Advertisment

Today Panchang 3rd November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ। ଇଂରାଜୀ ୦୩ ତାରିଖ  ସୋମବାର। ଚନ୍ଦ୍ର – ମୀନ ଅହୋରାତ୍ର। ତିଥି – ୧୩ଶୀ ରାତ୍ରି ୦୨.୦୬ ଗତେ ୧୪ଶୀ। ଘାତଚନ୍ଦ୍ର – ଧନୁ ରାଶିର ଅହୋରାତ୍ର।

author-image
Deepak Acharya
undefined

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ। ଇଂରାଜୀ ୦୩ ତାରିଖ  ସୋମବାର। ଚନ୍ଦ୍ର – ମୀନ ଅହୋରାତ୍ର। ତିଥି – ୧୩ଶୀ ରାତ୍ରି ୦୨.୦୬ ଗତେ ୧୪ଶୀ। ଘାତଚନ୍ଦ୍ର – ଧନୁ ରାଶିର ଅହୋରାତ୍ର। ଘାତବାର – ମିଥୁନ ରାଶିର। ପୁଷ୍କର ଦୋଷ – ନାସ୍ତି
ଶୁଭ ସମୟ-
ପ୍ରାତଃ – ୦୫.୫୨ ରୁ ୦୭.୧୬
ଦିବା – ୦୮.୫୨ ରୁ ୧୧.୦୭
ରାତ୍ରି – ୦୭.୪୦ ରୁ ୦୯.୫୪
ରାତ୍ରି – ୦୨.୨୮ ରୁ ୦୩.୧୯
ଅଶୁଭ ସମୟ - 
ରାହୁକାଳ - ପ୍ରାତଃ ୦୭.୧୬ ରୁ ୦୮.୪୧
କାଳବେଳା - ପ୍ରାତଃ ୦୭.୧୬ ରୁ ୦୮.୪୧
ବାରବେଳା- ଦିବା ୦୨.୨୮ ରୁ ୦୩.୪୩
କାଳରାତ୍ରି – ରାତ୍ରି ୦୯.୫୪ ରୁ ୧୧.୩୦

Advertisment
Panchang
Advertisment