• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

vlcsnap-error940
ସ୍ନାନ ପୂର୍ଣମୀରେ ଶ୍ରୀମନ୍ଦିର ଉପରେ ଉଡ଼ିଲା ହେଲିକପ୍ଟର

ପୁରୀ: ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ନୀତି ଚାଲିଥିବା ବେଳେ ଶ୍ରୀମନ୍ଦିର ବଳୟ ଉପରେ ଏକ ହେଲିକପ୍ଟର ଉଡ଼ିବା ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିର ଅଞ୍ଚଳ ନୋ ଫ୍ଲାଇଂ ଜୋନ୍ ହୋଇଥିବା ବେଳେ ହେଲିକପ୍ଟର ଉଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା…

vlcsnap-error051
ତେଜୁଛି ବଂଶଧାରା ଜଳ ବିବାଦ, ଏବେ ବ୍ୟାରେଜ ନିର୍ମାଣକୁ ବିରୋଧ କଲେଣି ଗଜପତିବାସୀ

ଭୁବନେଶ୍ୱର: ବଂଶଧାରା ନଦୀ ଉପରେ ନେରେଡି ଠାରେ ବ୍ୟାରେଜ ନିର୍ମାଣ ପାଇଁ ଟ୍ରିବ୍ୟୁନାଲର ସବୁଜ ସଙ୍କେତ ପରେ ଏବେ ଗୁଣପୁରର ସାରା, ବାଡିଗାଁ ଓ ପାଲିସଂ ଅଂଚଳର ଲୋକଙ୍କ ଚିନ୍ତା ବଢିଛି । ବ୍ୟାରେଜ ନିର୍ମାଣ ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା…

rahul gandhi
କୋର୍ଟରେ ହାଜର ହେଲେ ରାହୁଲ ଗାନ୍ଧି..

ସୁରଟ: ରାହୁଲଙ୍କୁ ପଡ଼ିଥିଲା କୋର୍ଟରୁ ଡକରା । ଆଉ କୋର୍ଟଙ୍କ କଥା ମାନି ହାଜର ହେଲେ ରାହୁଲ ଗାନ୍ଧି । ୨୦୧୯ ଏପ୍ରିଲ ୧୩ ତାରିଖରେ ନିର୍ବାଚନ ରାଲି କରୁଥିବା ସମୟରେ ରାହୁଲ ଦେଇଥିଲେ ବିବାଦୀୟ ଭାଷଣ । ଯାହାକୁ ନେଇ…

snana-purnima
ରାତି ପାହିଲେ ସ୍ନାନପୂର୍ଣ୍ଣମୀ; ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ, ରାତି ୧ରୁ ଆରମ୍ଭ ନୀତିକାନ୍ତି

ପୁରୀ: ରାତି ପାହିଲେ ସ୍ନାନପୂର୍ଣ୍ଣମୀ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ, ହାତୀବେଶରେ ବି ସଜେଇ ହେବେ । ରାତି ଗୋଟାଏରେ ଠାକୁରଙ୍କ ସ୍ନାନପହଣ୍ଡି ସହ ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ସ୍ନାନ ବିଧି…

vlcsnap-error214
ଜ୍ୟୋତିଷଙ୍କ ଘରୁ ଜବତ ହେଲା ୧୮ କୋଟି ଟଙ୍କାର ନକଲି ନୋଟ୍

ଜ୍ୟୋତିଷଙ୍କ ଘରୁ ଜବତ ହେଲା ୧୮ କୋଟି ଟଙ୍କାର ନକଲି ନୋଟ୍ । ତାପୁଣି ବିଡ଼ା ବିଡ଼ା, ଥାକ ଥାକ ୨ ହଜାର ଟଙ୍କିଆ ନକଲି ନୋଟ୍ । ଘଟଣା ଘଟିଛି ତେଲେଙ୍ଗାନା ହାଇଦ୍ରାବାଦ ସହରର ଏଲ୍.ବି.ନଗର ଅଞ୍ଚଳରେ । ସଂପୃକ୍ତ…

siba
କଟକରୁ ନକଲି ଫାଭିପିରାଭିର ଜବତ ଘଟଣା, ୬୫ ଟଙ୍କାରେ କିଣି ୧୨୯୦ ଟଙ୍କାରେ ଥିଲା ବିକ୍ରି ଯୋଜନା !

ଭୂବନେଶ୍ୱର: ଫିଟିଲା ନକଲି ଔଷଧର ଗୁମର । ବନ୍ଧା ହେଲେ ଭେଜାଲ୍ ଔଷଧ କାରବାରର କାର୍ପଟଦାର । କଟକ ମେଡିଲଏଡ୍ ମେଡିକେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ଜଣେ ନିର୍ଦ୍ଦେଶିକାଙ୍କ ସମେତ ୩ ଜଣଙ୍କୁ ଜେଲ୍ ପଠାଇଛି କ୍ରାଇମବ୍ରାଞ୍ଚ୍ । ଏମାନେ ମାତ୍ର ୬୫…

delta
ଦେଶରେ ତୃତୀୟ ଲହର ଅଣିବ କି ଡେଲ୍‌ଟା ପ୍ଲସ୍ ଭ୍ୟାରିଆଣ୍ଟ ?

ନୂଆଦିଲ୍ଲୀ: ଦେଶରେ ତୃତୀୟ ଲହର ଅଣିବ କି ଡେଲ୍‌ଟା ପ୍ଲସ୍ ? ଏହାକୁ କରୋନାର ଚିନ୍ତାଜନକ ଭ୍ୟାରିଆଣ୍ଟ୍ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଥିବା ବେଳେ, ଏବେ ସୁଦ୍ଧା ଭାରତର ମୁଖ୍ୟତଃ ୪ଟି ରାଜ୍ୟରେ ୪୦ଟି ଡେଲ୍ଟା ପ୍ଲସ୍ କେସ୍ ଚିହ୍ନଟ…

JP Nadda
କାଶ୍ମୀରରୁ ଧାରା ୩୭୦ ଓ ୩୫ଏ ଉଚ୍ଛେଦ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନ ଥିଲା..

ଭାରତୀୟ ଜନସଂଘର ପ୍ରତିଷ୍ଠାତା ସ୍ୱର୍ଗତ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଶ୍ରାଦ୍ଧବାର୍ଷିକୀ ଆଜି ସାରା ଦେଶ ପାଳନ କରୁଛି । ଭାରତୀୟ ଜନତା ପାର୍ଟି ମଧ୍ୟ ଏହାର ପ୍ରତିଷ୍ଠାତାଙ୍କ ଅବଦାନକୁ ମନେ ପକାଇଛି । ଗୋଟେ ପଟେ କାଶ୍ମୀରରେ ଗୁପକର୍ ଗୋଷ୍ଠୀଙ୍କ ଘନ ଘନ…

yogi adityanath
ଉତ୍ତରପ୍ରଦେଶ ରାଜନୀତିରେ ନୂଆ ମୋଡ଼, ଯୋଗୀ ସରକାରଙ୍କୁ ସହଯୋଗୀ ଦଳର ଚେତାବନୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ କେଇଟା ମାସ ବାକି ଥିବା ବେଳେ ଶାସକ ମେଣ୍ଟରେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ବଳ କଷାକଷି ଆରମ୍ଭ ହୋଇଛି । ଶାସକ ମେଣ୍ଟର ଅନ୍ୟତମ ପ୍ରମୁଖ ଦଳ ନିଶଦର ଅଧ୍ୟକ୍ଷ ସଞ୍ଜୟ ନିଶଦ ବିଜେପି…

Vaccine-Photo
ରାଜ୍ୟ ରାଜନୀତିରେ ହେବ କି ନୂଆ ସମୀକରଣ ? ଟିକା କେନ୍ଦ୍ରରେ ନବୀନଙ୍କ ଫଟୋ, ତୀବ୍ର ହେଉଛି ବିଜେପି

ଭୁବନେଶ୍ୱର: ବିଜେପି-ବିଜେଡି ମଧ୍ୟରେ ତୀବ୍ର ହେଉଛି ଟିକା କେନ୍ଦ୍ରରେ ଫଟୋ କଳି । ପ୍ରଥମେ ଟିକାକରଣ କେନ୍ଦ୍ରରେ ଦୁଇଦଳ ମୁହାଁମୁହିଁ ହେବା ପରେ ଆଜି ଟୁଇଟରରେ ପରସ୍ପରକୁ ଆକ୍ରମଣ କରିଛନ୍ତି ଉଭୟ ଦଳ । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ…

inspector Parvaiz Ahmad Dar’
ଜାମ୍ମୁ ଓ କାଶ୍ମୀରରେ ସିଆଇଡି ଅଧିକାରୀଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସିଆଇଡି ଅଧିକାରୀଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ । ସିଆଇଡି ଅଧିକାରୀ ଜଣକ ଯାଉଥିବା ବେଳେ ତାଙ୍କ ପଛ ପଟୁ ଦୁଇ ଜଣ ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରିଥିଲେ । ଗୁଳିମାଡ଼ କରି ସେମାନେ…

bansadhara
ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲର ବଡ଼ ନିଷ୍ପତି, ଆନ୍ଧ୍ର ନିର୍ମାଣ କରିବ ଆନିକଟ

ଭୁବନେଶ୍ୱର: ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ନେରାଡିଠାରେ ଆନିକଟ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶକୁ ଅନୁମତି ଦେଇଛନ୍ତି । ଟ୍ରିବ୍ୟୁନାନାଲର ନିଷ୍ପତ୍ତି ଅନୁଯାୟୀ, ବ୍ୟାରେଜରେ ଦୁଇଟି ମୁଖ୍ୟ ସ୍ଲୁଇସ ଫାଟକ ରହିବ । ଆନ୍ଧ୍ରପ୍ରଦେଶର ଜଳସେଚନ ବ୍ୟବସ୍ଥା ପାଇଁ ବାମପଟେ ଓ ଓଡିଶା ପାଇଁ…

vijay-mallya-nirav-modi-mehul-choksi-1624430475
ମାଲ୍ୟା-ନିରବ-ଚୋକସିଙ୍କ ଠାରୁ ଜବତ ସମ୍ପତ୍ତି, ବ୍ୟାଙ୍କକୁ ଫେରାଇଲା ଇଡି

ନୂଆଦିଲ୍ଲୀ: ମାଲ୍ୟା, ନିରବ ମୋଦି ଓ ଚୋକସିଙ୍କ ଠାରୁ ଜବତ ୯ ହଜାର କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ବ୍ୟାଙ୍କକୁ ହସ୍ତାନ୍ତର କରିଛି ଇଡି । ବିଭିନ୍ନ ବ୍ୟାଙ୍କକୁ ୩ ଜଣ ଯାକ ଠକିଥିବା ଅର୍ଥର ଏହା ୪୧ ପ୍ରତିଶତ ବୋଲି…

Rath yatra
ରଥଯାତ୍ରା ପାଇଁ ଅନୁମତି ପ୍ରସଙ୍ଗ, ସରକାରଙ୍କ ନିଷ୍ପତିରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ

କଟକ: ସରକାରଙ୍କ ନିଷ୍ପତିରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ । ପୁରୀ ଛଡ଼ା ଅନ୍ୟ ସ୍ଥାନରେ ରଥଯାତ୍ରା ହେବନି ବୋଲି ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ହେଲେ ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରି ବିଭିନ୍ନ ସଂଗଠନ ହାଇକୋର୍ଟଙ୍କ…

devsnana purcima
ଏଥର ସ୍ନାନ ଯାତ୍ରାରେ ଛେରାପହଁରା କରିବେନି ଗଜପତି ମହାରାଜ

ପୁରୀ: ଏଥର ସ୍ନାନ ଯାତ୍ରାରେ ଛେରାପହଁରା କରିବେନି ଗଜପତି ମହାରାଜ । କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି । କୋଭିଡ୍‌ କଟକଣା ଯୋଗୁଁ ପ୍ରଥମେ ବିନା ଭକ୍ତରେ ସ୍ନାନ ଯାତ୍ରା କରିବାକୁ ନିଷ୍ପତି ନିଆ ଯାଇଥିବା…

maa saree
‘ମା’ ଶାଢୀ ଡିଜାଇନରଙ୍କୁ ନେଇ ବଢିଲା ବିବାଦ

ସୋନପୁର: ଚର୍ଚ୍ଚାକୁ ଆସିଥିବା ମା’ ଶାଢୀର ପ୍ରକୃତ ଡିଜାଇନର କିଏ ? ଏହାକୁ ନେଇ ବଢିଛି ବିବାଦ। ରାଜେଶ ମେହେର ଏହି ଶାଢୀର ଡିଜାଇନର ବୋଲି ପ୍ରଥମେ କୁହାଯାଉଥିଲା। ହେଲେ ଏବେ ବହୁଚର୍ଚ୍ଚିତ ଏଇ ମା’ ଶାଢୀର ଅସଲି ଡିଜାଇନର ବୀରମହାରାଜପୁର…

Hocky
ଟୋକିଓ ଅଲିମ୍ପିକ୍‌ସରେ ୩ ଓଡ଼ିଆ ହକି ଖେଳାଳିଙ୍କ ସହ ଜଣେ ଓଡ଼ିଆ ଡାକ୍ତର..

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ସ ଲାଗି ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ । ଏହି କ୍ରୀଡ଼ା ମହାକୁମ୍ଭ ପାଇଁ ଏ ପର୍ଯ୍ୟନ୍ତ ୩ ଜଣ ହକି ଖେଳାଳି ନିଜ ସ୍ଥାନ ପକ୍କା କରିଥିବା ବେଳେ ବୀରେନ୍ଦ୍ର ଲାକ୍ରା ଏବଂ ଦୀପଗ୍ରେସ ଏକ୍କାଙ୍କୁ ଉଭୟ…

Mandi
ସୁଧୁରୁନି ମଣ୍ଡି ଅବସ୍ଥା, ହଜାର ହଜାର କ୍ୱିଣ୍ଟାଲ ଧାନ ଗଜା ହେଲାଣି...

ମୌସୁମୀ ବର୍ଷା, ଟୋକନ୍ ଲାପ୍ସ ଆଉ ମିଲର୍ସଙ୍କ ମନମାନିରେ ଧନ୍ଦି ହୋଇ ଆକ୍ତାମାକ୍ତା ହେଲେଣି ରବି ଧାନ ବିକ୍ରି ପାଇଁ ମଣ୍ଡିରେ ଅପେକ୍ଷାରତ ଚାଷୀ । ଗ୍ରାଉଣ୍ଡ ଜିରୋରେ ନଦେଖିଲେ ବିଶ୍ୱାସ ହେବନି । ଅନେକ ସ୍ଥାନରେ ଧାନ ଗଜା ଧରିଗଲାଣି…

Corona
IIT କାନପୁରର ରିପୋର୍ଟ, ଅକ୍ଟୋବର ବେଳକୁ କରୋନାର ତୃତୀୟ ଲହର ପିକ୍‌ରେ ରହିବ..

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସାରା ଦେଶକୁ ଦୋହଲାଇ ଦେବାପରେ ଏବେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚିନ୍ତା । ସେପ୍ଟେମ୍ବର-ଅକ୍ଟୋବର ବେଳକୁ ତୃତୀୟ ଲହର ଆସିବା ସମ୍ଭାବନା ନେଇ ଚର୍ଚ୍ଚା ମଧ୍ୟରେ ଆସିଛି ଆଇଆଇଟି କାନପୁରର ଏକ ରିପୋର୍ଟ ।…

rahul-gandhi
କରୋନା ପରିଚାଳନାରେ ବିଫଳତା ନେଇ କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ: କରୋନା ପରିଚାଳନାରେ ବିଫଳତା ଦର୍ଶାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଏହା ସହିତ ତୃତୀୟ ଲହର ପାଇଁ ସତର୍କ ଓ ପ୍ରସ୍ତୁତ ରହିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସେ କରୋନା…

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।