• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ� ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by

sports
Donald Trump: ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ଟ୍ରାନ୍ସଜେଣ୍ଡର; ମହିଳା କ୍ରୀଡ଼ାରେ ଟ୍ରାନ୍ସ ଆଥଲେଟ୍ ବ୍ୟାନ୍

ରାଷ୍ଟ୍ରପତି ଭାବେ ଆଉଥରେ ନିର୍ବାଚିତ ହେବା ପରେ ଟ୍ରାନ୍ସଜେଣ୍ଡରମାନଙ୍କୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ।'ମହିଳା କ୍ରୀଡାରୁ ପୁରୁଷମାନଙ୍କୁ ବାଦ୍ ଦେବା' ଶୀର୍ଷକ ଏହି ଆଦେଶରେ କୁହାଯାଇଛି ଯେ ନ୍ୟାୟ ଏବଂ ଶିକ୍ଷା ବିଭାଗ ସମେତ ସଂଘୀୟ ଏଜେନ୍ସିଗୁଡ଼ିକୁ ଟ୍ରମ୍ପ ପ୍ରଶାସନର ନିୟମ ପାଳନ କରିବାକୁ ହେବ ।

High school student gang-rape
Student Gang Raped: ସ୍କୁଲ୍‌ରେ ପାପ; ଛାତ୍ରୀକୁ ଗଣଦୁଷ୍କର୍ମ କଲେ ୩ ଶିକ୍ଷକ, ବାନ୍ଧିଲା ପୋଲିସ

ତାମିଲନାଡୁର କୃଷ୍ଣଗିରିର ପୋଚମପାଲି ହାଇସ୍କୁଲରେ ପଢ଼ୁଥିବା ଜଣେ ନାବାଳିକା ଝିଅକୁ ସ୍କୁଲର ତିନି ଜଣ ଶିକ୍ଷକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡିତାଙକ ମାଆ ତିନି ଜଣ ଶିକ୍ଷକଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି।

PM Modi Mahakumbh Visit
PM Modi Takes Holy Dip: ସଙ୍ଗମରେ ବୁଡ଼ ପକାଇଲେ ମୋଦି; କଲେ ଗଙ୍ଗା ଆଳତୀ

ମୋଦି ପକାଇଲେ ଆସ୍ଥା ଓ ବିଶ୍ୱାସର ବୁଡ଼। ମହାକୁମ୍ଭ ୧୩ ଜାନୁଆରୀରେ ଆରମ୍ଭ ହୋଇଥିଲା ଏବଂ ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଭକ୍ତମାନେ ସଙ୍ଗମରେ ସ୍ନାନ କରିପାରିବେ। ଏଥର ମହାକୁମ୍ଭ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଛି। ତଥାପି ପ୍ରୟାଗରାଜରେ ପ୍ରତି ୧୨ ବର୍ଷରେ...

Gold Price
Gold Price Hike: ରେକର୍ଡ ଭାଙ୍ଗୁଛି ସୁନା ଦର; ଆଜି କେତେ ବଢ଼ିଲା ଜାଣନ୍ତୁ...

ଅର୍ଥନୈତିକ ରିପୋର୍ଟ ୨୦୨୫ରେ ସୁନା ଦର କମ୍ ହେବ ବୋଲି ଆକଳନ କରାଯାଇଥିଲା। ହେଲେ ଏହାର ଓଲଟା ଫଳ ଦେଖିବାକୁ ମିଳିଛି। ଲଗାତର ୨-୩ ଦିନ ହେଲା ସୁନା ଦର ହୁ ହୁ ହୋଇ ବଢୁଛି। ଗତକାଲି ଠାରୁ ଆଜିର ଦର ଉଚ୍ଚା ରହିଛି।

Guillain-Barre syndrome
Guillain-Barre Syndrome: ଆତଙ୍କ ଖେଳାଉଛି ବିରଳ GBS, ହୁ ହୁ ହୋଇ ବଢୁଛି ସଂଖ୍ୟା

ସୁସ୍ଥ ଥିବା ଲୋକଙ୍କ କ୍ଷେତ୍ରରେ ହଠାତ ମାଂସପେଶୀ ଦୁର୍ବଳ ହୋଇଯାଉଛି। ଫଳରେ ସେମାନେ ଚାଲି ବି ପାରୁନାହାନ୍ତି। GBS ସିଧାସଳଖ ସ୍ନାୟୁକୁ ଆକ୍ରମଣ କରୁଥିବାରୁ ରୋଗୀମାନେ ପକ୍ଷାଘାତର ଶିକାର ହୋଇ ଭେଣ୍ଟିଲେଟରେ ଭର୍ତ୍ତି ହେଉଛନ୍ତି।

Strawberry
Strawberry Stall: ଷ୍ଟ୍ରବେରୀ ପ୍ରେମରେ କୋରାପୁଟିଆ ଚାଷୀ; ବିକ୍ରି ପାଇଁ ଖୋଲିଲା ଷ୍ଟଲ୍

ପ୍ରତି ୨ଶହ ଗ୍ରାମର ଷ୍ଟ୍ରବେରୀ ପ୍ୟାକେଟକୁ ୧୦୦ ଟଙ୍କା ମୂଲ୍ୟ ରଖାଯାଇଛି। ଆଉ ଦେଶୀ ଷ୍ଟ୍ରବେରୀ କିଣିବା ପାଇଁ ଲାଗିଛି ଭିଡ଼ । ଏହି ଷ୍ଟଲ ଆସନ୍ତା ୨ ମାସ ଧରି ଚାଲିବାକୁ ଥିବା ବେଳେ ଏଥିରୁ ଜେଲି ପ୍ରସ୍ତୁତ କରାଯାଇ ବିକ୍ରି କରିବା ଲକ୍ଷ୍ୟ ରଖାଯାଇଛି ।

FIR against Arvind Kejriwal
FIR against Kejriwal: ଦିଲ୍ଲୀ ଭୋଟ୍ ପୂର୍ବରୁ କେଜରିୱାଲଙ୍କ ନାଁରେ ମାମଲା; ଜାଣନ୍ତୁ ପୂରା ଘଟଣା

ଜାନୁଆରୀ ୨୭ ତାରିଖରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସମୟରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ହରିୟାଣା ଦ୍ୱାରା ଦିଲ୍ଲୀକୁ ଯୋଗାଇ ଦିଆଯାଉଥିବା ନିମ୍ନମାନର ପାଣି ପ୍ରସଙ୍ଗ ଉଠାଇଥିଲେ। କେଜରିୱାଲ କହିଥିଲେ, 'ଲୋକମାନଙ୍କୁ ପାନୀୟ ଜଳରୁ ବଞ୍ଚିତ କରିବାଠାରୁ ବଡ଼ ପାପ ଆଉ କିଛି ନାହିଁ।'

PM Modi
PM Modi To Visit Mahakumbh: ମହାକୁମ୍ଭରେ ସାମିଲ୍ ହେବେ ମୋଦି; ସଙ୍ଗମରେ ପକାଇବେ ଆସ୍ଥାର ବୁଡ଼

ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭ ଫେବ୍ରୁଆରୀ ୨୬ ମହାଶିବରାତ୍ରୀ ଯାଏଁ ଚାଲିବ। ମହାକୁମ୍ଭରେ ୩ଟି ଯାକ ଅମୃତ ସ୍ନାନ ସରିଥିବା ବେଳେ, ଏଯାବତ୍ ୩୮ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇଲେଣି । ମହାକୁମ୍ଭରେ ଦଳାଚକଟା ହେବା ପରଠାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ...

Trump
Deported Indians: ଟ୍ରମ୍ପଙ୍କ କଡ଼ା ଆକ୍ସନ; ଆମେରିକାରୁ ବିଦା ହେଲେ ୨୦୫ ପ୍ରବାସୀ ଭାରତୀୟ

ପୂର୍ବରୁ ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକରୁ ଅବୈଧ ପ୍ରବାସୀମାନଙ୍କୁ ଆମେରିକା ବିତାଡିତ କରୁଥିଲା, କିନ୍ତୁ ଏବେ ଭାରତରୁ ମଧ୍ୟ ଅବୈଧ ପ୍ରବାସୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଆମେରିକାର ପ୍ରତିରକ୍ଷା ବିଭାଗ, ପେଣ୍ଟାଗନ କହିଛି ଯେ ଖୁବ୍ ଶୀଘ୍ର ଟେକ୍ସାସର ଏଲ ପାସୋ ଏବଂ କାଲିଫର୍ଣ୍ଣିଆର ସାନ ଡିଏଗୋରୁ ସାମରିକ...

Undevelopped Village
No Electricity to Village: ସରକାରୀ ଯୋଜନା ବାଟବଣା; ଆଜି ବି ବିଜୁଳି ଆଲୁଅ ଦେଖି ନାହାନ୍ତି କୂଳଡିହ ବାସିନ୍ଦା

ଗାଁକୁ ପକ୍କା ରାସ୍ତାଟି ନଥିବାରୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଦେହ ଖରାପ ହେଲେ ଗାଁ ଭିତରକୁ ଆମ୍ବୁଲାନ୍ସ ଆସି ପାରେ ନି। ରୋଗୀଙ୍କୁ ଭାରରେ ବୋହି ନେବାକୁ ପଡେ। ପାନୀୟ ଜଳ ସମସ୍ୟା ନ କହିବା ଭଲ। ଗାଁର ଗୋଟିଏ ନଳକୂଅ ଉପରେ ନିର୍ଭର...

Cancer Survivor
Cancer Survivors: କ୍ୟାନସର-କେମୋ-କଷ୍ଟ; ଜୀବନ ଯୁଦ୍ଧରେ ଲଢି ହେଲେ ସର୍ଭାଇଭର୍

ଏ କ୍ୟାନସର ସହ ସଂଘର୍ଷ ଯେ କେତେ କଠିନ ତାହା ସାମନା କରିଥିବା ଲୋକ ହିଁ କହିପାରିବ। । ବିଶ୍ଵ କର୍କଟ ଦିବସରେ ସେମିତି ଦୁଇ ଜଣ କ୍ୟାନସର ବିଜୟୀଙ୍କ କାହାଣୀ ଆପଣଙ୍କୁ ବି ପ୍ରେରଣା ଯୋଗାଇବ ନିଶ୍ଚୟ।

Accident
Mo Bus Accident: 'ମୋ ବସ୍' ଚକା ତଳେ ଗଲା ନାବାଳିକା ଜୀବନ; ତାତିଲେ ଲୋକେ

ରାଜଧାନୀରେ ସକାଳୁ ବଡ଼ ଅଘଟଣ ଘଟିଛି। ନନ୍ଦନକାନନ ଥାନା ରଘୁନାଥପୁରରେ ନାବାଳିକା ଉପରେ ମାଡିଯାଇଛି ମୋ ବସ୍ । ଝିଅଟି ସାଇକେଲରେ ଯାଉଥିବା ବେଳେ ତାକୁ ‘ମୋ ବସ୍‌’ଧକ୍କା ଦେଇଥିଲା ।

Chandrabhaga
Magha Saptami: ଆଜି ମାଘ ସପ୍ତମୀ; ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଆଜିଠୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା। ସାଧୁ ସନ୍ଥଙ୍କ ପୂଜାପାଠରେ କଂପିବ ପାହାଡ଼ ପାଦଦେଶ। ହୋମଯଜ୍ଞରେ ପ୍ରକଂପିତ ହେବ ପରିବେଶ। ଯଜ୍ଞ ପାଇଁ ସାଧୁ ସନ୍ଥମାନେ ନିଜ ନିଜର ଆସ୍ଥାନ ଜମାଇ ସାରିଥିବା ବେଳେ ଆଜିଠୁ ଖଣ୍ଡଗିରିକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। 

marathon
Mini Marathon: କ୍ୟାନସର ସହ ଲଢ଼ିବା ପାଇଁ ଓଟିଭିର ଭିନ୍ନ ପ୍ରୟାସ; ସଂକଳ୍ପର ଗଣଦୌଡରେ ସାମିଲ୍ ହେଲା ଓଡ଼ିଶା

କଳିଙ୍ଗ ଷ୍ଟାଡିୟମ ପରିସରରୁ ମାରାଥନ୍ ଦୌଡ଼ କାର୍ଯ୍ୟକ୍ରମ ହୋଇଛି। କ୍ୟାନସରକୁ ନେଇ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନରେ ପାଳନ ହେଉଛି ବିଶ୍ବ କର୍କଟ ଦିବସ। ଚଳିତ ବର୍ଷର ଥିମ୍ ରହିଛି ୟୁନାଇଟେଡ୍ ବାଏ ୟୁନିକ୍।

Divyang
ଜୀବନର ଯୁଦ୍ଧରେ ହାରିନାହାନ୍ତି ଆଦି...

କାଳିଆ... ତୋର ହାତ ନାହିଁ... ମୋର ବି ହାତ ନାହିଁ... ତୁ ପୂରା ଜଗତକୁ ଚଳାଉଛୁ, ଆଉ ମୁଁ... ମୋ ପରିବାରର ବୋଝ ମୋ ନିଜ କାନ୍ଧରେ ଉଠାଉଛି... ପିଲାବେଳେ ବାପା ଥିବାବେଳେ ମୋତେ ସମସ୍ତେ ଦିବ୍ୟାଙ୍ଗ କହୁଥିଲେ... ହେଲେ ଆଜି ଦେଖ୍‌ ମୁଁ ଆଉ ସେ...

ଅଧଘଣ୍ଟାରେ ଟିକେଟ ଖାଲି କରିଦେଲେ କ୍ରିକେଟ ଫ୍ୟାନ୍ସ
ବାରବାଟୀ ମ୍ୟାଚ୍; ଅଧଘଣ୍ଟାରେ ଟିକେଟ୍ ଶେଷ..

୯ ତାରିଖରେ ବାରବାଟୀରେ ମ୍ୟାଚ । କ୍ରେଜରେ ସର୍ଭର ହେଲା ଜାମ୍। ଅଧଘଣ୍ଟାରେ ଟିକେଟ ଖାଲି କରିଦେଲେ କ୍ରିକେଟ ଫ୍ୟାନ୍ସ। ଅନଲାଇନରେ ଟିକେଟ୍ କିଣିବାକୁ ଲାଗିଲା ରେସ୍। କିଏ ହେଲେ ଫେଲ୍ କିଏ ହେଲେ ସକସେସ୍ ।

ମେଳି ବାନ୍ଧିଛନ୍ତି ବିଜେଡିର କିଛି ବରିଷ୍ଠ ନେତା
ବିଜେଡିରେ ଫାଟ ! ଜଳଜଳ ଦେଖୁଛନ୍ତି ନବୀନ

ଶଙ୍ଖ ଦଳରେ ଭିତରେ ଫାଟ । ଘନଘନ ବସୁଛି ମେଳି । ଜଳଜଳ ଦେଖୁଛନ୍ତି ନବୀନ । ସୁଯୋଗ ପାଇଁ ବାରମ୍ବାର ଚାଲୁଛି ଆଲୋଚନା । ପ୍ରଥମେ ଜୁନିୟର ନେତାଙ୍କ ମେଳି, ପରେ ସିନିୟରଙ୍କ ବୈଠକ । ଆଉ ଏବେ ଏକ ବିବାହ କାର୍ଯ୍ୟକ୍ରମ ଯୋଗଦେଇ ମେଳି ବାନ୍ଧିଛନ୍ତି...

GBS
ଆତଙ୍କ ରଚୁଛି ଅଜଣା ରୋଗ

ଛଟପଟ କରି ମାରୁଛି ଅଜଣା ରୋଗ। ଭାରତରେ ମଚାଇ ଚାଲିଛି ଆତଙ୍କ। ବଢି ଚାଲିଛି ମୃତ୍ୟୁସଂଖ୍ୟା। ଭୟଭୀତ ହୋଇଗଲେଣି ଲୋକେ ।

ବଦଳିଗଲା ବର୍ଣ୍ଣବୋଧ
ନୂଆ ରୂପରେ ଲୋକାର୍ପିତ ହେଲା ବର୍ଣ୍ଣବୋଧ

ବଦଳିଲା ବର୍ଣ୍ଣବୋଧର ରୂପରେଖ । ନୂଆ ରୂପରେ ହେଲା ଲୋକାର୍ପିତ । ବର୍ଣ୍ଣବୋଧକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାର ନାଁ ରହିଛି ମଧୁ ବର୍ଣ୍ଣବୋଧ ।

Russian Woman Finds Love With Aghori Baba
ଅଘୋରୀ ବାବାଙ୍କ ପ୍ରେମରେ ବିଦେଶିନୀ !

ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ ମେଳା। ଏଠାକୁ ଦେଶ ତଥା ଦେଶ ବାହାରୁ କୋଟି କୋଟି ଶ୍ରଦ୍ଧାଳୁ ଆସୁଛନ୍ତି। ହିନ୍ଦୁ ଧର୍ମ ପ୍ରତି ଆକର୍ଷତ ହୋଇ ମେଳା ବୁଲିବାକୁ ରୁଷର ଏହି ଯୁବତୀ ଜଣକଙ୍କ ମଧ୍ୟ ଆସିଥିଲେ। ଏତିକି ବେଳେ ସେ ଭେଟିଥିଲେ ଜଣେ ଅଘୋରୀ ବାବାଙ୍କୁ। ପ୍ରଥମ ଦେଖାରେ...

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।