ଧର୍ମୁ ଗାଁର ଦୁଇଜଣ ଯୁବକଙ୍କ ଯୋଗାଯୋଗ କ୍ରମେ ଉଦଳା ଉପଖଣ୍ଡ ସାଇଁକୁଳା ପଞ୍ଚାୟତ ମାଣିଚ ଗାଁର ଜଣେ ନିଃସନ୍ତାନ ଦମ୍ପତିଙ୍କୁ ୬୦ ହଜାର ଟଙ୍କାରେ ଶିଶୁଟିକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ସେହି ଟଙ୍କାରେ ସେହିଦିନ ଏକ ନୂଆ ବାଇକ କିଣିଥିବା ଅଭିଯୋଗ ହୋଇଛି ।
ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ । ଦୁର୍ଘଟଣା ପରେ ଜାଭିୟର ଛକରେ ଟ୍ରାଫିକ ଜାମ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।
ପ୍ରାଥମିକ ପର୍ଯ୍ୟାୟରେ ୧୦ଟି କୁକୁରଙ୍କୁ ଟ୍ରେନିଂ ଦିଆଯାଉଛି। ଏହି ଟ୍ରେନିଂ ୫୪ ସପ୍ତାହ ଧରି ଚାଲିବ। ଏଯାଏ କୁକୁର ୩୦ ସପ୍ତାହ ଟ୍ରେନିଂ ଶେଷ କରିସାରିଛନ୍ତି। ବର୍ତ୍ତମାନ ସେମାନଙ୍କର ଆଡଭାନ୍ସ ଟ୍ରେନିଂ ଚାଲିଛି। ସଂପୂର୍ଣ୍ଣ ଟ୍ରେନିଂ ସରିବା ପରେ ଏମାନଙ୍କୁ ଠିକ କରାଯାଇଥିବା ଜୋନ୍କୁ ପଠାଯିବ।
ବୀମାଭୁକ୍ତ ୧ ଲକ୍ଷ ୨୬ ହଜାର ଚାଷୀ ଆବେଦନ କରି ସାରିଲେଣି । କାଲି ସୁଦ୍ଧା ଅନ୍ୟ ବୀମାଭୁକ୍ତ ଚାଷୀ ପଞ୍ଜୀକରଣ କରିନିଅନ୍ତୁ। କୃଷି ରକ୍ଷକ ଆପ୍ର ଟୋଲ୍ ଫ୍ରି ନଂ ୧୪୪୪୭ରେ ଆବେଦନ କରିବାକୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ।
ଶ୍ରୀମନ୍ଦିର ବାହାରେ ଓ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ବେଳାଭୂମିରେ ପର୍ଯ୍ୟାପ୍ତ ଲାଇଫଗାର୍ଡ ମୁତୟନ ହେବାସହ ଜିରୋ ନାଇଟ୍ ସେଲିବ୍ରେସନ ବେଳେ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯିବ।
ସେଣ୍ଟ୍ରାଲ ମନିଟରିଂ ସିଷ୍ଟମରେ ସମସ୍ତ ସିସିଟିଭିକୁ ନିୟନ୍ତ୍ରଣ କରିବା ପ୍ରକ୍ରିୟା ମଧ୍ୟ ସେହି ତାରିଖ ଶୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ନର୍ଦ୍ଦେଶ ରହିଛି। ସେନା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର ପ୍ରଦର୍ଶନ କରାଯିବ ସେନେଇ ରାଜ୍ୟ ସରକାର ଜାରି କରିଥିବା SOPକୁ କଡାକଡି ପାଳନ କରିବାକୁ ମଧ୍ୟ ହାଇକୋର୍ଟ...
ଚାନ୍ଦିନୀ ଫୁଫୁଗାଁରେ ଥିବା ମାମୁ ଘରେ ରହି ପାଠ ପଢ଼ୁଥିଲା । ଗତକାଲି ଦିନବେଳା ଘର ବାହାରେ ଥିବା ଏକ ଜମିରେ ଭାଇ ସହ ଖେଳୁଥିଲା। ଏହିସମୟରେ ୫ଟି ବୁଲା କୁକୁର ଚାନ୍ଦିନୀ ନିକଟକୁ ଆସିଥିଲେ। ଅଚାନକ ଭାବେ ଗୋଟିଏ ବୁଲା କୁକୁର ଚାନ୍ଦିନୀକୁ କାମୁଡିବା ସହ ଆକ୍ରମଣ...
ଅଲ୍ଲୁ ଅର୍ଜୁନ ଗିରଫ ହୋଇ ବେଲରେ ଆସିଛନ୍ତି। ସେ ଜାମିନରେ ଆସିବା ପରେ ମାମଲା ଥମନି। ବରଂ ବିବାଦ ଆହୁରି ବଢ଼ିବାରେ ଲାଗିଛି। ତେଲଙ୍ଗାନା ବିଧାନସଭାରେ ଅଲ୍ଲୁଙ୍କ ପ୍ରସଙ୍ଗକୁ ନେଇ ହୁଲୁସ୍ତୁଲ। ଅଲ୍ଲୁଙ୍କ ଘରେ ଭଙ୍ଗାରୁଜା କରିଥିବା ୬ ଅଭିଯୁକ୍ତଙ୍କୁ ଜାମିନ ମିଳିଛି।
ଏକ ଛୋଟ ବିମାନ ଏକ ବିଲ୍ଡିଂରେ ଖସିପଡିଛି। ବିମାନରେ ଥିବା ସମସ୍ତଙ୍କର ମୃତ୍ୟୁ ଘଟିଛି। ଏହି ବିମାନଟି ଜଣେ ବ୍ୟବସାୟୀଙ୍କର ବୋଲି ଜଣାପଡିଛି। ବ୍ରାଜିଲର ନାଗରିକ ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି ଦକ୍ଷିଣ ବ୍ରାଜିଲର ପର୍ଯ୍ୟଟନ ସହର ଗ୍ରାମାଡ଼ୋରେ ଏହି ଦୁର୍ଘଟଣା ଘଟିଛି।
ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା । ଡିସେମ୍ୱର ୨୭ ଓ ୨୮ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ। ଗତକାଲି ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିବା ପରେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
କେନ୍ଦ୍ର ସରକାର ନିର୍ବାଚନୀ ନିୟମ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ମତଦାନ କେନ୍ଦ୍ରଗୁଡ଼ିକର ସିସିଟିଭି ଫୁଟେଜ୍ ସାର୍ବଜନୀନ ହେବ ନାହିଁ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ଫୁଟେଜ ସର୍ବସାଧାରଣ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ଏହି ପରିବର୍ତ୍ତନକୁ ବିରୋଧ କରିବା ସହ ଏହା ନିର୍ବାଚନ ସ୍ୱଚ୍ଛତା...
ଷ୍ଟ୍ରବେରୀ ଚାଷ ପାଇଁ କୋରାପୁଟିଆ ଚାଷୀ ମନ ବଳାଉଥିବାରୁ ସହାୟତା ପାଇଁ ଆଗେଇ ଆସିଛି ଜିଲ୍ଲା ଉଦ୍ୟାନ ବିଭାଗ । କୋଟିଆ ଅଞ୍ଚଳରେ ଷ୍ଟ୍ରବେରୀ ଚାଷର ସଫଳତା ପରେ ଏବେ ଜିଲ୍ଲାର ଅନ୍ୟ ଅଞ୍ଚଳରେ ଚାଷୀଙ୍କୁ ଷ୍ଟ୍ରବେରୀ ଚାଷ ପାଇଁ ଉତ୍ସାହିତ କରାଯାଉଛି ।
ଦାନ ଦେବାବେଳେ ହୁଣ୍ଡିରେ ପଡ଼ିଗଲା iPhone। ମନ୍ଦିର କର୍ତ୍ତୃପକ୍ଷ କହିଥିଲେ, ହୁଣ୍ଡି ହେଉଛି ଦେବତାଙ୍କର ସମ୍ପତ୍ତି। ସେଥିରେ ଯାହା ଥିବ ତାହା ଫେରସ୍ତ କରାଯାଇପାରିବ ନାହିଁ।
ପ୍ରଧାନମନ୍ତ୍ରୀ କହିଛନ୍ତି- ବିକଶିତ ଭାରତର ଯାତ୍ରା ପ୍ରବାସୀ ଭାରତୀୟଙ୍କ ଭାଗିଦାରୀ ବିନା ଅସମ୍ଭବ। ମୁଁ ଆପଣ ସମସ୍ତଙ୍କୁ ବିକଶିତ ଭାରତର ସଂକଳ୍ପ ସହ ଯୋଡ଼ିହେବା ପାଇଁ ଆମନ୍ତ୍ରଣ କରୁଛି । କୁଏତୀ ବନ୍ଧୁଙ୍କୁ ସାଥିରେ ନେଇ ଭାରତ ଆସନ୍ତୁ...
ଏହି ଦୁର୍ଘଟଣା ପରେ ବ୍ରାଜିଲର ରାଜ୍ୟପାଳ ରୋମିଓ ଜେମା ମିନାସ୍ ଜେରାଇସ୍ ସରକାରଙ୍କୁ ସମ୍ପୂର୍ଣ୍ଣ ଆଲର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବଡ଼ଦିନ ପୂର୍ବରୁ ମୃତାହତଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଘନ କୁହୁଡ଼ିର ସମ୍ଭାବନା ରହିଛି । ଦିନ ତାପମାତ୍ରା କମିଥିବା ବେଳେ ରାତି ତାପମାତ୍ରା ସ୍ବାଭାବିକଠୁ ଅଧିକ ରହିଛି ।
୨୦୦୧ ସେପ୍ଟେମ୍ବର ୧୧ରେ ଆତଙ୍କୀମାନେ ଯେଉଁଭଳି ଭାବେ ଆମେରିକାସ୍ଥିତ ୱାଲ୍ଡ ଟ୍ରେଡ୍ ସେଣ୍ଟରରେ ବିମାନ ଧକ୍କା କରାଇଥିଲେ, ଆଜି କାଜାନ୍ ଉପରେ ୟୁକ୍ରେନ ଡ୍ରୋନ୍ ଆଟାକର ଦୃଶ୍ୟ ବି କିଛି ସେହିଭଳି ଦେଖାଯାଉଛି। ୮ଟି ଡ୍ରୋନରୁ ୬ଟି ଡ୍ରୋନ୍ ଆବାସିକ କୋଠାରେ ଓ ଗୋଟିଏ ଶିଳ୍ପାଞ୍ଚଳରେ ମାଡ଼ ହୋଇଥିବା...
ପାଚିଲା ଧାନ କଳେଇକୁ ଉଠେଇଲା ବେଳକୁ ଭାଙ୍ଗିଯାଉଛି ଚାଷୀର ଦମ୍ଭ...କ୍ଷେତ ମଝିରେ ବତୁରା ଫସଲକୁ ବଞ୍ଚାଇବା ପାଇଁ ଉଦ୍ୟମ ସତ୍ତ୍ବେ ନିରାଶ ହେଉଛି ଚଷାପୁଅ...ଆଉ ବା କ’ଣ ଅଛି ଯେ ବଞ୍ଚିବ। ଖଳାକୁ ଯିବା ଆଗରୁ ବିଲ ମଝିରେ ଓଦାରେ ଯେତେବେଳେ ସରସର ହୋଇଯାଇଛି ବର୍ଷକର ଦାନାପାଣି, ସେତେବେଳେ...
ଦୁର୍ଘଟଣା ସମୟରେ ଡ୍ରାଇଭର କାରରୁ ଡେଇଁ ପଡ଼ିଥିଲେ। ଏହା ପରେ କାରଟି ଓଲଟି ପଡ଼ିବା ପରେ ଅବଶିଷ୍ଟ ୪ ଜଣ ଯାତ୍ରୀ ମଧ୍ୟ ଶୋ’ରୁମ ନିକଟରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ସମସ୍ତେ ଥଟ୍ଟା କରି ଶୋ’ରୁମ୍ରେ ପ୍ରବେଶ କରି କହିଲେ, “ଆମକୁ ଚା ଦିଅ” ।
ଏକ ଛାଡ଼ପତ୍ର ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ବ୍ୟକ୍ତି ଜଣକ ପ୍ରଥମ ସ୍ତ୍ରୀଙ୍କୁ ଭରଣପୋଷଣ ବାବଦକୁ ୫୦୦ କୋଟି ଦେଇଥିବା ବେଳେ ଦ୍ୱିତୀୟ ସ୍ତ୍ରୀ ମଧ୍ୟ ସମାନ ପରିମାଣର ଟଙ୍କା ଦାବି କରିଥିଲେ। ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ୱାମୀଙ୍କ ସଂପତ୍ତି ସହ...