/odishatv-khabar/media/media_files/2025/12/01/panchang-2025-12-01-08-14-35.jpg)
Panchang Photograph: (OTV)
ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀ ୦୫ ତାରିଖ ଶୁକ୍ରବାର । ଚନ୍ଦ୍ର – ବୃଷ ରାତ୍ରି ୧୦.୧୬ ଗତେ ମିଥୁନ । ତିଥି – ପ୍ରତିପଦ ରାତ୍ରି ୧୨.୫୫ ଗତେ ୨ୟା । ଘାତଚନ୍ଦ୍ର – ବିଛା ରାଶିର , ରାତ୍ରି ୧୦.୧୬ ଗତେ କନ୍ୟା ରାଶିର । ଘାତବାର – ବିଛା , ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ରାତ୍ରି ୧୨.୫୫ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ
Advertisment
ଶୁଭ ସମୟ
ପ୍ରାତଃ – ୦୬.୧୧ ରୁ ୦୬.୫୪
ପ୍ରାତଃ – ୦୭.୩୮ ରୁ ୦୮.୫୪
ଦିବା – ୧୧.୫୮ ରୁ ୦୨.୫୨
ଦିବା – ୦୩.୩୬ ରୁ ୦୫.୦୩
ସନ୍ଧ୍ୟା – ୦୫.୫୫ ରୁ ୦୮.୨୦
ରାତ୍ରି – ୧୨.୦୩ ରୁ ୦୧.୪୮
ରାତ୍ରି – ୦୨.୪୧ ରୁ ୦୪.୨୬
ଅଶୁଭ ସମୟ
ରାହୁକାଳ - ଦିବା ୧୦.୧୫ ରୁ ୧୧.୩୭
କାଳବେଳା - ଦିବା ୧୦.୧୫ ରୁ ୧୧.୩୭
ବାରବେଳା - ଦିବା ୦୮.୫୪ ରୁ ୧୦.୧୫
କାଳରାତ୍ରି – ରାତ୍ରି ୦୮.୨୦ ରୁ ୦୯.୫୮
Advertisment
Advertisment



Related Articles
Dramatic Rescue: ପୋଖରୀକୁ ଖସିପଡ଼ିଛି କାର୍, ନାଉରୀ କରୁଛନ୍ତି ଜୀବନ ଉଦ୍ଧାର
POSTED

A Wedding With a Difference: ନିଆରା ବାହାଘର, ଉଦାହରଣ ସାଜିଲେ ଗୋପବନ୍ଧୁ ସାର୍
POSTED

Political Storm: ପ୍ରଫୁଲ୍ଲଙ୍କ ଘରୁ ଖଞ୍ଜା ଯାଇଥିବା ଡିନାମାଇଟରେ ଫାଟୁଛି ଭଦ୍ରକ ବିଜେଡି ବନ୍ଧ, ଦଳରୁ ଇସ୍ତଫା ଦେଉଛନ୍ତି ନେତା
POSTED

Putin in India: ଭାରତରେ ପ୍ରାୟ ୩୦ ଘଣ୍ଟା ରହିବେ ପୁଟିନ, ଦି ମିଷ୍ଟ୍ରି ମ୍ୟାନଙ୍କ ପାଇଁ ସୁରକ୍ଷାର ଅଭେଦ୍ୟ ଦୁର୍ଗ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)