• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Amaresh Biswal

Amaresh Biswal

Editor

୧୯୯୪ ମସିହାରୁ ସାମ୍ବାଦିକତା ଆରମ୍ଭ କରିଥିବା ଅମରେଶ ବିଶ୍ୱାଳଙ୍କର ମୁଦ୍ରିତ, ବୈଦୁତ� ...more

୧୯୯୪ ମସିହାରୁ ସାମ୍ବାଦିକତା ଆରମ୍ଭ କରିଥିବା ଅମରେଶ ବିଶ୍ୱାଳଙ୍କର ମୁଦ୍ରିତ, ବୈଦୁତିକ ଓ ଡିଜିଟାଲ ଗଣମାଧ୍ୟମରେ ୨୭ ବର୍ଷର ଅଭିଜ୍ଞତା ରହିଛି। ପ୍ରଥମେ ଖବରକାଗଜ, ତା ପରେ ଟେଲିଭିଜନ ନ୍ଯୁଜ ଏବଂ ଏବେ ଡିଜିଟାଲ ଗଣମାଧ୍ୟମରେ ସେ ଜଣେ ଆଗଧାଡ଼ିର ସାମ୍ବାଦିକ ଭାବେ ଗଣା ହୁଅନ୍ତି।

less

Posts by Amaresh Biswal

these 7 exercises can stop you from mindless using of mobile phone
Mobile Phone: କରନ୍ତୁ ଏହି ୭ଟି ବ୍ରେନ୍ ଏକ୍ସରସାଇଜ୍, ଭୁଲିଯିବେ ମୋବାଇଲ୍ ଫୋନ୍

ମୋବାଇଲ୍ ଫୋନ୍ ଧୀରେ ଧୀରେ ଆମକୁ କବଳିତ କରୁଛି। ଏହା କବଳରୁ କେମିତି ତ୍ରାହି ମିଳିବ ସେ ଉପାୟ କାହା ପାଖରେ ନାହିଁ। ଏହି ୭ଟି ବ୍ରେନ୍ ଏକ୍ସରସାଇଜ୍ ଟ୍ରାଏ କରନ୍ତୁ, ଯାହା ହୁଏତ ଆପଣଙ୍କୁ ମୋବାଇଲ୍ ଫୋନଠାରୁ ଦୂରେଇ ଦେଇପାରେ।

ସନ୍ୟାସିନୀ ବେଶରେ ସୁନୀତି ମୁଣ୍ଡ
Suniti Mund: ସନ୍ୟାସ ନେଲେ ସୁନୀତି !! କୁମ୍ଭରେ ବାଳ ପକେଇ ଲାଣ୍ଡି ହେଲେ, ଫେସବୁକରେ ଲେଖିଲେ ଏମିତି କଥା...

ହଠାତ୍ ରାଜନୀତିକୁ ଆସି ହିଇଚଇ କରିଦେଇଥିବା ତଥାକଥିତ ଲେଖିକା ସୁନୀତି ମୁଣ୍ଡ ଏବେ ତାଙ୍କ ରୂପ ବଦଳାଇଛନ୍ତି। ରାଜନୀତିରେ ସଂପୂର୍ଣ୍ଣ ବିଫଳ ହେଲାପରେ ସେ ସନ୍ୟାସିନୀ ବେଶ ଧାରଣ କରିଛନ୍ତି। ମୁଣ୍ଡରୁ ବାଳ କାଟି ସେ ଜୀବନର ଗୁଢ଼ତତ୍ୱ ଖୋଜିବେ ବୋଲି ଘୋଷଣା କରିଛନ୍ତି। ପଢ଼ନ୍ତୁ ପୂରା କାହାଣୀ...

avoid eating cauliflower if you have these 5 health problems
Health Tips: ଏହି ୫ଟି ସମସ୍ୟା ଥିଲେ ଖାଆନ୍ତୁନି ଫୁଲକୋବି

ଫୁଲକୋବି ଏକ ସ୍ୱାଦିଷ୍ଟ ପରିବା। ଏଥିରେ ଅନେକ ପ୍ରକାର ଆଇଟମ୍ ତିଆରି କରାଯାଇ ପାରେ। ସିଜିନ୍ ଟାଇମରେ ଅନେକ ଲୋକ କେବଳ ଫୁଲକୋବି ହିଁ ଖାଆନ୍ତି। କିନ୍ତୁ ଡାକ୍ତର କହୁଛନ୍ତି, ଏହି ୫ଟି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଫୁଲକୋବିଠାରୁ ଦୂରେଇ ରହିବା ଉଚିତ।

8 valuable tips usually followed by successful people
Success Tips: ସଫଳ ବ୍ୟକ୍ତିଙ୍କର ଥାଏ ଏହି ୮ଟି ଅଭ୍ୟାସ

ଯଦି କେହି ସଫଳ ହୋଇଛି ତେବେ ତା ପଛରେ ନିଷ୍ଠା ନିଶ୍ଚିତ ରହିଛି। ସଫଳ ବ୍ୟକ୍ତି ଏପରି କିଛି କାମ କରିଥାଏ, ଯାହା ସାଧାରଣ ଲୋକେ କରିନଥାନ୍ତି। ପଢ଼ନ୍ତୁ ଏହି ୭ଟି ପଏଣ୍ଟ ଯାହା ସଫଳ ବ୍ୟକ୍ତି ନିଶ୍ଚିତ କରିଥାଏ।

these 7 things kids secretly watch their parents do
Parenting: ବାପା ମାଆଙ୍କର ଏହି ୭ଟି କଥାକୁ ଲୁଚିଲୁଚି ଦେଖନ୍ତି ଛୁଆ

ନିଜ ପିଲାଙ୍କ ଆଗରେ ବାପା ମାଆ ଭଲ ବ୍ୟବହାର କରିବା ଉଚିତ। ଯଦି କୌଣସି ସମସ୍ୟା ଅଛି ତେବେ ତାକୁ ଏମିତି ହ୍ୟାଣ୍ଡେଲ କରିବା ଉଚିତ ଯେମିତି ପିଲାଏ ତା ଦ୍ୱାରା ପ୍ରଭାବିତ ନହେବେ। କାରଣ ଏହି ୭ଟି କଥା ପିଲାଏ ଲୁଚି ଲୁଚି ଲକ୍ଷ୍ୟ କରନ୍ତି।

5 vastu tips for good earning
Vastu Tips: ରୋଜଗାର କମୁଛି କି? ଘରେ ଥାଇପାରେ ଏହିସବୁ ଦୋଷ

Vastu Tips: ରୋଜଗାର କମୁଛି କି? ଘରେ ଥାଇପାରେ ଏହିସବୁ ଦୋଷ

latest scenes at Prayagraj  Maha Kumbh Mela 2025
Maha Kumbh Mela 2025: ତ୍ରିବେଣୀ ସଙ୍ଗମରେ କିଛି ବିଚିତ୍ର ଦୃଶ୍ୟ

କୋଟି କୋଟି ଭକ୍ତ, କିଲୋମିଟର କିଲୋମିଟର ମେଳା, ସାଧୁସନ୍ଥରେ ଭର୍ତ୍ତି ଅଂଚଳ। ଦେଖନ୍ତୁ ଆଜି ତ୍ରିବେଣୀ ସଙ୍ଗମର କିଛି ରୋଚକ ଦୃଶ୍ୟ।

MPs At The Parliament House During the Budget Session
Budget Session: ସଂସଦର ବଜେଟ୍ ଅଧିବେଶନ ପାଇଁ ସକାଳେ ଏମିତି ପହଞ୍ଚିଥିଲେ ବିଭିନ୍ନ ଦଳର ସାଂସଦ

ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ। ଏହି ଗୁରୁତ୍ୱପୂର୍ଣ୍ଣ ସେସନ ପାଇଁ ପ୍ରସ୍ତୁତ ସବୁ ଦଳର ସାଂସଦ। ସକାଳୁ ସକାଳୁ ଏମିତି ଥିଲା ସଂସଦ ବାହାରର ଦୃଶ୍ୟ। ଜଣ ଜଣ କରି ପହଞ୍ଚିଥିଲେ ସବୁ ଦଳର ନେତା।

avoid to consume these 4 foods along with lemon
Health Tips: ଲେମ୍ବୁ ସହ ଖାଆନ୍ତୁନି ଏହି ୪ଟି ଖାଦ୍ୟ

ସବୁ ଖାଦ୍ୟ ସମସ୍ତଙ୍କ ସହ ମିଶି ପାରନ୍ତି ନାହିଁ। କିଛି କିଛି ଖାଦ୍ୟକୁ ଅନ୍ୟ ଖାଦ୍ୟ ସହ ଖାଇଲେ ବିଷକ୍ରିୟା ସୃଷ୍ଟି ହୋଇପାରେ। ଜାଣନ୍ତୁ ଲେମ୍ବୁ ସହ ଏହି ୪ଟି ଖାଦ୍ୟ ଖାଇଲେ କଣ ହୁଏ।

drinking too much of lemon water may lead to these 6 problems
Health Tips: ଅଧିକ ଲେମ୍ବୁ ପାଣି ପିଉଛନ୍ତି କି? ଏହି ୬ଟି ସମସ୍ୟା ହୋଇପାରେ

ହଜମ ନହେଲେ ଲେମ୍ୱୁପାଣି ପିଇବାକୁ ପରାମର୍ଶ ଦିଆଯାଏ। ଘରକୁ କୁଣିଆ ଆସିଲେ ମଧ୍ୟ ଓଡ଼ିଆ ଲୋକମାନେ ଲେମ୍ବୁପାଣି ଯାଚନ୍ତି। କିନ୍ତୁ ଅଧିକ ଲେମ୍ୱୁପାଣି ପିଇଲେ କ'ଣ ହୁଏ ଜାଣନ୍ତୁ।

vastu guidelines to start the construction of you home
Vastu Tips: ଘର ତିଆରି ଆରମ୍ଭ ବେଳେ ମାନନ୍ତୁ ଏହି ବାସ୍ତୁ ନିୟମ, ନହେଲେ…

ଆମ ଜୀବନ ଉପରେ ବାସ୍ତୁର ପ୍ରଭାବ ନିଶ୍ଚୟ ରହିଛି। ଘରଟିଏ କରିବା ବେଳେ ଏହିସବୁ ବାସ୍ତୁ ନିୟମ ମାନିଲେ ଏଥିରେ ରହିବାକୁ ଯାଉଥିବା ଲୋକଙ୍କର ଆଶ୍ଚର୍ଯ୍ୟଜନକ ବିକାଶ ହୋଇଥାଏ।

5 Indian Cricketers Appointed Coach in Other Nations
Cricket: ଅନ୍ୟ ଦେଶରେ କ୍ରିକେଟ କୋଚ୍ ଥିବା ୫ ଭାରତୀୟ ଖେଳାଳୀ

ଏହି ୫ ଜଣ ଭାରତୀୟ କ୍ରିକେଟ ଖେଳାଳୀ ଅନ୍ୟ ଦେଶର କ୍ରିକେଟ ଦଳର କୋଚ୍ ରହି ଆସିଛନ୍ତି। ଏମାନେ ସମସ୍ତେ ପୂର୍ବତନ ଭାରତୀୟ ଖେଳାଳୀ।

Indian Air Force performs during 76th Republic Day Parade in New Delhi on Sunday
Adventurous Show By Airforce : ଆକାଶରେ ନୌସେନାର ଦୁଃସାହସିକ ପ୍ରଦର୍ଶନ

ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ଆକାଶରେ ନୌସେନାର ଦୁଃସାହସିକ ପ୍ରଦର୍ଶନ

If you are keeping your cell phone beside your head at night
Health Tips: ମୁଣ୍ଡତଳେ ଫୋନ୍ ରଖି ଶୋଉଛନ୍ତି କି? ଏହି ୬ଟି ସମସ୍ୟା ହୋଇପାରେ

ରାତିରେ ଶୋଇଲା ବେଳେ ମୁଣ୍ଡ ତଳେ କିମ୍ବା ଦେହ ପାଖରେ ମୋବାଇଲ୍ ଫୋନ୍ ରଖିଲେ ମହା ବିପଦ। ହୋଇପାରେ ଏହି ୬ଟି ସମସ୍ୟା।

Yagya kund in mahakumbh 2025
Mahakumbh 2025: ସାଧୁମାନଙ୍କ ପାଇଁ ଏମିତି ହୋଇଛି ଶହ ଶହ ଯଜ୍ଞକୁଣ୍ଡ

ମହାକୁମ୍ଭ ମେଳାରେ ଏକାଠି ହୋଇଛନ୍ତି ହଜାର ହଜାର ସାଧୁ ସନ୍ଥ। ସାଧୁଙ୍କ ପାଇଁ ରହିବାକୁ ଅନେକ ବ୍ୟବସ୍ଥା ହୋଇଛି। ତେବେ ଖାଲି ତ ରହିବେନି, ସେମାନେ ଦୈନିକ ଆହୁତି ଦେବାକୁ ତିଆରି ହୋଇଛି ଶହ ଶହ ଯଜ୍ଞକୁଣ୍ଡ। ଦେଖନ୍ତୁ ସେହି ଦୃଶ୍ୟ।

These 8 foods will solve your indigestion problem
ହଜମ ସମସ୍ୟା ଅଛି କି? ଖାଆନ୍ତୁ ଏହି ୮ଟି ଖାଦ୍ୟ

These 8 foods will solve your indigestion problem - ହଜମ ସମସ୍ୟା ଅଛି କି? ଖାଆନ୍ତୁ ଏହି ୮ଟି ଖାଦ୍ୟ-

Actress Mamta kulkarni adorned as mahamandleshwar of the kinnar akhara
Mamta Kulakarni: ନୂଆ ଅବତାରରେ ମମତା କୁଲକର୍ଣ୍ଣି

ଦିନେ ନିଜର ଅପୂର୍ବ ସୌନ୍ଦର୍ଯ୍ୟ ପାଇଁ ବଲିଉଡ଼ର ଚର୍ଚ୍ଚିତ ହିରୋଇନ୍ ମମତା କୁଲକର୍ଣ୍ଣି ଆଜି ହଠାତ୍ ଗେରୁଆ ବେଶରେ ଉପନୀତ। କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦରେ ଅଭିଷିକ୍ତ ହେଲେ ଅଭିନେତ୍ରୀ ମମତା କୁଲକର୍ଣ୍ଣି। ଏଥିପାଇଁ କିନ୍ନର ଆଖଡ଼ା ତରଫରୁ ପ୍ରୟାଗରାଜରେ ହୋଇଥିଲା ବିଶେଷ ଆୟୋଜନ।

Actress Janhvi Kapoor opens up her marriage plan
Janhvi Kapoor: ଇଚ୍ଛା ଅଛି ୩ଟି ଛୁଆ ଜନ୍ମ କରି ତିରୁପତିରେ ଘର କରି ରହିବି

Actress Janhvi Kapoor Opens Up Marriage Plan- ଇଚ୍ଛା ଅଛି ୩ଟି ଛୁଆ ଜନ୍ମ କରି ତିରୁପତିରେ ଘର କରି ରହିବି

Various scenes at Mahakumbh Mela 2025
Mahakumbh 2025: ମହାକୁମ୍ଭର ମହାବିପଣୀରେ ନାନା ଦୃଶ୍ୟ

ମହାକୁମ୍ଭର ମହାବିପଣୀରେ ନାନା ଦୃଶ୍ୟ। ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ରାମ ମନ୍ଦିର ସାଦୃଶ ଏକ ପେଣ୍ଡାଲ ନିର୍ମାଣ କରାଯାଇଛି। ଗଙ୍ଗା ଯମୁନା ସରସ୍ୱତୀ ନଦୀ ତ୍ରୟର ତ୍ରିବେଣୀ ସଙ୍ଗମରେ ସାଧୁଙ୍କ ଦ୍ୱାରା ସାଂଧ୍ୟ ଆଳତୀ ତ୍ରିବେଣୀ ସଙ୍ଗମରେ ତିଳକ ସେବା। ମହାକୁମ୍ଭରେ ମହାବିପଣୀ, ଖୋଲିଛି ଭଳିକ ଭଳି ଦୋକାନ, ଚାଲିଛି...

6 ways to control your naughty children in 15 minutes
Parenting Tips: ଜିଦ୍ଦିଆ ପିଲାକୁ ୧୫ ମିନିଟରେ ବୁଝାଇବାକୁ ୬ଟି ଉପାୟ

Parenting Tips: ଜିଦ୍ଦିଆ ପିଲାକୁ ୧୫ ମିନିଟରେ ବୁଝାଇବାକୁ ୬ଟି ଉପାୟ

୧୯୯୪ ମସିହାରୁ ସାମ୍ବାଦିକତା ଆରମ୍ଭ କରିଥିବା ଅମରେଶ ବିଶ୍ୱାଳଙ୍କର ମୁଦ୍ରିତ, ବୈଦୁତିକ ଓ ଡିଜିଟାଲ ଗଣମାଧ୍ୟମରେ ୨୭ ବର୍ଷର ଅଭିଜ୍ଞତା ରହିଛି। ପ୍ରଥମେ ଖବରକାଗଜ, ତା ପରେ ଟେଲିଭିଜନ ନ୍ଯୁଜ ଏବଂ ଏବେ ଡିଜିଟାଲ ଗଣମାଧ୍ୟମରେ ସେ ଜଣେ ଆଗଧାଡ଼ିର ସାମ୍ବାଦିକ ଭାବେ ଗଣା ହୁଅନ୍ତି।