• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

Sangram Keshori Behera

Editor

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବ ...more

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବାଦିକତା । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମି ସିଟି ‘ଇଟିଭି ଭାରତ’ ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟେଣ୍ଟ୍ ଏଡିଟର ଓ ନ୍ୟୁଜ ଆଙ୍କର, ସିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । କ୍ରୀଡା, ରାଜନୀତି, ସ୍ପେଶାଲ ଷ୍ଟୋରୀ, ଭଏସ୍ ଓଭର୍ ଏବଂ ଉପସ୍ଥାପନାରେ ସ୍ୱତନ୍ତ୍ର ରୁଚି । ୨୦୨୩ରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭିରେ କଣ୍ଟେଣ୍ଟ୍ ଏଡିଟର ଭାବେ କାର୍ଯ୍ୟରତ ।

less

Posts by Sangram Keshori Behera

PM Modi
ମୋଦି ମାନିଆରେ ବୁଡ଼ିଲା ରାଜଧାନୀ; ଜଗନ୍ନାଥଙ୍କୁ ପୂଜା କଲେ, କ୍ଷୀରି ଖାଇଲେ

ଗାଡ଼କଣରେ ପିଏମ୍ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଲେ ମୋଦି । କହିଲେ ଆଦିବାସୀ ମାଆଙ୍କ ହାତରୁ କ୍ଷୀରି ଖାଇ ମନେ ପଡ଼ିଲେ ମୋ ମାଆ ।

Crime Branch
ପୋଲିସର ବର୍ବରତା: ସେନାର ଉଦବେଗ, ଥାନାରେ କ୍ରାଇମବ୍ରାଞ୍ଚ ଟିମର ଖୋଳତାଡ଼

ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ରାତି ଅଧରେ ଏବଂ ରାଜରାସ୍ତାରେ ପ୍ରଥମେ ରୋଡ୍ ରୋମିଓଙ୍କ ଛେଡ଼ଛାଡ଼୍ । ଆଉ ସେହି ଅଭିଯୋଗ ନେଇ ଭରତପୁର ଥାନାକୁ ଯାଇଥିବାବେଳେ ପୋଲିସର ସାଂଘାତିକ କାଣ୍ଡ କାରନାମା ।

Ratna Bhandar
ଆସନ୍ତାକାଲି ରତ୍ନଭଣ୍ଡାର ଯାଞ୍ଚ କରିବ ASI, ଖୋଲିବ କି ସୁଡଙ୍ଗ ରହସ୍ୟ ?

ରତ୍ନଭଣ୍ଡାର ଭିତରେ ଅଛି କି ସୁଡଙ୍ଗ ବା ଅଧିକ କୋଠରୀ ? ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗରେ ୩ ଦିନ ଯାଞ୍ଚ କରିବ ASI।

Ashwini Vaishnaw
ରେଳ ସୁରକ୍ଷା ପାଇଁ ସାରା ଦେଶରେ ଲଗାଯିବ କବଚ ସିଷ୍ଟମ: ରେଳମନ୍ତ୍ରୀ

ବାଲେଶ୍ୱର ବାହାନଗା ଭଳି ଦୁର୍ଘଟଣା ଏଡ଼ାଇବା ପାଇଁ ନୂଆ ବ୍ୟବସ୍ଥା ଅଣାଯାଇଛି । ରେଳ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Future value of Rs 1 Lakh
ମୁଦ୍ରାସ୍ପିତି ପ୍ରଭାବରେ କମୁଛି ଟଙ୍କାର ମୂଲ୍ୟ, ୨୦ ବର୍ଷ ପରେ ଲକ୍ଷେ ଟଙ୍କାର ମୂଲ୍ୟ ଜାଣନ୍ତୁ...

ମୁଦ୍ରାସ୍ପିତିର ପ୍ରଭାବ କାରଣରୁ ଟଙ୍କାର ମୂଲ୍ୟ ବର୍ଷକୁ ବର୍ଷ ହ୍ରାସ ପାଇବାରେ ଲାଗିଛି । ଚିନ୍ତା ବଢ଼ାଉଛି ଟଙ୍କାର ଭବିଷ୍ୟତର ମୂଲ୍ୟ ।

Indian Men's Hockey Team
ଭାରତ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି ଚାମ୍ପିଅନ୍‌

ଫାଇନାଲ୍‌ରେ ଚୀନ୍‌କୁ ୧-୦ ଗୋଲ୍‌ରେ ହରାଇ ଚାମ୍ପିଅନ୍‌ ହେଲା ଭାରତ । ପଞ୍ଚମ ଥର ପାଇଁ ଟାଇଟଲ୍‌ ଜିତିଲା ଭାରତୀୟ ହକି ଦଳ ।

Arvind Kejriwal
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜରିୱାଲ । ଆତିଶୀ ମର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।

Vishwakarma Idol Immersion Turns Fatal
ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ଡ୍ୟାମରେ ବୁଡ଼ି ୨ ଛାତ୍ର ମୃତ

ବାରିପଦାରେ ଡ୍ୟାମରେ ବୁଡ଼ି ୨ ଛାତ୍ର ମୃତ । ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ୨ ଛାତ୍ର ।

woman sarpanch delivers speech in fluent English
ଇଂରାଜୀରେ ଧୂଆଁଧାର ଭାଷଣ ଦେଲେ ମହିଳା ସରପଞ୍ଚ, ଜିଲ୍ଲାପାଳ ଆଶ୍ଚର୍ଯ୍ୟ

ମହିଳା ସରପଞ୍ଚ ଜଣଙ୍କ ହେଉଛନ୍ତି ରାଜସ୍ଥାନର ବାରମର ଅଞ୍ଚଳର । ବାରମର ଜଲିପା ଗ୍ରାମରେ ଆୟୋଜିତ ଜଳ ମହୋତ୍ସବରେ ଭାଷଣ ଦେଇଥିଲେ ଗାଁ ମୁଖିଆ ।

Meet India’s youngest female IAS officer
Success Story: ମାତ୍ର ୨୩ ବର୍ଷରେ ବନିଥିଲେ IAS, ଏବେ ଲୋକଙ୍କ ଅଫିସର

ଭାରତର ସର୍ବକନିଷ୍ଠ ମହିଳା ଆଇଏଏସ୍ ଅଧିକାରୀ ସ୍ମିତା ସଭରୱାଲ । UPSC ପରୀକ୍ଷାରେ କରିଥିଲେ କମାଲ୍ ।

Reckless Driving Causes Havoc in Bhubaneswar
ରାଜଧାନୀରେ ବେପରୁଆ ଗାଡିଚାଳନା ଘଟଣାରେ ୫ ଗିରଫ, ଗାଡ଼ି ଜବତ

ରାଜଧାନୀରେ ବେପରୁଆ ଗାଡିଚାଳନା ଘଟଣାରେ ୫ ଗିରଫ । ୫ ଜଣଙ୍କୁ ଗିରଫ କରିବା ସହ୨ଟି ଗାଡ଼ି ଜବତ କଲା ପୋଲିସ।

Indian batsman is giving Australia sleepless nights
କଙ୍ଗାରୁ କ୍ରିକେଟରଙ୍କ ନିଦ ହଜାଇଛନ୍ତି ଏହି ଭାରତୀୟ ବ୍ୟାଟର

ବର୍ଡର-ଗାଭାସ୍କର ସିରିଜର ଢେର୍ ପୂର୍ବରୁ ମାଇଣ୍ଡ ଗେମ୍ ଆରମ୍ଭ କରିସାରିଲେଣି ଅଷ୍ଟ୍ରେଲିଆ ଖେଳାଳି । ଶୋଚନୀୟ ଭାବେ ଭାରତ ଠାରୁ ସିରିଜ ହାରିବା ପରେ ଏବେ ବିଜୟ ପାଇଁ ବ୍ୟାକୁଳ ।

J&K's Baramulla Encounter
ଯବାନଙ୍କ ଗୁଳିରେ ଆତଙ୍କୀ ନିପାତ, ଖସିଯିବାକୁ କରୁଥିଲା ଉଦ୍ୟମ

ଭାଇରାଲ ହେଉଛି ଏନକାଉଣ୍ଟର ବେଳର ଭିଜୁଆଲ । ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ସୁରକ୍ଷାବଳ ସେମାନଙ୍କୁ ଘେରାବନ୍ଦୀ କରିଥିଲେ ।

Commissionerate Police issues traffic advisory
ମୋଦିଙ୍କ ଭୁବନେଶ୍ୱର ଗସ୍ତ ପାଇଁ ଜାରିହେଲା ଟ୍ରାଫିକ କଟକଣା

କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ ନିର୍ଦ୍ଦେଶନାମା । ଭୁବନେଶ୍ୱର ଜନତା ମଇଦାନରେ ପ୍ରଧାନମନ୍ତ୍ରୀଙ୍କ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

Balasore Rain
ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର, ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି 

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ପାଣି। ବାଲେଶ୍ୱରରୁ ରେମୁଣା ଓ ଏନଏଚ୍-୧୬କୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟତ ପ୍ରଭାବିତ ।

Jalaka River
ବିପଦ ସଂକେତ ଟପିଲା ଜଳକା ନଦୀର ଜଳସ୍ତର, ବଢୁଛି ବନ୍ୟା ଆଶଙ୍କା

ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଫୁଲୁଛି ଜଳକା ନଦୀ। ମଥାନୀଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଥିବାବେଳେ ଆଜି ରାତି ୮ଟା ସୁଦ୍ଧା ଜଳକା ନଦୀର ଜଳସ୍ତର ବଢ଼ି ୬.୫୧ ମିଟର ସହ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

Vande Bharat Express
ରାଜ୍ୟରେ ଗଡ଼ିଲା ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ରାଜ୍ୟରେ ଗଡ଼ିଲା ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍ । ଭର୍ଚୁଆଲ୍ ମୋଡରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱଡା ଏକ୍ସପ୍ରେସ୍ । ଆସନ୍ତାକାଲି ଗଡ଼ିବ ରାୟପୁର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ ।

Subhadra Yojana
ରାଜ୍ୟବ୍ୟାପୀ ସୁଭଦ୍ରା ଯୋଜନାର କ୍ରେଜ୍, ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଖାତାକୁ ଗଲା ଟଙ୍କାଏ

ରାଜ୍ୟବ୍ୟାପୀ ସୁଭଦ୍ରା ଯୋଜନାର କ୍ରେଜ୍ । ଆୟୋଜିତ ହେଲା ୧୦ ହଜାରରୁ ଅଧିକ ସ୍ୱାଗତ ପଦଯାତ୍ରା । ସ୍ୱାଗତ ପଦଯାତ୍ରା'ରେ ସାମିଲ ହେଲେ ହଜାର ହଜାର ମହିଳା। ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଖାତାକୁ ଗଲା ଟଙ୍କାଏ ଲେଖାଏଁ ।

PM Modi visit to Odisha
୧୭ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, କଡ଼ା ସୁରକ୍ଷା ବଳୟରେ ରହିବ ଭୁବନେଶ୍ୱର

ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୁରକ୍ଷା ପାଇଁ ମୁତୟନ ହେବେ ୮୧ ପ୍ଲାଟୁନ୍ ଫୋର୍ସ । ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ ।

BJD
ଥାନାରେ ପହଞ୍ଚିଲା ପାରାଦୀପ ବିଜେଡି କଳି, ଦୁଇଦିନ ତଳେ ନେତାଙ୍କୁ ଡାକି ବୁଝାଇଥିଲେ ସୁପ୍ରିମୋ

ଥାନାରେ ପହଞ୍ଚିଲା ପାରାଦୀପ ବିଜେଡି କଳି । ବିଜେଡି ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ନାଁରେ ଏତଲା ଦେଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ସମର୍ଥକ ମାନସ ବିଶ୍ୱାଳ।

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବାଦିକତା । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମି ସିଟି ‘ଇଟିଭି ଭାରତ’ ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟେଣ୍ଟ୍ ଏଡିଟର ଓ ନ୍ୟୁଜ ଆଙ୍କର, ସିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । କ୍ରୀଡା, ରାଜନୀତି, ସ୍ପେଶାଲ ଷ୍ଟୋରୀ, ଭଏସ୍ ଓଭର୍ ଏବଂ ଉପସ୍ଥାପନାରେ ସ୍ୱତନ୍ତ୍ର ରୁଚି । ୨୦୨୩ରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭିରେ କଣ୍ଟେଣ୍ଟ୍ ଏଡିଟର ଭାବେ କାର୍ଯ୍ୟରତ ।