ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଅନୁଯାୟୀ, ନିଟ୍-ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷା ମେ' ୪ରେ ଅନୁଷ୍ଠିତ ହେବ । ଫେବ୍ରୁଆରୀ ୭ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିବେ ଛାତ୍ରଛାତ୍ରୀ। ପେମେଣ୍ଟ ଦାଖଲ ଶେଷ ତାରିଖ ମାର୍ଚ୍ଚ ୭ ରହିଛି।
ଏବେ ବହୁ ସଂଖ୍ୟାର ଲୋକ AI ଉପରେ ନିର୍ଭରଶୀଳ କରୁଛନ୍ତି। ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁସାରେ ୨୫ ପ୍ରତିଶତ ଆମେରିକୀୟ AIକୁ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପରାମର୍ଶ ମାଗୁଛନ୍ତି। ପାରମ୍ପରିକ ଚିକିତ୍ସା ବ୍ୟବସ୍ଥା ଅପେକ୍ଷା ସେମାନେ AI ଚାର୍ଟ ବ୍ୟବହାର କରି ବ୍ୟକ୍ତିଗତ ତଥା ଚିକିତ୍ସା ତଥ୍ୟ ପଚାରିବାକୁ...
ଦିଲ୍ଲୀରେ ସବୁଠୁ ଅଧିକ ସମୟ ଧରି କିଏ ଥିଲେ ମୁଖ୍ୟମନ୍ତ୍ରୀ ?
କେଜ୍ରିୱାଲଙ୍କ ପରି ଦେଖାଯିବା ପାଇଁ ଚଷମା ଓ ନିଶ ବି ରଖିଛନ୍ତି। ଅଭ୍ୟାନଙ୍କ ବାପା ରାହୁଲ ତୋମାର କହିଛନ୍ତି ଯେ ଆମେ ରେଜଲ୍ଟ ଦିନରେ ଏଠାକୁ ଆସିଥାଉ। ତେବେ ଆପ୍ ଅଭ୍ୟାନଙ୍କ ନାଁ 'ବେବି ମଫଲର୍ ମ୍ୟାନ୍' ରଖିଛି।
ଆଠ ଦିନରେ ତିନି ତିନୋଟି ବିମାନ ଦୁର୍ଘଟଣାରେ ମୋଟ୍ ୮୪ ଜୀବନ ଗଲାଣି। ଏହାପୂର୍ବରୁ ଜାନୁଆରୀ ୨୯ ରେ ୱାଶିଂଟନ୍ ନିକଟରେ ଏକ ଆମେରିକୀୟ ଏୟାରଲାଇନ୍ସର ଜେଟ ଏବଂ ସାମରିକ ହେଲିକପ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୬୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଜାନୁଆରୀ ୩୧ ରେ, ଫିଲାଡେଲଫିଆରେ...
ସରୁନି ଶ୍ରମିକର ଦୁଃଖ କାହାଣୀ କମୁନି। ବାହାର ରାଜ୍ୟରେ ଶ୍ରମିକଙ୍କୁ ନିର୍ଯାତନା ହେଉକି ଦାଦନ ଶ୍ରମିକ ମୃତ୍ୟୁ ନୂଆପଡ଼ା ପାଇଁ ନିତିଦିନିଆ କଥା ହୋଇଗଲାଣି। ଏହି କ୍ରମରେ ଏକାଧିକ ମାମଲା ସାମ୍ନାକୁ ଆସିଛି।
ମୃତ୍ୟୁ ପୂର୍ବରୁ ମୋହିନୀ ମୋହନ ଦତ୍ତଙ୍କ ନାଁରେ ୫୦୦ କୋଟି ଟଙ୍କାର ସମ୍ପତ୍ତି ସାଇନ୍ କରି ଯାଇଛନ୍ତି ବିଜନେସ୍ ଟାଇକୁନ୍ ରତନ ଟାଟା। ତେବେ କିଏ ଏହି ମୋହିନୀ ମୋହନ ଦତ୍ତ, କାହିଁକି ତାଙ୍କ ଉପରେ ରତନ ଟାଟାଙ୍କ ଏତେ ଭରସା ଥିଲା, ଜାଣନ୍ତୁ...
NPCIରେ ଅସୁବିଧା ନେଇ ୩ ଲକ୍ଷ ୩୮ ହଜାର ମହିଳାଙ୍କ ସୁଭଦ୍ରା ଟଙ୍କା ଅଟକିଥିଲା। ସରକାର ହିତାଧିକାରୀଙ୍କୁ ବ୍ୟାଙ୍କ ଯିବାକୁ କହିବା ପରେ ୬୮ ହଜାର ହିତାଧିକାରୀଙ୍କର ଡକ୍ୟୁମେଣ୍ଟ କ୍ଲିୟର ହୋଇଛି। ବାକି ହିତାଧିକାରୀ NPCI କ୍ଲିୟର କଲେ ଆସନ୍ତା ମାର୍ଚ୍ଚ ୮ରେ ଉଭୟ ପ୍ରଥମ ଓ ଦ୍ବିତୀୟ...
ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କୋଳଥ ଡାଲି। ଏଥିରେ ପୁଷ୍ଟିସାର, ଲୌହସାର, କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ। ଶ୍ୱେତସାର ଏବଂ ଚର୍ବିର ମାତ୍ରା କମ ରହିଥାଏ। ଏହାବ୍ୟତୀତ ଏହି ଡାଲି ନିୟମିତ ଖାଇବା ଦ୍ୱାରା ମେଦ ବହୁଳତା ହ୍ରାସ ପାଇଥାଏ। କୋଳଥ ଡାଲିର କିଛି ଚମତ୍କାରୀ ଗୁଣ ରହିଛି...
ପୂର୍ବରୁ, ସରକାର ମଧ୍ୟବିତ୍ତ ବର୍ଗଙ୍କୁ ଆୟକର ରିହାତି ଦେଇ ଖୁସି କରିଥିଲେ। ସରକାର ବଜେଟରେ ଘୋଷଣା କରିଥିଲେ ଯେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ ଆୟକର ଦେବାକୁ ପଡିବ ନାହିଁ। ଆଉ ଏବେ ରେପୋ ହାର ହ୍ରାସ କରି ମଧ୍ୟବିତ୍ତ ବର୍ଗକୁ ଏକ...
ସୁରକ୍ଷା ଦେବା ଜାଗାରେ ବୁଡାଇ ଦେବାକୁ ବସିଛି ଆଡିବନ୍ଧ କାମ। ଦୁର୍ନୀତିର ଅଭିଯୋଗ କରୁଛନ୍ତି ଗ୍ରାମବାସୀ ।
ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁଙ୍କ ଘରୁ ୨ କୋଟି ନଗଦ କ୍ୟାସ ଆସିଲା କେଉଁଠୁ ? କିଏ ତାଙ୍କୁ ଏ ନଗଦ ଟଙ୍କା ଦେଇଥିଲା ? ଶାନ୍ତନୁ ଏକା ଟଙ୍କା ହଡପ କରୁଥିଲେ ନା ତାଙ୍କ ସହ ଆଉ କିଏ ଥିଲା ?
ପିଲାଙ୍କ ସହ ପାଠ ପଢୁଛନ୍ତି ଭୂତ। ଏକାଠି ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି, ସ୍କୁଲ ଡ୍ରେସ ବି ପିନ୍ଧୁଛନ୍ତି। ଏମିତିକି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ସବୁ ସରକାରୀ ସୁବିଧା ମଧ୍ୟ ପାଉଛନ୍ତି। ଆଶ୍ଚର୍ଯ୍ୟ ହୋଇଗଲେ କି ? କଥାଟା କିନ୍ତୁ ପୁରା ସତ। ଦେଖନ୍ତୁ ଏହି ବିରଳ ଘଟଣା...
ପୁଣି ଜଳିଲା ବାଙ୍ଗଲାଦେଶ, ମାତିଲା ଜେସିବି । ଏଥର ବାଙ୍ଗଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବାପଘରକୁ ଟାର୍ଗେଟ କରିଛନ୍ତି ଆନ୍ଦୋଳନକାରୀ। ଘରକୁ ନିଆଁ ଲଗାଇବା ସହ JCB ଲଗାଇ ଭାଙ୍ଗି ଦେଇଛନ୍ତି ।
ଆସିକା ବ୍ଲକ୍ ଦେବଭୂମିର ମାମୁଁଡିହ ଗାଁ ହେବ ହେରିଟେଜ୍ ଭିଲେଜ୍। କ୍ରାଫ୍ଟ୍ ଭିଲେଜ୍ କରିବାକୁ ଆରମ୍ଭ ହୋଇଛି ପ୍ରୟାସ । କଂସା-ପିତ୍ତଳ କଳା ଏବଂ କାରିଗରଙ୍କ ବିକାଶ ହେବାର ଆଶା ଉଜ୍ଜିବୀତ ହୋଇଛି ।
ଅନୁପ୍ରବେଶକାରୀଙ୍କୁ ତଡ଼ିବା ଆଦେଶ ଟ୍ରମ୍ପଙ୍କୁ ପଡ଼ିଗଲା କି ମହଙ୍ଗା? ଅବୈଧ ଭାବରେ ଆମେରିକାରେ ଥିବା ଲୋକଙ୍କୁ ନିଜ ଦେଶରେ ପହଞ୍ଚାଇବା ପାଇଁ ଖର୍ଚ୍ଚ ହେଉଛି ପୁଳା ପୁଳା ଆମେରିକୀୟ ଡଲାର୍ ।
ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ ଶୁକ୍ରବାର । ଚନ୍ଦ୍ର- ବୃଷ ନିଶାନ୍ତ ୦୬.୨୧ ଗତେ ମିଥୁନ । ତିଥି- ୧୦ମୀ ରାତ୍ରି ୦୯.୨୬ ଗତେ ୧୧ଶୀ ।
ମୁଖ୍ୟତଃ ୭ଟି ବଦାଭ୍ୟାସ କାରଣରୁ କ୍ୟାନ୍ସର ହେବାର ଆଶଙ୍କା ଅଧିକ ଥାଏ । ଆଜିଠୁ ହିଁ ଛାଡନ୍ତୁ ଏସବୁ ଅଭ୍ୟାସ, ମାରାତ୍ମକ କ୍ୟାନ୍ସରଠୁ ରହିବେ ଦୂରରେ ।
ଦୋକାନ ଖୋଲା ରହିଲେ ରାତିରେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିବା ଅପରାଧୀମାନେ ଗୋଟିଏ ସ୍ଥାନରେ ଏକାଠି ହେବାର ସୁଯୋଗ ପାଉଛନ୍ତି। ଏଣୁ ଏସବୁ ଉପରେ ଅଙ୍କୁଶ ଲଗାଇବାକୁ ପୋଲିସ ପ୍ରଶାସନ ଏହି ପଦକ୍ଷେପ ନେଇଛି। ତେବେ ଆଜିଠାରୁ ଏହାକୁ କଡାକଡି ଭାବେ ପାଳନ୍ କରାଯିବା ନେଇ ନୋଟିସ...
ସିସିଟିଭି ସର୍ଭିଲାନ୍ସରେ ରହିବ ପରୀକ୍ଷା ସେଣ୍ଟର। କଣ୍ଟ୍ରୋଲ ରୁମ୍ରେ ଲାଇଭ୍ ଦେଖିବା ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର ସହ ପୋଲିସ ଯିବେ। ସକାଳ ୭ଟା ୩୦ରୁ ୮ଟା ୩୦ ଭିତରେ ପ୍ରଶ୍ନପତ୍ର ପହଞ୍ଚିବ।