ଅଷ୍ଟ୍ରେଲିଆ: ବିଶାଳ ବୁଢ଼ିଆଣୀ ଜାଲରେ ଆଚ୍ଛାଦିତ ହୋଇଛି ପଡ଼ିଆ । ଘାସ ଗାଲିଚା ସହ ପଡ଼ିଆର ଏକର ଏକର ଅଂଚଳ ବୁଢ଼ଇାଣୀ ଜାଲରେ ଢାଙ୍କି ହୋଇ ରହିଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆର ଗିପ୍ସଲ୍ୟାଣ୍ଡ ଭିକ୍ଟୋରିଆ ଅଞ୍ଚଳରେ ।…
ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଲା ଇ-ପାଠଶାଳା ଓ ଇ-ମୂଲ୍ୟାୟନ । ଏଣିକି ପିଲାଙ୍କୁ ଅନଲାଇନରେ ପାଠ ପଢ଼ାଇବା ସହ ପରୀକ୍ଷା ଯେପରି କରାଯାଇପାରିବ ସେ ନେଇ ଗୁରୁତ୍ୱ ଦିଆଯାଇଛି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ ହୋଇଛି…
ନୂଆଦିଲ୍ଲୀ: ଆଜିଠାରୁ ସୁନା ଅଳଙ୍କାର ପାଇଁ ଶୁଦ୍ଧତାର ଗ୍ୟାରେଣ୍ଟି ଦେଉଥିବା ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି । ପର୍ଯ୍ୟାୟକ୍ରମେ ଏହାକୁ ଲାଗୁ କରାଯିବ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ପ୍ରଥମେ ଏହି ନିୟମକୁ ଦେଶର ୨୫୬ ଜିଲ୍ଲାରେ…
ମୋହାଲି: ନାକେଦମ୍ ହେଲେଣି ପଞ୍ଜାବ ସରକାର । କଂଗ୍ରେସରେ ଦଳୀୟ କନ୍ଦଳ ଦିନକୁ ଦିନ ଘନଉଥିବା ବେଳେ ବିରୋଧୀଙ୍କ ମଧ୍ୟ ନାକେଦମ କଲେଣି । ଗୋଟିଏ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳ କଂଗ୍ରେସର କିଛି ବିଦ୍ରୋହୀ ନେତା ତାଙ୍କୁ ବିରୋଧ କରୁଥିବା…
ଜୟପୁର: ରାଜସ୍ଥାନ କଂଗ୍ରେସ ସରକାରଙ୍କ ନୀତିକୁ ନେଇ ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ତୀବ୍ର ସମାଲୋଚନା । ରାଜସ୍ଥାନ କଂଗ୍ରେସରେ ଅସ୍ଥିରତା ଜାରି ରହିଛି । ସରକାର ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ଅବହେଳା କରିଥିବା ଅଭିଯୋଗ କରିଛନ୍ତି ରାଜ୍ୟବର୍ଦ୍ଧନ…
ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହର ସହ ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ଦିଲ୍ଲୀ ସରକାର । ଏହି କ୍ରମରେ ୫ ହଜାର ଯୁବକ/ଯୁବତୀଙ୍କୁ ସ୍ୱାସ୍ଥ୍ୟ ସହାୟକା ଭାବେ ପ୍ରଶିକ୍ଷଣ ଦେବେ ବୋଲି ସ୍ଥିର କରିଛନ୍ତି ସରକାର । ଆଗକୁ ଦେଶରେ…
ନୂଆଦିଲ୍ଲୀ: କୋଭିଡ୍ ମୁକାବିଲାରେ ନିୟୋଜିତ ସମ୍ମୁଖ କର୍ମୀଙ୍କ ଲାଗି କ୍ରାସ୍ କୋର୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୮ ତାରିଖ ସକାଳ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଭିଡିଓ…
ଫୁଲବାଣୀ: କୋଭିଡ ହସ୍ପିଟାଲରେ ମହିଳାଙ୍କ କନ୍ୟା ସନ୍ତାନ ପ୍ରସବ । କନ୍ୟା ସନ୍ତାନଟି ସୁସ୍ଥ ଥିବା ବେଳେ ତାର ଆଣ୍ଟିଜେନ୍ ରିପୋର୍ଟ ନେଗେଟିଭ୍ ଆସିଛି । ହସ୍ପିଟାଲ SNCUରେ ତାକୁ ରଖାଯାଇଛି । ସେପଟେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି…
ଭୁବନେଶ୍ୱର: କୋଭିଡ୍ କଟକଣା ଭିତରେ ଅନୁଷ୍ଠିତ ହୋଇଛି ଶ୍ରୀ ଲିଙ୍ଗରାଜଙ୍କ ପବିତ୍ର ଶୀତଳଷଷ୍ଠୀ ଯାତ୍ରା । ରୀତିନୀତି ଅନୁଯାୟୀ କେଦାର ଗୌରୀ ମନ୍ଦିରରେ ମଙ୍ଗଳବାର ରାତି ୧୧ଟା ୩୦ରେ ବିବାହ ଆରମ୍ଭ ହୋଇଥିଲା । ବୁଧବାର ଭୋର ୪ଟା ୩୦ରେ ବିବାହ…
ଘସିପୁରା: ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଦେବାଶିଷ ଜଣେ ମହିଳାଙ୍କ ଘରେ ପଶି ଥାନାରୁ ମାମଲା ପ୍ରତ୍ୟାହାର କରିବାକୁ ବାଧ୍ୟ କରିଛନ୍ତି । ଉକ୍ତ ମହିଳା ଜଣକ ଅସଦାଚରଣର ଶିକାର ହୋଇ…
ଚମ୍ପୂଆ: ମଶାଣିରେ ମୃତକଙ୍କ ମୁହଁ ଦେଖାଇବାକୁ ୫ ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗ । ଲାଞ୍ଚ ମାଗୁଛନ୍ତି ଅନ୍ତିମ ସଂସ୍କାର କରୁଥିବା କର୍ମଚାରୀ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳର ଏନେଇ ଏକ ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି…
ଭଦ୍ରକ: ସୁନା ସଂସାର, ଆଉ ହସଖେଳ ଭରା ପରିବାକୁ ଚୁରମାର କରିଦେଇଛି ମହାମାରୀ କରୋନା । ଦଇବ ଏଭଳି କ୍ରୁର ହସ ହସିଛି ଯେ ଭଲମନ୍ଦ ବୁଝିବା ଆଗରୁ ଅସରନ୍ତି ଦୁଃଖ ଆଉ ଦୁର୍ଦ୍ଦଶାକୁ ଠେଲି ହୋଇଯାଇଛି । ଅନେକ ଶିଶୁଙ୍କ…
ଭୁବନେଶ୍ୱର: ପୌର ନିର୍ବାଚନ ଭଳି ସମାନ ଦଶା ଭୋଗିବନି ତ ପଂଚାୟତ ନିର୍ବାଚନ ? ରାଜ୍ୟ ନିର୍ବାଚନ କମିଶନଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ସରକାର ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସାରୁନଥିବାରୁ ସୃଷ୍ଟି ହୋଇଛି ଏଭଳି ପ୍ରଶ୍ନ ।…
ଅମ୍ରିତଶର: ପଞ୍ଚାବ କଂଗ୍ରେସରେ ଦଳୀୟ କନ୍ଦଳ ଦିନକୁ ଦିନ ଘନଉଥିବା ବେଳେ ଏବେ ବିରୋଧୀଙ୍କ ମଧ୍ୟ ନାକେଦମ କଲେଣି । ଗୋଟିଏପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳ କଂଗ୍ରେସର କିଛି ବିଦ୍ରୋହୀ ନେତା ତାଙ୍କୁ ବିରୋଧ କରୁଥିବା ବେଳେ ଏବେ ସ୍ଥିତି…
ଭଦ୍ରକ: ଭଦ୍ରକ ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଜି ବୈଦିକ ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କର ବିବାହ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି ହୋଇଥିଲା ।…
କରୋନା ପାଇଁ ଫିକା ପଡିଲା ରଜ ପର୍ବ । ରଜରେ ଖେଳା ଯାଉଥିବା କବାଡ଼ି ଖେଳ ମଧ୍ୟ ମହାମାରୀ ପାଇଁ ବାତିଲ୍ ହୋଇଛି । ଦୀର୍ଘ ୬୫ବର୍ଷ ଧରି ଯାଜପୁର ଖଣ୍ଡିତରରେ ଆୟୋଜନ ହେଉଥିବା କବାଡି ପ୍ରତିଯୋଗିତାକୁ ଚଳିତ ବର୍ଷ ବାତିଲ…
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି କିଣାଯାଇଥିବା ଜମିରେ ଦୁର୍ନୀତି ହୋଇଥିବା ନେଇ ଯେଉଁ ଅଭିଯୋଗ ଆସିଛି, ତାହାର ତଦନ୍ତ କରାଯିବ । ତଦନ୍ତ ପରେ ଯଦି କିଛି ଅନିୟମିତତା ହୋଇଥିବା ଜଣାପଡ଼େ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉତ୍ତରପ୍ରଦେଶ…
କଟକ: କଟକରୁ ନକଲି ଫାଭିପିରାଭିର ଜବତ ଘଟଣାର ହେବ ଜୋରଦାର ତଦନ୍ତ । ଏଥିପାଇଁ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସର ଗୋଟିଏ ଟିମ୍ ଗଠନ କରାଯାଇଛି । ଏହାସହ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ଏନେଇ ବିଚାର ବିମର୍ଶ କରାଯାଉଛି ବୋଲି ପୋଲିସ…
ନୂଆଦିଲ୍ଲୀ: ସାରା ବିଶ୍ୱରେ ଆଣବିକ ଅସ୍ତ୍ର ପ୍ରତିଯୋଗିତା ଦିନକୁ ଦିନ ବୃଦ୍ଧି ପାଉଛି । ପରମାଣୁ ଅସ୍ତ୍ର ଉପରେ ନଜର ରଖୁଥିବା ଆନ୍ତର୍ଜାତୀୟ ସଂସ୍ଥା ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ପ୍ରତିଷ୍ଠାନ (SIPRI) ଏକ ରିପୋର୍ଟରେ ଦାବି କରିଛି ଯେ ଗତ ବର୍ଷ…
ପାଟନା: ବିହାର ରାଜନୀତିକୁ ନେଇ ସାରା ଦେଶରେ ଏବେ ଜୋରଦାର ଚର୍ଚ୍ଚା । ବିହାର ରାଜନୀତିରେ ଚାଲିଛି ହାଇ ପ୍ରୋଫାଇଲ ଡଆମା । ଲୋକ ଜନଶକ୍ତି ପାର୍ଟିରେ ଦିନକୁ କନ୍ଦଳ ବଢ଼ୁଛି । ଆଉ ଦଳୀୟ କନ୍ଦଳ ଏବେ ଦାଣ୍ଡରେ ପଡ଼ି…