲେ IAS ବିଷ୍ଣୁପଦ ସେଠୀ

କିଛି ସରକାରୀ ଅଧିକାରୀ ତାଙ୍କ ଘରେ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଉଥିବାର ଦେଖିବାକୁ ମିଳିଛି । ତେବେ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ୍ କରିଥିବା ବେଳେ ସେ ଏପର୍ଯ୍ୟନ୍ତ ସିବିଆଇରେ ହାଜର ହୋଇନାହାନ୍ତି ।

PM Modi on Ambedkar Issue
PM Modi on Ambedkar Issue: ଆମ୍ବେଦକର ପ୍ରସଙ୍ଗ, ଜୋର ଧରିଲା ରାଜନୀତି; ବିରୋଧୀଙ୍କୁ ଧୋଇଲେ ପ୍ରଧାନମନ୍ତ୍ରୀ

କଂଗ୍ରେସ କିଭଳି ପ୍ରତିଟି କୌଶଳ ଆପଣାଇ ପାରେ । ବି.ଆର. ଆମ୍ବେଦକରଙ୍କ ସହ ଏସ୍‌ସି, ଏସଟି ଲୋକଙ୍କୁ ଅପମାନିତ ଭଳି ଟ୍ରିକସ ଆପଣାଉଛି କଂଗ୍ରେସ ।

Ravi Ashwin Retirement
Ravi Ashwin Retirement: ଗାବା ଟେଷ୍ଟ ପରେ କ୍ରିକେଟ୍‌କୁ ଅଲବିଦା ଜଣାଇଲେ ଆର୍. ଅଶ୍ୱିନ

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଆର୍. ଅଶ୍ୱିନ । ୩୮ ବର୍ଷ ବୟସରେ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ ।

ବିଶ୍ୱର ସର୍ବୋଚ୍ଚ ଚେନାବ ରେଲୱେ ବ୍ରିଜ୍‌ରେ ଓଟିଭି
Chenab Rail Bridge: ବିଶ୍ୱର ସର୍ବୋଚ୍ଚ ଚେନାବ ରେଲୱେ ବ୍ରିଜ୍‌ରେ OTV , ଅଂଜି ବ୍ରିଜର ମଧ୍ୟ ପରଖିଲା ସ୍ଥିତି

ଅଂଜି ଖଡ୍ ବ୍ରିଜ୍ କତ୍ରାରୁ ରେଆସିକୁ ସଂଯୋଗ କରୁଛି । ଏହା ଭାରତର ପ୍ରଥମ କେବୁଲ୍ ରେଲୱେ ବ୍ରିଜ୍ ।

Unseen Mandi Problem
Unseen Mandi Problem: ଧାନ କିଣାରେ ବାଧା ସାଜିଛି FAQ ମାନ ! ମଣ୍ଡିରେ ବିକି ପାରୁନଥିବାରୁ ଦଲାଲ ଖୋଜିଲେଣି ଚାଷୀ !

ଡିସେମ୍ବର ୨ ତାରିଖ । ନଡିଆ ଭାଙ୍ଗି ଦାଦନ ପ୍ରବଣ ବେଲପଡା ବ୍ଳକ ମଣ୍ଡଳ ମଣ୍ଡିରେ ଧାନ କିଣାବିକା ଆରମ୍ଭ କରିଥିଲେ ଜିଲ୍ଳାପାଳ ।

Apartment Robbers in Bhubaneswar
Apartment Robbers in Bhubaneswar: ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବ ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ

ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆର ପାର୍ ଚ୍ୟାଲେଞ୍ଜ । ରାଜଧାନୀରେ ଗଠନ ହେଲା ଆଣ୍ଟି ବର୍ଗଲାରୀ ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବ ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ । । ୧୫୦ ବଛାବଛା ପୋଲିସଙ୍କୁ ନେଇ ଗଠନ ହୋଇଛି ଟିମ ।

Puri Ratna Bhandar
Repair Work of Puri Ratna Bhandar: ରତ୍ନଭଣ୍ଡାରକୁ ପ୍ରବେଶ କଲା ASI, ପ୍ରଥମ ଦିନରେ ସରିଲା ଭାରାବନ୍ଧା

ପୁରୀ ଟ୍ରେଜେରିରୁ ଚାବି ଆସିଲା .. ଭାରା ବନ୍ଧା ହେଲା । ଆଗେ ଛଡ଼ାଯିବ ଚୂନ ପ୍ଲାଷ୍ଟର । ତାପରେ ଆରମ୍ଭ ହେବ ମରାମତି ।

Auto Rickshaw Driver Demand Hike
Auto Rickshaw Driver Demand Hike: ଅଟୋ ଚାଳକଙ୍କ ଉତ୍ପାତ ! ରାସ୍ତା ମଝିରେ ଅଟକାଉଛନ୍ତି ବାଇକ୍

ଭୁବନେଶ୍ୱର ଇନଫୋସିଟି ଛକରେ ଅନଲାଇନ ଅଟୋ ଚାଳକ ସଂଘର ଧର୍ମଘଟ ସହ ବିଶାଳ ପିକେଟିଂ ।

Tigress Zeenat
Tigress Zeenat: ଦିନକୁ ଦିନ ଦୁର୍ବଳ ହେଉଛି ଜିନତ୍, ୪ ଦିନ ହେଲା କିଛି ଖାଉନାହିଁ

ଟ୍ରାଙ୍କୁଲାଇଜ କରି ଜିନତ୍‌କୁ ଶିମିଳିପାଳ ଫେରାଇ ଆଣିବାକୁ ଚିନ୍ତା କରା ଯାଉଥିଲେ ମଧ୍ୟ ଏହା ଏବେ ସହଜ ନୁହେଁ । କାରଣ ଗତ ୪ ଦିନ ଧରି ଜିନତ୍ କିଛି ଖାଉନାହିଁ । ସେ ଦିନକୁ ଦିନ ଦୁର୍ବଳ ହୋଇଯାଉଛି ।

Puri Srimandir Ratna Bhandar
Puri Srimandir Ratna Bhandar: 'ପ୍ରଥମ ଦିନରେ ୧୫ରୁ ୨୦ ଶ୍ରମିକଙ୍କ ସହ ଟେକ୍ନିକାଲ ଟିମ୍ ରହିବେ'

ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ମତ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଏଏସଆଇ ତାର କାମ ଆରମ୍ଭ କରିଛି । ରତ୍ନ ଭଣ୍ଡାରର କାନ୍ଥ ଓ ବୀମ୍ ସମସ୍ୟା ପରଖି ଆବଶ୍ୟକ ମରାମତି କରାଯିବ ।

Severe Cold
Severe Cold: ଶୀତରେ ଥରୁଛି ସାରା ଓଡ଼ିଶା, କାଲିଠୁ ୩ଦିନ ଯାଏଁ ପୁଣି ବର୍ଷା ସମ୍ଭାବନା !

ସଞ୍ଜ ନଉଁ ନଉଁ ଖସି ଖସି ଆସୁଛି ପାରଦ, ଆଉ ରାତିରେ ମାଡି ଆସୁଛି ଅସମ୍ଭାଳ ଜାଡ । ଲାଞ୍ଜିଗଡ, ଏମ୍. ରାମପୁର, କାଟକୁରା, ଡୁମେରପଦର, ସିରିମସ୍କା, କର୍ଲାଘାଟ ଓ ଅଡରି ଅଂଚଳରେ ଅସହ୍ୟ ହେଲାଣି ଶୀତ । ରାତି ତ ରାତି, ଦିନ ବେଳା ବି ଦେହ...

Subhadra Yojna
Subhadra Yojna: ଏଯାଏଁ ମିଳିନି 'ସୁଭଦ୍ରା' ସହାୟତା !! ଆପ୍ଲିକେସନ୍ 'ଅଣ୍ଡର୍ ପ୍ରୋସେସ୍' ଦେଖାଉଛି କି?

୫ ଏକର ଜମି ନଥାଇ, ସେହି ଆଧାରରେ ଯୋଜନାରୁ ବଞ୍ଚିତ ହୋଇଛନ୍ତି କି? 'ଲଗ୍ ଆଉଟ୍' ଭାବି ଭୁଲରେ 'ଅପ୍ଟ ଆଉଟ୍' ଲିଙ୍କରେ କ୍ଲିକ୍ କରିଛନ୍ତି କି ? ଯଦି ହଁ, ତେବେ ଏବେ ବି ଆପଣଙ୍କ ପାଖରେ ଅଛି 'ସୁଭଦ୍ରା' ସୁଯୋଗ ।

Cold Wave In Odisha
Cold Wave In Odisha: ଆଉ ୨୪ ଘଣ୍ଟା ଥରାଇବ!! ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଉ ୨୪ ଘଣ୍ଟା ଥରାଇବ । ଶୀତ ନେଇ ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।

Vijay Diwas 2024
Vijay Diwas 2024: କେମିତି ସୃଷ୍ଟି ହୋଇଥିଲା ବାଲାଂଦେଶ, କ'ଣ ରହିଛି ଇତିହାସ ....

ଡିସେମ୍ବର ୪ ତାରିଖରେ ଭାରତୀୟ ସେନା ଅପରେସନ ଟ୍ରାଇଡେଣ୍ଟ ଆରମ୍ଭ କରିଥିଲା । ଏବଂ ଭାରତୀୟ ସେନାର ପରାକ୍ରମ ଆଗରେ ପାକିସ୍ତାନ ସେନା ସେଦିନ ମୁଣ୍ଡ ନୁଆଁଇଥିଲା ।

Bees Attack Congress Workers
Congress Workers Attacked By Bees: ବିକ୍ଷୋଭ ବେଳେ ଆତଙ୍କ, କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ମାରିଲା ମହୁମାଛି

IAS ବିଷ୍ଣୁପଦଙ୍କ ଘର ଆଗରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ବିଷ୍ଣୁପଦଙ୍କ ସରକାରୀ ବାସଭବନ ଆଗରେ ଯୁବ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ।

Police Constable
Attempted Murder in Bolangir: ପଥରରେ ଛେଚି ଛେଚି ସ୍ତ୍ରୀକୁ ମାରୁଥିଲା ସ୍ୱାମୀ, ହେଲେ ହଠାତ୍ ...

କେମିତି ଥିଲା ସ୍ତ୍ରୀକୁ ହତ୍ୟା କରିବାର ସେ ମୁହୂର୍ତ୍ତ, ଚେତା ଫେରିଲା ପର ଗୋଟି ଗୋଟି କରି ଓଟିଭି ଆଗରେ ବଖାଣିଛନ୍ତି ଗୁରୁତର ଆହତ ହୋଇଥିବା ନୂପୁର ବିଶ୍ୱାଳ ।

Cabin Owners Protest
Cabin Owners Protest: ଖୋର୍ଦ୍ଧା ହେବ କ୍ୟାବିନ ମୁକ୍ତ ସହର !! ପଦକ୍ଷେପକୁ ଜୋରଦାର ବିରୋଧ

ଗତ ୧୦ ତାରିଖରେ ୧୬୬ କ୍ୟାବିନ ବ୍ୟବସାୟୀଙ୍କୁ ଉଚ୍ଛେଦ କରି ଟିଏଲସି ଭେଣ୍ଡିଙ୍ଗ ଜୋନରେ ଥଇଥାନ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ବ୍ୟବସାୟୀ ଓ ବିଭିନ୍ନ ରାଜନୈତିକ ଦଳ ଏହାକୁ ବିରୋଧ କରିଥିଲେ ।

Atul Subhash
AI Techie Atul Subhash Death: ଗିରଫ ହେଲେ ଅତୁଲଙ୍କ ପତ୍ନୀ, ଉଠାଇ ଆଣିଲା ବେଙ୍ଗାଲୁରୁ ପୋଲିସ

ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ନାଁରେ ଦାଏର ହୋଇଥିଲା ଏତଲା । ଅତୁଲଙ୍କ ପତ୍ନୀ, ପତ୍ନୀଙ୍କ ପରିବାର ଓ ମାନସିକ ନିର୍ଯାତନା ଅଭିଯୋଗରେ ବିଚାପତିଙ୍କ ନାଁରେ ବି କର୍ଣ୍ଣାଟକରେ FIR ରୁଜୁ ହୋଇଛି ।

Extra Marital Affairs
Extra-Marital Affairs: ସ୍ତ୍ରୀ ମାନେ ସାବଧାନ, ପରକୀୟା ପ୍ରୀତି ପାଇଁ ସ୍ୱାମୀ କରୁଛନ୍ତି ହତ୍ୟା !

ସାବଧାନ ସ୍ତ୍ରୀ ! ଜୀବନ ନେଉଛନ୍ତି ସ୍ୱାମୀ ! ପରକୀୟା ଗଡ଼ାଉଛି ଧର୍ମପତ୍ନୀଙ୍କ ମୁଣ୍ଡ ।

Severe Cold In State
Severe Cold In State: ଥରୁଛି ମୟୁରଭଞ୍ଜ!! ବରଫରେ ପରିଣତ ହେଲା କାକର ବିନ୍ଦୁ

ମୟୁରଭଞ୍ଜ ଶିମିଳିପାଳରେ ତିନି ଡିଗ୍ରୀ କୁ ଖସିଲା ତାପମାତ୍ରା । ଚଳିତ ବର୍ଷ ଶିମିଳିପାଳ ଥଣ୍ଡା ହେବାର ସମସ୍ତ ରେକର୍ଡ ଭାଙ୍ଗିଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।