• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

Sangram Keshori Behera

Editor

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବ ...more

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବାଦିକତା । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମି ସିଟି ‘ଇଟିଭି ଭାରତ’ ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟେଣ୍ଟ୍ ଏଡିଟର ଓ ନ୍ୟୁଜ ଆଙ୍କର, ସିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । କ୍ରୀଡା, ରାଜନୀତି, ସ୍ପେଶାଲ ଷ୍ଟୋରୀ, ଭଏସ୍ ଓଭର୍ ଏବଂ ଉପସ୍ଥାପନାରେ ସ୍ୱତନ୍ତ୍ର ରୁଚି । ୨୦୨୩ରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭିରେ କଣ୍ଟେଣ୍ଟ୍ ଏଡିଟର ଭାବେ କାର୍ଯ୍ୟରତ ।

less

Posts by Sangram Keshori Behera

Srimandir Darshan
ଖୋଲିଲା ଚାରି ଦୁଆର, ଶୃଙ୍ଖଳିତ ହୋଇପାରିଲାନି ଶ୍ରୀଜଗନ୍ନାଥ ଦର୍ଶନ

ନୂଆ ସରକାର ଆସିବା କ୍ଷଣି ଖୋଲିଲା ଶ୍ରୀମନ୍ଦିର ଚାରି ଦୁଆର। ହଟିଲା ବର୍ଷ ବର୍ଷର ପ୍ରତିବନ୍ଧକ । ତଥାପି ଶୃଙ୍ଖଳିତ ହୋଇପାରିଲାନି ଶ୍ରୀଜଗନ୍ନାଥ ଦର୍ଶନ।

Naxals Brutally Kill Educator in Chhattisgarh’s Sukma
ଓଡ଼ିଶା ସୀମାନ୍ତରେ ମାଓବାଦୀଙ୍କ ବର୍ବରତା, ଶିକ୍ଷା ଦୂତଙ୍କୁ ପିଟିପିଟି ହତ୍ୟା

ପୁଣି ଓଡ଼ିଶା ସୀମାନ୍ତରେ ମାଓବାଦୀଙ୍କ ବର୍ବରତା । ଛତିଶଗଡ଼ ସୁକମାରେ ଶିକ୍ଷା ଦୂତଙ୍କୁ ହତ୍ୟା କରିଛନ୍ତି ନକ୍ସଲ।

Neeraj Chopra
ଷ୍ଟାର୍ ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରା ଆହତ, ଭଙ୍ଗା ହାତରେ ଖେଳିଲେ ଡାଇମଣ୍ଡ ଲିଗ୍

ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରା ଆହତ । ଅଭ୍ୟାସ ସମୟରେ ବାମ ହାତ ଭାଙ୍ଗିଯାଇଥିବା ଜଣାପଡ଼ିଛି ।

Virat Kohli
ମୁଁ ଥିଲି ଷ୍ଟାର କ୍ରିକେଟର, ବିରାଟ କୋହଲି ମୋ ଅଧିନାୟକତ୍ୱରେ ଖେଳିଛନ୍ତି: ତେଜସ୍ୱୀ ଯାଦବ

ନିଜ ସମୟରେ ଘରୋଇ କ୍ରିକେଟରେ ଜଣେ ଷ୍ଟାର ଖେଳାଳି ରହିଥିବା ସତ୍ତ୍ୱେ ତାଙ୍କର କ୍ରିକେଟ କ୍ୟାରିୟରକୁ ସ୍ମରଣ ରଖିାଯାଇନଥିବା ନେଇ ଅସନ୍ତୋଷ ଜାହିର କରିଛନ୍ତି ତେଜସ୍ୱୀ ଯାଦବ । କହିଛନ୍ତି, କେବଳ ବିରାଟ ନୁହଁନ୍ତି ବରଂ ବର୍ତ୍ତମାନର ଭାରତୀୟ କ୍ରିକେଟ ଟିମରେ ଖେଳୁଥିବା ଅନେକ ଖେଳାଳି ତାଙ୍କର ସାଥୀ ଖେଳାଳି ।

Panchang
Panchang Today 14th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ଶନିବାର । ଚନ୍ଦ୍ର- ମକର ଅହୋରାତ୍ର ତିଥି- ୧୧ଶୀ ରାତ୍ରି ୦୮.୪୧ ଗତେ ୧୨ଶୀ ।

Omfed vending machine
ଭୁବନେଶ୍ୱରରେ ଖୋଲିବ ଓମଫେଡର ଭେଣ୍ଡିଂ ମେସିନ୍

ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରରେ ଖୋଲିବ ଓମଫେଡର ଭେଣ୍ଡିଂ ମେସିନ୍ ।

RG Kar rape-murder case
କୋଲକାତା ଅଭୟାକାଣ୍ଡ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଡାକ୍ତର 

ମମତା ସରକାରଙ୍କ ଉପରେ ଭରସା ହରାଇଛନ୍ତି ଜୁନିୟର୍ ଡାକ୍ତର । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ମାମଲାରେ ହସ୍ତକ୍ଷେପ ପାଇଁ ନିବେଦନ ।

SJTA Orders Action Against Use of Iron kadhai
ଶ୍ରୀମନ୍ଦିର ରୋଷଶାଳାରେ ଲୁହା କଡେଇ, ନଷ୍ଟ ହୋଇଛି ଯୁଗ ଯୁଗର ପରମ୍ପରା

ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗ । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ ।

Road Issues
ଭଲ ନାହିଁ କ୍ୟାପିଟାଲର ରାଜରାସ୍ତା, ପାର୍ବଣ ପୂର୍ବରୁ ହେବ ତ ସମସ୍ୟାର ସମାଧାନ ?

ଅତି ଶୋଚନୀୟ ହୋଇ ପଡ଼ିଛି ସ୍ମାର୍ଟ ସିଟି ଭୁବନେଶ୍ୱରର ରାଜରାସ୍ତା । ବ୍ୟସ୍ତ ବହୁଳ ଇଲାକାରେ ତ ବାଇକ୍, କାର୍ ଚଳାଇବା ଅର୍ଥ ଦୁର୍ଘଟଣାକୁ ହାତ ଠାରି ଡାକିବା ।

Delhi CM Arvind Kejriwal walks out of jail
ତିହାର ଜେଲରୁ ବାହାରିଲେ କେଜ୍ରିୱାଲ୍, ସୁପ୍ରିମକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ୍

ଦୀର୍ଘ ୬ ମାସ ଜେଲରେ ରହିବା ପରେ ଆଜି ମୁକୁଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ତିହାର ଜେଲରୁ ବାହାରିବା ପରେ ତାଙ୍କୁ ମିଳିଛି ଭବ୍ୟ ସମ୍ବର୍ଦ୍ଧନା।

Conman Arrested by Odisha Crime Branch
ମାତିଛି ରସିକିଆ ଠକ; ମନ୍ଦିରକୁ ନେଇ ବିବାହ କରୁଥିଲେ ଘରକୁ ଆଣୁନଥିଲେ

ମାତିଛି ରସିକିଆ ଠକ । ମାଟ୍ରିମୋନିଆଲ୍ ସାଇଟ୍ ରେ ଫେକ୍ ଆଇଡି କରି ମହିଳାଙ୍କୁ ଟାଗେର୍ଟ କରୁଥିଲା ।

Centre renames Port Blair as Sri Vijaya Puram
ବଦଳିଲା ପୋର୍ଟ ବ୍ଲେଆର ନାଁ, ଘୋଷଣା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେଆରର ନୂଆ ନାମ ହୋଇଛି ଶ୍ରୀ ବିଜୟ ପୁରମ (Sri Vijaya Puram)। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନେଇ ଘୋଷଣା କରିଛନ୍ତି ।

Loyal dog chases ambulance carrying owner
ଭାଇରାଲ ହେଉଛି ଏହି ହୃଦୟସ୍ପର୍ଶୀ ଭିଡିଓ; ଆମ୍ୱୁଲାନ୍ସକୁ ପିଛା କରୁଛି କୁକୁର

କୁକୁରଟିର ଅସୁସ୍ଥ ମାଲିକଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଉଛି । ହେଲେ ବିଶ୍ୱସ୍ତ କୁକୁରଟି ମାଲିକଙ୍କୁ ପାଖରୁ ଛାଡ଼ିବାକୁ ନାରାଜ ।

Police Van Plunges Into Drain
ଧକ୍କା ଦେଲା ପୋଲିସ ଗାଡ଼ି, ପ୍ରତ୍ୟକ୍ଷଦର୍ଶୀ କହିଲେ ନିଶାସକ୍ତ ଥିଲେ ଡ୍ରାଇଭର

କଟକ ବିଜୁ ପଟ୍ଟନାୟକ ଛକରେ ୨ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପୋଲିସ ଗାଡ଼ି । ଜଣେ ଜୋତା ମରାମତି ଦୋକାନୀ ଓ ଜଣେ ସାଇକେଲ ଆରୋହୀ ଆହତ ।

Body of a girl found in Bhubaneswar inside closed house
ରାଜଧାନୀରେ ଚାଞ୍ଚଲ୍ୟ ! ଘର ଭିତରେ ଯୁବତୀଙ୍କ ମୃତଦେହ, ପ୍ରେମିକ ଫେରାର୍

ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନରେ ଏକ ଘର ଭିତରେ ଜଣେ ଯୁବତୀଙ୍କ ମୃତଦେହ ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି । ଏହି ଘଟଣାପରେ ଲିଭ-ଇନରେ ରହୁଥିବା ପୁରୁଷ ବନ୍ଧୁ ଫେରାର ହୋଇଯାଇଛି ।

Ravenshaw University's Name Change Row
ରେଭେନ୍ସା ନାଁ ପରିବର୍ତ୍ତନ ଆବଶ୍ୟକ, ବହୁ ଦିନର ଦାବି: ଭର୍ତ୍ତୃହରି

ରେଭେନ୍ସାର ନାଁ ପରିବର୍ତ୍ତନ ହେବା ଆବଶ୍ୟକ । ନାମ ପରିବର୍ତ୍ତନ ପାଇଁ ଏବେ ମୁଁ ନୁହେଁ ୧୯୪୯ ମସିହାରୁ ଦାବି ହୋଇ ଆସୁଛି । ଏହା କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।

Odisha Scholarship Scam
SC/ST ପିଲାଙ୍କ ପୋଷ୍ଟ୍ ମାଟ୍ରିକ୍ ସ୍କଲାରସିପରେ ବଡ଼ ଦୁର୍ନୀତି, ଆତ୍ମସାତ୍ ହୋଇଛି କୋଟି କୋଟି ଟଙ୍କା

ଜାଲ୍ ଜାତି ଓ ଆୟ ପ୍ରମାଣପତ୍ର ମାଧ୍ୟମରେ ଛାତ୍ରବୃତ୍ତି ହଡପ୍ । ନକଲି ବା ଭୂତ ଛାତ୍ରଛାତ୍ରୀଙ୍କ ନାଁ ରେ ସମଗ୍ର ରାଜ୍ୟରେ 3 କୋଟି 42 ଲକ୍ଷ ଟଙ୍କା ଆତ୍ମସାତ୍ ହୋଇଛି। 

Naveen meets imported leaders
ବିଜେପିରୁ ଆମଦାନୀ ନେତାଙ୍କ ସହ ନବୀନଙ୍କ ଭେଟଘାଟ, ଘଳିଆ ବନ୍ଦ ପାଇଁ ଉଦ୍ୟମ ଚର୍ଚ୍ଚା

ଦିନେ ନବୀନଙ୍କୁ ଭେଟିବା ବିଜେଡି ନେତାଙ୍କ ପାଇଁ ସ୍ବପ୍ନ ଥିଲା। ଆଉ ଏବେ ଖୋଦ୍ ନବୀନ ନେତା, ପଞ୍ଚାୟତ ପ୍ରତିନିଧି, ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଠୁ ଆରମ୍ଭ କରି ଗଣେଶ ପୂଜା ମଣ୍ଡପ ବି ବୁଲିଲେଣି।

Mamata Banerjee Offers To Resign
ଆଲୋଚନାକୁ ଆସିଲେନି ଜୁନିଅର ଡାକ୍ତର, ମମତା କହିଲେ ଇସ୍ତଫା ଦେବାକୁ ପ୍ରସ୍ତୁତ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ଘୋଷଣା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ କହିଲେ ମମତା ।

Crime
ଦାଗୀଙ୍କୁ ପାର୍ବଣ ମନା, ତଡ଼ିପାର ହେବେ ହାର୍ଡକୋର୍ ଅପରାଧୀ

ଚଳିତବର୍ଷ ପୂଜା ହେବ କ୍ରାଇମ ଫ୍ରି । ପାର୍ବଣ ପୂର୍ବରୁ ହାର୍ଡକୋର୍ ଅପରାଧୀଙ୍କୁ ସହରରୁ ତଡ଼ିପାର୍ ପାଇଁ କମିଶନରେଟ ପୋଲିସର ଯୋଜନା।

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବାଦିକତା । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମି ସିଟି ‘ଇଟିଭି ଭାରତ’ ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟେଣ୍ଟ୍ ଏଡିଟର ଓ ନ୍ୟୁଜ ଆଙ୍କର, ସିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । କ୍ରୀଡା, ରାଜନୀତି, ସ୍ପେଶାଲ ଷ୍ଟୋରୀ, ଭଏସ୍ ଓଭର୍ ଏବଂ ଉପସ୍ଥାପନାରେ ସ୍ୱତନ୍ତ୍ର ରୁଚି । ୨୦୨୩ରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭିରେ କଣ୍ଟେଣ୍ଟ୍ ଏଡିଟର ଭାବେ କାର୍ଯ୍ୟରତ ।