ଆଜି ୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହିତ ବାଲେଶ୍ୱରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡର ଭିତ୍ତିପ୍ରସ୍ତର ସ୍ଥାପନ ରଖିଛନ୍ତି ।
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ହେବ କରୋନା ଟିକା କୋଭାକ୍ସିନର ଫେଜ୍-୪ ଟ୍ରାଏଲ୍ । ଟିକା ପ୍ରସ୍ତୁତକାରୀ କମ୍ପାନି ଭାରତ ବାୟୋଟେକ ପକ୍ଷରୁ ଆଜି ଏନେଇ ସୂଚନା ଦିଆଯାଇଛି । କରୋନା ମହାମାରୀ ବିରୋଧରେ କୋଭାକ୍ସିନ୍ କେତେ ଫଳପ୍ରଦ ? ତାହା ଏହି…
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୧ଟି ପ୍ରସ୍ତାବକୁ ମିଳିଛି ମଂଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଅର୍ଥ, ମତ୍ସ୍ୟ ଓ ପ୍ରାଣୀ ସଂପଦ, ସାଧାରଣ ପ୍ରଶାସନ ବିଭାଗ, ଗୃହ ନିର୍ମାଣ ଓ ନଗର…
ଭୁବନେଶ୍ୱର: ରାଜ୍ୟର ଆଇପିଏସ୍ ସ୍ତରରେ ଅଦଳବଦଳ । ଏନେଇ ବୁଧବାର ସନ୍ଧ୍ୟାରେ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଆଇପିଏସ୍ ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ୍ ବିଭାଗ ଆଇଜି ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଥିବା ବେଳେ କେନ୍ଦ୍ରାଞ୍ଚଳ ଆଇଜି ଭାବେ…
ଭୁବନେଶ୍ୱର: କିଛି ଦିନ ତଳେ ଆମେ ସାମ୍ନା କରିଥିବା ବାତ୍ୟା ୟାସ୍ ଓଡ଼ିଶା ଉପକୂଳରେ ବେଶି ଘନୀଭୂତ ହୋଇପାରିନଥିଲା । ସ୍ଥଳଭାଗ ଛୁଇଁବା ପୂର୍ବରୁ ପବନ ବେଗ ଓ ବାତ୍ୟାର କୋପ ପୂର୍ବାନୁମାନ ଠାରୁ ବେଶ ଦୁର୍ବଳ ହୋଇସାରିଥିଲା । ଫଳରେ…
ବିଧାୟକ ପାଣ୍ଠି ନିୟମରେ ସଂଶୋଧନ ପାଇଁ ବିଜେପି ବିଧାୟକଙ୍କ ଦାବି । ଏନେଇ ମୁଖ୍ୟମନ୍ତ୍ରୀ ଓ ବିଧାନସଭା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ରାଜ୍ୟର ବିଜେପି ବିଧାୟକ । ଚିଠିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, କୋଭିଡ ମହାମାରୀ ପାଇଁ ମାସ୍କ ବଣ୍ଟନ…
ନୂଆଦିଲ୍ଲୀ: କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ବଡ଼ ଝଟ୍କା । ବିଗତ କିଛି ସାଧାରଣ ନିର୍ବାଚନରେ କଂଗ୍ରେସ ସୁଧୁରୁଥିବା ଓ ବିଜେପି ଖସୁଥିବା କଂଗ୍ରେସ ଦାବି କରୁଥିବା ବେଳେ ଏବେ ପୁଣି ଲାଗିଛି ଝଟ୍କା । ଗତବର୍ଷ ମାର୍ଚ୍ଚରେ ଜ୍ୟୋତିରାଦିତ୍ୟ ସିନ୍ଧିଆ…
କେନ୍ଦ୍ରାପଡ଼ା/ଭୁବନେଶ୍ୱର: ସାଇବର ସେଲ୍କୁ ବଡ଼ ସଫଳତା । ଫେରାଇ ଆଣିଲା ଲକ୍ଷାଧିକ ଟଙ୍କା । ‘ସେୟାର ମାର୍କେଟରେ ଟଙ୍କା ଲଗାଇଲେ, ଆମେ ତୁମକୁ ପ୍ରଚୁର ଲାଭ ଦେବୁ ।’ ଏଭଳି କିଛି ଲୋଭ ଦେଖାଇ ଟଙ୍କା ଲୁଟ କରିବାର ଉପାୟ ବାହାର…
ଭୁବନେଶ୍ୱର: ଗର୍ଭାବସ୍ଥାରେ ମା’ କରୋନା ଆକ୍ରାନ୍ତ ଥିଲେ ଛୁଆ ଆକ୍ରାନ୍ତ ହେବ, ତାହା ଜରୁରୀ ନୁହେଁ । ଛୋଟ ପିଲାଙ୍କୁ ମାସ୍କ ପିନ୍ଧାଇବା ବି ଆବଶ୍ୟକତା ନାହିଁ । ଗର୍ଭାବସ୍ଥାରେ ମା’ଠାରୁ ଛୁଆ ସଂକ୍ରମିତ ହେବ ନାହିଁ । ଛୁଆ ଜନ୍ମ…
ଭୁବନେଶ୍ୱର: କରୋନା ସାରା ବିଶ୍ୱକୁ ଡରାଇ ରଖିଛି । କରୋନାରୁ ମୁକ୍ତି ପାଇବା ପାଇଁ ଦିନରାତି ଅହରହ ପରିଶ୍ରମ କରୁଛନ୍ତି ଅନେକ ବୈଜ୍ଞାନିକ ବିଶେଷଜ୍ଞ । ଆଉ ଅନ୍ୟପଟେ କରୋନା ରୋଗୀଙ୍କୁ ଭଲ କରିବା ପାଇଁ ଦିନ ରାତି ଏକ କରିଛନ୍ତି…
ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଚିନ୍ତା । ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । ଲକ୍ଡାଉନ୍ ସଟ୍ଡାଉନ୍ ଭିତରେ ଅନେକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ଚାଷୀଙ୍କ ଅବସ୍ଥା ମଧ୍ୟ ଶୋଚନୀୟ ହୋଇଛି । ତେବେ କେନ୍ଦ୍ର ସରକାରଙ୍କ…
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ ଆଜି ବିଜେପିରେ ମିଶିଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଉପସ୍ଥିତିରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଜିତିନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା…
ନୂଆଦିଲ୍ଲୀ: ଇତିହାସ ରଚିଛନ୍ତି ଟିମ୍ ଇଣ୍ଡିଆର ଷ୍ଟ୍ରାଇକର ସୁନୀଲ ଛେତ୍ରୀ । ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନେଲ ମେସିଙ୍କୁ ପଛରେ ପକାଇଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ । ବାଲାଂଦେଶ ବିପକ୍ଷ ୨୦୨୨ ଫିଫା ପ୍ରାରମ୍ଭିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ବେଳେ ସେ ଏଭଳି…
ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼, ସବୁଠୁ ବିଶାଳ ଟିକାକରଣ ଅଭିଯାନ ଭାରତରେ ଚାଲିଛି । କରୋନା କବଚ ନେଉଛନ୍ତି ୧୮ ବର୍ଷରୁ ଅଧିକ ବୟସ୍କ । ତେବେ କେବଳ ଆମ ରାଜ୍ୟରେ ନୁହେଁ, ଅଧିକାଂଶ ସ୍ଥାନରେ ଲୋକେ କୋ-ଓ୍ୱିନ୍ରେ ପଞ୍ଜୀକରଣ କରି…
ଭୁବନେଶ୍ୱର: ମାଟ୍ରିକ୍ ଓ ଯୁକ୍ତ ଦୁଇ ପରେ ଏବେ ୟୁଜି-ପିଜି ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ । ପରୀକ୍ଷା ହେବ ନା ନାହିଁ ? ଯଦି ହେବ କେମିତି ଓ କେତେବେଳେ ? କାରଣ ସାଧାରଣ ସମୟରେ ଏବେ ସୁଦ୍ଧା ଶେଷ ସେମିଷ୍ଟର…
ଯାଜପୁର/ ହିଞ୍ଜିଳିକାଟୁ: ସତର୍କତା ହିଁ ସୁରକ୍ଷାର ମୂଳମନ୍ତ୍ର, ସଚେତନତା ହିଁ ପରିବର୍ତ୍ତନର ଚାବିକାଠି । ଏହି ବାର୍ତ୍ତାକୁ ଗଣ୍ଠି କରି ମୃତ୍ୟୁର ମହାମାରୀ ବେଳେ ଲୋକଙ୍କ ଭିତରେ ଆକର୍ଷଣୀୟ ଢଙ୍ଗରେ ଜନଜାଗରଣ ସୃଷ୍ଟି କରୁଛନ୍ତି ବହୁ ବ୍ୟକ୍ତି ବିଶେଷ । କେଉଁଠି…
ନୂଆଦିଲ୍ଲୀ: ଆମେରିକା ପ୍ରସ୍ତୁତ କରିଛି ଏକ ଗୁପ୍ତ ସେନା । ଯାହାର କାମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କେହି ଜାଣନ୍ତି ନାହିଁ ଏହି ସେନାର ସୈନ୍ୟ କିଏ ? କିନ୍ତୁ ମିଶନ ସବୁବେଳେ ସସ୍କେସଫୁଲ । ଏହି ଗୁପ୍ତ…
ପୁରୀ: ଶୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ କୋଭିଡ୍ ଯୋଦ୍ଧା ମାନ୍ୟତା ଦିଆଯାଉ । ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଚିଠିରେ ସେ ଉଲ୍ଲେଖ କରିଛନ୍ତି, କୋଭିଡ୍…
ବଲାଙ୍ଗିର: କରୋନା କାଳରେ ଦେବଦୂତ ସାଜିଲେ ଓଡ଼ିଆ ଡାକ୍ତର । ବିଦେଶରେ କାମ କରୁଥିବା ଓଡ଼ିଆ ଡାକ୍ତର ନିଜ ଜନ୍ମମାଟି ଲାଗି ୧୫ଟି ଅକ୍ସିଜେନ କନସେନ୍ଟ୍ରେଟର ପଠାଇଛନ୍ତି । ବଲାଙ୍ଗିର ଜିଲ୍ଲାର ଓଡ଼ିଆ ଡାକ୍ତର ଚିତ୍ତରଂଜନ ଯୋଶୀ ବର୍ତ୍ତମାନ ଅଷ୍ଟ୍ରେଲିଆରେ କାର୍ଯ୍ୟ…
ରାଜ୍ୟରେ ଡ୍ରଗ୍ସ କାରବାର ବଢି ଚାଲିଥିବାବେଳେ ଏହାକୁ ରୋକିବାରେ ସଫଳ ହୋଇଛି ଓଡ଼ିଶା ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) । ରାଜ୍ୟରେ ନିଶା କାରବାର ରୋକିବାରେ ଏସଟିଏଫ୍ର ପ୍ରମୁଖ ଭୂମିକା ଥିବା କହି ଏହାର ପ୍ରଶଂସା କରିଛନ୍ତି ପୋଲିସ ଡିଜି ଅଭୟ । ଆଜି ଏକ ପ୍ରେସ୍...