/odishatv-khabar/media/media_files/2026/01/24/bhubaneswar-2026-01-24-08-02-13.jpg)
Bhubaneswar Photograph: (OTV)
ରାଜଧାନୀରେ ବୁଲିଲା ଖଣ୍ଡା। ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୩ ଜଣ ଯୁବକ। ରାତିରେ ଅଶାନ୍ତ ହୋଇ ଉଠିଲା ରାଜଧାନୀ ଭୁବନେଶ୍ବର। ଗୋଷ୍ଠୀ ସଂଘର୍ଷରୁ ୩ ଜଣ ଯୁବକ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି। କେଳୁଚରଣ ପାର୍କ ପାଖ ଏକ ଆପାର୍ଟମେଣ୍ଟ ନିକଟରେ ଏହି ଘଟଣା ଘଟିଛି।
ଚନ୍ଦ୍ରଶେଖରପୁର ଥାନା ପୋଲିସ ଓ ମଞ୍ଚେଶ୍ବର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି। ଯୁବକଙ୍କୁ ଅବସ୍ଥା ସଂକଟାପନ୍ନ ରହିଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା କୁହାଯାଉଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାକୁ ଦେଖି ୩ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା କି ପ୍ରତିକ୍ରିୟା ଦିଆଯାଇନି।
ରାତିରେ ଅଶାନ୍ତ ହୋଇ ଉଠିଲା ରାଜଧାନୀ ଭୁବନେଶ୍ବର
ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୩ ଯୁବକ
ଗୋଷ୍ଠୀ ସଂଘର୍ଷରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ
ସଂକଟାପନ୍ନ ଅବସ୍ଥାରେ ଯୁବକ ହସ୍ପିଟାଲରେ ଭର୍ତ୍ତି
ରାତିରେ ଚନ୍ଦ୍ରଶେଖରପୁର ଥାନାରେ ୨ ଅଭିଯୁକ୍ତଙ୍କ ଆତ୍ମସମର୍ପଣ
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସୂଚନା
Traffic Chaos Grips Bhubaneswar: ରାଜଧାନୀବାସୀଙ୍କୁ କନ୍ଦେଇଲାଣି ଟ୍ରାଫିକ୍ ଯନ୍ତ୍ରଣା, ସନ୍ଧ୍ୟା ପରେ ଯିବାକୁ ଡର

Odisha Census Begins After 15 Years: ଏଥର ନୂଆ ଜନଗଣନା; କହିବେ ଭାତ ଖାଉଛନ୍ତି ନା ରୁଟି

Odisha Consumers Complain of Unfair Billing: ସୋଲାର ପ୍ଲାଣ୍ଟ ବସାଇ ଉପଭୋକ୍ତା ଶୋଷଣର ଶିକାର

‘Ama Bus’ Driver’s Carelessness Sparks: ‘ଆମ ବସ୍’ ଆତଙ୍କରେ ଥରହର ଜନତା, ମାଷ୍ଟର କ୍ୟାଣ୍ଟିନ ଛକରେ ବାଇକକୁ ପିଟିଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)