• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

IAN Chhapell
IPL ୨୦୨୧ ପରେ ଭାରତରେ ବାତିଲ ହୋଇପାରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌

ନୂଆଦିଲ୍ଲୀ: ଭାରତରେ ଖେଳାଯିବନି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ । ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ସିନିୟର କ୍ରିକେଟର ଇଆନ୍‌ ଚାପେଲ । ସେ କହିଛନ୍ତି କରୋନା ମହାମାରୀ କାରଣରୁ ଯେଭଳି ଭାବେ ଆଇପିଏଲକୁ ଅଧାରୁ ସ୍ଥଗିତ ରଖାଗଲା । ସେହିଭଳି ପରିସ୍ଥିତିକୁ ଦୃଷ୍ଟିରେ…

kangna
ଇମୋସ୍ନାଲ ହେଲେ କଙ୍ଗନା, ମା’ଙ୍କ କଳା-ଧଳା ଫଟୋ ସେୟାର କଲେ.. ଭାଇରାଲ ହେଲା

ନୂଆଦିଲ୍ଲୀ: ମାତୃ ଦିବସ ଅବସରରେ ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତ ତାଙ୍କ ମା’ଙ୍କୁ ମନେ ପକାଇ ଅତ୍ୟନ୍ତ ଇମୋସନାଲ ହୋଇପଡ଼ିଛନ୍ତି । ଅଭିନେତ୍ରୀ କଙ୍ଗନା ତାଙ୍କ ମା’ଙ୍କ ଏକ ପୁରୁଣା ଫଟୋ ସେୟାର କରି ହୃଦୟର ଭାବନା ପ୍ରକାଶ କରିଛନ୍ତି ।…

BJP MLA Pappu Lodhi
ବିକଟାଳ ସ୍ୱାସ୍ଥ୍ୟ ସେବା ! ବିଧାୟକଙ୍କ ପତ୍ନୀଙ୍କୁ ମିଳିଲାନି ବେଡ୍‌, ୩ ଘଣ୍ଟା ଚଟାଣରେ ଶୋଇଲେ..

ଆଗ୍ରା: ଉତ୍ତରପ୍ରଦେଶ, ଫିରୋଜାବାଦ ଜିଲ୍ଲାର ଜସନାର ବିଧାୟକ ରାମ ଗୋପାଳ ତଥା ପପୁ ଲୋଧି ଏକ ବଡ଼ ଅଭିଯୋଗ ଆଣିଛନ୍ତି । ଏସଏନ ମେଡିକାଲ କଲେଜରେ କରୋନା କାଳରେ ରୋଗୀଙ୍କ ପ୍ରତି ଅବହେଳା କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ସେ…

Mallikarjun kharge
ପ୍ରଧାନମନ୍ତ୍ରୀଙ୍କୁ ସାଂସଦ ମଲ୍ଲିକାର୍ଜୁନଙ୍କ ଚିଠି, କରୋନା ଲଢ଼େଇରେ ଜିତିବା ପାଇଁ ଦେଲେ ୬ଟି ପରାମର୍ଶ..

ପ୍ରଧାନମନ୍ତ୍ରୀଙ୍କୁ ସାଂସଦ ମଲ୍ଲିକାର୍ଜୁନ ଦେଲେ ୬ ପରାମର୍ଶ, କହିଲେ ଏକା ଲଢ଼ିପାରିବ ନାହିଁ..

Capture
BCCIର ବରିଷ୍ଠ ସ୍କୋରରଙ୍କ ପରଲୋକ, ପୂର୍ବରୁ କରୋନା ସଂକ୍ରମିତ ଥିବା ସୂଚନା

ନୂଆଦିଲ୍ଲୀ: କରୋନା ମହାମାରୀ ଜାଲରେ ଏବେ ପୁରା ଦେଶ ଛନ୍ଦି ହୋଇରହିଛି । ଲୋକମାନେ ଘରୁ ବାହାରିବାକୁ ଡରୁଛନ୍ତି । ସତେ ଯେମିତି ବାହାରେ ତାଙ୍କୁ ମୃତ୍ୟୁ ଅପେକ୍ଷା କରିଛି । ଦିନକୁ ଦିନ ଦେଶରେ ସଂକ୍ରମଣ ବଢ଼ୁଥିବା ବେଳେ ଅନ୍ୟପଟେ…

rishabh pant
ଗାଁ ଗାଁରେ କରୋନା କିଟ୍‌-ଅମ୍ଳଜାନ ସିଲିଣ୍ଡର ଯୋଗାଇବେ ଋିଷଭ

ନୂଆଦିଲ୍ଲୀ: କରୋନା ମାହାମରୀ ବିପକ୍ଷ ଲଢ଼େଇରେ ଅନେକ ଖେଳାଳିଙ୍କ ନାଁ ଆଗକୁ ଆସିଲାଣି । ସେହି ତାଲିକାରେ ଏବେ ଆଉ ଏକ ନୂଆ ନାଁ ଯୋଡ଼ି ହୋଇଯାଇଛି । ସେ ହେଉଛନ୍ତି ଆଇପିଏଲ ତଥା ଭାରତୀୟ କ୍ରିକେଟ ଦଳର ଚର୍ଚ୍ଚିତ ୱିକେଟ୍…

Capture
ମୃତ ପିତାଙ୍କ ଡିଗ୍ରୀ ଧରି ୨୦ ବର୍ଷ ହେଲା ଡାକ୍ତରୀ ସେବା ଯୋଗାଉଛି ଅବ୍ଦୁଲ କରିମ

ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ମୃତ ପିତାଙ୍କ ଡାକ୍ତରୀ ଡିଗ୍ରୀ  ଧରି ଲୋକଙ୍କୁ ଗତ ୨୦ ବର୍ଷ ହେବ ଚିକିତ୍ସା କରିଆସୁଛି । ସେ ଏକ ବିଲରେ ନିଜର ଡାକ୍ତରୀ…

Virat-Kohllo
କୋହଲିଙ୍କ ଆହ୍ୱାନରେ ଆଗେଇ ଆସିଲେ ଜନତା, ୨୪ ଘଣ୍ଟାରେ ସାଢ଼େ ୩ କୋଟି ଜମା..

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏବେ ସମାଜ ସେବାରେ ଲାଗିପଡ଼ିଛନ୍ତି । କରୋନା ବିରୋଧରେ ଲଢ଼େଇ ଏବଂ ଲୋକଙ୍କୁ ସହଯୋଗ କରିବା ପାଇଁ ସେ ଅର୍ଥ ଯୋଗାଡ଼ କରିବାରେ ଜୋରସୋର…

TEAM INDIA
ପୂରା ଟିମ୍‌ ଇଣ୍ଡିଆ ରହିବ କଡ଼ା କ୍ୱାରେଣ୍ଟାଇନ୍‌ରେ ! ହେଲେ କାହିଁକି..?

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଯିବା ପୂର୍ବରୁ ଟିମ୍ ଇଣ୍ଡିଆକୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ହେବ । ସେମାନେ କରୋନା ଆକ୍ରାନ୍ତ ଥାନ୍ତୁ କି ନଥାନ୍ତୁ । ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ । କରୋନା କାଳରେ କ୍ରିକେଟ୍ ଫେରିବା ପରେ ଟିମ୍ ଇଣ୍ଡିଆ…

putin
AK-47 ଯାହା ସ୍ପୁଟ୍‌ନିକ-ଭି ଭ୍ୟାକ୍ସିନ ତାହା ! ଏମିତି ତୁଳନା କଲେ ରାଷ୍ଟ୍ରପତି ପୁଟିନ୍‌, ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ: ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇସାରିଥିବା କାରୋନା ଭ୍ୟାକ୍ସିନ୍ ସ୍ପୁଟ୍‌ନିକ୍-ଭିକୁ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ AK-47 ସହିତ ତୁଳନା କରିଛନ୍ତି । ଏହି ଭ୍ୟାକ୍ସିନ ବିଷୟରେ ସେ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ବିଶ୍ୱାସଯୋଗ୍ୟ । ଅସ୍ତ୍ରଶସ୍ତ୍ର…

Twinkle Kalia
କରୋନା ରୋଗୀଙ୍କୁ ମାଗଣାରେ ହସ୍ପିଟାଲ ପହଞ୍ଚାଉଛନ୍ତି ‘ଆମ୍ବୁଲାନ୍ସ ଦିଦି’, ସବୁଆଡ଼ୁ ପ୍ରଶଂସା ସାଉଁଟୁଛନ୍ତି..

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ସମୟରେ ଦେଶର ଅନେକ ସ୍ଥାନରେ ଅମ୍ଳଜାନ ଓ ଔଷଧର କଳାବଜାରୀ କରାଯାଉଥିବା ଭଳି ଖବର ସାମ୍ନାକୁ ଆସୁଛି । ଏଭଳି ଜଟିଳ ପରିସ୍ଥିତିରେ, ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଦିନରାତି ଲୋକଙ୍କ ସେବାରେ…

TEAM INDIA
ଇଂଲଣ୍ଡ ଟେଷ୍ଟ ସିରିଜ୍‌ ପାଇଁ ଟିମ ଇଣ୍ଡିଆ ଘୋଷିତ, ବାଦ ପଡ଼ିଲେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ଏବଂ ଇଂଲଣ୍ଡ ସହ ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତୀୟ ଟିମ ଚୟନ ହୋଇସାରିଛି । ଆଘାତ କାରଣରୁ ଦଳରୁ ବାଦ୍‌ ପଡ଼ିଥିବା ରବୀନ୍ଦ୍ର ଜାଡେଜା, ହନୁମା ବିହାରୀ,…

sourav ganguly
ଭାରତୀୟ ଖେଳାଳିଙ୍କୁ କେବଳ କୋଭିସିଲ୍ଡ ଟିକା ନେବାକୁ ପରାମର୍ଶ, ଜାଣନ୍ତୁ କାହିଁକି...

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୧୪ତମ ସଂସ୍କରଣ ସମୟ ପୂର୍ବରୁ ଶେଷ ହୋଇଯାଇଛି । ଏବେ ଭାରତୀୟ ଖେଳାଳିଙ୍କୁ ଆସନ୍ତା ମାସରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍ ଖେଳିବାକୁ ଇଂଲଣ୍ଡ ଯିବାକୁ ପଡିବ । ଏହାପୂର୍ବରୁ ଭାରତୀୟ…

SC
ଜେଲରେ ସ୍ଥିତି ଗମ୍ଭୀର ! ଖୁବ୍‌ଶୀଘ୍ର ମୁକ୍ତି ପାଇବେ କଏଦୀ..

ନୂଆଦିଲ୍ଲୀ: ଜେଲରୁ ମୁକ୍ତି ପାଇବେ କଏଦୀ । କରୋନା କାଳରେ ଜେଲରେ ରହିଲେ କଏଦୀଙ୍କ ପାଇଁ ବିପଦ ରହିଛି। ତେଣୁ ତାଙ୍କୁ ତୁରନ୍ତ ଜାମିନ ପ୍ରଦାନ କରାଯିବା ଉଚିତ୍‌ । ଏଭଳି  ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ପୁଣି ଥରେ ଚର୍ଚ୍ଚା…

ipl
IPLରେ ବଡ଼ ଖୁଲାସା: UAE ତୁଳନାରେ ଭାରତରେ ବାୟୋ-ବବୁଲ ଦୁର୍ବଳ ଥିଲା..

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ବାୟୋ-ବବୁଲ୍ ଗତ ବର୍ଷ ୟୁଏଇର ବାୟୋ ବବୁଲ ତୁଳନାରେ ଦୁର୍ବଳ ଥିଲା । ଆଇପିଏଲ ୨୦୨୧ ସ୍ଥଗିତ ହେବା ପରେ କିଛି ଖେଳାଳି ଏଭଳି କହିଛନ୍ତି । ଖେଳାଳିଙ୍କୁ କରୋନା ଗ୍ରାସ କରିବା ପରେ…

Randeep Guleria
ଅଲଗା-ଅଲଗା ସମୟରେ ଆସି ଘାଇଲା କରିବ କରୋନା: ଗୁଲେରିଆ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢ଼ାଇଥିବା ବେଳେ ରଣଦୀପ ଗୁଲେରିଆ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଆହୁରି ରୂପ ବଦଳାଇ ପାରେ କରୋନା । କରୋନା ଭାଇରସ୍‌ର ଦ୍ୱିତୀୟ ଲହର, ଦେଶର ବିଭିନ୍ନ ସ୍ଥାନରେ…

upscib
ଭାରତ ପରେ ବିଗିଡ଼ିପାରେ ପୂରା ବିଶ୍ୱର ସ୍ଥିତି

ୱାଶିଂଟନ୍: ଯଦି ଭାରତରେ ସ୍ଥିତି ଭୟାନକ ହୋଇ ରହେ, ତେବେ ଦୁନିଆର ପରିସ୍ଥିତି ମଧ୍ୟ ଭୟାନକ ରହିବ । ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଇଁ ଓକିଲାତି କରୁଥିବା ଏକ ପ୍ରମୁଖ ଗୋଷ୍ଠୀ ଏଭଳି କହିଛନ୍ତି । ସେମାନେ…

buttler
ଭାରତ ଛାଡ଼ିବା ପୂବର୍ରୁ ଜୋସ ବଟଲର ହେଲେ ଭାବପ୍ରବଣ, ଲେଖିଲେ ଏଭଳି ସନ୍ଦେଶ..

ନୂଆଦିଲ୍ଲୀ: ସାରା ଭାରତରେ ଏବେ କରୋନା କାୟା ବିସ୍ତାର କରି ରଖିଛି । କରୋନା ଜାଲରେ ଭାରତବାସୀ ଛନ୍ଦି ହୋଇ ରହିଛନ୍ତି । ବହାରି ପାରୁନାହାନ୍ତି କି ବର୍ତ୍ତିପାରୁ ନାହାନ୍ତି । ତେବେ ଏହି କରୋନା ସମୟରେ ଅନେକ ବ୍ୟବସ୍ଥିତ ଢ଼ଙ୍ଗରେ…

sand-storm
ହଠାତ ଘୋଟି ଆସିଲା ଅନ୍ଧାର, ୪୦ ଡିଗ୍ରୀର ଦାଉ ଦାଉ ଖରା ବେଳେ ଉଭାନ ହୋଇଗଲେ ସୂର୍ଯ୍ୟ..

ଜୟପୁର/ଚୁରୁ: ଦିନ ଥାଉ ଥାଉ ହଠାତ ଘୋଟି ଆସିଲା ଅନ୍ଧାର । ୪୦ ଡିଗ୍ରୀ ଦାଉ ଦାଉ ଖରା ବେଳେ ହଠାତ୍ ଉଭାନ ହୋଇଗଲେ ସୂର୍ଯ୍ୟ ଦେବତା । ଆଉ ମାଡ଼ି ଆସିଲା ଅନ୍ଧାର । ତେବେ ଏହା ପଛରେ କାରଣ…

ganjam lockdown
ଦେଶବ୍ୟାପୀ ଲକ୍‌ଡାଉନ ନେଇ କ’ଣ କହିଲେ କେନ୍ଦ୍ର ସରକାର ? ପଢ଼ନ୍ତୁ..

କରୋନା ଭାଇରସର ଦ୍ୱିତୀୟ ଲହର ଭାରତରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ବିଗତ କିଛି ସପ୍ତାହ ହେବ ଦିନକୁ ସାଢ଼େ ତିନି ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।