୧୯୯୪ ମସିହାରୁ ସାମ୍ବାଦିକତା ଆରମ୍ଭ କରିଥିବା ଅମରେଶ ବିଶ୍ୱାଳଙ୍କର ମୁଦ୍ରିତ, ବୈଦୁତ ...more
୧୯୯୪ ମସିହାରୁ ସାମ୍ବାଦିକତା ଆରମ୍ଭ କରିଥିବା ଅମରେଶ ବିଶ୍ୱାଳଙ୍କର ମୁଦ୍ରିତ, ବୈଦୁତିକ ଓ ଡିଜିଟାଲ ଗଣମାଧ୍ୟମରେ ୨୭ ବର୍ଷର ଅଭିଜ୍ଞତା ରହିଛି। ପ୍ରଥମେ ଖବରକାଗଜ, ତା ପରେ ଟେଲିଭିଜନ ନ୍ଯୁଜ ଏବଂ ଏବେ ଡିଜିଟାଲ ଗଣମାଧ୍ୟମରେ ସେ ଜଣେ ଆଗଧାଡ଼ିର ସାମ୍ବାଦିକ ଭାବେ ଗଣା ହୁଅନ୍ତି।