• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sukanti Rout

Sukanti Rout

Freelancer

ଅର୍ଥନୀତି, ଓଡ଼ିଆ ଓ ଲୋକ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ସୁକାନ୍ତି ର ...more

ଅର୍ଥନୀତି, ଓଡ଼ିଆ ଓ ଲୋକ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ସୁକାନ୍ତି ରାଉତ ଋଚିରେ ଜଣେ ଗାଳ୍ପିକା। ସାମ୍ବାଦିକତାରେ ଡିଗ୍ରୀ ହାସଲ ପରେ ପାଖାପାଖି ଦେଢ଼ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଓଡ଼ିଶାର କିଛି ପ୍ରମୁଖ ଖବର କାଗଜରେ କାମ କରିବା ପରେ, ଏବେ ଦୈନିକ ଖବରକାଗଜ ‘ସମାଜ’ରେ କାର୍ଯ୍ୟରତ। ବର୍ତ୍ତମାନ ସୁଦ୍ଧା ତାଙ୍କର ୫ଟି ପୁସ୍ତକ ପ୍ରକାଶ ପାଇଛି।

less

Posts by Sukanti Rout

ରକ୍ତଚାଉଳ ଚୋବାଉଛି ବାଂଲାଦେଶ ସରକାର
Sheikh Hasina: ହସିନାଙ୍କ ଭିସା ବୃଦ୍ଧି ବାଂଲାଦେଶକୁ ଅଡ଼ୁଆ, ପକାଉଛି ଚାପ

ବାଂଲାଦେଶର ଅନ୍ତରୀଣ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାସପୋର୍ଟ ରଦ୍ଦ କରିଛନ୍ତି। ଶେଖ୍ ହସିନାଙ୍କ ବ୍ୟତୀତ ୯୬ ଜଣଙ୍କ ପାସପୋର୍ଟ ବାତିଲ୍‌ କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆୱାମୀ ଲିଗ୍ ସହ ଜଡ଼ିତ ନେତା ଓ ବ୍ୟବସାୟୀ। ଜୁଲାଇ ମାସରେ ବିକ୍ଷୋଭ ସମୟରେ ସେ ନିଖୋଜ କରିବା...

ପାଉଁଶଗଦାରେ ୟୁକ୍ରେନ୍
Russia Ukraine War: ଜିଦ୍‌ରେ ଅଟଳ ଋଷ୍- ୟୁକ୍ରେନ୍, ବିଶ୍ୱବାସୀ ଭୋଗିବେ ଭୟଙ୍କର ପରିଣାମ

ଅହଂକାର ନୁହେଁ, ଶାନ୍ତି ପାଇଁ ସମାଧାନ ଜରୁରୀ। ଯୁଦ୍ଧର ଶେଷକଥା ମୁଠାଏ ପାଉଁଶ।

Kejriwal won't be the Chief Minister even if AAP wins in Delhi
Congress-Aap Conflict: କଂଗ୍ରେସ-ଆପ୍ ମଧ୍ୟରେ ଚାଲିଛି ଟଣାଓଟରା...ଭାଙ୍ଗିବ କି ଇଣ୍ଡି ମେଣ୍ଟ !

ଦିଲ୍ଲୀରେ ଆପ୍‌ ଜିତିଲେ ବି କେଜ୍ରିୱାଲ ହୋଇପାରିବେନି ମୁଖ୍ୟମନ୍ତ୍ରୀ !

୨୫ ରେ ସ୍ଥିର ରହିବ ସୁନାଦର
Gold Rate Forecast 2025: WGCର ରିପୋର୍ଟ...୨୦୨୪ ରେ ହୁ ହୁ ହୋଇ ବଢ଼ିଲା ସୁନାଦର, କିନ୍ତୁ ୨୦୨୫ରେ ରହିବ ସ୍ଥିର

ନୂଆବର୍ଷ ୨୦୨୫ରେ ସୁନା ମୂଲ୍ୟ ସ୍ଥିର ରହିବ ବୋଲି ବିଶ୍ବ ସୁନା ପରିଷଦ ବା ୱାର୍ଲଡ ଗୋଲ୍ଡ କାଉନସିଲ (ଡବ୍ଲୁଜିସି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ୨୦୨୪ ବର୍ଷରେ ସୁନା ଦର ଯେପରି ହୁ ହୁ ହୋଇ ବଢ଼ିଲା, ସେପରି ପରିସ୍ଥିତି ସୃଷ୍ଟି ହେବନି ବୋଲି ଆଶା...

ଜେଲ୍ ଭିତରର ଛାତିଥରା କାହାଣୀ
Brutal Torture in Jail: ଧିରେ ଧିରେ ସାମ୍‌ନାକୁ ଆସୁଛି ଜେଲ୍ ଭିତରର ଛାତିଥରା କାହାଣୀ

ଅସଦ ଶାସନରୁ ସିରିଆ ବର୍ତ୍ତମାନ ମୁକ୍ତ ହୋଇଛି। ସେନା ବିଦ୍ରୋହୀଙ୍କ ନିକଟରେ ଆତ୍ମସମର୍ପଣ କରିଛି। ସିରିଆ ରାଷ୍ଟ୍ରପତି ଦେଶ ଛାଡି ପଳାୟନ କରିଛନ୍ତି। ବିଦ୍ରୋହୀମାନେ ଦମସ୍କକୁ ମୁକ୍ତ କରିଛନ୍ତି। ସିରିଆ ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜୀ ଅଲ- ଜାଲଲି କହିଛନ୍ତି ଯେ ସରକାର ଲୋକଙ୍କ ଦ୍ୱାରା ନିର୍ବାଚିତ ଯେକୌଣସି ନେତୃତ୍ବ...

ବିଶ୍ୱଶାନ୍ତି ପାଇଁ କାମ କରିବେ ଟ୍ରମ୍ପ
Oath Taking Ceremony of Trump: ଜାନୁଆରୀ ୨୦ରେ ଶପଥ ନେବେ ଆମେରିକାର ସବୁଠୁ ବୟସ୍କ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍

ବିଶ୍ୱରେ ଶାନ୍ତି ଫେରାଇବେ ନୂଆ ରାଷ୍ଟ୍ରପତି ଟ୍ରମ୍ପ। ଜାନୁଆରୀ ୨୦ ପୂର୍ବରୁ ବିଦେଶୀ ଛାତ୍ର ଏବଂ କର୍ମଚାରୀଙ୍କୁ ଫେରିବାକୁ ଟ୍ରମ୍ପଙ୍କ ପରାମର୍ଶ।

DELHI POLLUTION
Delhi Air Pollution: ଅଣାୟତ୍ତ ଦିଲ୍ଲୀ: କମୁନି ବାୟୁ ପ୍ରଦୂଷଣ...ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ

ବାୟୁ ପ୍ରଦୂଷଣ: ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ। ରାଜନୀତି ନୁହେଁ, ସମାଧାନ ଖୋଜନ୍ତୁ ସରକାର

ଜଳୁଛି ମଣିପୁର, ଥମୁନି ହିଂସା
Manipur Violence: କାହିଁକି କମୁନି ହିଂସା, ଏତେ ଅସ୍ତ୍ରଶସ୍ତ୍ର କେଉଁଠୁ ଆଣୁଛନ୍ତି ଉଗ୍ରବାଦୀ...

ସଙ୍କଟରେ ମଣିପୁର ସରକାର। ଏତେ ଅସ୍ତ୍ରଶସ୍ତ୍ର କେଉଁଠୁ ଆଣୁଛନ୍ତି ଉଗ୍ରବାଦୀ।

Rising Inflation
Rising Inflation: ଟ୍ରମ୍ଫଙ୍କ ବିଜୟ ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବ !

ଲାଭରେ କମ୍ପାନି, ସଙ୍କଟରେ ଆମ୍‌ ଆଦ୍‌ମୀ। ଦରଦାମ୍‌ ବୃଦ୍ଧି ମଧ୍ୟବିତ୍ତଙ୍କୁ ବାଧୁଛି।

ମହାରାଷ୍ଟ୍ର-ଝାଡ଼ଖଣ୍ଡରେ କିଏ ମାରିବ ବାଜି ?
Maharashtra and Jharkhand Elections 2024: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ନିର୍ବାଚନ: କିଏ ମାରିବ ବାଜି ?

ମହାବିକାଶ ଅଘାଡ଼ି ଦଳର ଭୋଟରଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି। ଯୁବକଙ୍କୁ ପ୍ରତି ମାସରେ ମିଳିବ ୪ ହଜାର ଟଙ୍କା ବେକାରୀ ଭତ୍ତା। ମହିଳାଙ୍କୁ ପ୍ରତି ମାସରେ ୩ ହଜାର ଟଙ୍କା ପ୍ରଦାନ। ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା। କୃଷକଙ୍କୁ ୩ ଲକ୍ଷ ଟଙ୍କା...

US Presidential Election 2024
US Presidential Election 2024: କାହା ଝୁଲାକୁ ଯିବ ଆମେରିକା, କିଏ ପିନ୍ଧିବ ରାଷ୍ଟ୍ରପତି ମୁକୁଟ

ମୈଦାନରେ ୨ ପ୍ରତିଦ୍ୱନ୍ଦ୍ୱୀଙ୍କ ଘମାଘୋଟ ଲଢ଼େଇ। ଉପରାଷ୍ଟ୍ରପତି କମଲା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଟକ୍କର।

One Nation one Election In Democracy
One Nation one Election In Democracy: ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବ

‘ଏକ ଦେଶ ଏକ ନିର୍ବାଚନ’ ଭାରତ ପାଇଁ ବିଶେଷ ଭାବେ ଫଳପ୍ରଦ ହେବ। ଏକ ସମୟରେ ନିର୍ବାଚନ ହେଲେ ରାଜ୍ୟର କିମ୍ବା ମୁଖ୍ୟମନ୍ତ୍ରୀଙ୍କ କୌଣସି କ୍ଷମତା ହ୍ରାସ ହେବ ନାହିଁ। ବରଂ ଏପରି ହେଲେ ଦେଶ ଓ ରାଜ୍ୟ ଆର୍ଥିକଭାବେ ସୁଦୃଢ଼ ହୋଇପାରିବ। ଏହା ଦ୍ବାରା ବାରମ୍ବାର ନିର୍ବାଚନ...

Onion
କୁଆଡ଼େ ଗଲା ଆଳୁ ଓ ପିଆଜ ମିଶନ...ଅତ୍ୟାବଶ୍ୟକ ସାମଗ୍ରୀର ଦର କାହିଁକି ଆକାଶ ଛୁଆଁ...

ପିଆଜ ଦେଖିଲେ ଝରୁଛି ଲୁହ। ସରକାରଙ୍କ ଭୁଲ୍‌ ନିଷ୍ପତ୍ତି ପାଇଁ ହନ୍ତସନ୍ତ ଖାଉଟି । କୁଆଡ଼େ ଗଲା ଆଳୁ ଓ ପିଆଜ ମିଶନ୍‌। ଅତ୍ୟାବଶ୍ୟକ ସାମଗ୍ରୀର ଦର କାହିଁକି ହେଉଛି ଆକାଶ ଛୁଆଁ...।

Kejriwal
ଦିଲ୍ଲୀ ନିର୍ବାଚନ ପୂର୍ବରୁ କେଜ୍ରିୱାଲ କାହିଁକି ଖେଳିଲେ ମାଷ୍ଟରଷ୍ଟ୍ରୋକ୍

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି ଏବଂ ଜନସାଧାରଣଙ୍କଠାରୁ ଏକ ନୂଆ ଜନାଦେଶ ମାଗିଛନ୍ତି। ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ଏହି ନିଷ୍ପତ୍ତି ନେଇଛନ୍ତି କେଜ୍ରିୱାଲ।

Cause of increasing trend of suicide and divorce
କାହିଁକି ବଢୁଛି ବିବାହ ବିଚ୍ଛେଦ, କ’ଣ ଏହା ପଛର କାରଣ....

ନାରୀର ସିନ୍ଦୁରରେ ପୁରୁଷର ଭାଗ୍ୟ ରହିଛି। ଭାରତୀୟ ସଂସ୍କୃତିର ନୀତି ନୀୟମରେ ଦୁଇଟି ଅଜଣା ଆତ୍ମା ଗୋଟିଏ ହେବାର ପ୍ରଥାର ନାମ ହେଉଛି ବିବାହ। ବିବାହ ହେଉଛି ଏକ ସାମାଜିକ ସ୍ୱୀକୃତି। ବିବାହ ପୁରୁଷକୁ ପରିପକ୍ୱ କରାଏ ଆଉ ନାରୀକୁ ପୂର୍ଣ୍ଣତା ଦିଏ।

Crime Against Women
ନାରୀଙ୍କୁ ସମ୍ମାନ ଦେବାକୁ ଅନେକ ସ୍ଲୋଗାନ, ହେଲେ କମୁଛି କି ଦୁଷ୍କର୍ମ ?

ନାରୀଟିଏ କେଉଁଠି ସୁରକ୍ଷିତ ? ଅଫିସ, ଘର, ରାଜରାସ୍ତା ଆଉ ମା’ର ଜରାୟୁ। ସୃଷ୍ଟି ଆରମ୍ଭ ଦିନରୁ ଏ ନେଇ ଚାଲିଛି କେତେ ତର୍ଜମା। ନାରୀ ନିଜକୁ ଏ ପ୍ରଶ୍ନ ପଚାରେ, ସେ କେଉଁଠି ସୁରକ୍ଷିତ !

Price Hikes Are Hitting Common Man Hard
ଦରବୃଦ୍ଧି ଓ ଅଭିବୃଦ୍ଧି ମଝିରେ ମେହନତୀ ମଣିଷ

ଦରଦାମକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି ବିଭିନ୍ନ ଦେଶ ସୁଧ ବଢ଼ାଇଥିଲେ। ଆମେରିକାରେ ଏବେବି ସେହି ଧାରା ଜାରି ରହିଥିବାବେଳେ ଭାରତରେ କିନ୍ତୁ ସୁଧ ବୃଦ୍ଧିରେ ବ୍ରେକ୍ ଲାଗିଛି। କରୋନା ମହାମାରୀ ପରେ ଅନେକଙ୍କ ରୋଜଗାର ହ୍ରାସ ପାଇଛି। ଅଭାବ କାଳରେ ଅତ୍ୟାଧିକ ମୂଲ୍ୟ ବୃଦ୍ଧି ଯୋଗୁଁ ଲୋକେ...

War is the other name of ego
ଯୁଦ୍ଧର ଶେଷକଥା ମୁଠାଏ ପାଉଁଶ

ଯୁଦ୍ଧର ଶେଷକଥା ମୁଠାଏ ପାଉଁଶ; ଏକଥା ଦୁଇ ରାଷ୍ଟ୍ରର ମୁଖ୍ୟ ମଧ୍ୟ ବେଶ୍‌ ଭଲଭାବେ ବୁଝିସାରିଛନ୍ତି। ତଥାପି ନିଜର ପତିଆରା ବିଶ୍ୱକୁ ଦେଖାଇବା ପାଇଁ ନିଜ ନିଜ ଜିଦ୍‌ରେ ଅଟଳ।

In political strategy BJD is in front
ଯୋଜନା ବିଗାଡିବ ବିଜେପି ଓ କଂଗ୍ରେସର ଗଣିତ

- ଆଗୁଆ ରଣନୀତିରେ ଆଗରେ ବିଜେଡି - ଦଳୀୟ କନ୍ଦଳ ପାଇଁ ଦଳୀୟ ନେତାଙ୍କୁ ବାନ୍ଧି ରଖିପାରୁନି ବିଜେପି - ଦଳୀୟ ସଙ୍ଗଠନ ସୁଦୃଢ଼ କରିବାରେ ପଛରେ କଂଗ୍ରେସ

Increase the quality of quality education
କେବଳ ଚାକଚକ୍ୟ କରିଦେଲେ ପିଲାମାନେ ବିଦ୍ୟାଳୟ ମୁହାଁ ହେବେ ନାହିଁ

ସରକାରୀ ବିଦ୍ୟାଳୟଗୁଡିକର ଅଧୋଗତି କାହିଁକି ହୋଇଛି ସେ ସମ୍ପର୍କରେ ତର୍ଜମାର ଆବଶ୍ୟକତା ରହିଛି। ଏନେଇ ସରକାର ତତ୍ପରତା ପ୍ରକାଶ କରିବା ଉଚିତ। ସରକାର ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧିକରିବା ପାଇଁ ବିଶେଷଭାବେ ଯୋଜନା ପ୍ରଣୟନ କରିବା ଆବଶ୍ୟକ।

ଅର୍ଥନୀତି, ଓଡ଼ିଆ ଓ ଲୋକ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ସୁକାନ୍ତି ରାଉତ ଋଚିରେ ଜଣେ ଗାଳ୍ପିକା। ସାମ୍ବାଦିକତାରେ ଡିଗ୍ରୀ ହାସଲ ପରେ ପାଖାପାଖି ଦେଢ଼ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଓଡ଼ିଶାର କିଛି ପ୍ରମୁଖ ଖବର କାଗଜରେ କାମ କରିବା ପରେ, ଏବେ ଦୈନିକ ଖବରକାଗଜ ‘ସମାଜ’ରେ କାର୍ଯ୍ୟରତ। ବର୍ତ୍ତମାନ ସୁଦ୍ଧା ତାଙ୍କର ୫ଟି ପୁସ୍ତକ ପ୍ରକାଶ ପାଇଛି।