/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀ ତାରିଖ ୨୪ ଶନିବାର। ଚନ୍ଦ୍ର – ମୀନ ଅହୋରାତ୍ର। ତିଥି – ୬ଷ୍ଠୀ ରାତ୍ରି ୧୨.୪୦ ଗତେ ୭ମୀ। ଘାତଚନ୍ଦ୍ର – ଧନୁ ରାଶିର ଅହୋରାତ୍ର। ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୧୨.୪୦ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ।
ଶୁଭ ସମୟ –
ଦିବା – ୧୦.୩୫ ରୁ ୦୧.୦୫
ରାତ୍ରି – ୦୮.୦୫ ରୁ ୧୦.୪୦
ରାତ୍ରି – ୧୨.୨୪ ରୁ ୦୨.୦୮
ରାତ୍ରି – ୦୩.୦୦ ରୁ ୦୪.୪୩
ଅଶୁଭ ସମୟ -
ରାହୁକାଳ – ଦିବା ୦୯.୪୩ ରୁ ୧୦.୩୫
କାଳବେଳା – ପ୍ରାତଃ ୦୬.୨୭ ରୁ ୦୭.୫୦ ଓ ଦିବା ୦୪.୦୭ ରୁ ୦୫.୩୦
ବାରବେଳା – ଦିବା ୦୧.୨୧ ରୁ ୦୨.୪୪
କାଳରାତ୍ରି - ସନ୍ଧ୍ୟା ୦୫.୩୦ ରୁ ୦୭.୦୭ ଓ ନିଶାନ୍ତ ୦୪.୫୦ ରୁ ୦୬.୨୭
Advertisment
Advertisment



Related Articles
Top Jaish-e-Mohammad Commander Killed : ଟଳିଲା ଜେଇଏମ୍ କମାଣ୍ଡର, M4 ଅଟୋମେଟିକ୍ ରାଇଫଲ୍ ଜବତ
POSTED

Gunfire Erupts in Saranda Jungle: ସରଣ୍ଡା ଜଙ୍ଗଲରେ ଫୁଟୁଛି ଗୁଳି, ଓଡ଼ିଶା ସୀମାରେ କଡ଼ାକଡ଼ି ସୁରକ୍ଷା
POSTED

Minor Boy Critically Injured: ଶ୍ରୀମନ୍ଦିରରେ ଅଘଟଣ; ପୋଲିସ ମାଡ଼ରେ ନାବାଳକ ଗୁରୁତର
POSTED

Bhubaneswar Turns Restless at Night: ରାତିରେ ଅଶାନ୍ତ ରାଜଧାନୀ ଭୁବନେଶ୍ବର, ଗୋଡ଼ାଇ ଗୋଡ଼ାଇ ହାଣିଲେ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)