• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

Pension
Pension Hike: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ବଢ଼ିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା

ବଢ଼ିଲା ସ୍ବାଧୀନତା ସଂଗ୍ରାମୀଙ୍କ ଭତ୍ତା। ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। କାରାବରଣ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପେନସନ୍‌ ଦୁଇଗୁଣା ହେଲା।

Naveen
Naveen Patnaik: କାହିଁକି ଗ୍ରାଉଣ୍ଡ ଜିରୋକୁ ଗଲେ ନବୀନ; ବାଧ୍ୟବାଧକତା ନା କର୍ମୀଙ୍କ ଚାପ ?

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚାଷ କ୍ଷୟକ୍ଷତି ଜିଲ୍ଲା ବୁଲାକୁ ସମାଲୋଚନା କରିଛି ବିଜେପି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତିଁ, ଯଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ଚାଷୀଙ୍କ ପାଖକୁ ନବୀନ ଯାଇଥାନ୍ତେ, ତେବେ ବିରୋଧୀ ଦଳକୁ ଆସିଲା ପରେ ଯିବାକୁ ପଡ଼ି ନଥାନ୍ତା ।...

kohali
Happy Retirement: ରିଟାୟାର୍ଡମେଣ୍ଟ୍ ନେବେ ବିରାଟ କୋହଲି ! ଆଶଙ୍କାରେ ଫ୍ୟାନ୍ସ

ଏମିତି ଦେଖିବାକୁ ଗଲେ ବିରାଟଙ୍କ କ୍ୟାରିୟର ପାଇଁ ୨୦୨୪ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଏ ପୁରା ବର୍ଷ ବ୍ୟାଟିଂ କରିବା ବେଳେ କୋହଲି ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା।

Medical Assistance
Special Story: ଗୁହାରି ଶୁଣିଲେ ମୁଖ୍ୟମନ୍ତ୍ରୀ; କୁନି ପୁଅ ପାଇଁ ମଗାଇଲେ ଆମ୍ୱୁଲାନ୍ସ, ଦେଲେ ଚିକିତ୍ସା ନିର୍ଦ୍ଦେଶ

ପ୍ରତ୍ୟୁଷଙ୍କ ଅବସ୍ଥା ଦେଖୁ ଦେଖୁ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତୁରନ୍ତ ଆମ୍ୱୁଲାନ୍ସ ମଗାଇ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଥିଲେ। ତେବେ ଶିଶୁଟିର ଅଧିକ ଚିକିତ୍ସା ପାଇଁ ଏବେ ତାକୁ SCB ମେଡ଼ିକାଲ ପଠାଯାଇଛି।

Utkal Sammilani
ଉତ୍କଳ ସମ୍ମିଳନୀର ୧୨୧ ତମ ପ୍ରତିଷ୍ଠା ଦିବସ ପାଳିତ; କୃତୀ ଛାତ୍ରଛାତ୍ରୀ ପୁରସ୍କୃତ

କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମଧୁପୁର ଗଡ଼ଜାତର ରାଜମାତା ଅପର୍ଣ୍ଣା ଧୀର ନରେନ୍ଦ୍ର ସିଂ। ସେ ଓଡ଼ିଆର ସ୍ଵାଭିମାନ ଓ ଏକଦା କୁଳବୃଦ୍ଧ ମଧୁସୂଦନ ଦାସଙ୍କ ସହ ମଧୁପୁରର ଆଦର୍ଶ ରାଜନ ବୀରବର ନାରାୟଣ ଚନ୍ଦ୍ର ଧୀର ନରେନ୍ଦ୍ରଙ୍କ ସମ୍ପର୍କ, ଲୋକ ହିତକର କାର୍ଯ୍ୟକ୍ରମ ନେଇ ବିଶଦ ଆଲୋଚନା କରିଥିଲେ।...

richest and poorest Chief Ministers
Richest And Poorest Chief Ministers: ଦେଶର ସବୁଠୁ ଧନୀ ଓ ଗରିବ ମୁଖ୍ୟମନ୍ତ୍ରୀ କିଏ ? ADR ରିପୋର୍ଟରେ ଖୁଲାସା

ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ ଡିସେମ୍ବର ୩୦ରେ ଏହି ରିପୋର୍ଟ ପ୍ରକାଶ କରିଛି। ଏଥିରେ ଦେଶର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ବିବରଣୀ ପ୍ରକାଶ ପାଇଛି। ଦେଶର ଦୁଇ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆରବପତି। ମୁଖ୍ୟମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ହେଉଛି ୫୨.୫୯କୋଟି ଟଙ୍କା।

Zinnat
Tigress Zeenat: ଜନ୍ତାରେ ଜିନ୍ନତ; ଖୁବଶୀଘ୍ର ଶିମିଳିପାଳ ଫେରିବ ମରାଠା ବାଘୁଣୀ

ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଏଥର ତାକୁ ଦକ୍ଷିଣ ଶିମିଳିପାଳରେ ପୂର୍ବରୁ ଯମୁନା ପାଇଁ ତିଆରି ହୋଇଥିବା ଏନକ୍ଲୋଜରରେ ରଖାଯିବ। ଦୁଇ ତିନି ସପ୍ତାହ ଗତିବିଧି ଉପରେ ନଜର ରଖାଯାଇ, ସ୍ବଭାବରେ ସୁଧାର ଆସିବା ପରେ କୋର୍ ଏରିଆରେ ଛଡ଼ାଯିବ।

1986 accident halts New Year celebrations
New Year celebration Halts: ଏମିତି ଏକ ଗାଁ, ଯେଉଁଠି ୩୮ ବର୍ଷ ଧରି ପାଳନ ହେଉନି ନୂଆବର୍ଷ

ନୂଆବର୍ଷ ଆସିଲେ ପିକନିକ୍ ପାଇଁ ଗାଁ ବାହାରକୁ ସିନା କେହି ଯାଆନ୍ତି ନାହିଁ । ହେଲେ ଏହି ସ୍ମୃତିସ୍ଥମ୍ଭ ଠାରେ ପୂଜାର୍ଚ୍ଚନା କରି ସେମାନଙ୍କ ସ୍ମୃତିରେ ଫୁଟବଲ ଖେଳ ଅନୁଷ୍ଠିତ କରିଥାନ୍ତି। ଏହି ଘଟଣା ସମ୍ପର୍କରେ ଏବେର ପୀଢ଼ି ମନେପକାଇ ଏହି ଦିନ କେହି କୁଆଡେ ନଯିବାକୁ ପ୍ରତିଜ୍ଞା...

SpaDeX
SpaDeX Mission: ଆଜିଠୁ ଇସ୍ରୋ ପାଇଁ ରିୟଲ୍ ଚ୍ୟାଲେଞ୍ଜ୍; ଜାନୁଆରୀ ୭ରେ ଇନ-ସ୍ପେଶ୍ ଡକିଂ !

ଗତକାଲି ରାତି ୧୦ଟା ବେଳେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାରୁ PSLV-C60 ରକେଟ୍ ସହାୟତାରେ ମହାକାଶକୁ ଯାଇଥିଲା ସ୍ପେଡେକ୍ସ-A ଓ ସ୍ପେଡେକ୍ସ-B। ଏହି ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟ ଲଞ୍ଚିଂର ପ୍ରାୟ ୧୫ ମିନିଟ୍ ପରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଥିଲା।

Puri
Srimandir Massive Crowd: ନୂଆବର୍ଷ ପୂର୍ବରୁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼; ଆକ୍ତାମାକ୍ତା ଭକ୍ତ, କାଲିଠୁ କେବଳ ସିଂହଦ୍ବାର ଦେଇ ପ୍ରବେଶ

ନୂଆବର୍ଷ ପାଇଁ କାଲିଠୁ ଆହୁରି ଭିଡ଼ ହେବ। ଆସନ୍ତାକାଲି ଓ ୧ ତାରିଖରେ କେବଳ ସିଂହଦ୍ବାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଦର୍ଶନ କରାଇବାକୁ ପ୍ରସ୍ତୁତ ରହିଛନ୍ତି ପୋଲିସର ସ୍ବତନ୍ତ୍ର ଟିମ୍ ଓ ଭଲ୍ୟୁଣ୍ଟିଅର।

Ayushman Bharat Yojana
Ayushman Bharat Yojana: ଫେବ୍ରୁଆରୀରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ; ସାମିଲ୍ ହେବେ ସାଢ଼େ ୩ କୋଟି ଲୋକ

ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ୨୯ ହଜାର ୬୪୮ ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାତ୍ର ୯୫୭ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ମିଳୁଥିଲା। ଆୟୁଷ୍ମାନ ଭାରତରେ ୧୯ଶହ ୪୯ ପ୍ରକାର ମେଡିକାଲ ସେବା ସହ ମେଡିକାଲରୁ ଡିସାର୍ଜ ହେବା...

Jimmy Carter
Jimmy Carter Passes Away: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପରଲୋକ; ଶୋକ ପ୍ରକାଶ କଲେ ମୋଦି

ଜିମି କାର୍ଟର ୧୯୮୨ମସିହାରେ କାର୍ଟର ସେଣ୍ଟର ପ୍ରତିଷ୍ଠା କରିଥିଲେ । ଏହି କେନ୍ଦ୍ର ମାଧ୍ୟମରେ ସେ ବିଶ୍ୱର ବିଚ୍ଛିନ୍ନାଞ୍ଚଳରେ ବିବାଦର ସମାଧାନ, ନିର୍ବାଚନ ମନିଟରିଂ ଏବଂ ରୋଗ ହ୍ରାସ ପାଇଁ କାର୍ଯ୍ୟ କରିଥିଲେ। ଏହି ପ୍ରୟାସ ତାଙ୍କୁ ବିଶ୍ୱବ୍ୟାପୀ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା ।୨୦୦୨ ମସିହାରେ...

Lady lootera
Con Woman Arrested: ହାଇ ପ୍ରୋଫାଇଲ୍ ‘ଲେଡି ଠକ’କୁ ବାନ୍ଧିଲା ପୋଲିସ; ଠକେଇର ତରିକା ଶୁଣିଲେ ଉଡ଼ିଯିବ ହୋସ୍

ଅନୀଲ ଓ ହଂସିତା ସ୍ୱାମୀ ସ୍ତ୍ରୀର ପରିଚୟ ନେଇ ରହୁଥିଲେ। ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଠକିବା। କୋଟି କୋଟି ଟଙ୍କା ଲୁଟୁଥିଲେ। ନାମୀଦାମୀ ଗାଡ଼ି ଚଢି ବୁଲୁଥିଲେ। ଠକେଇ ଟଙ୍କାରେ କରୁଥିଲେ ମଉଜ।

Subhadra yojana
Subhadra Yojana Odisha: ୨୦୨୫ ହେବ ‘ସୁଭଦ୍ରା’ ବର୍ଷ; ମହିଳାଙ୍କୁ ତିନି ଥର ମିଳିବ ସୁଭଦ୍ରା ଟଙ୍କା

‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ କିସ୍ତି ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୫ରେ ମହିଳାଙ୍କୁ ମିଳିବ ପ୍ରଥମ ଦଫାର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ୨୦୨୫ ହେବ ‘ସୁଭଦ୍ରା’ ବର୍ଷ।

Naveen Patnaik Visits Ganjam
Naveen Patnaik: କ୍ଷେତ ମୁହାଁ ନବୀନ; ଗଞ୍ଜାମ ଗସ୍ତରେ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ

ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଯାଇ ଚାଷୀଙ୍କୁ ଭେଟି ଫେରିଛନ୍ତି। ଏହାର ଠିକ୍ ପରଦିନ ନବୀନଙ୍କ ଗସ୍ତକୁ ନେଇ ଏବେ ରାଜନୀତି ବି ତେଜିଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନବୀବଙ୍କ ଗସ୍ତକୁ ସମାଲୋଚନା କରିଛନ୍ତି।

Plane Crash
South Korea Plane Crash: ଦକ୍ଷିଣ କୋରିଆରେ ପ୍ଲେନ୍ କ୍ରାସ୍; ରନ୍‌ୱେରୁ ଗଡ଼ିଯାଇ ପାଚେରିରେ ଧକ୍କା ହେଲା, ୬୨ ମୃତ

ରନୱେରୁ ଖସିଯିବା ପରେ ବିମାନଟି ପାଚେରି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ପରେ ଏଥିରେ ନିଆଁ ଲାଗିଯାଇଥିଲା। କେଇ ସେକେଣ୍ଡରେ ବିମାନଟି ପୁରା ଜଳିଯାଇଥିଲା ଓ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା।

CM Mohan Majhi
CM Visit: ଫସଲ କ୍ଷତି ନେଇ ଜିଲ୍ଲାକୁ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ, କରିବେ ସ୍ଥିତି ଅନୁଧ୍ୟାନ

ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କଟକ ଏବଂ ଜଗତସିଂହପୁର ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।

Panchang
Panchang Today 29th December 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଜମିଜମା କ୍ରୟ କରନ୍ତୁ ..

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ରବିବାର । ଚନ୍ଦ୍ର- ବିଛା ରାତ୍ରି ୧୧.୨୧ ଗତେ ଧନୁ । ତିଥି-୧୪ ଶୀ ରାତ୍ରି ୦୪.୦୧ ଅମାବାସ୍ୟା  ।ଘାତଚନ୍ଦ୍ର- ରାତ୍ରି ୧୧.୨୧ ଗତେ ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ୧...

Crop Loss
Crop Loss Assessment: ଚାଷୀଙ୍କ ଟେନସନ୍ ଦୂରକଲେ ସିଏମ୍; ଆସନ୍ତା ୩୦ ସୁଦ୍ଧା କ୍ଷତି ଆକଳନ, DBTରେ ମିଳିବ ସହାୟତା

ଉଜାଡ଼ିଥିଲା ଅଦିନିଆ ବର୍ଷା...ଜୀବିକାକୁ ନେଇ ବିକଳ ହେଉଥିଲେ ଚାଷୀ....ଶେଷରେ ସହାୟତାରେ ହାତ ବଢ଼ାଇଲେ ମୋହନ ସରକାର। ଚାଷୀଙ୍କୁ କ୍ଷତିପୂରଣ ପାଇଁ ଅଣ୍ଟା ଭିଡ଼ିଥିବା ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Household Consumption Expenditure Survey:
HCES Report: ରାଜ୍ୟରେ ସୁଧୁରିନି ଦାରିଦ୍ର୍ୟ ସ୍ଥିତି; ଲୋକେ ଦୈନିକ ହାରାହାରି ୨୦ରୁ ୨୫ ଟଙ୍କାରେ ଜୀଉଁଛନ୍ତି ଜୀବନ

ଗାଁ ଗହଳିରେ ପାରିବାରିକ ବ୍ୟୟରେ ଓଡ଼ିଶା ଦେଶରେ ତଳଆଡ଼ୁ ତୃତୀୟ ଗ୍ରାମୀଣ ପରିବାରର ମାସିକ ହାରାହାରି ଖର୍ଚ୍ଚ ମାତ୍ର ୩ ହଜାର ୩୫୭ ଟଙ୍କା ଅର୍ଥାତ୍ ଗାଁର କୌଣସି ୪ରୁ ୫ ଜଣିଆ ପରିବାର ଦିନକୁ ଖର୍ଚ୍ଚ ମାତ୍ର ୧୧୨ ଟଙ୍କା ତାମାନେ ଜଣେ ଦିନକୁ ୨୦ରୁ ୨୫...

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।