• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

Sangram Keshori Behera

Editor

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବ ...more

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବାଦିକତା । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମି ସିଟି ‘ଇଟିଭି ଭାରତ’ ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟେଣ୍ଟ୍ ଏଡିଟର ଓ ନ୍ୟୁଜ ଆଙ୍କର, ସିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । କ୍ରୀଡା, ରାଜନୀତି, ସ୍ପେଶାଲ ଷ୍ଟୋରୀ, ଭଏସ୍ ଓଭର୍ ଏବଂ ଉପସ୍ଥାପନାରେ ସ୍ୱତନ୍ତ୍ର ରୁଚି । ୨୦୨୩ରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭିରେ କଣ୍ଟେଣ୍ଟ୍ ଏଡିଟର ଭାବେ କାର୍ଯ୍ୟରତ ।

less

Posts by Sangram Keshori Behera

Kishore Jena
Paris Olympic 2024: ନିରାଶ କଲେ ଓଡ଼ିଆ ଜାଭେଲିନ ଥ୍ରୋଅର କିଶୋର, ଫାଇନାଲରୁ ବାଦ୍

ଫାଇନାଲ ରାଉଣ୍ଡରୁ ବାଦ୍ ପଡ଼ିଲେ ଓଡ଼ିଆ ଆଥଲେଟ୍ କିଶୋର ଜେନା । ମଉଳିଲା ପଦକ ଆଶା ।

Neeraj Chopra
Paris Olympic 2024: ଫାଇନାଲରେ ନୀରଜ ଚୋପ୍ରା, ପୁଣି ଗୋଲ୍ଡ ମେଡାଲ୍ !

ଟୋକିଓ ପରେ ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ କମାଲ । ପ୍ୟାରିସ୍ ଅଲିମ୍ପିକ୍ସର ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ ନୀରଜ ଚୋପ୍ରା ।

BJP
ଭୋଟ୍ ବ୍ୟାଙ୍କ ଚିନ୍ତା: ବିଜେଡିର ନଜର ସହରାଞ୍ଚଳ, ବିଜେପି ଫୋକସରେ ଗ୍ରାମାଞ୍ଚଳ

ଭୋଟ୍ ବ୍ୟାଙ୍କ ବଢାଇବାକୁ ବିଜେପିର ନୂଆ ତରିକା, ଫୋକସରେ ଗ୍ରାମାଞ୍ଚଳ । ବିଜେପି ଆଡକୁ ଢଳୁଛନ୍ତି ସରପଞ୍ଚ ଓ ସମିତିସଭ୍ୟ ।

Student Protest
ତାତିଲେ ହାଇସ୍କୁଲ ଛାତ୍ରଛାତ୍ରୀ, କାଦୁଅ ରାସ୍ତାରେ ଚାଲିଲେ ବିଡିଓ ଓ ତହସିଲଦାର

ମାତ୍ର କେଇ ଘଣ୍ଟା ଭିତରେ ଅଫିସରଙ୍କୁ ବି ପାଣି ପିଆଇଦେଲେ ହାଇସ୍କୁଲ୍ ଛାତ୍ରଛାତ୍ରୀ । ପିଲାଙ୍କ ସହ କାଦୁଅ ପଚ୍ ପଚ୍ ପାଣି ରାସ୍ତାରେ ଚାଲିଲେ ବିଡିଓ ଓ ତହସିଲଦାର ।

Vigilance raid
ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ଇଞ୍ଜିନିୟର, ସଂପତ୍ତି ଜାଣିଲେ ହୋସ୍ ଉଡିଯିବ

ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ କୁବେର ଇଞ୍ଜିନିୟର । ଘର ଭିତରେ ସାଇତି ରଖାଯାଇଥିବା ସଂପତ୍ତି ଦେଖିଲେ ହୋସ୍ ଉଡିଯିବ ।

Miss India
ଓଡ଼ିଶାରେ ହେବ ମିସ୍, ମିଷ୍ଟର ଓ ମିଷ୍ଟ୍ରେସ ଇଣ୍ଡିଆ-୨୦୨୪

ଓଡ଼ିଶାରେ ହେବ ସୁନ୍ଦରୀ ପ୍ରତିଯୋଗିତା । ମିସ୍, ମିଷ୍ଟର ଓ ମିଷ୍ଟ୍ରେସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗନେବେ ଯୁବ ପ୍ରତିଭା । 

Puri Srimandir Ratna Bhandar
ମରାମତି ହେବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର, ପ୍ରସ୍ତୁତ ହେଲା SOP

ରତ୍ନ ଭଣ୍ଡାର ମରାମତି ନେଇ ପ୍ରସ୍ତୁତ ହେଲା SOP । ଶ୍ରୀମନ୍ଦିର ପରିଚାଳନା କମିଟିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।

Broadcast bill
ଆସିବ ନୂଆ ବ୍ରଡକାଷ୍ଟ ବିଲ୍, ଚିନ୍ତାରେ ଡିଜିଟାଲ କଣେଣ୍ଟ କ୍ରିଏଟର୍ସ

ନୂଆ ବ୍ରଡକାଷ୍ଟ ବିଲକୁ ନେଇ ବିବାଦ । ଟେଲିଭିଜନ ନେଟୱର୍କ ଆକ୍ଟ ୧୯୯୫ର ସ୍ଥାନ ନେବାକୁ ଯାଉଛି ବ୍ରଡକାଷ୍ଟ ବିଲ୍ ୨୦୨୪ ।

Manu Bhaker
Paris Olympics 2024: ସୁଟର ମନୁ ଭାକରଙ୍କୁ ମିଳିଲା ବଡ଼ ଦାୟିତ୍ୱ

ସୁଟର ମନୁ ଭାକରଙ୍କୁ ମିଳିଲା ବଡ଼ ଦାୟିତ୍ୱ । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ଉଦଯାପନୀ ସମାରୋହରେ ହେବେ ଭାରତର ଧ୍ୱଜା ବାହକ ।

Vigilance Raid
ସପ୍ତାହକରେ ଗିରଫ ୧୦ରୁ ଅଧିକ ସରକାରୀ ବାବୁ, କାହାର ୮୫ ପ୍ଲଟ୍ ତ କିଏ କିଣିଛି ୫୦ରୁ ଅଧିକ

ସପ୍ତାହକରେ ଗିରଫ ୧୦ରୁ ଅଧିକ ସରକାରୀ ବାବୁ । କାହା ଛତ୍ରଛାୟାରେ ଓ କେଉଁ ପ୍ରଭାବଶାଳୀଙ୍କ ଆଶୀର୍ବାଦରେ ଠିଆ କରିଥିଲେ କଳାଧନର ସାମ୍ରାଜ୍ୟ ?

BJP
ଫୋକସରେ ଆଦିବାସୀ ଭୋଟ୍, ବିଜେପି ST ମୋର୍ଚ୍ଚାକୁ ସିଏମ୍ ମୋହନଙ୍କ ଟାସ୍କ

ବିଧାନସଭାରେ ଓ ଲୋକସଭାରେ ସବୁ ଆସନ ଜିତିବା ଲକ୍ଷ୍ୟରେ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଟାସ୍କ ।

OSSSC Recruitment
ଆବେଦନକୁ ବିତିଲାଣି ୭ ମାସ, କେତେ ପରୀକ୍ଷା ତାରିଖ ଗଡ଼ାଇବ OSSSC ?

କେତେ ତାରିଖ ଗଡ଼ାଇବ OSSSC ? ଆଉ କେତେ ଦିନ ଅପେକ୍ଷା କରିବେ ପରୀକ୍ଷାର୍ଥୀ ।

Pole vaulter Anthony Ammirati
Paris Olympic 2024: ଆଥଲେଟଙ୍କ ପଦକ ସ୍ୱପ୍ନ ଭାଙ୍ଗିଦେଲା ନିଜର ପ୍ରାଇଭେଟ୍ ପାର୍ଟ

ଅଲିମ୍ପିକ୍ସର ପୋଲ୍ ଭଲ୍ଟ ଇଭେଣ୍ଟରେ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ନିଜ ପ୍ରାଇଭେଟ୍ ପାର୍ଟ କାରଣରୁ ପଦକ ହରାଇଲେ ଆଥଲେଟ୍ ।

Hockey Team India
Paris Olympic 2024: ଅଲିମ୍ପିକ୍ସ ହକି ସେମିରେ ଭାରତ, ବଢିଲା ପଦକ ଆଶା

ଅଲିମ୍ପିକ୍ସ ହକିରେ ଭାରତର ବାଜିମାତ । ଟୋକିଓ ପରେ ପ୍ୟାରିସ୍, ଲଗାତାର ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଲା ଭାରତୀୟ ହକି ଟିମ ।

Amit Rohidas
Paris Olympics 2024: ହକି କ୍ୱାର୍ଟରରେ ଅମ୍ପାୟରିଂକୁ ନେଇ ପ୍ରଶ୍ନ, ୧୦ ଖେଳାଳିରେ ଖେଳିଲା ଭାରତ

ଅଲିମ୍ପିକ୍ସ ହକି କ୍ୱାର୍ଟରଫାଇନାଲରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ । ଭାରତୀୟ ଡିଫେଣ୍ଡର ଅମିତ ରୋହିଦାସଙ୍କୁ ମିଳିଲା ରେଡକାର୍ଡ ।

No-confidence motion
ଚର୍ଚ୍ଚାରେ ସୁନାବେଡ଼ା ପୌରପରିଷଦ, ଅଧ୍ୟକ୍ଷ ନୁହେଁ ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ସୁନାବେଡ଼ା ପୌର ପରିଷଦ । ଅଧ୍ୟକ୍ଷ ନୁହେଁ ବରଂ ଉପାଧ୍ୟକ୍ଷାଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ ।

Surya varshan
Success Story: କାମ କରିଗଲା ଆଇଡିଆ, ୨୨ ବର୍ଷରେ ଛିଡ଼ାକଲେ ୧୦ କୋଟିର କମ୍ପାନୀ

ମାତ୍ର ୨୨ ବର୍ଷରେ କୋଟିପତି ବ୍ୟବସାୟୀ । ୨୦୦ ଟଙ୍କାରେ ଆରମ୍ଭ କରିଥିଲେ, ଏବେ ୧୦ କୋଟିରୁ ଅଧିକ ମୂଲ୍ୟର କମ୍ପାନୀ ।

Ashwini Ponnappa
Paris Olympics 2024: ପରାଜୟ ଦୁଃଖରେ ଅବସର ନେଲେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର୍

ପରାଜୟ ପରେ ଅଲିମ୍ପିକ୍ସରୁ ଅବସର ଘୋଷଣା କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ଅଶ୍ୱିନୀ ପୋନାପ୍ପା । ପ୍ୟାରିସରେ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଟିମ୍ ନିରାଶ ହେବାପରେ ଅବସର ଘୋଷଣା ।

Astrology believe
ଜ୍ୟୋତିଷ ଶାସ୍ତ୍ର କୁହେ, ଏହିସବୁ ତାରିଖରେ ଜନ୍ମିତ ପିଲା ହୋଇଥାନ୍ତି IAS IPS ପରି ବଡ଼ ଅଫିସର୍

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଯାହା ଯେତିକି କୌତୁହଳପୂର୍ଣ୍ଣ ସେତିକି ଚମତ୍କାର ।

Income tax returns
ହ୍ୱାଟ୍ସଆପରେ ବି କରିହେବ ଇନକମ ଟ୍ୟାକ୍ସ ଫାଇଲିଂ, ଜାଣନ୍ତୁ ଉପାୟ..

ହ୍ୱାଟ୍ସଆପ ମାଧ୍ୟମରେ ହେଉଛି ଆୟକର ରିଟର୍ଣ୍ଣ ଦାଖଲ । ଟ୍ୟାକ୍ସ ଫାଇଲିଂକୁ ଅଧିକ ସରଳ ଓ ସୁଗମ କରିବା ପାଇଁ ନୂଆ ବିକଳ୍ପ ।

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବାଦିକତା । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମି ସିଟି ‘ଇଟିଭି ଭାରତ’ ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟେଣ୍ଟ୍ ଏଡିଟର ଓ ନ୍ୟୁଜ ଆଙ୍କର, ସିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । କ୍ରୀଡା, ରାଜନୀତି, ସ୍ପେଶାଲ ଷ୍ଟୋରୀ, ଭଏସ୍ ଓଭର୍ ଏବଂ ଉପସ୍ଥାପନାରେ ସ୍ୱତନ୍ତ୍ର ରୁଚି । ୨୦୨୩ରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭିରେ କଣ୍ଟେଣ୍ଟ୍ ଏଡିଟର ଭାବେ କାର୍ଯ୍ୟରତ ।