• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

CM Naveen Patnaik’s cousin brother
ବାର୍ଦ୍ଧକ୍ୟ ଭତ୍ତା ମାଗିଲେ ବିଜୁ ବାବୁଙ୍କ ପୁତୁରା, ଲୁହଭିଜା ଆଖିରେ ବଖାଣିଲେ ଯନ୍ତ୍ରଣା

ଦରଖାସ୍ତରେ ନିଜକୁ ଜଣେ ଅସହାୟ ବୃଦ୍ଧ ବୋଲି ଦର୍ଶାଇଛନ୍ତି ଦିଲ୍ଲୀପ। ତାଙ୍କ ବୟସ ୭୬ ବର୍ଷ। ଏଣୁ ସେ ଏବେ ଏହି ଯୋଜନାରେ ଜଣେ ଯୋଗ୍ୟ  ହିତାଧିକାରୀ।

lightning strike at Kudanagari High School
ସ୍କୁଲରେ ବଜ୍ରପାତ; ୧୬ ପିଲା ଆହତ

ହାଇସ୍କୁଲରେ ଅସ୍ଥାୟୀ ଭାବେ ଚାଲିଥିଲା ଆଦର୍ଶ ବିଦ୍ୟାଳୟ। 

deepika breaks father in law scooter
ଶ୍ୱଶୁରଙ୍କ ଗାଡ଼ି ଭାଙ୍ଗିଦେଲେ ଦୀପିକା ! କହିଲେ- ମୁଁ ରାଗିକି କରିଛି

ମାନବାଧିକାର କର୍ମୀଙ୍କ ସହ ଯାଇ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଦିନେଶଙ୍କ ପରିବାର ଅଭିଯୋଗ କରିବା ସହ ଦୀଓପିକାଙ୍କୁ ଘର ଆଗରୁ ଉଠାଇବାକୁ ଦାବି କରିଛନ୍ତି।

BMC new Guidelines
ବିଏମସିର ନୂଆ ଗାଇଡଲାଇନ୍: ଏଣିକି ଗାଈଗୋରୁଙ୍କୁ ଏଣେତେଣେ ଛାଡ଼ିପାରିବେନି ମାଲିକ

ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏ ନେଇ ଅନୁଷ୍ଠିତ ଏକ ବୈଠକରେ ଏ ସମ୍ପର୍କିତ ନିଷ୍ପତ୍ତି ହୋଇଛି।

Dengue cases raise concern in khordha
କାୟା ମେଲିଚାଲିଛି ଡେଙ୍ଗୁ, ହଟସ୍ପଟ୍ ପାଲଟିଛି ଖୋର୍ଦ୍ଧା ଜିଲ୍ଲା

ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରେ ୯୦ ପ୍ରତିଶତ କେବଳ ରାଜଧାନୀ ଭୁବନେଶ୍ବରରୁ। ନୟାପଲ୍ଲୀ, ପୁରୁଣା ଭୁବନେଶ୍ବର, ଆଚାର୍ଯ୍ୟବିହାର, ଜାଗମରା, ପୋଖରୀପୁଟ ଭଳି ଅଞ୍ଚଳ ଏବେ ଡେଙ୍ଗୁର ଗନ୍ତାଘର। ସ୍ଥିତି ଏମିତି ହେଲାଣି ଯେ କ୍ୟାପିଟାଲ ହସ୍ପିଟାଲରେ ଥିବା ଡେଙ୍ଗୁ ବେଡ୍ ଏବେ ନିଅଣ୍ଟ ପଡିଲାଣି।

ଓଡ଼ିଆ ପୁଅ ସୁଶାନ୍ତ ଖୁଣ୍ଟିଆ
୨ ବର୍ଷରେ ଲିଭିଗଲା ଗୋଟିଏ ପରିବାରର ୪ ଜୀବନ ଦୀପ

ସ୍ୱାଧୀନତା ଦିବସର ଦିନି ତିନିଟା ପୂର୍ବରୁ ଝାଡଖଣ୍ଡରେ ମାଓ ହମଲା। ଲାଲବାହିନୀ ଗୁଳିରେ ଟଳିପଡ଼ିଲେ CRPF ଯବାନ।

odisha politics
‘ନୂଆ ଓଡ଼ିଶା’ ଯୋଜନାକୁ କ୍ୟାବିନେଟ୍ ମୋହର: ଭୋଟ୍ ଟଣା ଯୋଜନା କହି ବର୍ଷିଲା ବିଜେପି

କଣ ଏଇ ନୂଆ ଓଡ଼ିଶାର ଲକ୍ଷ୍ୟ, ଯୁବ ବର୍ଗଙ୍କ ନିଯୁକ୍ତି ନା କେବଳ ଭୋଟ୍ ଗୋଟେଇବାର ଚାଲ୍। କୁହାଯାଉଛି ମୋଦିଙ୍କ ଆଡ଼କୁ ଯୁବ ଭୋଟ୍ ଢଳୁଥିବାରୁ ସେମାନଙ୍କୁ ନବୀନ ମୁହାଁ କରି କାଉଣ୍ଟର ପ୍ରସ୍ତୁତିକୁ ମଜଭୁତ କରିବାକୁ ଏ ଯୋଜନା। ଯାହାକୁ ନେଇ ତେଜିଛି ରାଜନୀତି।

5T ସ୍କୁଲର ୪ ନକଲି ଶିକ୍ଷକ
ପିଲାଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ: ଦିନକରେ ଧରାପଡ଼ିଲେ 5T ସ୍କୁଲର ୪ ନକଲି ଶିକ୍ଷକ

ସବୁଠୁ ଆଶ୍ଚର୍ଯ୍ୟର କଥା ସମସ୍ତେ ହେଉଛନ୍ତି ଫାଇଭ୍-ଟି ସ୍କୁଲର ଶିକ୍ଷକ। ଅର୍ଥାତ ଯେଉଁଠି ସ୍ୱଚ୍ଛତା ରହିବା କଥା ସେଠି ଚାଲିଛି ନକଲି ସାର୍ଟିଫିକେଟ୍ କାରସାଦି।

new ray of hope in breast cancer treatment
ସ୍ତନ କର୍କଟ ଚିକିତ୍ସା ଦିଗରେ ଔଷଧ ବାହାରିବା ନେଇ ଦେଖାଦେଲା ଆଶା

ଡିଜିନେପ୍-A ଇନିହିବିଟର ବ୍ୟବହାର କରି ସ୍ତନ କର୍କଟ ରୋଗ ଲାଗି ଔଷଧ ପ୍ରସ୍ତୁତି ଦିଗରେ ପ୍ରି କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛି I

ମୃତ ଯବାନ ସୁଶାନ୍ତ ଖୁଣ୍ଟିଆ
୨ ମାସ ତଳେ ବାହା ହୋଇଥିଲେ... ଘରକୁ ଆସିଲା ମୃତ୍ୟୁ ଖବର

ଏନ୍‌କାଉଣ୍ଟରରେ ଜଣେ ଓଡ଼ିଆ ସିଆରପିଏଫ ଯବାନ ସହିଦ ହୋଇଛନ୍ତି।

man killed his wife
୭୦ ହଜାର ଟଙ୍କା ଦେଇ ବାହାହେଲା, ନିଜ ହାତରେ ମାରିଦେଲା

ଅଧିକ ଦିନ ତିଷ୍ଠିଲାନି କିଣାରେ ଆସିଥିବା ସମ୍ପର୍କ। କିଣି ଆଣି ବିବାହ କରିଥିବା ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ। 

sushil kumar won Rs 5 crore on KBC, lost all his money
କେବିସିରେ କୋଟିପତି ହୋଇଥିବା ସୁଶିଲ କେମିତି ହେଲେ ଭିକାରୀ...

କେବିସିରେ କୋଟିପତି ହୋଇଥିବା ସୁଶିଲ କେମିତି ହେଲେ ଭିକାରୀ। ଏନେଇ ସେ ସୋସିଆଲ ମିଡିଆରେ ସବୁକିଛି କହିଛନ୍ତି।

Free textbooks for Class 1 to 8 students of private schools in Odisha
ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ପିଲାଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ

୩୬୨୦ ବିଦ୍ୟାଳୟର ୫ ଲକ୍ଷରୁ ଅଧିକ ପିଲା ଉପକୃତ ହେବେ। ଏଥିପାଇଁ ବାର୍ଷିକ ୯ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

Birthday Celebration of Sura Routray
'ମୁଁ ଆଉ ନିର୍ବାଚନ ଲଢ଼ିବିନି, ମୋ ପୁଅ ଲଢ଼ିବ...' ଜନ୍ମଦିନରେ କହିଲେ ସୁର

କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ୮୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରର ତାଙ୍କ ଜନ୍ମଦିନକୁ ବେଶ ଧୁମଧାମରେ ପାଳନ କରିବା ସହ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି ଶୁଭେଚ୍ଛୁ।

Japanese couple travel to Chennai to watch Rajinikanth’s Jailer
ରଜନୀକାନ୍ତଙ୍କ 'ଜେଲର୍‌' ଦେଖିବା ପାଇଁ ଚେନ୍ନାଇ ଆସିଲେ ଜାପାନର ଦମ୍ପତି

ନେଲ୍‌ସନ୍‌ ଦିଲୀପ କୁମାରଙ୍କ ନିର୍ଦ୍ଦେଶିତ 'ଜେଲର' ଏକ ମନୋରଂଜନ ଧର୍ମୀ-ଆକ୍ସନ୍ ପ୍ୟାକ୍‌ରେ ଭରପୂର ସିନେମା। ଏଥିରେ ରଜନୀକାନ୍ତ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଭାବରେ ଦେଖାଦେଇଛନ୍ତି।

ବନକଲାଗି ନୀତି
କେମିତି ହୁଏ ମହାପ୍ରଭୁଙ୍କ ବନକଲାଗି, ଜାଣନ୍ତୁ

ଦୁଆର ବନ୍ଦ, ଦର୍ଶନ ବନ୍ଦ। ଚାଲିଛି ମହାପ୍ରଭୁଙ୍କ ବନକଲାଗି ନୀତି। ସାଧାରଣ ଭକ୍ତଟିଏ ବୁଝିବା ପାଇଁ ଏହାର ସରଳ ଅର୍ଥ ହେଲା ମୁଖ ଶିଙ୍ଗାର ବା ମୁଖସଜ୍ଜା। ଶ୍ରୀମନ୍ଦିର ଗର୍ଭଗୃହସ୍ଥ ରତ୍ନସିଂହାସନରେ ବିରାଜିତ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ମୁଖମଣ୍ଡଳର ଦୀପ୍ତି ବଢ଼ାଇବା ଲାଗି ଶହ ଶହ...

Odisha youths from technical background are more interested to join administrative service!
ଅଲୋଡା ହେଉଛି କି ଇଞ୍ଜିନିୟରିଂ ଓ ଡାକ୍ତରୀ ଡିଗ୍ରୀ ?

ହାତରେ ଇଞ୍ଜିନିୟରିଂ ଓ ଡାକ୍ତରୀ ଡିଗ୍ରୀ। କିନ୍ତୁ ଇଚ୍ଛା ବାବୁ ଚାକିରିରେ। ଏବେ ଏଭଳି କିଛି ଟ୍ରେଣ୍ଡ ଯୁବ ପିଢି ଭିତରେ। ଯାହାର ପ୍ରତିଫଳନ ଦେଖିବାକୁ ମିଳୁଛି ୟୁପିଏସସି ଏବଂ ଓପିଏସସି ପରୀକ୍ଷାରେ।

 Deepika stages sit-in again in front of boyfriend's house
ପୁଣି ପ୍ରେମିକ ଦୁଆରେ ଦୀପିକାଙ୍କ ଧାରଣା: ପ୍ରେମିକଙ୍କ ସଂପର୍କିୟ ମୁହଁକୁ ଲଙ୍କାଗୁଣ୍ଡ ଫିଙ୍ଗିଥିବା ଅଭିଯୋଗ 

ନଛୋଡ଼ବନ୍ଧା ଦୀପିକା, ଆଜିଠୁ ପୁଣି ଧାରଣା ଦେଇଛନ୍ତି ବ୍ରହ୍ମପୁର ବଡ଼ବଜାର ଥାନା ଦେଶୀବେହେରା ସାହିର କେ.ଦିନେଶଙ୍କ ଘର ଦାଣ୍ଡ ଆଗରେ।

 ବିଜିନେସ୍ ଓଡିଶା ଆୱାର୍ଡସ୍
ପ୍ରଥମଥର ପାଇଁ ଓଡିଶା ଟେଲିଭିଜନ ଆୟୋଜନ କରିବାକୁ ଯାଉଛି 'ବିଜିନେସ୍ ଓଡ଼ିଶା ଆୱାର୍ଡସ୍'

ଓଟିଭିର ଏହି ମର୍ଯ୍ୟାଦାଜନକ ସମ୍ମାନ ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଆପଣଙ୍କୁ ଆବଶ୍ୟକୀୟ ଏକ ମନୋନୟନ ଫର୍ମ ପୂରଣ ସହ ଆବେଦନ କରିବାକୁ ହେବ।

man brutally killed over high electric bill
ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ଯୁବକଙ୍କୁ ନିର୍ମମ ହତ୍ୟା !

ହତ୍ୟା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି। 

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।