Advertisment

Action Taken: ଜେଲର୍ ସନ୍ତୋଷିନୀ ଦାଶ ନିଲମ୍ବିତ, ଚୌଦ୍ବାର ଜେଲରୁ ୨ ବିହାରୀ କଏଦୀ ଫେରାର୍ ମାମଲାରେ ହୋଇଥିଲେ ବଦଳି

ଜେଲର ସନ୍ତୋଷିନୀ ଦାଶ ନିଲମ୍ବିତ। କଣ୍ଟାବାଞ୍ଜି ଉପକାରାଗାର ଜେଲର୍ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ବାର ଜେଲରୁ କଣ୍ଟାବାଞ୍ଜି ଜେଲକୁ ତାଙ୍କୁ ବଦଳି କରାଯାଇଥିଲା। ତେବେ ନିଜ କର୍ତ୍ତବ୍ୟରେ ଅବହେଳା ଏବଂ ଆଚରଣ ପାଇଁ ତାଙ୍କୁ ନିଲମ୍ବନ କରିଛନ୍ତି ଜେଲ୍ ଡିଜି।

author-image
Tapan Swain
Jailor

Jailor Photograph: (OTV)

ଜେଲର ସନ୍ତୋଷିନୀ ଦାଶ ନିଲମ୍ବିତ। କଣ୍ଟାବାଞ୍ଜି ଉପକାରାଗାର ଜେଲର୍ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ବାର ଜେଲରୁ କଣ୍ଟାବାଞ୍ଜି ଜେଲକୁ ତାଙ୍କୁ ବଦଳି କରାଯାଇଥିଲା। ତେବେ ନିଜ କର୍ତ୍ତବ୍ୟରେ ଅବହେଳା ଏବଂ ଆଚରଣ ପାଇଁ ତାଙ୍କୁ ନିଲମ୍ବନ କରିଛନ୍ତି ଜେଲ୍ ଡିଜି।

Advertisment

ଗତ ଦଶହରା ଦିନ ୨ ଦୁର୍ଦ୍ଦାନ୍ତ ବିହାରୀ କଏଦୀ ଚମ୍ପଟ ମାମଲାରେ ତାଙ୍କୁ କଣ୍ଟାବାଞ୍ଜି ଉପକାରାଗାରକୁ ବଦଳି କରିଦିଆଯାଇଥିଲା। ଏହି ଆଉ ଏହି ଘଟଣାକୁ ନେଇ ବିବାଦରେ ଥିଲେ ସନ୍ତୋଷିନୀ। ତେବେ ସ୍ବାସ୍ଥ୍ୟଗତ କାରଣ ପାଇଁ ଛୁଟିରେ ଥିବା ସନ୍ତୋଷିନୀ ଦାଶ ଦର୍ଶାଇଥିଲେ।... 

ଜେଲର୍ ସନ୍ତୋଷିନୀ ଦାଶ ନିଲମ୍ବିତ

କଣ୍ଟାବାଞ୍ଜି ଉପକାରାଗାର ଜେଲର୍ ସନ୍ତୋଷିନୀ ଦାଶ ସସପେଣ୍ଡ୍ 
ଚୌଦ୍ବାରରୁ କଣ୍ଟାବାଞ୍ଜି ଜେଲକୁ ବଦଳି କରାଯାଇଥିଲା 
ଚୌଦ୍ବାର ଜେଲରୁ ୨ ବିହାରୀ କଏଦୀ ଫେରାର୍ ମାମଲାରେ ହୋଇଥିଲେ ବଦଳି
କର୍ତ୍ତବ୍ୟରେ ଅବହେଳା ଓ ଆଚରଣ ପାଇଁ ନିଲମ୍ବନ କଲେ ଜେଲ୍ ଡିଜି
ସ୍ବାସ୍ଥ୍ୟଗତ କାରଣ ପାଇଁ ଛୁଟିରେ ରହିଛି କହିଲେ ସନ୍ତୋଷିନୀ

Advertisment
Choudwar Jail Suspended
Advertisment
Related Articles
Advertisment