• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

liquor home delivery
ଏଣିକି ଲକଡାଉନରେ ବି ମିଳିବ ମଦ, ହୋମ ଡେଲିଭରୀ ପାଇଁ ଅନୁମତି ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ୱର: ରାଜଧାନୀରେ ଅନଲାଇନ୍ ମଦ ବିକ୍ରି ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଅନୁମତି ଦେଇଛନ୍ତି । ଫଳରେ ଦୋକାନିମାନେ ଅନଲାଇନ ଜରିଆରେ ମଦ ବିକ୍ରି କରିପାରିବେ । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏ ଅନଲାଇନରେ ମଦ ବିକିବା…

swargadwar
ନୂଆ ରୂପରେ ଲୋକାର୍ପିତ ହେଲା ପୁରୀ ସ୍ୱର୍ଗଦ୍ୱାର

ପୁରୀ: ପୁରୀ ସ୍ୱର୍ଗଦ୍ୱାରର ନବୀକରଣ ପରେ ଶନିବାର ଏହା ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଲୋକାର୍ପଣ କରିଛନ୍ତି । ପ୍ରାୟ ୬ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ କରାଯାଇଛି…

ask
ମା’ ପରେ ଚାଲିଗଲା ଝିଅ, କରୋନା ସନ୍ଦେହରେ ‍ଆସିଲେନି ବନ୍ଧୁ ପରିଜନ ! ପ୍ରଶାସନ କଲା ଅନ୍ତିମ ସଂସ୍କାର

ବ୍ରହ୍ମପୁର: ମାଆ ଓ ଝିଅର ମୃୃତଦେହକୁ ଛୁଇଁଲେନି ଗ୍ରାମବାସୀ । ଶେଷରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ କଲେ ଶବସତ୍କାର । ଗଂଜାମ ଜିଲ୍ଲା ଆସିକା ଅଂଚଳରେ ଘଟିଛି ଏଭଳି ଏକ ଅଭାନୀୟ ଘଟଣା । ସାନଖେମୁଣ୍ଡି…

Tauktae
ମହାରାଷ୍ଟ୍ର ଓ ଗୁଜରାଟ ପାଇଁ ବୋଝ ଉପରେ ନଳିତା ବିଡ଼ା, କରୋନା ପରେ ଏବେ ‘ତାଉତେ’ ଡର..

ମହାମାରୀ ସହ ଲଢ଼ି ଲଢ଼ି ସ୍ଥିତି ଟିକିଏ ସୁଧୁରିଛି କି ନାହିଁ, ମହାରାଷ୍ଟ୍ର ଓ ଗୁଜରାଟ ଉପରେ ଘୋଟି ଆସିଲାଣି ବାତ୍ୟା ବିପଦ । ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ତାଉତେ ଭୟଙ୍କର ରୂପ ନେଇ କୋଙ୍କଣ ତଟ ନିକଟ…

Modi
ଦେଶରେ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା, କହିଲେ ଅଧିକ ସଂକ୍ରମିତ ଅଞ୍ଚଳରେ କଟକଣା ବୃଦ୍ଧି କରାଯାଉ

ନୂଆଦିଲ୍ଲୀ: ଦେଶର ଯେଉଁ ଜିଲ୍ଲାରେ ଅଧିକ କରୋନା ସଂକ୍ରମଣ ହେଉଥିବା ଜାଣାପଡ଼ୁଛି, ସେହି ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ଆବଶ୍ୟକ । ଏନେଇ ଶନିବାର ଦେଶରେ କରୋନା ମହାମରୀ ସ୍ଥିତି ଏବଂ ଟକାକରଣ ନେଇ ସମୀକ୍ଷା…

Sanjaya Singh
ବିଏମସିର ନୂଆ ବ୍ୟବସ୍ଥା, ଏଣିକି ବରିଷ୍ଠ ନାଗରିକଙ୍କୁ ଘରୁ ଆଣି ଟିକାକରଣ କରାଯିବ

ଭୁବନେଶ୍ୱର: ବିଏମସିର ନୂଆ ବ୍ୟବସ୍ଥା । ଏଣିକି ଫୋନ୍ କଲେ ଘରେ ପହଞ୍ଚିବ ବିଏମସି । ‍ଆଉ ସାମ୍ପୁଲ ସଂଗ୍ରହ କରିବ । ଏନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ । ସେ କହିଛନ୍ତି ଯେ, ଏଣିକି…

Suresh-Mahapatra
ଟିକା ପାଇଁ ଟେଣ୍ଡର ! ଚାରି ମାସରେ ‍ଆସିପାରେ ୩.୮ କୋଟି ଭ୍ୟାକ୍ସିନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ବିଶେଷ କରି ଲକଡାଉନ୍ କାରଣରୁ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ କମିବାରେ ଲାଗିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର । ସେ କହିଛନ୍ତି ରାଜ୍ୟର ୧୦…

Randeep Guleria
‘ବ୍ଲାକ୍ ଫଙ୍ଗସ’କୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ମହାମାରୀ ଜାଲରେ ଛନ୍ଦି ହୋଇ ରହିଛି । ପ୍ରତ୍ୟେକ ଦିନ ପ୍ରାୟ ୪ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି…

Soumendra Priyadarshi
ଏଣିକି ଘରୋଇ ସଂସ୍ଥାର କର୍ମଚାରୀମାନେ ଇ-ପାସ୍ ଥିଲେ ଯାଇପାରିବେ ଅଫିସ୍, ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଅଫିସ ବାହାନାରେ ଆଉ ମନଇଚ୍ଛା ବୁଲିପାରିବେନି ଅମାନିଆ । ଟୁଇନସିଟି ପାଇଁ ପୁଣି କଡ଼ା ଆଇନ ଲାଗୁ କଲା କମିଶନରେଟ ପୋଲିସ । ଅମାନିଆଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ‍ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି…

hardik pandya
ପୂର୍ବତନ ଚୟନକର୍ତ୍ତାଙ୍କ ବଡ଼ ବୟାନ- ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କୁ ଦଳରେ ସ୍ଥାନ ମିଳିବା ଉଚିତ୍‌ ନୁହେଁ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଚୟନକର୍ତ୍ତା ସରନଦୀପ ସିଂହ, ଟେଷ୍ଟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାମିଲ କରାନଯିବା ଘଟଣାକୁ ସମର୍ଥନ କରିଛନ୍ତି । ସେ ବର୍ତ୍ତମାନର ଚୟନ କମିଟିର ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି ଯେ, ଏହି ଅଲରାଉଣ୍ଡର ଖେଳାଳି ଯଦି ଦଳକୁ…

Missile
Israel-Hamas Conflict: ୪୦ ମିନିଟ୍‌ରେ ୪୫୦ ମିସାଇଲ ମାଡ଼ କଲା ଇସ୍ରାଏଲ

ଜେରୁଜେଲମ: ଅନେକ ଚେଷ୍ଟା ସତ୍ତ୍ୱେ ଏବେ ବି ଇସ୍ରାଏଲ ଏବଂ ହମାସ ମଧ୍ୟରେ ସଂଘର୍ଷ ଥମିବାର ନାଁ ଧରୁନି । ଗତ ରାତିରେ ଇସ୍ରାଏଲ ପକ୍ଷରୁ ହମାସ ଉପରକୁ ଜୋରଦାର ଆକ୍ରମଣ କରାଯାଇଛି । ମାତ୍ର ୪୦ ମିନିଟରେ ୪୫୦ ମିସାଇଲ…

amitabh-2
ପୁଣି ବିଗ୍‌ ବି ବଢ଼ାଇଲେ ସହଯୋଗର ହାତ; ପୋଲାଣ୍ଡରୁ କିଣିଲେ ଅମ୍ଳଜାନ, ବିଏମ୍‌ସିକୁ ଦାନ କଲେ ଭେଣ୍ଟିଲେଟର

ମୁମ୍ବାଇ: କରୋନା ଭାଇରସ୍ ଏହି ଦ୍ୱିତୀୟ ଲହର ପୁରା ଦେଶକୁ ଦୋହଲାଇ ଦେଇଛି । ଦିନକୁ ଦିନ କରୋନା ଲୋକଙ୍କ ମନରେ ଭୟ ସୃଷ୍ଟି କରିବାରେ ଲାଗିଛି । ମଧୁମେହ, ରକ୍ତଚାପ ଏବଂ ହୃଦ ରୋଗୀଙ୍କ ଜୀବନ ପ୍ରତି ବିପଦ ରହିଥିବା…

China
ଚୀନ୍‌ ଲ୍ୟାବ୍‌ରୁ ବାହାରିଥିଲା କରୋନା ? ବିଶ୍ୱର ୧୮ ବଡ଼ ବୈଜ୍ଞାନିକ କହିଲେ ଏହାକୁ ଖଣ୍ଡନ କରାଯାଇନପାରେ !

ନୂଆଦିଲ୍ଲୀ: ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ କରୋନା ଭୂତାଣୁ କେଉଁଠୁ ଆସିଲା ? ଏନେଇ କାହା ପାଖରେ ଠୋସ୍‌ ପ୍ରମାଣ ନାହିଁ । ତେବେ ବିଶ୍ୱର କିଛି ବଡ଼ ବଡ଼ ବୈଜ୍ଞାନିକଙ୍କ କହିବାନୁଯାୟୀ, ଚୀନ୍‌ ଲ୍ୟାବ୍‌ରୁ କରୋନା…

Covaxin
ଆଉ ଅଭାବ ରହିବନି କୋଭାକ୍ସିନ୍‌, ୧୪ଟି ରାଜ୍ୟକୁ ସିଧାସଳଖ ଯୋଗାଣ କରୁଛି ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସୁଚିତ୍ରା ଇଲାଙ୍କ ଅନୁଯାୟୀ, କମ୍ପାନୀ ମେ’ ୧ ତାରିଖରୁ ଦିଲ୍ଲୀ ଏବଂ ମହାରାଷ୍ଟ୍ର ସମେତ ୧୪ଟି ରାଜ୍ୟକୁ କୋଭିଡ-୧୯ ଟିକା ‘କୋଭାକ୍ସିନ୍‌’ ସିଧାସଳଖ ଯୋଗାଣ ଆରମ୍ଭ କରିଛି । ହାଇଦ୍ରାବାଦସ୍ଥିତ ଏହି କମ୍ପାନୀ…

RBI
ବ୍ୟାଙ୍କରେ ନାହିଁ ଟଙ୍କା, ଆର୍ଥିକ ମାନ୍ଦାବସ୍ଥା କାରଣରୁ RBI କଲା ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବଗନାନସ୍ଥିତ ୟୁନାଇଟେଡ୍ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍‌ର ଲାଇସେନ୍ସ ବାତିଲ । ଆର୍ଥିକ ଅବସ୍ଥା ଖରାପ ଥିବାରୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯାଇଛି । ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ, ୧୩…

India Test Team
ଭାରତର ସବୁଠୁ ଭଲ ବ୍ୟାଟ୍ସମ୍ୟାନ୍‌ ବି ଇଂଲଣ୍ଡରେ ଫ୍ଳପ୍‌, କେମିତି ଜିତିବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଟାଇଟଲ ?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ଜୁନ୍ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଜୁନ୍‌ରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତରେ ଯିବ ଏବଂ ସେଠାରେ ଇଂଲଣ୍ଡ ବିପକ୍ଷରେ ୫ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବ । ଖାଲି ସେତିକି…

lion
ମଣିଷ ପରେ ଏବେ କରୋନା କବଳରେ ପଶୁ ! ଜୟପୁରର ସିଂହ ସଫାରୀର ସିଂହ ତ୍ରିପୁର ସଂକ୍ରମିତ

ଜୟପୁର: ଦେଶରେ କରୋନା ସଂକ୍ରମଣ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏବେ ବି ପ୍ରତ୍ୟେକ ଦିନ ୪ ଲକ୍ଷ ନୂଆ ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଆଗକୁ ଏହାର ପ୍ରକୋପ ଅଧିକ ରହିବ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି…

corona patient
ତୃତୀୟ ଲହର ସହ ଲଢ଼ିବାକୁ ମଧ୍ୟପ୍ରଦେଶର ପ୍ରସ୍ତୁତି, ଅମ୍ଳଜାନ ଶଯ୍ୟା ବୃଦ୍ଧି ପାଇଁ ଏବେଠୁ ଯୋଜନା

ଭୋପାଳ: ମଧ୍ୟପ୍ରଦେଶରେ, କରୋନାର ଦ୍ୱିତୀୟ ଲହର କ୍ରମାଗତ ଭାବରେ ନିୟନ୍ତ୍ରଣ ବାହାରେ ରହିଥିବା ବେଳେ ଏବେ ତୃତୀୟ ଲହର ସାଙ୍ଗେ ଲଢ଼େଇ ପାଇଁ ରାଜ୍ୟ ପ୍ରସ୍ତୁତ ହେଲାଣି । ତୃତୀୟ ଲହର ସହ ଲଢ଼େଇ ପାଇଁ ଭୋପାଳର ପାଞ୍ଚଟି ବଡ ମେଡିକାଲ…

Capture
ଇନ୍‌ଷ୍ଟାଗ୍ରାମରେ କଙ୍ଗନା-ଇରଫାନ୍‌ ମୁହାଁମୁହିଁ

ନୂଆଦିଲ୍ଲୀ: ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରିଦିଆଯାଇଛି । ତଥାପି ସେ ସୋସିଆଲ ମିଡିଆରେ ସକ୍ରିୟ ରହିଛନ୍ତି । ଆଉ ନିଜର ବିଚାର ଲୋକଙ୍କ ଆଗରେ ରଖିବା ପାଇଁ ସେ ଇନ୍‌ଷ୍ଟାଗ୍ରାମ୍‌ର ବ୍ୟବହାର କରୁଛନ୍ତି ।…

guleria
କରୋନା ଟିକାର ତୃତୀୟ ଡୋଜ୍‌ ମଧ୍ୟ ନେବାକୁ ପଡ଼ିବ କି ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ..

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଏବେ ସାରା ଦେଶକୁ ଚିନ୍ତାରେ ପକାଇଛି । ଏହାରି ଭିତରେ ଏବେ ସାଧାରଣରେ ଏକ ନୂଆ ପ୍ରଶ୍ନ ସୃଷ୍ଟି ହୋଇଛି । କରୋନା ଟିକାର ଦୁଇଟି ଡୋଜ୍‌ ନେବା ପରେ କ’ଣ ତୃତୀୟ ବୁଷ୍ଟର ଡୋଜ୍‌…

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।