ନୂଆଦିଲ୍ଲୀ: ଡେଲଟା ପ୍ଲସ ଭ୍ୟାରିଆଣ୍ଟ ନେଇ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସୂଚନା । ୮୦ ଦେଶରେ ଡେଲ୍ଟା ଓ ୧୦ ଦେଶରେ ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ ଚିହ୍ନଟ । ଭାରତ, ଆମେରିକା, ବ୍ରିଟେନ, ପୋଲାଣ୍ଡ, ସୁଇଜରଲ୍ୟାଣ୍ଡ, ଜାପାନ, ପୋଲାଣ୍ଡ, ନେପାଳ,…
ନୂଆଦିଲ୍ଲୀ: ଏତେ ଶୀଘ୍ର ଖୋଲିବ ନାହିଁ ସ୍କୁଲ୍ । ସ୍କୁଲ ଖୋଲିବା ନିଷ୍ପତି ନେବା ଏତେ ସହଜ ନୁହେଁ । ପଜିଟିଭ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ସ୍କୁଲ ଖୋଲିବା ନିଷ୍ପତ୍ତି ଏବେ ନେବା ସହଜ ନୁହେଁ ବୋଲି କହିଛନ୍ତି ନିତି…
ବ୍ରହ୍ମପୁର: ସୋମବାର ଭଳି ମଙ୍ଗଳବାର ମଧ୍ୟ ଟିକା କେନ୍ଦ୍ରରେ ଫଟୋ ବିବାଦ । ବ୍ରହ୍ମପୁର ଗିରିରୋଡ୍ ଉଚ୍ଚ ବାଳିକା ବିଦ୍ୟାଳୟ କେନ୍ଦ୍ରରେ ଫଟୋ ଲାଗିବାକୁ ନେଇ ଉତ୍ତେଜନା ଦେଖାଦେଇଛି । ବିଜେପି କର୍ମୀମାନେ ଟିକା କେନ୍ଦ୍ରରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ଚିରି…
ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ଲାଞ୍ଚ କାରବାର ଅଭିଯୋଗ । ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା…
କେନ୍ଦ୍ରାପଡ଼ା: ଆମର ବି ହେଉ ରଥଯାତ୍ରା । ଅକ୍ଷୁର୍ଣ୍ଣ ରହୁ ପରମ୍ପରା । କେନ୍ଦ୍ରାପଡ଼ାରେ ଗଣଧାରଣା, ନୀଳଗିରିରେ ପଦଯାତ୍ରା ଓ ଗତକାଲି ବାରିପଦାରେ ମାନବଶୃଙ୍ଖଳ । କୋଭିଡ୍ ସଂକ୍ରମଣ ପାଇଁ କେବଳ ପୁରୀରେ ରଥଯାତ୍ରା ଲାଗି ରାଜ୍ୟ ସରକାରଙ୍କ ଅନୁମତି ପରେ…
ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଐତିହାସିକ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲ ମ୍ୟାଚ୍ ଆରମ୍ଭ ହୋଇଯାଇଛି । ଲଗାତାର ବର୍ଷା କାରଣରୁ ଏହି ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଛି । ପ୍ରବଳ ବର୍ଷା କାରଣରୁ ମ୍ୟାଚ୍ ହାଫ୍ ଟାଇମ୍…
ଭୁବନେଶ୍ୱର: ବଦଳିଲେ ଓଡ଼ିଶା ହକି ଆଡହକ କମିଟି ଚେୟାରମ୍ୟାନ । ଦିଲ୍ଲୀପ ତିର୍କି ହେଲେ ଆଡହକ କମିଟିର ନୂଆ ଚେୟାରମ୍ୟାନ । ସେହିଭଳି କ୍ରୀଡ଼ା ବିଭାଗ ଉପସଚିବ ଶୈଳେନ୍ଦ୍ର ଜେନା ହେଲେ ସଦସ୍ୟ ଆବାହକ । ଅନ୍ୟପଟେ ଭୋଳାନାଥ ସିଂହ, ରାଜେନ୍ଦ୍ର…
କଟକ: କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଠାବ ଘଟଣା । ଅଧିକ ଖୋଳତାଡ଼ ପାଇଁ ମୁମ୍ବାଇ ଗଲା କ୍ରାଇମବ୍ରାଞ୍ଚ STF ଟିମ୍ । ମୁମ୍ବାଇରେ ଗିରଫ ସୁଦୀପ ମୁଖାର୍ଜୀଙ୍କୁ ଜେରା କରିବାକୁ ଗଲା ଟିମ୍ । ନକଲି କଂପାନୀ…
ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଏବଂ ସରକାରଙ୍କ ମଧ୍ୟରେ ଲାଗି ରହିଛି ବିବାଦ । ଏହାକୁ ନେଇ ସବୁଠି ଚର୍ଚ୍ଚା । ସୋସିଆଲ ମିଡିଆରେ ଏହି ବିବାଦ ଜଳ ଜଳ କରି ଦିଶୁଛି । ତେବେ ଏହି ବିବାଦ ଉପରେ…
ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥ ଚଂପାଗଡ ଛକ ଓସକେଇ ଖୋଲ ନିକଟରେ ଏସିଡ୍ ଟ୍ୟାଙ୍କର ଲିକ୍ । ଏହା ଫଳରେ ଜାତୀୟ ରାଜପଥ ଧୂଆଁମୟ ହୋଇଯାଇଛି । ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଟ୍ୟାଙ୍କର ଗଂଜାମରୁ କୋଲକତା ଯାଉଥିଲା…
ଭୁବନେଶ୍ୱର: ରଙ୍ଗ ହଜିବାକୁ ବସିଲାଣି ରଙ୍ଗୀନ ଦୁନିଆରୁ । ସୁଟିଂ ବନ୍ଦ ଯୋଗୁ ଚଳଚ୍ଚିତ୍ର ଶିଳ୍ପ ପ୍ରଭାବିତ ହୋଇଥିବା ବେଳେ ତାଲାବନ୍ଦ ଯୋଗୁଁ ଫିଲ୍ମ ହଲ୍ ବି କ୍ଷତିଗ୍ରସ୍ତ ହେଲାଣି । ପୂର୍ବରୁ ବ୍ୟାବସାୟିକ କାରଣରୁ ରାଜ୍ୟରେ ଅନେକ ଫିଲ୍ମ ହଲ…
ମହାରାଷ୍ଟ୍ର: ଆସୁଛି ତୃତୀୟ ଲହର । କରୋନା ମହାମାରୀର ଦ୍ୱିତୀୟ ଲହରୀର ମୁକିବଲା ଚାଲିଥିବା ବେଳେ ଏବେ ତୃତୀୟ ଲହର ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଆସନ୍ତା ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କରୋନା ନିଜ କାୟା…
ନୟାଗଡ଼: ନୟାଗଡ଼ରେ ପୁଣି ପରୀ ରିପିଟ୍ । ଦଶପଲ୍ଲା ବ୍ଲକ ବାଣିଗୋଚ୍ଛା ଅଞ୍ଚଳରେ ନିଖୋଜ ୬ ବର୍ଷର କୁନି ଝିଅର ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା କହିଲେ ନୟାଗଡ଼ ଏସ୍ପି ସିଦ୍ଧାର୍ଥ କାଟାରିଆ…
ପଶ୍ଚିମବଙ୍ଗରେ ଭୀଷଣ ବର୍ଷାରେ ଜନଜୀବନ ଅସ୍ଥବ୍ୟସ୍ତ ହୋଇପଡିଛି । କୋଲକାତାରେ ଗତକାଲି ରାତିରେ ପ୍ରବଳ ବର୍ଷା ଫଳରେ ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି ଜମି ରହିଥିଲା । ଲେକ୍ ଗାର୍ଡେନ ଏବଂ ଗଲ୍ଫ ଗ୍ରୀନ ଅଂଚଳରେ ପ୍ରବଳ ବର୍ଷା ଫଳରେ ଲୋକଙ୍କ…
ମହାରାଷ୍ଟ୍ର: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଦାହାନୁ ଅଂଚଳରେ ଆଜି ସକାଳେ ଏଭଳି ହଠାତ୍ ବଡ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ଅନେକ ଦୂର…
ନୂଆଦିଲ୍ଲୀ: ଓଡିଆ ମହିଳା ହକି ଷ୍ଟାର ଦୀପ ଗ୍ରେସ ଏକ୍କାଙ୍କୁ ଅଲିମ୍ପିକ ଟିକେଟ । ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ୧୬ ଜଣିଆ ଭାରତୀୟ ମହିଳା ହକି ଦଳରେ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପକ୍କା କରିଛନ୍ତି ଦୀପ ଗ୍ରେସ୍ ।…
ଭୁବନେଶ୍ୱର: ୧୭ ଜିଲ୍ଲାରେ କରୋନା କଟକଣା କୋହଳ ହେବା ପରେ ଲୋକେ ଅଧିକ ସତର୍କ ଓ ସଜାଗ ହେବାକୁ ପଡ଼ିବ । ଏବେ ବି ବହୁ ଲୋକେ ନିୟମ ଖିଲାପ କରୁଛନ୍ତି । ଫଳରେ ଏପ୍ରିଲରୁ ଏବେ ଯାଏଁ ୧୬ କୋଟିରୁ…
ନୂଆଦିଲ୍ଲୀ: କରୋନା ଟିକାକରଣକୁ ନେଇ ଆସିଛି ଆଉ ଏକ ଆଶ୍ୱସ୍ତିକର ଖବର । ଆସନ୍ତା ମାସରୁ ଶିଶୁଙ୍କଠାରେ ପରୀକ୍ଷା ହେବ ନୋଭାଭାକ୍ସ ଟିକା । ଶିଶୁଙ୍କଠାରେ ଏହି ଟିକାର ଟ୍ରାଏଲ ଆରମ୍ଭ କରାଯିବ । ସେରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କ୍ଲିନିକାଲ ଟ୍ରାଏଲ…