Advertisment

Today Panchang 20th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ତାରିଖ ୨୦ ଶୁକ୍ରବାର। ଚନ୍ଦ୍ର – ମୀନ ଅହୋରାତ୍ର। ତିଥି - ୩ୟା ଦିବା ୦୨.୩୮ ଗତେ ୪ର୍ଥୀ। ଘାତଚନ୍ଦ୍ର - ଧନୁ ରାଶିର ଅହୋରାତ୍ର।

author-image
Deepak Acharya
Panchang Today 28th August 2024

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ତାରିଖ ୨୦ ଶୁକ୍ରବାର। ଚନ୍ଦ୍ର – ମୀନ ଅହୋରାତ୍ର। ତିଥି - ୩ୟା ଦିବା ୦୨.୩୮ ଗତେ ୪ର୍ଥୀ। ଘାତଚନ୍ଦ୍ର - ଧନୁ ରାଶିର ଅହୋରାତ୍ର। ଘାତବାର – ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ – ନାସ୍ତି।
ଶୁଭ ସମୟ-
ପ୍ରାତଃ – ୦୬.୧୬ ରୁ ୦୭.୦୨
ପ୍ରାତଃ – ୦୭.୪୮ ରୁ ୦୯.୦୮
ଦିବା – ୧୨.୨୩ ରୁ ୦୨.୪୧
ଦିବା – ୦୪.୧୨ ରୁ ୦୫.୪୪
ସନ୍ଧ୍ୟା – ୦୭.୨୪ ରୁ ୦୮.୫୨
ରାତ୍ରି – ୦୨.୦୫ ରୁ ୦୪.୩୫
ଅଶୁଭ ସମୟ-
ରାହୁକାଳ - ଦିବା ୧୦.୩୪ ରୁ ୧୨.୦୦
କାଳବେଳା - ଦିବା ୧୦.୩୪ ରୁ ୧୨.୦୦
ବାରବେଳା- ଦିବା ୦୯.୦୮ ରୁ ୧୦.୩୪
କାଳରାତ୍ରି – ରାତ୍ରି ୦୮.୫୨ ରୁ ୧୦.୨୬

Advertisment
Panchang
Advertisment
Related Articles
Advertisment