ଦରଦାମକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି ବିଭିନ୍ନ ଦେଶ ସୁଧ ବଢ଼ାଇଥିଲେ। ଆମେରିକାରେ ଏବେବି ସେହି ଧାରା ଜାରି ରହିଥିବାବେଳେ ଭାରତରେ କିନ୍ତୁ ସୁଧ ବୃଦ୍ଧିରେ ବ୍ରେକ୍ ଲାଗିଛି। କରୋନା ମହାମାରୀ ପରେ ଅନେକଙ୍କ ରୋଜଗାର ହ୍ରାସ ପାଇଛି। ଅଭାବ କାଳରେ ଅତ୍ୟାଧିକ ମୂଲ୍ୟ ବୃଦ୍ଧି ଯୋଗୁଁ ଲୋକେ...
ଯୁଦ୍ଧର ଶେଷକଥା ମୁଠାଏ ପାଉଁଶ; ଏକଥା ଦୁଇ ରାଷ୍ଟ୍ରର ମୁଖ୍ୟ ମଧ୍ୟ ବେଶ୍ ଭଲଭାବେ ବୁଝିସାରିଛନ୍ତି। ତଥାପି ନିଜର ପତିଆରା ବିଶ୍ୱକୁ ଦେଖାଇବା ପାଇଁ ନିଜ ନିଜ ଜିଦ୍ରେ ଅଟଳ।
- ଆଗୁଆ ରଣନୀତିରେ ଆଗରେ ବିଜେଡି - ଦଳୀୟ କନ୍ଦଳ ପାଇଁ ଦଳୀୟ ନେତାଙ୍କୁ ବାନ୍ଧି ରଖିପାରୁନି ବିଜେପି - ଦଳୀୟ ସଙ୍ଗଠନ ସୁଦୃଢ଼ କରିବାରେ ପଛରେ କଂଗ୍ରେସ
ସରକାରୀ ବିଦ୍ୟାଳୟଗୁଡିକର ଅଧୋଗତି କାହିଁକି ହୋଇଛି ସେ ସମ୍ପର୍କରେ ତର୍ଜମାର ଆବଶ୍ୟକତା ରହିଛି। ଏନେଇ ସରକାର ତତ୍ପରତା ପ୍ରକାଶ କରିବା ଉଚିତ। ସରକାର ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧିକରିବା ପାଇଁ ବିଶେଷଭାବେ ଯୋଜନା ପ୍ରଣୟନ କରିବା ଆବଶ୍ୟକ।
କରୋନା ବିଗାଡିଦେଇଛି ଜନ ଜୀବନର ପ୍ରାକୃତିକ ଚଳଣି। ବିଶ୍ୱ ହୋଇଯାଇଛି ଓଲଟ ପାଲଟ। କେଉଁଠି ସଧବା ମଥାରୁ ଲିଭିଯାଇଛି ସିନ୍ଦୂର ତ ପୁଣି କେଉଁଠି ଅନାଥ ହୋଇଯାଇଛି ଦୁନିଆକୁ ନ ଜାଣିଥିବା ଅବୋଧ ଶିଶୁ। ଅନେକଙ୍କ ମାନସିକ ଅବସ୍ଥା ମଧ୍ୟ ଅସନ୍ତୁଳିତ ହୋଇପଡିଛି। ରୋଜଗାର ହରେଇ କିଏ ଦାଣ୍ଡର...